ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
Browsing Category

ରାଜନୀତି

କଂଗ୍ରେସିଆଙ୍କ ହାତରେ ଅସ୍ତ୍ର ଧରାଇଲେ ସୋନିଆ

ଭୁବନେଶ୍ବର:କଂଗ୍ରେସ ଲକଡାଉନ ସମୟରେ ଏକ ବଡ଼ କାର୍ଡ ଖେଳିଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଘୋଷଣା କରିଛନ୍ତି ଯେ ବିଭିନ୍ନ ଅଞ୍ଚଳରେ ଫସି ରହିଥିବା ଶ୍ରମିକଙ୍କ ଘରକୁ ଫେରିବା ଟିକେଟ୍ ଖର୍ଚ୍ଚ କଂଗ୍ରେସ ଦେବ। ସାେନିଆଙ୍କ ଏ ସଂକ୍ରାନ୍ଟ ଟ୍ବିଟ୍ ପରେ ଜାତୀୟ ରାଜନୀତିରେ ଚହଳ…
Read More...

ବିଜେଡି ଭୋଟ ବ୍ୟାଙ୍କରେ ବିଜେପି ଆଖି

ମାସ୍କ ପ୍ରସ୍ତୁତିରେ ଏସଏଚଜି ମହିଳାଙ୍କ ଉଲ୍ଲେଖନୀୟ ଭୂମିକା ବୋଲି କହିଲା କେନ୍ଦ୍ରସାରା ଦେଶରେ ୧ କୋଟିରୁ ଊର୍ଦ୍ଧ୍ୱ ମାସ୍କ ତିଆରି କଲେଣି ସ୍ୱୟଂ ସହାୟକ ଗୋଷ୍ଠୀସେବା ସୁଯୋଗ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଏସଏଚଜି ସଦସ୍ୟାଚାରି ଲକ୍ଷ ମାସ୍କ କରୁଛନ୍ତି…
Read More...

ଧର୍ମେନ୍ଦ୍ରଙ୍କ ପ୍ରଭାବ ବଢୁଛି, ପତିଆରା ବି

ଭୁବନେଶ୍ବର: ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରବାସୀ ଶ୍ରମିକଙ୍କ ଘର ବାହୁଡ଼ା ନେଇ ଉଭୟ ଗୁଜରାଟ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହେବେ େବଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଶ୍ବାସକୁ ନେଇ ଭିଡ଼ିଓ କନଫରେନ୍ସିଂରେ ଯୋଡ଼ିବା ଘଟଣା ରାଜ୍ୟ…
Read More...

ବିଧାୟକଙ୍କର ବଢିଲା, ସାଂସଦଙ୍କର କମିଲା

ସାଂସଦ ପାଣ୍ଠି ବନ୍ଦ ପରେ ନିର୍ବାଚନମଣ୍ଡଳୀରେ ଅଲୋଡ଼ା ହେବେ କି ସାଂସଦବିଧାୟକଙ୍କ ପାଣ୍ଠି ୩କୋଟି ହୋଇଛି, ଏବେ ସବୁଠି ଲୋକେ ତାଙ୍କୁ ଖୋଜିବେ୨ବର୍ଷରେ ଓଡ଼ିଶା ହରାଇବ ୩୧୦ କୋଟି, ଏଅର୍ଥ ଭରଣା ନିଷ୍ପତ୍ତି ନୋହିଲାସାଂସଦ ପାଣ୍ଠି ବନ୍ଦ ନିଷ୍ପତ୍ତିରେ ବିଜେପିର କ୍ଷତି ଅଧିକ, ବିଜେଡିର…
Read More...

ମୋଦୀଙ୍କ ଭିତର ମଣିଷପଣିଆ ଏମିତି…

ଓଡ଼ିଶାର ପାଞ୍ଚ ପୁରୁଖା ନେତାଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ, ପ୍ରିୟବତ ରଥ, ବୃନ୍ଦାବନ କଳସଙ୍କୁ ମନେପକାଇଲେକିଶନ ସାହୁ ଓ ନନ୍ଦ କିଶୋର ସାହୁଙ୍କ ସହ ଟେଲିଫୋନରେ ପରିବାର କଥା ପଚାରିଲେସୁସ୍ଥ କାମନା କରି ମନକୁ ବଳ ଦେଲେ,…
Read More...

ଭିଡ଼ିଓରେ ଆଶା ଦେଖାଇଲେ ନବୀନ, …ବାସ୍ ଆଉ କିଛି ଦିନ

ଭିଡ଼ିଓ ଜାରି କରି ନୂଆ ସମ୍ଭାବନାର ସ୍ବପ୍ନ ଦେଖାଇଲେ ସରକାରରାଜ୍ୟର ପ୍ରମୁଖ ବ୍ୟକ୍ତିଙ୍କୁ ନେଇ ଗୀତ ମାଧ୍ୟମରେ ସାହସ ଦେଲେ ଭୁବନେଶ୍ବର: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି। ତା' ଭିତରେ ରାଜ୍ୟ ସରକାର ଏହାର ମୁକାବିଲା ଲାଗି ଏକ ବଡ଼ ରଣନୀତି ପ୍ରସ୍ତୁତ…
Read More...

କରୋନା ମୁକାବିଲା ପାଇଁ ମୋଦୀଙ୍କ ନୂଆ ଅସ୍ତ୍ର

covidwarriors.gov.inରେ ସାମିଲ ପାଇଁ ଆହ୍ବାନ ନୂଆଦିଲ୍ଲୀ: କରୋନା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ବଡ଼ ଆହ୍ବାନ ଦେଇଛନ୍ତି। ଆଜି ମନ୍ କି ବାତ୍‌ରେ ପ୍ରଧାନମନ୍ତ୍ରୀ ସମସ୍ତ ସ୍ୱେଚ୍ଛାସେବୀ, ନାଗରିକ ସମାଜର ପ୍ରତିନିଧି, ସ୍ଥାନୀୟ ପ୍ରଶାସନକୁ ପରସ୍ପର ସହ…
Read More...

ଭିତରେ ଭିତରେ ଲମ୍ବା ଯୁଦ୍ଧ ପାଇଁ ପ୍ରସ୍ତୁତି

କରୋନା ଭିତରେ ଲମ୍ବା ଲଢେଇ ପାଇଁ ଚାଲିଛି କ୍ଷେତ୍ର ପ୍ରସ୍ତୁତି, କଂଗ୍ରେସ ପଛରେଯେ କୌଣସି ମୁହୂର୍ତରେ ବିଜେଡି-ବିଜେପି ମଧୁର ସଂପର୍କରେ ପୂର୍ଣ୍ଣଛେଦ ପଡ଼ିବଅସନ୍ତୁଷ୍ଟ ବିଜେଡି ନେତାଙ୍କର ବିଜେପିକୁ ଆଖି , କଂଗ୍ରେସ ନେତା ଚାହିଁଛନ୍ତି ବିଜେଡିକୁପୌର ନିର୍ବାଚନ ପୂର୍ବରୁ ମଇଦାନ ପ୍ରସ୍ତୁତ…
Read More...

କରୋନା ମାଡ଼ରେ ବିଜେଡି, ବିଜେପି, କଂଗ୍ରେସ ଆକ୍ତାମାକ୍ତା?

ଭୁବନେଶ୍ବର: କରୋନା ମାଡ଼ ଏତେ ନିର୍ଘାତ ଯେ ଏହା କେବଳ ଧନ, ଜନ ଜୀବନ ଓ ଅର୍ଥନୀତିକୁ ପ୍ରଭାବିତ କରିଛି ତା ନୁହେଁ, ରାଜନୀତିକୁ ବି ଅଟକାଇ ଦେଇଛି। ଦଳମତ ନିର୍ବିଶେଷରେ ସମସ୍ତେ ଏହାଦ୍ବାରା ଢେର୍ ପ୍ରଭାବିତ ହୋଇଛନ୍ତି। ଏଇ ଯେମିତି, ଓଡ଼ିଶାର ତିନି ପ୍ରମୁଖ ରାଜନୈତିକ ଦଳରେ ମୁଖିଆ…
Read More...

ସର୍ଦାର ପଟେଲ, ପାଣ୍ଡିଆନ୍ ଏବଂ ବାବୁମାନେ

ଆଜି ବେସାମରିକ ସେବା ଦିବସ, ବାବୁଙ୍କୁ ଶାହଙ୍କ ଅଭିନନ୍ଦନ୨୦୦୬ରୁ ଏପ୍ରିଲ ୧କୁ ସ୍ବତନ୍ତ୍ର ଭାବେ ପାଳନ କରୁଛି ଦେଶ ଭୁବନେଶ୍ବର: କିଏ ବେଶୀ କ୍ଷମତାଶାଳୀ। ବ୍ୟୁରୋକ୍ରାଟ୍ସ ନା ରାଜନେତା? ସତରେ କଣ ରାଜନେତାମାନେ ଧୀରେ ଧୀରେ ନିଷ୍ପ୍ରଭ ହୋଇଯାଉଛନ୍ତି? ସତରେ କଣ ପ୍ରଶାସନିକ…
Read More...