ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category

ରାଜନୀତି

ଓଡ଼ିଶା ବନାମ ବିହାର ନିର୍ବାଚନ: ୧୦ଟି କଥା

ନୂଆଦିଲ୍ଲୀ/ ଭୁବନେଶ୍ବର: ବିହାର ନିର୍ବାଚନ ଭାରତ ରାଜନୀତିରେ ଏକ ନୂଆ ଦିଗ ଉନ୍ମୋଚନ କରିଛି। ଉଭୟ ବିଜେପି ଓ ଜେଡିୟୁ ନିର୍ବାଚନରେ ବାଜିମାତ୍ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତାକୁ ଆଖେଇଛନ୍ତି। ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ
Read More...

ବଦଳିବ ନବୀନ ସରକାର ଚେହେରା

କରୋନା ପରବର୍ତୀ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କ ତନାଘନା ଜାରିଉପନିର୍ବାଚନ ପରେ ମନ୍ତ୍ରିମଣ୍ଡଳରେ ହେବ ବଡ଼ ପରିବର୍ତ୍ତନପ୍ରଶାସନିକ ନବକଳେବର ପାଇଁ ବି ଖସଡ଼ା ପ୍ରସ୍ତୁତି ଚାଲିଛିପୂଜାରେ ବ୍ୟସ୍ତ ଓଡ଼ିଶା, ନବୀନନିବାସରେ କିନ୍ତୁ ଚାଲିଛି କସରତଅସିତ ନ ହେଲେ ସୁବ୍ରତଙ୍କୁ ପଶ୍ଚିମ
Read More...

କେନ୍ଦ୍ରକୁ କୃଷି ଝଟ୍‌କା; ଆଗରେ ପଞ୍ଜାବ, ଓଡ଼ିଶା କଣ କରିବ?

ନିଜସ୍ବ କୃଷି ବିଲ୍‌ ବିଧାନସଭାରେ ଅନୁମୋଦନ ଲାଭ କଲାକେନ୍ଦ୍ର ଆଇନ ବିରୋଧରେ ସଂକଳ୍ପ ପାରିିତ କଲେ ସରକାରଏମ୍‌ଏସପିକୁ ନିଶ୍ଚିତ କରାଗଲା, କମରେ କିଣିଲେ ୩ବର୍ଷଜେଲ୍କେବଳ ଧାନ ଓ ଗହମ କ୍ଷେତ୍ରରେ ଲାଗୁ ହେବ, ଅନ୍ୟ ୨୧ଟିରେ ନୁହେଁ ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ବିଲ୍‌କୁ
Read More...

ନେତାଙ୍କୁ ପୁଅରୋଗ ହୋଇଛି!

ଗଣତନ୍ତ୍ରରେ ରାଜତନ୍ତ୍ରର ଛାପ, ପରିବାରବାଦକୁ ପ୍ରୋତ୍ସାହନ କାହିଁକି?ବାପା, ତା'ପରେ ପୁଅ, ନାତି…ଅଯୋଗ୍ୟ ହେଲେ ବି ଗାଦିରେ ବସିବେବିଜେଡି-ବିଜେପି-କଂଗ୍ରେସ ସମସ୍ତେ ଏକାରାସ୍ତାରେ, ଅସନ୍ତୋଷ ବଢିଲାଣି ଭୁବନେଶ୍ବର: ରାଜା ରାଜୁଡା ଶାସନ କାଳରେ ରାଜାଙ୍କ ପରଲୋକ ପରେ ତାଙ୍କର ଜ୍ୟେଷ୍ଠ
Read More...

ପୁରୀରେ ବିଜେଡି ନେତା କିଏ?

ଭୁବନେଶ୍ବର: ପୁରୀରେ ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କୁ ନେଇ ବିଜେଡି ଆଗକୁ ବଢିବ? ୨୦୨୪ରେ ତାଙ୍କ ପୁଅକୁ ଦଳ ଟିକେଟ୍ ଦେବ ନା ଯୁବ ନେତା ଶୁଭାଶିଷ ଖୁଣ୍ଟିଆ ବିଜେଡି ସୁପ୍ରିମୋଙ୍କ ବିଶ୍ବାସ ଜିଣିବେ? ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀଙ୍କୁ ବିଜେଡି ଆଉ ଥରେ ନିଜ ଆଡକୁ ଫେରାଇ
Read More...

ଜିଲ୍ଲା କଂଗ୍ରେସ ତାଲିକାରେ ଟାଣୁଆ ନେତା

ଭୁବନେଶ୍ବର: ଜିଲ୍ଲା ଓ ନଗର କଂଗ୍ରେସ କମିଟି ସଭାପତି ତାଲିକା ଆଜି ପ୍ରକାଶ ପାଇଛି। ହାଇକମାଣ୍ଡଙ୍କ ଦସ୍ତଖତ ପରେ ଏଆଇସିସି ସାଧାରଣ ସଂପାଦକ କେ ସି ବେଣୁଗୋପାଳଙ୍କ ଦସ୍ତଖତରେ ଏହି ତାଲିକା ଜାରି କରାଯାଇଛି। ଦୀର୍ଘବର୍ଷ ପରେ କିଛି ଅନୁଭବୀ, ପୂର୍ବତନ ବିଧାୟକ ତଥା ଟାଣୁଆ ନେତାଙ୍କୁ ଜିଲ୍ଲା
Read More...

ଭାରି ପଡ଼ିଲେଣି ମୋଦୀ-ଶାହ ଯୋଡି

ବଦଳୁଛି ଦେଶର ରାଜନୀତି, ଆଞ୍ଚଳିକ ଦଳଙ୍କ ପ୍ରତି ବଢୁଛି ବିପଦବାଜପେୟୀ-ଆଡଭାନୀ ମାର୍କା ରାଜନୀତି ସହ ନାହାନ୍ତି ମୋଦୀ-ଶାହକେନ୍ଦ୍ର ସରକାରରେ ଏବେ ଜଣେ ମାତ୍ର ଅଣ ବିଜେପି ମନ୍ତ୍ରୀ ଅଛନ୍ତିଆଞ୍ଚଳିକ ଦଳମାନଙ୍କ ପ୍ରତି ଦିନକୁ ଦିନ ବିପଦ ବଢିବାରେ ଲାଗିଛିବିଜେଡି-ଟିଏମ୍‌ସିକୁ ବାଦ୍ ଦେଲେ
Read More...

ସୁଭାଷିନୀ ଓ ଲଭ୍‌ଙ୍କ ଉପରେ ଆଖି

ଓବିସି ଭୋଟ ହାତଛଡା, ବିଜେପିର ଶକ୍ତି ବୃଦ୍ଧି ଦଳକୁ ସମସ୍ୟା ଆଣିଲା୧୯୯୦ରୁ ବିହାର ରାଜନୀତିରେ ଆଉ ଅଣ୍ଟା ସଳଖି ପାରୁନାହିଁ କଂଗ୍ରେସ ପାଟନା: ପାଞ୍ଚ କି ଦଶ ବର୍ଷ ନୁହେଁ, ୧୯୯୦ ମସିହାରୁ ଅର୍ଥାତ୍ ପ୍ରାୟ ୩୦ ବର୍ଷ ତଳୁ ବିହାରରେ କଂଗ୍ରେସ ପତନ ଆରମ୍ଭ ହୋଇଯାଇଛି।ପ୍ରଥମେ ଦଳ ସେଠାରେ
Read More...