Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category
ରାଜନୀତି
ଏବେ ବିଜେଡି ବିଧାୟକମାନେ ସକ୍ରିୟ ହେବେ
ଭୁବନେଶ୍ବର: କରୋନା ମୁକାବିଲା କ୍ଷେତ୍ରରେ ସରକାରୀସ୍ତରରେ ତତ୍ପରତା ଦେଖାଯାଇଥିଲା। ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିଲେ ହେଁ, ଏହା ସଙ୍ଗରୋଧ କେନ୍ଦ୍ର ଭିତରେ ସୀମିତ ରହିଛି। ଅନ୍ୟପଟେ ଜୀବିକାକୁ ନେଇ ରାଜ୍ୟରେ ଏକ ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହେଲାଣି। ଲୋକେ ଜୀବନ ଜୀବିକାର!-->…
Read More...
Read More...
ବଡ଼ ଗୋଟି ଚଳାଇଲା ବିଜେପି
ସମୟର ଆହ୍ୱାନକୁ ସ୍ୱୀକାର କରି ଓଡିଶା ପ୍ରତ୍ୟାବର୍ତନ କରୁଥିବା ଭାଇଭଉଣୀମାନଙ୍କୁ ନିଜ ପରିବାରର ସଦସ୍ୟ ଭାବେ ଗ୍ରହଣ କରି ଯତ୍ନ ନିଅ ଭାରତୀୟ ଜନତା ପାର୍ଟିର ସମସ୍ତ ନିର୍ବାଚିତ ୱାର୍ଡ ମେମ୍ବରରୁ ଆରମ୍ଭ କରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ସଠିକ୍ ଭାବେ ଦାୟୀତ୍ୱ!-->…
Read More...
Read More...
ବିଜେଡି-ବିଜେପି ଛାୟା ଯୁଦ୍ଧ ଆରମ୍ଭ
ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବି କଲେ ଶାରଦା ପ୍ରଧାନ
ଭୁବନେଶ୍ବର: ବିଜେଡି ସରକାର ଯେତେବେଳେ ଯାହା କହୁଥିଲେ, ତାହାକୁ ସମର୍ଥନ କରୁଥିଲା ବିଜେପି। ଫନି ଠାରୁ କରୋନା ଯାଏ, ସବୁକଥାରେ ରାଜ୍ୟ ସରକାରଙ୍କୁ ଆଖିବୁଜା ସମର୍ଥନ ମିଳିଛି। ୨୪ ଘଣ୍ଟା ମଧ୍ୟରେ ଦୁଇ ଦୁଇଟି ନିଷ୍ପତ୍ତି!-->!-->!-->…
Read More...
Read More...
ଜୋର ଧରୁଛି ଲୁଲୁ-ବୁଲୁ ଲଢେଇ
କଟକ ଜିଲ୍ଲା ମାହାଙ୍ଗାରେ ମୁହାଁମୁହିଁ ସ୍ଥିତିରେ ବିଜେଡି-ବିଜେପିସାହିତ୍ୟ ମାଟିରେ ରାଜନୀତିର କମ୍ପନ,ବଳ କଷାକଷି ଚାଲିଛିପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଟକ୍କର ଦେଉଛନ୍ତି ବିଜେପି ପ୍ରାର୍ଥୀପୂର୍ବରୁ ବିଭିନ୍ନ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର
ଭୁବନେଶ୍ବର: ନିର୍ବାଚନ!-->!-->!-->!-->!-->…
Read More...
Read More...
ଲୋକେ ପ୍ରଶ୍ନ କଲେ, ଧର୍ମେନ୍ଦ୍ର ଉତ୍ତର ଦେଲେ
ଫେସବୁକ ଲାଇଭରେ ଦେଶବାସୀଙ୍କ ସହ ଭାବ ବିନିମୟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନତୈଳ ସଂରକ୍ଷଣ କ୍ଷେତ୍ରରେ ଏକ ବଡ଼ ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ, ଆଶ୍ବସ୍ତ ହେଲେ ପ୍ରଶ୍ନକର୍ତାଲକଡାଉନରେ ଗରିବଙ୍କୁ ସହାୟକ ହୋଇଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାଗ୍ୟାସ ବିତରଣକୁ!-->…
Read More...
Read More...
କଂଗ୍ରେସିଆଙ୍କ ହାତରେ ଅସ୍ତ୍ର ଧରାଇଲେ ସୋନିଆ
ଭୁବନେଶ୍ବର:କଂଗ୍ରେସ ଲକଡାଉନ ସମୟରେ ଏକ ବଡ଼ କାର୍ଡ ଖେଳିଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଘୋଷଣା କରିଛନ୍ତି ଯେ ବିଭିନ୍ନ ଅଞ୍ଚଳରେ ଫସି ରହିଥିବା ଶ୍ରମିକଙ୍କ ଘରକୁ ଫେରିବା ଟିକେଟ୍ ଖର୍ଚ୍ଚ କଂଗ୍ରେସ ଦେବ। ସାେନିଆଙ୍କ ଏ ସଂକ୍ରାନ୍ଟ ଟ୍ବିଟ୍ ପରେ ଜାତୀୟ ରାଜନୀତିରେ ଚହଳ!-->!-->!-->…
Read More...
Read More...
ବିଜେଡି ଭୋଟ ବ୍ୟାଙ୍କରେ ବିଜେପି ଆଖି
ମାସ୍କ ପ୍ରସ୍ତୁତିରେ ଏସଏଚଜି ମହିଳାଙ୍କ ଉଲ୍ଲେଖନୀୟ ଭୂମିକା ବୋଲି କହିଲା କେନ୍ଦ୍ରସାରା ଦେଶରେ ୧ କୋଟିରୁ ଊର୍ଦ୍ଧ୍ୱ ମାସ୍କ ତିଆରି କଲେଣି ସ୍ୱୟଂ ସହାୟକ ଗୋଷ୍ଠୀସେବା ସୁଯୋଗ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଏସଏଚଜି ସଦସ୍ୟାଚାରି ଲକ୍ଷ ମାସ୍କ କରୁଛନ୍ତି!-->…
Read More...
Read More...
ଧର୍ମେନ୍ଦ୍ରଙ୍କ ପ୍ରଭାବ ବଢୁଛି, ପତିଆରା ବି
ଭୁବନେଶ୍ବର: ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ା ନେଇ ଉଭୟ ଗୁଜରାଟ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହେବେ େବଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଶ୍ବାସକୁ ନେଇ ଭିଡ଼ିଓ କନଫରେନ୍ସିଂରେ ଯୋଡ଼ିବା ଘଟଣା ରାଜ୍ୟ!-->!-->!-->…
Read More...
Read More...
ବିଧାୟକଙ୍କର ବଢିଲା, ସାଂସଦଙ୍କର କମିଲା
ସାଂସଦ ପାଣ୍ଠି ବନ୍ଦ ପରେ ନିର୍ବାଚନମଣ୍ଡଳୀରେ ଅଲୋଡ଼ା ହେବେ କି ସାଂସଦବିଧାୟକଙ୍କ ପାଣ୍ଠି ୩କୋଟି ହୋଇଛି, ଏବେ ସବୁଠି ଲୋକେ ତାଙ୍କୁ ଖୋଜିବେ୨ବର୍ଷରେ ଓଡ଼ିଶା ହରାଇବ ୩୧୦ କୋଟି, ଏଅର୍ଥ ଭରଣା ନିଷ୍ପତ୍ତି ନୋହିଲାସାଂସଦ ପାଣ୍ଠି ବନ୍ଦ ନିଷ୍ପତ୍ତିରେ ବିଜେପିର କ୍ଷତି ଅଧିକ, ବିଜେଡିର!-->…
Read More...
Read More...
ମୋଦୀଙ୍କ ଭିତର ମଣିଷପଣିଆ ଏମିତି…
ଓଡ଼ିଶାର ପାଞ୍ଚ ପୁରୁଖା ନେତାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ, ପ୍ରିୟବତ ରଥ, ବୃନ୍ଦାବନ କଳସଙ୍କୁ ମନେପକାଇଲେକିଶନ ସାହୁ ଓ ନନ୍ଦ କିଶୋର ସାହୁଙ୍କ ସହ ଟେଲିଫୋନରେ ପରିବାର କଥା ପଚାରିଲେସୁସ୍ଥ କାମନା କରି ମନକୁ ବଳ ଦେଲେ,!-->…
Read More...
Read More...