ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ
Browsing Category

ଅର୍ଥନୀତି

ଖାଦ୍ୟ ମହଙ୍ଗା, କ୍ଷୁଧା ବି ବଢୁଛି

ନୂଆଦିଲ୍ଲୀ: ଭାରତ ପାଇଁ ଏକ ନୂଆ ବିପଦ ମୁଣ୍ଡ ଟେକିଛି। ଭାରତ ଏକ କୃଷିପ୍ରଧାନ ଦେଶ ଓ ଦେଶର ସିଂହଭାଗ ଲୋକ କୃଷି ଉପରେ ନିର୍ଭରଶୀଳ, ତଥାପି ଏଠାରେ ଖାଦ୍ୟର ଦର ଅନେକ ପଡୋଶୀ ରାଜ୍ୟଠାରୁ ଢେର୍ ମହଙ୍ଗା। କେବଳ ସେତିକି ନୁହେଁ, କ୍ଷୁଧା ଏବଂ କୁପୋଷଣ ଆଉ ଏକ ବଡ଼ ସମସ୍ୟା ଭାବେ ମୁଣ୍ଡ…
Read More...

ଜେଏସପିଏଲକୁ ରେଳ ଯୋଗାଣକାରୀ ମାନ୍ୟତା, ପ୍ରଥମ ଘରୋଇ କମ୍ପାନି

ମୁଖ୍ୟ ଟ୍ରାକ୍‌ରେ ବ୍ୟବହାର ପାଇଁ ଜେଏସପିଏଲର ଉତ୍ପାଦକୁ ଭାରତୀୟ ରେଳବାଇର  ଅନୁମୋଦନଜେଏସପିଏଲ ଦ୍ୱାରା ନିର୍ମାଣ କରାଯାଉଥିବା ରେଳ ଯୋଗାଣକୁ ଆରଡ଼ିଏସଓ  ଅନୁମୋଦନ କରିଛି ଜେଏସପିଏଲର ୟୁଆଇସି ୬୦ କିଗ୍ରା, ୮୮୦ ଗ୍ରେଡ଼  ପ୍ରାଇମ୍ (କ୍ଲାସ୍- ଏ) ରେଲ୍କୁ ପ୍ରମାଣପତ୍ର   ନୂଆଦିଲ୍ଲୀ:…
Read More...

ଚଣ୍ଡିଖୋଲ ପେଟ୍ରୋ ଭଣ୍ଡାର ପାଇଁ ଅଣ୍ଟାଭିଡ଼ିଲେ ଧର୍ମେନ୍ଦ୍ର

ବିଦେଶୀ କଂପାନିକୁ ନିମନ୍ତ୍ରଣ କଲେ କେନ୍ଦ୍ରମନ୍ତ୍ରୀ୨୦୨୩ ସୁଦ୍ଧା ସବୁ ରେଳପଥକୁ ବିଦ୍ୟୁତକରଣ ୧୨ଟି ଟୁଜି ଜୈବ-ବିଶୋଧନାଗାର ପ୍ରତିଷ୍ଠା କରାଯିବ ୧୪ ହଜାର କୋଟି ଟଙ୍କା ବିନିଯୋଗ ଲକ୍ଷ୍ୟ ରହିଛି୧୫ଲକ୍ଷରୁ ଅଧିକ ସୋଲାର ପମ୍ପ ବି ସ୍ଥାପନ ଲକ୍ଷ୍ୟ ନୂଆଦିଲ୍ଲୀ/ଭୁବନେଶ୍ୱର:…
Read More...

ଗ୍ୟାସ ଭିତ୍ତିଭୂମି ବୃଦ୍ଧି ପାଇଁ ଆମେରିକା କଂପାନିକୁ ନିମନ୍ତ୍ରଣ କଲେ ଧର୍ମେନ୍ଦ୍ର

ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଆଲୋଚନାଦ୍ୱିପାକ୍ଷିକ ସାମରିକ ଉର୍ଜା ଉପରେ ଗୁରୁତ୍ୱାରୋପ ଭୁବନେଶ୍ୱର, ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ କେନିଥ୍ ଜଷ୍ଟରଙ୍କ ସହ ଗୁରୁବାର ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବା ଅବସରରେ…
Read More...

ଲୋକଙ୍କ ଆର୍ଥିକ ସୁରକ୍ଷା ଚିନ୍ତା କଲେ ନବୀନ

ଭୁବନେଶ୍ବର-କଟକ କୋଭିଡ ନିୟମ ପାଳନ ତଦାରଖ କରିବାକୁ ଡିଜିଙ୍କୁ ନିର୍ଦ୍ଦେଶ ଆରୋଗ୍ୟଙ୍କ ସଂଖ୍ୟା ୧.୨୫ ଲକ୍ଷ, ଗତ ୫ ସପ୍ତାହର ଏକ ଲକ୍ଷ ଆରୋଗ୍ୟ ଭୁବନେଶ୍ବର: କୋଭିଡ ଜନିତ ଆର୍ଥକ ମାନ୍ଦା ଅବସ୍ଥାରୁ ଗ୍ରାମାଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଅର୍ଥନୈତିକ କାର୍ଯ୍ୟକ୍ରମକୁ…
Read More...

ଭୂମିହୀନଙ୍କ ଚାଷୀ ପାଇଁ ନବୀନଙ୍କ ବଡ଼ ଯୋଜନା

କୃଷି ଋଣ ଯୋଗାଇବା ପାଇଁ ରାଜ୍ୟର ଅଭିନବ ଯୋଜନା 'ବଳରାମ'୧୦୪୦ କୋଟି ଟଙ୍କାର ଋଣ ଯୋଗାଣ ଲକ୍ଷ୍ୟ, ୭ଲକ୍ଷ ଚାଷୀଙ୍କୁ ନଜର ଭୁବନେଶ୍ବର: ଭୂମିହୀନ ଚାଷୀମାନଙ୍କୁ କୃଷି ଋଣ ଯୋଗାଇବା ନିମନ୍ତେ ରାଜ୍ୟ ସରକାରଙ୍କ ନୂତନ ଯୋଜନା ବଳରାମ ଆରମ୍ଭ କରିଛନ୍ତି। ଆଜି ମୁଖ୍ୟ ଶାସନ ସଚିବ ଅସିତ୍…
Read More...

ଚୀନ ବିରୋଧରେ ଆଉ ଏକ ପଦକ୍ଷେପ

ନୂଆଦିଲ୍ଲୀ: ଟିକଟକ ବା ଡିଜିଟାଲ କ୍ଷେତ୍ରରେ ଧକା ଓ ସଡ଼କ ନିର୍ମାଣରେ କଟକଣା ପରେ କେନ୍ଦ୍ର ସରକାର ଚୀନ ଉପରେ ଆଉ ଏକ ଶକ୍ତ ପ୍ରହାର ଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବିଦ୍ୟୁତ୍ କ୍ଷେତ୍ରରେ ଚୀନ୍‌କୁ ଚକିତ କରିବା ପାଇଁ ଭାରତ ଶକ୍ତି କ୍ଷେତ୍ରର ଆମଦାନୀ ଶୁଳ୍କକ ବୃଦ୍ଧି କରିବ। ଏହା…
Read More...

ଏବେ ସମବାୟ ବ୍ୟାଙ୍କରେ ଟଙ୍କା ସୁରକ୍ଷିତ

କେନ୍ଦ୍ର କ୍ୟାବିନେଟ୍ ନେଲେ ବଡ଼ ନିଷ୍ପତ୍ତିସମବାୟ ବ୍ୟାଙ୍କ ଉପରେ ନଜର ରଖିବ ଆରବିଆଇ ନୂଆଦିଲ୍ଲୀ: ସମବାୟ ବ୍ୟାଙ୍କଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଧୀନକୁ ଆଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଜମାକାରୀଙ୍କ ଟଙ୍କା ସୁରକ୍ଷିତ ଅଛି ବୋଲି ନିଶ୍ଚିତ କରିବାକୁ ଏଭଳି ପଦକ୍ଷେପ…
Read More...

ଗଣମାଧ୍ୟମ ସଂସ୍ଥା ଉପରେ ଚୋଟ!

ମୁମ୍ବାଇ: ମହାରାଷ୍ଟ୍ରର ଏକ ଖବରକାଗଜ ସକାଳ ଟାଇମ୍ସ ଏହାର ମୁଦ୍ରଣ ସଂସ୍କରଣକୁ ବନ୍ଦ କରିଦେଇଛି। କେବଳ ଏହାର ସମ୍ପାଦକ ମାଧବ ଗୋଖଲେ ଚାକିରି ହରାଇ ନାହାନ୍ତି। ସେ ସକାଳ ମରାଠିରୁ ଯାଇ ନିକଟରେ ଏହି ଖବରକାଗଜରେ ଯୋଗଦେଇଥିଲେ। ଅନ୍ୟପକ୍ଷରେ ସଂପୃକ୍ତ ଖବରକାଗଜ ଵେବ୍ ଟିମ୍ ରଖିଛି ଓ ଦୁଇଜଣ…
Read More...

ନୂଆ ଯୋଜନା ଉପରେ ଲାଗିଲା ରୋକ୍

ଅର୍ଥନୀତି ଉପରେ ପଡ଼ିଲା କରୋନା ମାଡ଼, ଭୟଙ୍କ ବିପର୍ଯ୍ୟୟ ଆଡ଼କୁ ଗତି କଲାଣିଆତ୍ମନିର୍ଭରଶୀଳ ଭାରତ ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଚାଲୁ ରଖିବ କେନ୍ଦ୍ର ରାଜସ୍ୱ ହ୍ରାସ ପାଇଛି, ଅଧିକ ଋଣ ମୁହାଁ କେନ୍ଦ୍ର ସରକାର, ୧୨ଲକ୍ଷ କୋଟି ଆଣିବେପ୍ରଥମ ମାସରେ ଆନୁମାନିକ ଆର୍ଥିକ ନିଅଣ୍ଟ…
Read More...