ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ
Browsing Category

ଅର୍ଥନୀତି

ବିବାଦ ମଧ୍ୟରେ ବାଇଡେନ-ଜିନପିଙ୍ଗ ଆଲୋଚନା

ବିବାଦ ମଧ୍ୟରେ ଆସନ୍ତା ୧୫ ତାରିଖ ଅର୍ଥାତ ସୋମବାର ଦିନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଚୀନ ରାଷ୍ଟ୍ରପତି ସି ଜିଙ୍ଗପିଙ୍ଗ ମଧ୍ୟରେ ବୈଠକ ବସିବ । ହ୍ୱାଇଟ ହାଉସ ଅନୁଯାୟୀ, ଭର୍ଚୁଆଲ ମାଧ୍ୟମରେ ଏହି ବୈଠକ ବସିବ । ବାଇଡେନ, ଜିନପିଙ୍ଗଙ୍କ ସାମନାରେ ଆମେରିକାର ଉଦ୍ଦେଶ୍ୟ ଓ ପ୍ରାଥମିକତା…
Read More...

କେନ୍ଦ୍ର ପରେ ରାଜ୍ୟଗୁଡିକ କମାଇଲେ ଭାଟ୍‌

ନୂଆଦିଲ୍ଲୀ: ଦେଶରେ ଶସ୍ତା ହେଲା ତୈଳ ଦର। କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସସାଇଜ ଶୁଳ୍କ ହ୍ରାସ କରିବା ପରେ ପେଟ୍ରୋଲ ଓ ଡିଜେଲ ଦର କମିଛି। ଆଜିଠୁ ଦେଶରେ ନୂଆ ଦର ଲାଗୁ ହୋଇଛି । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ରାଜ୍ୟଗୁଡିକ ମଧ୍ୟ ଭାଟ୍‌ କମାଇଛନ୍ତି । ଉତ୍ତର ପ୍ରଦେଶ,…
Read More...

ଭାରତର ଟିକାକରଣ ଅଭିଯାନକୁ ବିଶ୍ୱବ୍ୟାଙ୍କର ପ୍ରଶଂସା

ନୂଆଦିଲ୍ଲୀ: ଭାରତକୁ ବିଶ୍ୱବ୍ୟାଙ୍କର ପ୍ରଶଂସା। କରୋନାକୁ ମାତ ଦେବା ପାଇଁ ଦେଶରେ କରୋନା ଟିକାକରଣ ଜୋରଦାର ଚାଲିଛି। କିଛି ଦିନ ମଧ୍ୟରେ ଟିକାକରଣ ୧୦୦ କୋଟି ଛୁଇଁବ। ଭାରତର ଏହି ସଫଳ ଅଭିଯାନକୁ ନେଇ ବିଶ୍ୱବ୍ୟାଙ୍କ ଖୁସି ଅଛି। ବିଶ୍ୱବ୍ୟାଙ୍କର ଅଧ୍ୟକ୍ଷ ଡେଭିଡ ମାଲପାସ ଭାରତର ଟିକାକରଣ…
Read More...

ଆଜିଠୁ ଫ୍ଲିପକାର୍ଟର ଦିୱାଲି ସେଲ..ଜାଣନ୍ତୁ କ’ଣ ରହିଛି ଅଫର?

ଭୁବନେଶ୍ବର: ଫ୍ଲିପକାର୍ଟର ବିଗ ବିଲିୟନ ସେଲ ଏବେ ସରିଥିବା ବେଳେ ଆଜିଠୁ ଅର୍ଥାତ ୧୭ ଅକ୍ଟୋବରରୁ କମ୍ପାନି ଆରମ୍ଭ କରିବାକୁ ଯାଉଛି ବିଗ ଦିୱାଲି ସେଲ। ଫ୍ଲିପକାର୍ଟ ପ୍ଲସ ସଦସ୍ୟଙ୍କ ପାଇଁ ସେଲ ଏବେଠୁ ଆରମ୍ଭ ହୋଇଯାଇଛି। କିନ୍ତୁ ଅନ୍ୟ ଗ୍ରାହକଙ୍କ ପାଇଁ ଏହି ସେଲ ଅକ୍ଟୋବର ଆଜି ରାତି ୧୨ଟାରୁ…
Read More...

ଫୋର୍ବସ ଧନୀ ତାଲିକାରେ କାହାର ବଢିଛି କେତେ ସମ୍ପତ୍ତି?

କରୋନା ସମୟରେ ଅନେକ ଲୋକ ରୋଜଗାର ହରାଇଛନ୍ତି । ଲକ୍ଷ ଲକ୍ଷ ଲୋକ ରାସ୍ତା ଉପରକୁ ଚାଲିଆସିଛନ୍ତି, ନିଜ ଜୀବିକା ହରାଇଛନ୍ତି । କିନ୍ତୁ ଧନୀଙ୍କ ଉପରେ କରୋନାର କୌଣସି ପ୍ରଭାବ ପଡିନାହିଁ । ଧନୀ ଅଧିକ ଧନୀ ହୋଇଛନ୍ତି । କରୋନା ସମୟରେ ଧନୀଙ୍କ ସମ୍ପତ୍ତି ବଢିଛି । ଆଜି ଆସିଛି ଫୋର୍ବସ ଧନୀ…
Read More...

୨୦୨୨-୨୩ ବଜେଟ୍ ଆକାର ୧୭% ବଢିବ

୨ଲକ୍ଷ କୋଟିକୁ ଛୁଇଁଯାଇପାରେ ରାଜ୍ୟ ବଜେଟ୍କୋଭିଡ୍ ପରବର୍ତ୍ତୀ ଅର୍ଥନୀତିରେ ସୁଧାର ଆସୁଛିଖଣିରୁ ମିଳୁଛି ବଡ ରାଜସ୍ବ, ନିଜ ଆୟ ବଢୁଥିବା ସୂଚନାକେନ୍ଦ୍ରୀୟ ଟିକସରେ ରାଜ୍ୟ ଅଂଶ ଓ ଅନୁଦାନ କମୁଛିଫେବ୍ରୁଆରି ତୃତୀୟ ସପ୍ତାହରେ ବଜେଟ୍ ଉପସ୍ଥାପନଦ୍ବିତୀୟ ସପ୍ତାହରେ ମନ୍ତ୍ରୀ ପରିଷଦ ବୈଠକ…
Read More...

ପୂଜା ପାଇଁ ସେଲ୍‌; ଅଧା ଦାମରେ ଅନଲାଇନ୍ ସପିଂ!

ଭୁବନେଶ୍ବର: ସେଲ ସେଲ ସେଲ। ଅନଲାଇନ୍‌ରେ ମନୋଲଭା ଅଫର ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ମହାମାରୀ କରୋନା ପାଇଁ ଲାଗିଥିବା କଟକଣା ଯୋଗୁଁ ଲୋକେ ବାହାରେ ଏକାଠି ହୋଇପାରିବେନି କି ପୂଜାର ମଜା ନେଇପାରିବେନି। କିନ୍ତୁ ନୂଆ ଡ୍ରେସ ପିନ୍ଧି ପରିବାର ସହ ପୂଜା ମନାଇବାକୁ ଲୋକେ ଭୁଲିବେନି। ବିଶେଷ…
Read More...

ଆଜିଠୁ ବଦଳିଯିବ ଏସବୁ ନିୟମ..

ଭୁବନେଶ୍ବର: ଆଜି ଅକ୍ଟୋବର ୧ ତାରିଖ।ନୂଆ ମାସ ନୂଆ ନିୟମ। ଆଜିଠୁ ସାରାଦେଶରେ ଅନେକ ନିୟମ ବଦଳିଯିବ। ଯାହା ସାଧାରଣ ଜନତାଙ୍କ ଉପରେ ସିଧା ପ୍ରଭାବ ପକାଇପାରେ। ଏହି ପରିବର୍ତ୍ତନ ଗୁଡିକ ବ୍ୟାଙ୍କିଙ୍ଗ୍, ପେମେଣ୍ଟ ବ୍ୟବସ୍ଥା ଓ ସେୟାର ମାର୍କେଟ ସହିତ ଜଡ଼ିତ। ଆସନ୍ତୁ ଜାଣିବା ଆଜିଠୁ କେଉଁ…
Read More...

ସେନସେକ୍ସରେ କମ୍ପନ: ୬୦ହଜାର ପଏଣ୍ଟ ଟପିଲା

ଅର୍ଥନୀତିକୁ ନେଇ ନିବେଶକ ଉତ୍ସାହିତ ମୁମ୍ବାଇ, ୨୪/୯: ଅର୍ଥନୀତିକୁ ନେଇ ନିବେଶକମାନଙ୍କ ମନରେ ଥିବା ଆଶଙ୍କା ଧୀରେ ଧୀରେ ଦୂର ହେବାରେ ଲାଗିଛି। କରୋନା ପ୍ରକୋପ କମିବା ସହିତ ଦେଶରେ ଟିକାକରଣ ଆଗକୁ ବଢ଼ୁଛି। ଏଥିସହିତ ଲକଡାଉନ୍ ଭଳି କଟକଣା ହଟିବା ପରେ ଅର୍ଥନୈତିକ କାର୍ଯ୍ୟକଳାପ…
Read More...

ରୁସା ଯୋଜନାରେ ଓଡିଶାକୁ ମିଳିଛି ୩୯୫.୪୨ କୋଟି

ରୁସା ଯୋଜନାରେ ଓଡିଶାକୁ ମିଳିଛି ୩୯୫.୪୨ କୋଟି ଟଙ୍କାର ଅନୁଦାନ । ଆର୍ଥିକ ଅନୁଦାନ ନେଇ ଗୃହରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉତର ରଖିଛନ୍ତି । ରାଜ୍ୟର ୩୦ଟି ଜିଲ୍ଲାର ୧୬୧ଟି ଉଚ୍ଚ ଶିକ୍ଷାନୁଷ୍ଠାନକୁ ଦିଆଯାଇଛି ଟଙ୍କା । କେନ୍ଦ୍ରୀୟ ଯୋଜନା ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ…
Read More...