ପ୍ରମୁଖ ଖବର

ପୁରୀ ହୋଟେଲ୍‌ରୁ ଦୁଇ ମୃତଦେହ ଉଦ୍ଧାର: ଆତ୍ମହତ୍ୟା ସନ୍ଦେହ
ସ୍ୱାଧୀନତା ଦିବସ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଗଡ଼ିବ ସ୍ପେଶାଲ ଟ୍ରେନ୍
ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ବୈଷୟିକ କମିଟି ଗଠନ ହେବ: ନଗର ଉନ୍ନୟନ ମନ୍ତ୍ରୀ
ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ; ୧୦ ମୃତ୍ୟୁ ସନ୍ଦେହ
ପୋଲିସ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ
Browsing Category

ଅର୍ଥନୀତି

ମାନ୍ଦାବସ୍ଥା କ୍ଷତରେ ମଲମ ଲଗାଇଲେ ନିର୍ମଳା

ହୋଟେଲ ରହିବା ଆଉ ମହଙ୍ଗା ନୁହେଁପର୍ଯ୍ୟଟନ ଶିଳ୍ପରେ ଉନ୍ନତି ଆସିପାରେ ନୂଆଦିଲ୍ଲୀ: ଦେଶରେ ଦେଖାଦେଇଥିବା ଉତ୍କଟ ମାନ୍ଦାବସ୍ଥାର ମୁକାବିଲା ଲାଗି ଆଜି ଗୋଟିଏ ଦିନରେ କେନ୍ଦ୍ର ସରକାର ଦୁଇଟି ବଡ଼ ପଦକ୍ଷେପ ନେଇଛନ୍ତି। ପୂର୍ବାହ୍ନରେ କଂପାନି ଟିକସରେ ହ୍ରାସ ଘୋଷଣା କରିଥିଲେ କେନ୍ଦ୍ର
Read More...

ଶିଳ୍ପାୟନ ପାଇଁ ଅଣ୍ଟା ଭିଡିଲେ

ବିନିଯୋଗ ହେବ ୨ଲକ୍ଷ କୋଟି, ନିଯୁକ୍ତି ପାଇବେ ୨୭ ହଜାର ୬୪୫ଭୁବନେଶ୍ୱର: ରାଜ୍ୟରେ ୫ ଗୋଟି ପୁଞ୍ଜିନିବେଶକାରୀ ସଂସ୍ଥା ଦ୍ୱାରା ଆଗତ ହୋଇଥିବା ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ବିଂଶତମ ଉଚ୍ଚକ୍ଷମତାସଂପନ୍ନ କମିଟି ବୈଠକରେ ଅନୁମୋଦନ କରିଛନ୍ତି । ନୂତନ ଭାବେ ଉଦ୍‌ଘାଟିତ ହୋଇଥିବା ଖାରବେଳ
Read More...

ସ୍କିଲ୍ ଗ୍ୟାପ୍ ହ୍ରାସ କରିବାକୁ ଧର୍ମେନ୍ଦ୍ରଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ/ଭୁବନେଶ୍ୱର: ସ୍କିଲ୍ ଗ୍ୟାପ୍କୁ ହ୍ରାସ କଲେ ଓ ଦକ୍ଷତା ସମ୍ପନ୍ନ ଏବଂ ଉତ୍ପାଦକ କାର୍ଯ୍ୟବଳ ତିଆରି ହେଲେ ଏହା ଭାରତକୁ ୫ ଟ୍ରିଲିୟନ ଅର୍ଥନୀତି କରିବାରେ ସହାୟକ ହେବ ବୋଲି ନୂଆଦିଲ୍ଲୀ ଠାରେ ବିଶ୍ୱ ଆର୍ଥିକ ଫୋରମ ଦ୍ୱାରା ଆୟୋଜିତ ଦକ୍ଷତା ବ୍ୟବଧାନ ଟ୍ୟାସ୍କଫୋର୍ସର ସମାପନ
Read More...

କାର୍‌ ବିକ୍ରି ମାନ୍ଦା, ମାରୁତି ଉତ୍ପାଦନ କମାଇଲା

ମୁମ୍ବାଇ : ଦେଶରେ କାର୍ ବିକ୍ରିରେ ମନ୍ଥରତା ପରିଲକ୍ଷିତ ହୋଇଛି।ପ୍ରଥମ ତିନିମାସରେ ପାସେଞ୍ଜର କାର ବିକ୍ରି ୪୦ ପ୍ରତିଶତ ହ୍ରାସ ଘଟିଛି। ଏଥିଯୋଗୁ ସୋରୁମ୍ ବନ୍ଦ ହେବା ଆରମ୍ହେଭ କଲାଣି। ଗୋଟିଏ ପଟେ ଏହି କାରଣରୁ କର୍ମଚାରୀ ମାରଣ ନୀତି ଆରମ୍ଭ ହୋଇଥିବା ବେଳେ ଅନ୍ୟପଟରେ ମାରୁତି
Read More...

ମାରୁତି କାର ବେପାରକୁ ଝଟ୍‍କା

ଭୁବନେଶ୍ୱର: ମାରୁତି ସୁଜୁକି ଇଣ୍ଡିଆ କଂପାନି କାର ବେପାରରେ ଚଡକ ପଡିଛି । ଗତବର୍ଷ ଏପ୍ରିଲରେ ଯେତିକି କାର ବିକ୍ରି ହୋଇଥିଲା, ତା ଠାରୁ ୨୦ ପ୍ରତିଶତ କମ କାର ଏଥର ଏପ୍ରିଲରେ ନେଇଛନ୍ତି ଗ୍ରାହକ । ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ, ୨୦୧୮ ଏପ୍ରିଲରେ କଂପାନି ୧ଲକ୍ଷ ୬୩ ହଜାର ୪୩୪ କାର
Read More...

ଜିଏସଟି ଆଦାୟରେ ସର୍ବକାଳୀନ ରେକର୍ଡ

ଭୁବନେଶ୍ୱର: ୨୦୧୯ ଏପ୍ରିଲ ମାସରେ ଜିଏସ୍‍ଟି (ଦ୍ରବ୍ୟ ଓ ସେବା କର) ଆଦାୟ ସର୍ବକାଳୀନ ରେକର୍ଡ ଛୁଇଁଛି । ଅର୍ଥମନ୍ତ୍ରାଳୟର ତଥ୍ୟ ଅନୁସାରେ, ଜିଏସଟି ପ୍ରଚଳନ ପରେ ପ୍ରଥମ ଥର ପାଇଁ ଟିକସ ଆଦାୟ ପରିମାଣ ୧ଲକ୍ଷ ୧୩ହଜାର କୋଟି ଡେଇଁଛି । ତଥ୍ୟ ଅନୁସାରେ, ଚଳିତ ଆର୍ଥିକ ବର୍ଷ ଆରମ୍ଭରୁ
Read More...

ଘର କିଣିବା ପାଇଁ ସମୟ ଆସିଗଲା

ନୂଆଦିଲ୍ଲୀ: ଜିଏସଟି ଲାଗୁ ପରେ ମହଙ୍ଗା େହାଇଯାଇଥିଲା ଘର। ଲକ୍ଷ ଲକ୍ଷ ଟଙ୍କା ତଣ୍ଡ ଗଣୁଥିଲେ େଲାକେ। ନିର୍ବାଚନରେ ପୂର୍ବରୁ ମଧ୍ୟବିତ୍ତଙ୍କୁ ଖୁସି କରିବା ଲାଗି ଜିଏସଟି ପରିଷଦ ବୈଠକରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ନିର୍ମାଣାଧୀନ ଘର ଉପରେ ଜିଏସ୍‌ଟି ହାରକୁ ୧୨ ପ୍ରତିଶତରୁ ୫
Read More...

ରାୟଗଡାରେ ହେବ ବଟଲିଂ ପ୍ଲାଣ୍ଟ

ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ତେଲ ଏବଂ ଗ୍ୟାସ ବିପଣନ କମ୍ପାନି ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ଼ (ଏଚପିସିଏଲ୍) ରାୟଗଡ଼ାରେ ଏକ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ନିର୍ମାଣ କରିବ । ଆସନ୍ତା ୧୯ ତାରିଖରେ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା
Read More...

ବେଳ ଦେଖି ବୈଜୟନ୍ତଙ୍କୁ ବାଣ ମାରିଲା ବିଜେଡି

ଭୁବନେଶ୍ୱର: ବିଜେଡିରୁ ବିଦା ହେବା ବେଳେ ବୈଜୟନ୍ତଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଅଣାଯାଇଥିଲା । ସେତେବେଳେ ଦଳ ପକ୍ଷରୁ କୁହାଯାଇଥିଲା ଯେ ସେ ଅର୍ଥ ସଂକ୍ରାନ୍ତ ସ୍ଥାୟୀ କମିଟି ଅଧ୍ୟକ୍ଷ ହେବାକୁ ଚାହୁଁଥିଲେ । ନ କରାଯିବା କାରଣରୁ ବିରୋଧୀ ହୋଇଛନ୍ତି । ବିଜେଡିର ଏହି ଅଭିଯୋଗ ବେଶ
Read More...

ସରକାରଙ୍କ ମୁଣ୍ଡରେ ଲକ୍ଷେ କୋଟିର ବୋଝ

୨୦୨୦ ମାର୍ଚକୁ ଋଣ ଛୁଇଁବ ୧.୩ଲକ୍ଷ କୋଟି ଆସନ୍ତା ବର୍ଷରେ ବଜାରରୁ ଉଠିବ ୧୪ହଜାର ୫୦୦ କୋଟି ଭୁବନେଶ୍ବର: ରାଜ୍ୟର ଋଣ ଭାର ୧୮ ହଜାର ଟଙ୍କା ଛୁଇଁଥିଲା ବୋଲି ବଦନାମ ହୋଇଥିଲେ ସରକାର। ୨୦୦୦ ମସିହାରେ କଂଗ୍ରେସ କ୍ଷମତାରୁ ହଟିବା ପଛରେ ଅନେକ କାରଣ ମଧ୍ୟରୁ ଏହା ଥିଲା ଗୋଟିଏ। ୨୦୧୯
Read More...