ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ
Browsing Category

ରାଜନୀତି

କାହିଁକି ସଂଜୟ ଦାସବର୍ମାଙ୍କ ପାଖରେ ଅଟକିଗଲା

ଅଧାପନ୍ତରିଆ ରହିଗଲା ରାଜ୍ୟ ଯୋଜନା ବୋର୍ଡଉପାଧ୍ୟକ୍ଷ ନିଯୁକ୍ତି ପାଇଲେ, ସଦସ୍ୟ ନାହାନ୍ତି ଭୁବନେଶ୍ବର: ପ୍ରଥମ ପାଳିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ନିଷ୍ପତ୍ତି ନେଇ ଯୋଜନା ଆୟୋଗ ଭାଙ୍ଗି ନିତି ଆୟୋଗ ଗଠନ କରିଛନ୍ତି। ଏବେ ସବୁ କ୍ଷେତ୍ରରେ ନିତି ଆୟୋଗ କେନ୍ଦ୍ର…
Read More...

ହଠାତ୍ ବିଜେପିରେ ହଲ୍‌ଚଲ୍ କାହିଁକି?

ଚିନ୍ତା ବଢ଼ାଇଲାଣି ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ କର୍ଣ୍ଣାଟକ ରାଜନୀତି ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଫଳାଫଳ ଏବେ ଜାତୀୟ ରାଜନୀତିକୁ କେତେ ପ୍ରଭାବିତ କରିଛି, ତାହା ପରେ ବିଚାର କରିବା। କିନ୍ତୁ ବିଜେପିର ଆଭ୍ୟନ୍ତରୀଣ ରାଜନୀତିକୁ କିଛି ଅଂଶରେ…
Read More...

ବିଜେପିକୁ ଜବରଦସ୍ତ ଝଟ୍‌କା, ମୁକୁଲଙ୍କୁ ଛଡ଼ାଇ ଆଣିଲେ ମମତା

କୋଲାକାତା: ପୂର୍ବରୁ ଯେମିତି ପୂର୍ବାନୁମାନ କରାଯାଉଥିଲା, ଠିକ୍ ସେମିତି ଘଟିଲା। ପଶ୍ଚିମବଙ୍ଗ ନିର୍ବାଚନ ପରେ ପରେ ବିଜେପି ଆମଦାନୀ କରି ନେଇଥିବା ଜଣେ ପରେ ଜଣେ ନେତା ପୁଣି ଘରବାହୁଡା ଆରମ୍ଭ କଲେଣି। ଆଜି ଏକ ବଡ଼ ରାଜନୈତିକ ଘଟଣାକ୍ରମେ ୨୦୧୭ ମସିହାରେ ବିଜେପିକୁ ଚାଲିଯାଇଥିବା ବରିଷ୍ଠ…
Read More...

କାହା ଫଟୋ ଲାଗିବ, ତାକୁ ନେଇ ବିବାଦ

ବିଜେପି କହିଲା, ମାଗଣା ଟିକା ପ୍ରଧାନମନ୍ତ୍ରୀ ଦେଲେ, ଟିକାକରଣ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ଫଟୋ ଲାଗୁପ୍ରତିଜବାବ ଦେଲା ବିଜେଡି: ରାଜ୍ୟର ବି ଅବଦାନ କିଛି କମ ନାହିଁ, ଏଣୁ ମୋଦୀଙ୍କର ଲାଗୁ, ନବୀନଙ୍କର ବି ଭୁବନେଶ୍ବର: ଟିକାକରଣକୁ ନେଇ ପୁଣି ରାଜନୀତି ଜୋର ଧରିଛି। ଟିକାକରଣର…
Read More...

ସବୁଠି ନେତାଙ୍କ ରୂପ ଗୋଟିଏ; ପଞ୍ଜାବରେ ବି ଝଡ ଥମୁନି

ଖାର୍ଗେ କମିଟି ରିପୋର୍ଟକୁ ଧରି ବସିଛନ୍ତି ସୋନିଆ, ନିଷ୍ପତ୍ତି ହୋଇନିସିଦ୍ଧୁଙ୍କୁ ଗୁରୁତ୍ବପୂର୍ଣ୍ଣ ପଦବି ଦେବା ସପକ୍ଷରେ ଯୁକ୍ତି କରିଛି କମିଟିକାଳେ ବିଗିଡିଯିବେ କ୍ୟାପଟେନ୍, ସେଇ ଚିନ୍ତାରେ ହାଇକମାଣ୍ଡ ଚଣ୍ଡୀଗଡ: ନିର୍ବାଚନ ଅବ୍ୟବହିତ ପୂର୍ବରୁ ପଞ୍ଜାବ କଂଗ୍ରେସରେ…
Read More...

ମୋଦୀଙ୍କୁ ହଟାଇବା ପାଇଁ ଅଣ୍ଟାଭିଡ଼ିଲେ ମମତା

ଚାଷୀ ପ୍ରସଙ୍ଗରେ ଅନ୍ୟ ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡିଲେଖୁବ୍ ଶୀଘ୍ର ଅଣବିଜେପି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ମମତା କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ କଡ଼ା ଟକ୍କର ଦେଖିଲା ସାରା ଭାରତ। ମମତା…
Read More...

ବ୍ରାହ୍ମଣ କାର୍ଡ ଧରି ଖେଳ ଆରମ୍ଭ କଲା ବିଜେପି

ନୂଆଦିଲ୍ଲୀ: ୨୦୨୨ରେ ହେବାକୁ ଥିବା ଗୁରୁତ୍ବପୂର୍ଣ୍ଣ ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ବିଜେପି ଏବେ ପଶ୍ଚିମବଙ୍ଗ ଶୈଳୀରେ ଗୋଟିଚାଳନା କରିଛି। ବୁଧବାର କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲଙ୍କ ଉପସ୍ଥିତିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜିତିନ ପ୍ରସାଦ ବିଜେପିରେ…
Read More...

କ୍ୟାବିନେଟ ନିଷ୍ପତ୍ତିରୁ ବାହାରୁଛି ପଞ୍ଚାୟତ ନିର୍ବାଚନ ବାସ୍ନା

୧୧ଟି ପ୍ରସ୍ତାବକୁ ଅନୁମୋଦନ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକପଶ୍ଚିମ ଓଡ଼ିଶାକୁ ଟାର୍ଗେଟ କରି ଏବେଠାରୁ ବଡ଼ ପଦକ୍ଷେପ ନେଲେ ସରକାରନୂଆପଡ଼ା-କଳାହାଣ୍ଡି ରାସ୍ତା ହେବ ୪ଲେନ୍, ୧୭୮ କିଲୋମିଟର ପାଇଁ ଖର୍ଚ୍ଚ ହେବ ୪୪୮ କୋଟିଓଏଏସ୍‌ ଅଫିସରଙ୍କୁ ବି ସନ୍ତୁଷ୍ଟ ପାଇଁ କ୍ୟାଡର ପୁନର୍ଗଠନକୁ…
Read More...

ରାଜଗାଦି ପାଇଁ ପ୍ରସ୍ତୁତ ହେଲେଣି ରାଜାଙ୍କ ପୁଅ

ଭୁବନେଶ୍ବର: ୨୦୧୯ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା। କାରଣ ଯୁବ ବର୍ଗ ବିଜେପି ସହିତ ଥିଲେ। ଦ୍ବିତୀୟ ଚ୍ୟାଲେଞ୍ଜ ହେଲା- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାୟିତ୍ବ ନେବା ପରେ ଯେଉଁମାନେ ଜନ୍ମ ନେଇଥିଲେ, ସେମାନେ ମଧ୍ୟ ଏହି…
Read More...