ପ୍ରମୁଖ ଖବର

ଗାନ୍ଧି ପରିବାରକୁ ନେଇ ପୋଷ୍ଟ, କଙ୍ଗନାଙ୍କ ନାଁରେ ମାମଲା
ଝାଡ଼ଖଣ୍ଡର କଂଗ୍ରେସ ବିଧାୟକ ଭୂଷଣ ବାରାଙ୍କ ବିରୋଧରେ ଜଣେ ୧୪ ବର୍ଷୀୟା ଆଦିବାସୀ ନାବାଳିକା ଯୌନ ନିର୍ଯାତନା ଓ ମାଡ଼ ମାରିବାର ଅଭିଯୋଗ
ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ହେବା ନିକଟତର: ଜୟଶଙ୍କର
ଓଡ଼ିଶାକୁ ଆଉ ୧ ଲକ୍ଷ ପକ୍କା ଘର ମଞ୍ଜୁର, ବଲାଙ୍ଗୀରରେ ଶିବରାଜଙ୍କ ଘୋଷଣା
ଢେଙ୍କାନାଳ ମେଡିକାଲ୍‌ର ୪ ମହଲାରୁ ଡେଇଁ ରୋଗୀଙ୍କ ମୃତ୍ୟୁ
Browsing Category

ଅର୍ଥନୀତି

ମାସ ଆରମ୍ଭରୁ ଝଟ୍‌କା, ପୁଣି ବଢିଲା ଏଲପିଜି ଦର

ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ମାର୍ଚ୍ଚ ପହିଲାରୁ ଗ୍ରାହକଙ୍କ ଉପରେ ପଡିଛି ଚଡ଼କ । ପୁଣି ବଢିଛି ଏଲପିଜି ସିଲିଣ୍ଡର ଦର । ତେବେ ଏହି ବର୍ଦ୍ଧିତ ମୂଲ୍ୟ ୧୦୫ ଟଙ୍କା କମର୍ସିଆଲ ସିଲିଣ୍ଡର ପାଇଁ ଲାଗୁ ହୋଇଛି । ଫେବୃଆରୀ ପହିଲାରେ ଏହାର ଦର ୯୧ ଟଙ୍କା ୫୦ ପଇସାରେ ବୃଦ୍ଧି ପାଇଥିବା ବେଳେ ଏବେ…
Read More...

ଭାରତୀୟ ବଜାରରେ ଯୁଦ୍ଧର ପ୍ରଭାବ

ଋଷ-ୟୁକ୍ରେନ ଯୁଦ୍ଧ ବଜାରରେ ନିଆଁ ଲଗାଇଛି। ସେୟାର ବଜାରର ସ୍ଥିତି ସାଂଘାତିକ ହୋଇଛି। ଖସିଲା ସେୟାର ବଜାର ଓ ସେନସେକ୍ସ। ୧୫୦୦ ପଏଣ୍ଟତଳକୁ ଖସିଲା ଭାରତୀୟ ସେୟାର ବଜାର। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(ନିଫ୍ଟି)ରେ ୪୪୨ ପଏଣ୍ଟ ହ୍ରାସ ହୋଇଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ଆଜି କାରବାର ଆରମ୍ଭ…
Read More...

‘ମୋଦୀଙ୍କ ହୃଦୟରେ ଓଡିଶା ପାଇଁ ସ୍ୱତନ୍ତ୍ର ସ୍ଥାନ ଅଛି’

ରେଳବଜେଟ ଘୋଷଣା ହେବା ପରେ ଦିନିକିଆ ଓଡିଶା ଗସ୍ତରେ ଆସିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସାମ୍ବାଦିକ ସମ୍ମିଳନୀ କରି ଅଶ୍ୱିନୀ ବୈଷ୍ଣବ ରେଳ ବଜେଟରେ ଓଡିଶାକୁ ରେକର୍ଡ ଅନୁଦାନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, ଓଡିଶା ପ୍ରତି…
Read More...

ବଜେଟ ଆଣିଲା ସେୟାର ବଜାର ପାଇଁ ଶୁଭ ଖବର

ବଜେଟ ଆଣିଲା ସେୟାର ବଜାର ପାଇଁ ଶୁଭ ସଙ୍କେତ । ବଜେଟ ଉପସ୍ଥାପନ ହେବାର ଗୋଟିଏ ଦିନ ପରେ ମଧ୍ୟ ସେୟାର ମାର୍କେଟରେ ଭଲ ଆରମ୍ଭ ହୋଇଛି । ବିଏସଇ ସେନସେକ୍ସ ଓ ଏନଏସଇ ନିଫ୍ଟି ଗୋଟିଏ ଦିନ ପୂର୍ବରୁ ହିଁ ବୃଦ୍ଧି ପାଇଛି । ସେନସେକ୍ସ କାରବାର ଆରମ୍ଭରୁ ୫୦୦ ପଏ ଉପରକୁ ଉଠିଛି ।ସକାଳ ସାଢେ ୯ଟାରେ…
Read More...

ସଂସଦରେ ୨୦୨୨-୨୩ ଆର୍ଥିକ ବଜେଟ ଉପସ୍ଥାପନା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଚଳିତ ବର୍ଷ ବଜେଟରେ ଖାସକରି ମହିଳା, କୃଷକ, ଦଳିତ ଓ ଯୁବପୀଢିଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଛି । କରୋନା ମହାମାରୀ ସମୟରେ ଏହି ବଜେଟ ଉପସ୍ଥାପନା ହୋଇଥିବା ବେଳେ ଗତବର୍ଷ ତୁଳନାରେ ସରକାର…
Read More...

କ’ଣ ଶସ୍ତା,କ’ଣ ହେଲା ମହଙ୍ଗା?

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବଜେଟ ଉପସ୍ଥାପନା କରିଛନ୍ତି । ଏହା ହେଉଛି ଦ୍ୱିତୀୟ କାର୍ଯ୍ୟକାଳର ଚତୃର୍ଥ ବଜେଟ । ହୀରା ଗହଣା ଉପରେ ୫ ପ୍ରତିଶତ କଷ୍ଟମ ଡ୍ୟୁଟି ହ୍ରାସ ନେଇ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ । କରୋନା ମହାମାରୀ ସମୟରେ ଏହି…
Read More...