ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ
Browsing Category

ରାଜନୀତି

ପଶ୍ଚିମବଙ୍ଗରୁ ମାଡ଼ି ଆସୁଛି ଓଡ଼ିଶାକୁ ବିପଦ!

ଦୁର୍ବଳ ହେଉଛନ୍ତି ମମତା, ନିର୍ବାଚନ ଉପରେ ସମସ୍ତଙ୍କ ଆଖିବିଜେପି ଜିତିଲେ, ଦଳର ପରବର୍ତୀ ଟାର୍ଗେଟ୍ ଓଡ଼ିଶା ହେବବିଜେଡି ପାଇଁ ଚିନ୍ତା ଓ ଚ୍ୟାଲେଞ୍ଜ ବଢିଲା, ରଣନୀତି ପାଇଁ କସରତ ଆରମ୍ଭ ଭୁବନେଶ୍ବର: ପଶ୍ଚିମବଙ୍ଗରେ ଏବେ ଘଡ଼ିକେ ଘୋଡ଼ା ଛୁଟୁଛି। ନିର୍ବାଚନ ଯେତିକି ପାଖେଇ ଆସୁଛି,…
Read More...

କିଏ ଦାୟୀ? ମନ୍ତ୍ରୀ ନା ଆଇଏଏସ୍ ବାବୁ

ଭୁବନେଶ୍ବର: ଅମୁକ ଅଫିସର ଏୟା କଲେ, ସମୁକ ଅଫିସର ସେମିତି କରୁଛନ୍ତି। ଅମୁକ ଆଇଏଏସ୍ ରାଜ୍ୟ ଶାସନ କରୁଛନ୍ତି। ସମୁକ ଓଡ଼ିଶାକୁ ବିକ୍ରି କରିଦେଲେ। ଗତ କିଛି ବର୍ଷ ଧରି ଓଡ଼ିଶାର ପ୍ରମୁଖ ରାଜନୈତିକ ଦଳର ଏଭଳି ବୟାନବାଜି, ଟୀକା ଟିପ୍ପଣୀ ଓଡ଼ିଶା ରାଜନୈତିକ ବିଶେଷଜ୍ଞମାନଙ୍କୁ ଆଚମ୍ବିତ…
Read More...

ହାଇକମାଣ୍ଡରାଜ୍ ଛାଡ଼ିବ କି କଂଗ୍ରେସ?

ରାଜ୍ୟ କଂଗ୍ରେସ ଉପରେ ଲାଉ ହେଲେଣି ହାଇକମାଣ୍ଡଅମରିନ୍ଦରଙ୍କ ସଙ୍କେତ ଅନ୍ୟ ରାଜ୍ୟ ବି ଶିଖିବା ବେଳ ଆସିଛିଆଞ୍ଚଳିକ ପ୍ରସଙ୍ଗକୁ ଧରି ଆଗକୁ ନ ବଢିଲେ କଂଗ୍ରେସ ହଜିଯିବ ଭୁବନେଶ୍ବର: ଚାଷୀ ଆନ୍ଦୋଳନ ପଛର ଜନ ସମର୍ଥନ ମଙ୍ଗଳବାର ଭାରତ ବନ୍ଦରେ ପ୍ରତିଫଳିତ ହୋଇଛି। ଏହି ଆନ୍ଦୋଳନକୁ ନେଇ…
Read More...

ବିଜେଡିର ଖୋର୍ଧା ଗଡ଼ ଦୁର୍ବଳ ହେଉଛି!

ଏକା ଅପରାଜିତା ବିପଦ ସୃଷ୍ଟି କଲେଣିଘେରିପାରୁନାହାନ୍ତି ବିଜେଡି ବିଧାୟକ, ମନ୍ତ୍ରୀ ଭୁବନେଶ୍ବର: କାହାକୁ ସାମ୍ନାରେ ରଖି ଆଗକୁ ଖୋର୍ଧା ଜିଲ୍ଲାରେ ଲଢ଼ିବ ବିଜେଡି? ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମୁକାବିଲା କରିବା ଭଳି ନେତା କିଏ? ଦଳ ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କୁ ନେଇ…
Read More...

ବିଜେପି ସ୍ବାସ୍ଥ୍ୟ ଏବେ କେମିତି ଅଛି?

ଭୁବନେଶ୍ବର: ପରୀ ପ୍ରସଙ୍ଗ ନେଇ ବିଧାନସଭା ଉଠିଲା ପଡ଼ିଲା। ଏହି ପ୍ରସଙ୍ଗରେ ବିଜେପି ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଜାରି ରଖିଛି। ଏହା ପୂର୍ବରୁ ବଗଲା ଧର୍ମଶାଳା ବିବାଦ, କୋଭିଡ୍ କେଳେଙ୍କାରୀ ଆଦି ପ୍ରସଙ୍ଗରେ ବି ବିଜେପି ଚର୍ଚ୍ଚା ଭିତରେ ରହିଥିଲା। ହେଲେ ଯେଉଁ କଥାଟି ରାଜନୈତିକ ମହଲକୁ…
Read More...

ପୁରୀରୁ ବାହାରିଲାଣି ଭିନ୍ନ ରାଜନୀତିର ଗନ୍ଧ

ପ୍ରସାଦ ଏବେ କଂଗ୍ରେସର ଶେଷ ପରିଚିତ ଚେହେରାବିଜେଡ଼ି ଦୁର୍ଗ ଦୋହଲିଲାଣି, ନେତାମାନେ ପ୍ରଭାବହୀନଜନମତ ଦ୍ରୁତ ବଦଳୁଛି, ମାତ୍ରାଧିକ ପ୍ରଶାସନିକ ସକ୍ରିୟତା କାଳ କଂଗ୍ରେସ ଓ ଅସନ୍ତୁଷ୍ଟ ବିଜେଡିର ସମର୍ଥନରେ ବଢ଼ୁଛି ବିଜେପିପୁରୀ ବିବାଦରେ ରହିଲେ ରାଜ୍ୟ, ଦେଶରେ ନବୀନଙ୍କୁ କ୍ଷତି …
Read More...

ପ୍ରଦୀପଙ୍କୁ ବହିଷ୍କାର କଲେ ନବୀନ

ଭୁବନେଶ୍ବର: ଜନ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଜି ଦଳର ପ୍ରାଥମିକ ସଭ୍ୟ ପଦରୁ ବହିଷ୍କାର କରାଯାଇଛି। ଦଳର ଗଣମାଧ୍ୟମ ବ୍ୟାପାର…
Read More...

ଛୋଟ ମୋଦୀ ସଂସଦ ଯିବେ, ମନ୍ତ୍ରୀ ହେବେ

ନୂଆଦିଲ୍ଲୀ: ନୀତିଶ କୁମାରଙ୍କ ନେତୃତ୍ବରେ ବିହାରରେ ସରକାର ଗଠନ କରିବାପରେ ବି ବିଜେପି ତାର ରାଜନୈତିକ ଗୋଟିଚାଳନା ଜାରି ରଖିଛି। ବିହାର ବିଜେପିର ଜଣେ ଦକ୍ଷ ନେତା ସୁଶୀଲ ମୋଦୀ (ଛୋଟ ମୋଦୀ)ଙ୍କୁ ଦଳ ରାଜ୍ୟସଭା ପଠାଇବାକୁ ନିଷ୍ପତ୍ତି ନେଇଛି। ହେଲେ କୌତୂହଳ କଥା ହେଲା, ତାଙ୍କୁ ଲୋକ…
Read More...

କେଉଁ ନେତାଙ୍କ ଉପରେ ଏବେ ବିଜେଡି ନଜର ?

ଭୁବନେଶ୍ବର: ସାଂଗଠନିକ ପୁନର୍ବିନ୍ୟାସ ଠାରୁ ଆରମ୍ଭ କରି ଉପନିର୍ବାଚନ ପରିଚାଳନା ବ୍ୟବସ୍ଥାକୁ ନିରେଖି ଦେଖିବା ପରେ ରାଜନୈତିକ ମହଲକୁ ଯେଉଁ ବଡ଼ ସଙ୍କେତ ମିଳୁଛି, ତାହା ହେଲା, ବିଜେଡିରେ ପିଢି ପରିବର୍ତ୍ତନ ଆରମ୍ଭ ହୋଇଛି। ଅତି ବରିଷ୍ଠଙ୍କୁ ପରାମର୍ଶଦାତା (ବରିଷ୍ଠ ଉପସଭାପତି) ଭଳି…
Read More...

କଂଗ୍ରେସ ଭୋଟର କୁଆଡେ ଯିବେ?

ଭୁବନେଶ୍ବର: ବରିଷ୍ଠ ନେତା ଗୁଲାମନବୀ ଆଜାଦ, କପିଲ ଶିବଲ ପ୍ରମୁଖ ଗାନ୍ଧୀ ପରିବାରର ହାଇକମାଣ୍ଡରାଜ ନେଇ ସ୍ବର ଉଠାଇବା ପରେ ଅକଳରେ ପଡ଼ିଯାଇଛି କଂଗ୍ରେସ। ଯେଉଁ ଗାନ୍ଧୀ ପରିବାର ବିରୋଧରେ କେହି ମୁହଁ ଖୋଲିଲେ ଦିନେ ଦଳରୁ ବିଦା ହେବାର ଦ୍ବାର ନେତୃତ୍ବ ଦେଖାଉଥିଲେ, ସେହି ଦଳର ଶୀର୍ଷ…
Read More...