Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଦିଲ୍ଲୀରେ ୬ଟି ବୋମା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଓଡ଼ିଶାର ୧୭ ପୋଲିସ ଓ ସୁରକ୍ଷା କର୍ମଚାରୀଙ୍କୁ ବିଶିଷ୍ଟ ସେବା ପୁରସ୍କାର
ଛାତିରେ ଯନ୍ତ୍ରଣା ପରେ ଏମ୍ସରେ ଭର୍ତ୍ତି ଜେପି ନଡ୍ଡା, ସ୍ୱାସ୍ଥ୍ୟାବସ୍ଥା ସ୍ଥିର
ପୁରୀ ଷ୍ଟେସନ୍ ନିକଟରେ ତାଳଚେର-ପୁରୀ ଟ୍ରେନ୍ର ଇଞ୍ଜିନ୍ ଲାଇନଚ୍ୟୁତ
ଓଡ଼ିଶା ପୁଲିସର ନୂଆ ଡିଜିପି ଦାୟିତ୍ୱରେ ବିନୟତୋଷ ମିଶ୍ର
ଛାତ୍ରଙ୍କ ଖାତାକୁ ସିଧା ଯିବ ଫି’ ରିଇମ୍ବର୍ସମେଣ୍ଟ ଟଙ୍କା
ପଶ୍ଚିମବଙ୍ଗରେ ଲାଗୁ ହେଲା ‘ବେଟି ବଚାଓ, ବେଟି ପଢ଼ାଓ’ ଯୋଜନା
ଆସାମରେ ୧୦୦୦ରୁ ଅଧିକ ପୁରୁଣା ପୋଲ ହେବ RCC
Browsing Category
ସ୍ୱାସ୍ଥ୍ୟ
ତୃତୀୟ ଲହର ପାଇଁ ଚେତାବନୀ ଦେଲେ ନବୀନ
ଅବହେଳା ପରିଲକ୍ଷିତ ହେଲେ, ପୁଣି ଲକ୍ଡାଉନ୍ ଫେରିବପର୍ବପର୍ବାଣୀ ସମୟରେ ଦାୟିତ୍ବପୂର୍ଣ୍ଣ ବ୍ୟବହାର ନିର୍ଣ୍ଣାୟକ ହେବଶିକ୍ଷାନୁଷ୍ଠାନକୁ ଅଚାନକ ପରିଦର୍ଶନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବଧାର୍ମିକ ଅନୁଷ୍ଠାନ, ଡାକ୍ତରଖାନା, ଅଫିସ ଓ ହାଟ ବଜାରକୁ ଜଗ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ!-->!-->!-->…
Read More...
Read More...
ଭୀଷଣ ମୁଣ୍ଡବିନ୍ଧା ହେଉଛି କି?
ଭୁବନେଶ୍ବର: କାମ କରୁନି ମଲମ। ଆଉ ଲାଭ ମିଳୁନି କୌଣସି ପେନ୍ କିଲର ବଟିକାରୁ। ଥରେ ମୁଣ୍ଡବ୍ୟଥା ଆରମ୍ଭ ହେଲେ ଅସହ୍ୟ ଯନ୍ତ୍ରଣା ହେଉଛି। ଆପଣଙ୍କ ମୁଣ୍ଡବିନ୍ଧାର କାରଣ ମାଇଗ୍ରେନ୍ ହୋଇଥାଇପାରେ।
ପୁରୁଷଙ୍କ ତୁଳନାରେ ମହିଳାମାନେ ମାଇଗ୍ରେନ ଜନିତ ମୁଣ୍ଡବ୍ୟଥାରେ ଅଧିକ ଆକ୍ରାନ୍ତ!-->!-->!-->…
Read More...
Read More...
ବିପଦ ଟଳିନି, ଭୁବନେଶ୍ବରକୁ ଛାଡିଦେଲେ!
ଭୁବନେଶ୍ବର: ଓଡ଼ିଶାରେ କରୋନା ସଂକ୍ରମଣ ଏବେ ଧୀରେ ଧୀରେ କମିବାରେ ଲାଗିଛି। ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ସେପ୍ଟେମ୍ବର ପହିଲାରୁ ରାଜ୍ୟରେ କରୋନା କଟକଣା କୋହଳ କରିସାରିଲେଣି।କିନ୍ତୁ ଦୁଇଟି କଥା କରୋନା କ୍ଷେତ୍ରରେ ଚିନ୍ତାଜନକ ହୋଇଛି। ପ୍ରଥମ ହେଲା, ଖୋର୍ଧା ଜିଲ୍ଲାରେ କୋଭିଡ୍!-->…
Read More...
Read More...
ବେକ ବ୍ୟଥା ହେଉଛି କି?
ଅଧିକ ସମୟ ବେକ ତଳକୁ କରି କାମ କର ନାହିଁ।ବେଶୀ ସମୟ ଧରି କମ୍ପ୍ୟୁଟରରେ କାମ କରନ୍ତୁ ନାହିଁ।ଦୀର୍ଘ ସମୟ ଧରି ଲେଖାଲେଖିରୁ ବିରତ ରୁହନ୍ତୁ।ରାତିରେ ଉଚ୍ଚା ତକିଆରେ ମୁଣ୍ଡ ଦେଇ ଶୁଅନ୍ତୁ ନାହିଁ।ଅଧିକ ସମୟ ଗାଡି ଚଳାଇଲେ ବି ବେକରେ ପ୍ରଭାବ ପଡିବ।ଡାକ୍ତରଙ୍କ ପରାମର୍ଶରେ କୋଲାର ବେଲ୍ଟ!-->…
Read More...
Read More...
ସନ୍ତୁଳିତ ଓ ସୁଷମ ଆହାର ବି ଜରୁରୀ
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଖାଦ୍ୟ ଓ ପୋଷଣ ବିଭାଗ ପକ୍ଷରୁ ଜାତୀୟ ପୋଷଣ ମାସ ପାଳନ କରାଯାଇଛି। ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ଖାଦ୍ୟ ଓ ପୋଷଣ!-->…
Read More...
Read More...
କେଉଁ ଟିକାର ସ୍ଥିତି କେମିତି ଅଛି?
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ କୋଭିଡ୍ ମହାମାରୀ ଓ ଏହାର ଭାଇରସ୍କୁ ପ୍ରତିହତ କରିବା ନିମନ୍ତେ ବିଭିନ୍ନ ଟିକାର ଅଗ୍ରଗତିକୁ ନେଇ “କ୍ଲିନିକାଲ୍ ଟ୍ରାଏଲ୍ସ-ପ୍ରୋସିଡିଓର୍, ଡିଜାଇନ୍ ଆଣ୍ଡ ଇଂଟର୍ପ୍ରିଟେସନ୍ ଅଫ୍ ରିଜଲଟ୍ସ”ଶୀର୍ଷକ ଏକ ସପ୍ତାହବ୍ୟାପୀ ସ୍ୱଳ୍ପମିଆଦୀ!-->…
Read More...
Read More...
କେମିତି ଜାଣିବେ, ଆପଣଙ୍କ ପାଖରେ ଲୁଚିଛି ‘ହେପାଟାଇଟସ୍-ବି’ ଭୂତାଣୁ?
ଭୁବନେଶ୍ବର: ସମ୍ପ୍ରତି ହେପାଟାଇଟସ୍-ବି ସମସ୍ତଙ୍କ ଭିତରେ ଏକ ଭୟର ବାତାବରଣ ସୃଷ୍ଟି କରିଛି। ଏହି ସଂକ୍ରାମକ ରୋଗଟି ହେପାଟାଇଟସ୍-ବି ନାମକ ଭୂତାଣୁ ଦ୍ୱାରା ସୃଷ୍ଟି ହୋଇଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମଣିଷର ଯକୃତର କୋଷିକା ନଷ୍ଟ ହେବା ଫଳରେ ଯକୃତ ବା ଲିଭର ଯନ୍ତ୍ରଣା!-->…
Read More...
Read More...
ଓଃ! ମୃତ୍ୟୁ ତଥ୍ୟରୁ ଟିକେ ନିସ୍ତାର ମିଳିଲା
ଭୁବନେଶ୍ବର: ରାଜ୍ୟରେ ଦୀର୍ଘ ଦିନ ପରେ ମୃତ୍ୟୁସଂଖ୍ୟା ୧୦ ତଳକୁ ଆସିଛି। ଅର୍ଥାତ ବଳକା ମୃତ୍ୟୁର ହିସାବ ସରିଯାଇଛି । ଗତ ୨୪ ଘଣ୍ଟାର ନୂଆ ମୃତ୍ୟୁ ତଥ୍ୟ ଦେଇଛନ୍ତି ସରକାର। ଆଜି ରାଜ୍ୟରେ ୬ ଜଣଙ୍କ ମୃତ୍ୟୁ ନେଇ ସରକାର ତଥ୍ୟ ଦେଇଛନ୍ତି । ୬ ଜଣ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୪,ଯାଜପୁର ଓ!-->…
Read More...
Read More...
ବିପଦ ଆଣିବ କି ନୂଆ ଭ୍ୟାରିଆଣ୍ଟ!
ଭୁବନେଶ୍ବର: କରୋନାର ନୂଆ ରୂପ ବିଶ୍ୱ ପାଇଁ ବିପଦ ଆଣିପାରେ। ନୂଆ ଭ୍ୟାରିଆଣ୍ଟ ଆଣିବ କି ତୃତୀୟ ଲହର ? ନ୍ୟୁ ଭ୍ୟାରିଆଣ୍ଟ ସି.୧.୨ ପରେ ‘ମ୍ୟୁ’କୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକଟ କରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛି ଯେ, ନୂଆ ଭୂତାଣୁ ‘ମ୍ୟୁ’ ଉପରେ ଏବେ!-->…
Read More...
Read More...
କିଶୋରୀ କିମ୍ବା ମହିଳାଙ୍କୁ ହେଳା କରୁଛନ୍ତି କି?
ଭୁବନେଶ୍ବର: ପୁରୁଷ ଭଳି ନାରୀର ମଧ୍ୟ ସନ୍ତାନ ଜନ୍ମକୁ ନିୟନ୍ତ୍ରଣ କରିବାର ମୌଳିକ ଅଧିକାର ରହିଛି। ସନ୍ତାନ ଜନ୍ମ ତଥା ପରିବାର ନିୟନ୍ତ୍ରଣର ଉଚ୍ଚତମ ପର୍ଯ୍ୟାୟରେ ପହଞ୍ଚିବାକୁ ହେଲେ ହେଲେ ନାରୀର ଏ ବିଷୟରେ ସଂପୂର୍ଣ୍ଣ ଜ୍ଞାନ ରହିବା ଜରୁରୀ। ସେ କେତେ ବ୍ୟବଧାନରେ ଓ କେତେବେଳେ ସନ୍ତାନ!-->…
Read More...
Read More...