ପ୍ରମୁଖ ଖବର

ରାଜଧାନୀ ଭୁବନେଶ୍ୱରରେ ଗଡ଼ିଲା ଡବଲ ଡେକର ବସ
ଏବେ ଡିଜିଟାଲ ପ୍ଲାଟଫର୍ମରେ ଲେଖିହେବ ସାନ୍ତାଳୀ ଲିପି
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସମାଧି ପାଇଁ ଜାଗା ମଞ୍ଜୁର କଲେ କେନ୍ଦ୍ର ସରକାର
ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅରୁଣପୁର ଗାଁ ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଧକ୍କାରେ ଜଣେ ୯ ବର୍ଷର ପୁଅ ଓ ବାପାଙ୍କ ମୃତ୍ୟୁ
ଫେବୃଆରୀ ୫ରେ ଦିଲ୍ଲୀ ଭୋଟ୍‌
ସଲମାନ ଖାନଙ୍କ ବାଲ୍‌କୋନୀରେ ଲାଗିଲା ବୁଲେଟ୍‌ ପ୍ରୁଫ୍‌ କାଚ
ହଂସିତା ଅଭିଲିପ୍ସାଙ୍କ ଘର ସହ ୧୨ଟି ସ୍ଥାନରେ ଆୟକର ବିଭାଗର ଚଢାଉ
Browsing Category

ବିତର୍କ

କାହା ସ୍ବାର୍ଥରେ କାମ କରୁଛନ୍ତି ଆଇଏଫ୍‌ଏସ୍, ଓଏଫ୍ଏସ୍ ବାବୁ?

ଏକଦା ହାତୀ ଓଡ଼ିଶାର ସଂପତ୍ତି ଥିଲା, ପୁରୀ ରାଜାଙ୍କୁ ଏଥିପାଇଁ ଗଜପତି ଭାବେ ପରିଚିତଗାଁ ଗଣ୍ଡାରେ ଗଜଲକ୍ଷ୍ମୀ ପୂଜା କରାଯାଏ, ହାତୀ ମଲେ ଲକ୍ଷ୍ମୀଛାଡ଼ିଯାନ୍ତି ବୋଲି କୁହାଯାଏଘରେ ଖଟୁଳିରେ ପୂଜା ପାଆନ୍ତି ହାତୀ ପ୍ରତିମା, ମହାପ୍ରଭୁଙ୍କ ସାମ୍ନାରେ ବି ଯାଉଥିଲା ଗଜନଷ୍ଟଭ୍ରଷ୍ଟ କରିଦେଲେ
Read More...

ବିବାଦ ପରେ ଏଥର ଚେତିଲେ

ବାଧା ସୃଷ୍ଟି ପାଦହରା ପାଇଁ ଚିଠା ବାଇ-ଲ’ ଆଣିଲେ କେନ୍ଦ୍ର ସରକାରଜୁଲାଇ ୧୫ ତାରିଖ ସୁଦ୍ଧା ଆପତ୍ତି ଅଭିଯୋଗ ମାଗିଲେ ଏନ୍ଏମ୍‌ଏ କର୍ତ୍ତୃପକ୍ଷପୂର୍ବ ବାଇ-ଲ ମାନଙ୍କରେ ଥିବା କଠୋରତା ନୂଆ ଚିଠା ବାଇ-ଲରେ ନାହିଁମୂ​ଳ ସ୍ଥିତି ଅକ୍ଷତ ରଖି ସୁରକ୍ଷା ଓ ନବୀକରଣ କରାଯାଇପାରିବ ଏବେ ବି ଝୁଲି
Read More...

କିଛି ସମୟ ପାଇଁ ଦୁର୍ବଳ ହୋଇଗଲା ମୌସୁମୀ

ନୂଆଦିଲ୍ଲୀ: ହଠାତ୍ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ଦୁର୍ବଳ ହୋଇଯାଇଛି। ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଏହା ଆଉ ଆଗକୁ ବଢ଼ିବା ସମ୍ଭବ ନୁହେଁ। ବିଭିନ୍ନ ମଡେଲ୍ ଚିତ୍ର ବିଶ୍ଳେଷଣ କରିବା ପରେ ପାଣିପାଗ ବିଜ୍ଞାନୀ ଏଭଳି ମତ ରଖୁଛନ୍ତି। ଭାରତର ପାଣିପାଗ ବିଭାଗ ଆକଳନ କରୁଛି, ଜୁନ
Read More...

ଦେବାଶିଷଙ୍କୁ ସମ୍ମାନ ଟିକିଏ ଦେବାକୁ ବି ଭୁଲିଗଲେ!

ଭୁବନେଶ୍ବର: ବରିଷ୍ଠ ଆଇପିଏସ୍ ଅଫିସର ତଥା ଭିଜିଲାନ୍ସ ନିର୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କର ଶେଷକୃତ୍ୟ କଟକ ଖାନନଗର ଶ୍ମଶାନରେ ଶେଷ ହୋଇଛି। ହେଲେ ଦେବାଶିଷଙ୍କ ବିୟୋଗ ଯେମିତି ପୂରା ଓଡ଼ିଶାକୁ ସ୍ତବ୍ଧ କରିଦେଇଥିଲା, ଠିକ୍ ସେମିତି ତାଙ୍କ ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମରେ ହୋଇଥିବା
Read More...

ଅବସରପରେ ସରକାରୀବାବୁଙ୍କ ମୁହଁରେ ତୁଣ୍ଡି!

ଅବସରପରେ ବିଭାଗୀୟ ତଥ୍ୟ ପ୍ରକାଶ କଲେ ହରାଇପାରନ୍ତି ପେନସନ୍କେନ୍ଦ୍ର ସରକାରଙ୍କ କଟକଣା ପରେ ଭାରତବର୍ଷରେ ଆରମ୍ଭ ହେଲା ବିତର୍କକିଏ ଖୋଲାଚିଠି ଲେଖୁଥିଲେ, ଆଉ କିଏ ଗଣମାଧ୍ୟମରେ ବିଶେଷଜ୍ଞ ହେଉଥିଲେଉପଯୁକ୍ତ ଅଧିକାରୀଙ୍କ ଅନୁମତି ବିନା ପୁସ୍ତକ ବି ପ୍ରକାଶ କରିପାରିବେନି ଅଧିକାରୀ
Read More...

ଅସନ୍ତୋଷ ଝାଡ଼ିଲା ବିଜେଡି, କହିଲା ଡାହା ଗପ କହିଲେ ଅପରାଜିତା

ଭୁବନେଶ୍ୱର: ବିଜେପି ନେତ୍ରୀ ତଥା ସାଂସଦ ଅପରାଜିତା ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ ନୀତି ଆୟୋଗଙ୍କ ଏସ୍‌ଡିଜି ରିପୋର୍ଟରେ ଓଡ଼ିଶାର ମୂଲ୍ୟାୟନକୁ ନେଇ ମତ ରଖିବା ପରେ ବିଜେଡି ଆଉ ଏକ ସାମ୍ବାଦିକ ସମ୍ମିଳନୀ କରି ଅସନ୍ତୋଷ ଝାଡିଛି। ଅପରାଜିତାଙ୍କ ମତରୁ ସ୍ପଷ୍ଟ ବାରିହେଲା ଯେ ଏହା
Read More...

ଏସ୍‌ଡିଜି ରିପୋର୍ଟ: ସରକାରଙ୍କୁ ପୁଣି ପାଞ୍ଚ ପ୍ରଶ୍ନ କଲେ ଅପରାଜିତା

ଭୁବନେଶ୍ବର: ମିଳିତ ଜାତିସଂଘ ସହାୟତାରେ ନିତି ଆୟୋଗ ନିରନ୍ତର ବିକାଶ ଲକ୍ଷ୍ୟ ହାସଲ ସଂପର୍କରେ ପ୍ରକାଶ କରିଥିବା ସଦ୍ୟତମ ରିପୋର୍ଟକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ସାମ୍ବାଦିକ
Read More...

‘‘ଆମକୁ ଧର୍ଯ୍ୟ ଉପରେ ଉପଦେଶ ଦିଅ ନାହିଁ” ଏମିତି କାହିଁକି କହିଲେ ସୁପ୍ରିମକୋର୍ଟ?

ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ନେଇ କୃଷକ ଏବଂ କେନ୍ଦ୍ର ସରକାର ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଏହି ପ୍ରସଙ୍ଗ ଏବେ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରାଧୀନ ରହିଛି। ତେବେ ଆଜି ଏହାର ଶୁଣାଣି ବେଳେ ସୁପ୍ରିମକୋର୍ଟଙ୍କ କିଛି ମନ୍ତବ୍ୟ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଛି। ଆଜି
Read More...

ସାମ୍ନାକୁ ଆସିଲେ ଓଡ଼ିଆ ଆଇଏଏସ୍

''ନୂଆ କୃଷି ଆଇନ ଚାଷୀର ବିଶ୍ବାସ ବଢାଇବ''ଇଂରାଜୀ ପତ୍ରିକାରେ ପ୍ରକାଶିତ ରିପୋର୍ଟ ସରକାରଙ୍କୁ ବଳ ଦେଲାଗଣମାଧ୍ୟମରେ ଆଇନ ବିଷୟରେ ଅଧିକ ତର୍ଜମା ଲାଗି ପରାମର୍ଶ ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ନିୟମକୁ ବିରୋଧ କରି ଲକ୍ଷ ଲକ୍ଷ ଚାଷୀ ଆନ୍ଦୋଳନରେ ଅଛନ୍ତି। ଠିକ୍ ଏମିତି ସମୟରେ
Read More...

ଥଣ୍ଡା ହେଉଛି ଓଡ଼ିଶା

ଭୁବନେଶ୍ବର: ରାଜ୍ୟରେ ତାପମାତ୍ରା ଧୀରେ ଧୀରେ କମିବା ଆରମ୍ଭ କରିଛି। ବିଶେଷକରି ରାତିରେ ତାପମାତ୍ରା କମିବା ପରିଲକ୍ଷିତ ହେଲାଣି। ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ତଥା ଶୁଷ୍କ ବାୟୁ ପ୍ରବେଶ କରିବା ଆରମ୍ଭ କରିଥିବା ପରିପ୍ରେକ୍ଷୀରେ ରାଜ୍ୟରେ ତାପମାତ୍ରା ଖସିଲାଣି ବୋଲି ପାଣିପାଗ
Read More...