ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category

ରାଜନୀତି

ଚମକ ହରାଉଛି କି ଓଡ଼ିଶା ବିଧାନସଭା?

ପୂର୍ବାପେକ୍ଷା ଦକ୍ଷ ଓ ଅନୁଭବୀ ବିଧାୟକ ଜିତୁଛନ୍ତିବିତର୍କର ମାନ ବଢୁନି କି ବିଲ୍‍ ଆଲୋଚନା ହେଉନିକଣ ପାଇଁ ଆଗୁଆ ସରିଯାଉଛି ଅଧିବେଶନବାଚସ୍ପତିଙ୍କ କଥା ଶୁଣୁନାହାନ୍ତି, ମୁଖ୍ୟମନ୍ତ୍ରୀଙ୍କର ବି ଭୁବନେଶ୍ୱର: ସଂସଦ ଓ ବିଧାନସଭାରେ ଯେତେ ଅଧିକ ଦକ୍ଷ, ଶିକ୍ଷିତ ତଥା ଅନୁଭବୀ ସାଂସଦ ଓ
Read More...

ରାଜଭବନରେ ଶପଥପାଠ କଣ ପ୍ରହସନ?

ଖୋଲା ଉଲ୍ଲଂଘନ କରିଛନ୍ତି ପର୍ଯ୍ୟଟନ ମନ୍ତ୍ରୀଭ୍ରଷ୍ଟାଚାରକୁ ଇଙ୍ଗିତ କରୁଛି କାରନାମା, ଲୋକାୟୁକ୍ତ ଟାଣିପାରନ୍ତିମୁଖ୍ୟମନ୍ତ୍ରୀଙ୍କୁ ବଦନାମ ପାଇଁ ବଡ଼ ଧରଣର ଷଡ଼଼ଯନ୍ତ୍ର ଭୁବନେଶ୍ୱର: ଦୁଇ ମହିଳାଙ୍କ ସହ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ହାଇଦ୍ରାବାଦ ଗସ୍ତ
Read More...

ତ୍ରେତୟାର ଘଟଣା କଳିଯୁଗରେ ପୁନରାବୃତ୍ତି

ମହାରାଷ୍ଟ୍ରରେ ଦେବେନ୍ଦ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ୩୫ ବିଧାୟକ ଆଣିଥିବା ଅଜିତଙ୍କୁ ଉପମୁଖ୍ୟମନ୍ତ୍ରୀ ପଦବଶରଦ ପାଵାର କହିଲେ, ଅଜିତଙ୍କ ନିଷ୍ପତ୍ତି ନିଜସ୍ୱଗର୍ଜୁଛି ଶିବସେନା, ଏଯାଏ ମୁହଁ ଖୋଲିନାହିିଁ କଂଗ୍ରେସ ନୂଆଦିଲ୍ଲୀ: ଶ୍ରୀ ରାମଚନ୍ଦ୍ରଙ୍କ ଭଳି ରାତି ପାହିଥିଲେ
Read More...

ବିଜେପି ଅଡୁଆ ବଢାଇଦେଲେ

ଭୁବନେଶ୍ୱର: ଓଡିଶା ବିଧାନସଭାରେ ସ୍ମିତାରାଣୀ ହତ୍ୟା ମାମଲାରେ ମୁଖ୍ୟ ବିରୋଧୀ ବିଜେପି ମୁହାଁମୁହିଁ ସ୍ଥିତିରେ ଅଛି। ଠିକ ସେତିକିବେଳେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଭୟ ବିଜେଡି ଓ ଏନସିପିକୁ ସେମାନଙ୍କ ସଂସଦରେ ଶୃଙ୍ଖଳିତ ବ୍ୟବହାର ଲାଗି ଉଚ୍ଚ ପ୍ରଶଂସା କରିଛନ୍ତି। ଗୃହ
Read More...

ତଥାପି ଓଡିଶା ବିଧାନସଭା ବହୁ ପଛରେ!

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନରେ ରେକର୍ଡ଼ ଭୋଟ ବ୍ୟବଧାନରେ ଜିତିଥିବା ରୀତା ସାହୁ ଆଜି ସକାଳେ ବିଧାୟକ ଭାବେ ଶପଥ ନେଇଛନ୍ତି। ବିଧାନସଭା କାର୍ଯ୍ୟାଳୟରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ତାଙ୍କୁ ଶପଥ କରାଇଥିଲେ। ଶ୍ରୀମତୀ ସାହୁଙ୍କୁ ମିଶାଇ ବିଧାନସଭାରେ ମହିଳା ସଦସ୍ୟାଙ୍କ ସଂଖ୍ୟା
Read More...

ଅସଲ ବିରୋଧୀ କିଏ?

ବିଧାନସଭା ଶୀତ ଅଧିବେଶନ ଉପରେ ଆଖିଅଧାରେ ଅଟକିଲା ବିଜେପି ବିଧାୟକ ଦଳ ବୈଠକମଙ୍ଗଳବାର ଏକାଠି ବସିପାରନ୍ତି କଂଗ୍ରେସ ନେତା୧୩ ତାରିଖ ଦିନ ବିଜେଡି ବିଧାୟକ ଦଳ ବସିବେ ଭୁବନେଶ୍ୱର: ଯାଜପୁର ଜିଲ୍ଲାର ସ୍ମିତାରାଣୀ ବିଶ୍ୱାଳ ଆତ୍ମହତ୍ୟା ମାମଲା ବିଧାନସଭାରେ ଉଠିବ । ପ୍ରଧାନମନ୍ତ୍ରୀ ଆବାସ
Read More...

ନିରଞ୍ଜନଙ୍କ ସପକ୍ଷରେ ଅଣ୍ଟା ଭିଡିଲେ ଜିତେନ୍ଦ୍ର

ପିସିସି ସଭାପତି ପରିବର୍ତନ ପ୍ରଶ୍ନ ଉଠୁନାହିଁବୟାନବାଜି କଲେ କାର୍ଯ୍ୟାନୁଷ୍ଠାନ ଡର ଦେଖାଇଲେନିରଞ୍ଜନଙ୍କ ସପକ୍ଷବାଦୀ ଏକ ହୋଟେଲରେ ମେଳି କରିଛନ୍ତିପୂର୍ବରୁ ମୋକିମ୍‍ଙ୍କୁ ସଭାପତି କରିବାକୁ ଚାପ ସୃଷ୍ଟି ହୋଇଥିଲା ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ପଦରେ ଥିବା ନିରଞ୍ଜନ
Read More...

୫ଟିକୁ ଲୋକପ୍ରିୟ କରିବାକୁ ଠିକା ନେଲା ବିଜେପି!

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ୫ଟି କାର୍ଯ୍ୟକ୍ରମକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ଆଜି ପୂର୍ବତନ ପ୍ରଶାସିକା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏହି କାର୍ଯ୍ୟକ୍ରମ ଉପରେ ପ୍ରଶ୍ନ ଉଠାଇଥିବା ବେଳେ ପୂର୍ବତନ ପ୍ରଶାସକ ତଥା ଭୁବନେଶ୍ୱର ଲୋକସଭା ଆସନର ବିଜେଡି
Read More...

ପଟେଲ ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ ଭାରତ ପୃଥିବୀରେ ୧ ନମ୍ବର ହୋଇସାରିଥାନ୍ତା: ଧର୍ମେନ୍ଦ୍ର

-ଓଡିଶାର ନୀଳଗିରି ପ୍ରଥମ ଦେଶୀୟ ରାଜ୍ୟ ଭାବରେ ପଟେଲଙ୍କର ସହ ଠିଆ ହୋଇଥିଲା ଭୁବନେଶ୍ୱର: ଦେଶର ଲୌହ ମାନବ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୪ତମ ଜୟନ୍ତୀ ଅବସରରେ ଦେଶବ୍ୟାପୀ ରନ୍ ଫର୍ ୟୁନିଟି ଅଥବା ଏକତା ପାଇଁ ଦୌଡ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଥିବା ବେଳେ ଭୁବନେଶ୍ୱର ଠାରେ
Read More...

ଓଡ଼ିଶା ରଣନୀତି ବଦଳାଇବ ବିଜେପି

୨୦୨୦ ମାର୍ଚ୍ଚ ସୁଦ୍ଧା ଦଳ ସଶକ୍ତ ହେବକେନ୍ଦ୍ରରେ ମଧ୍ୟ ବଢିବ ଧର୍ମେନ୍ଦ୍ରଙ୍କ ପଆରା ଭୁବନେଶ୍ୱର: ଗୁରୁବାର ପ୍ରକାଶ ପାଇଥିବା ବିଜେପୁର ରାୟକୁ ନେଇ ବିଜେଡି ଉତ୍ସବ ପାଳୁଛି । ଓଡ଼ିଶା ବିଧାନସଭା ଇତିହାସରେ କୌଣସି ପ୍ରାର୍ଥୀ ୯୭ ହଜାର ୯୯୦ ଭୋଟରେ ପୂର୍ବରୁ ବିଜୟ ଲାଭ କରିନଥିଲେ
Read More...