Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category
ରାଜନୀତି
ଅକଳରେ ପକାଇ ଦେଇପାରେ ବିଜେପୁର ରାୟ
ବଡ଼ ବ୍ୟବଧାନରେ ବିଜୟ ଲାଭ କରିପାରେ ଶାସକ ବିଜେଡି
ବିଜେପି ପତିଆରା ପ୍ରଭାବିତ ହୋଇପାରେ, ଟିମ୍ ନେଇ ପ୍ରଶ୍ନ ଉଠିବ
ଭୋଟ କମିଲେ କଂଗ୍ରେସ ସମାଲୋଚିତ ହେବ, ବଢିଲେ ବାଟ ଫିଟିବ
ଭୁବନେଶ୍ୱର: ଗୁରୁବାର ବିଜେପୁର ଉପନିର୍ବାଚନ ଫଳାଫଳ ପ୍ରକାଶ ପାଇବ । ବିଜେଡି ପ୍ରାର୍ଥୀ ରୀତା!-->!-->!-->!-->!-->!-->!-->!-->!-->…
Read More...
Read More...
ଓଡ଼ିଶା ପାଣିପାଗ ବଦଳୁଛି: କିଏ ପ୍ରଭାବୀ ବିଜୁ ନା ନବୀନ ଅନୁଗତ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୪ତମ ଜନ୍ମ ଦିନରେ ଡାକ୍ତର ଦାମୋଦର ରାଉତ ଗତକାଲି ବିଜେପି ଛାଡିବା ସହିତ ପ୍ରତ୍ୟକ୍ଷ ରାଜନୀତିରୁ ଦୂରେଇ ଯିବା ଘୋଷଣା ରାଜ୍ୟ ରାଜନୀତି ପାଇଁ ଭିନ୍ନ କାରଣରୁ ଗୁରୁତ୍ୱ ରଖୁଛି । ପାଟକୁରା ଆସନରେ ବିଜୟ ମହାପାତ୍ରଙ୍କ ପରାଜୟ ଓ ଡାକ୍ତର ଦାମୋଦର!-->…
Read More...
Read More...
ତିନି ଆଡୁ ଘେରିଲେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ବାବୁ
ଜିଲ୍ଲାପାଳଙ୍କୁ ନୋଟିସ, ସିଡିଏମ୍ଓ ନିଲମ୍ୱିତଏବେ ଧରାପଡିଲା ଜିଲ୍ଲାସ୍ତରୀୟ ସ୍ଥାଣୁତାପଶ୍ଚିମ, କେନ୍ଦ୍ର ଓ ଉପକୂଳ ଓଡ଼ିଶାରେ କମ୍ପନ
ଭୁବନେଶ୍ୱର: ସାଙ୍ଗରେ ଉନ୍ନୟନ କମିସନର ସୁରେଶ ମହାପାତ୍ର ଓ ଜାତୀୟ ସ୍ୱାସ୍ଥ୍ୟ ମିସନ ପରିଚାଳନା ନିର୍ଦେଶକ ଶାଳିନୀ ପଣ୍ଡିତଙ୍କୁ ଧରି ସୁନ୍ଦରଗଡ!-->!-->!-->…
Read More...
Read More...
ଘାରିଲାଣି ପାଣ୍ଡିଆନ୍ ଭୟ
ଭୁବନେଶ୍ୱର:୯ତାରିଖରୁ ଜିଲ୍ଲା ଗସ୍ତରେ ବାହାରିଥିବା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ୫ଟି ସଚିବ ଭି.କାର୍ତ୍ତିିକେୟନ ପାଣ୍ଡିଆନ୍ଙ୍କ ଜିଲ୍ଲା ଗସ୍ତ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କଲାଣି । ଜିଲ୍ଲାପାଳଙ୍କ ଠାରୁ ଅାରମ୍ଭ କରି ପ୍ରଶାସନିକ ଅଧିକାରୀମାନେ ଛାନିଅା ହୋଇପଡିଛନ୍ତି ।!-->…
Read More...
Read More...
କିଏ ତୁଲାଇବ ବିରୋଧୀ ଭୂମିକା?
ଭୁବନେଶ୍ୱର: ବିଜେଡି-ବିଜେପି ମଧ୍ୟରେ ଆସନ୍ତା ୪ବର୍ଷ ପର୍ଯ୍ୟନ୍ତ ବିବାଦର ପ୍ରଶ୍ନ ଉଠୁନାହିଁ । ଶେଷ ୬ମାସ ସେମାନଙ୍କ ମଧ୍ୟରେ ବାଦିପାଲା ହେବ । ଗତକାଲି ଭୁବନେଶ୍ୱରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ନେଇ ସଙ୍କେତ ଦେବା ପରେ ରାଜ୍ୟ ରାଜନୀତିରେ ଭିନ୍ନ ଚର୍ଚ୍ଚା ସୃଷ୍ଟି ହୋଇଛି ।!-->…
Read More...
Read More...
ଅନୁଭବଙ୍କ ଟ୍ୱିଟ୍ ନୂଆ ମୋଡ଼ ନେଲାଣି, କେମିତି ଜାଣନ୍ତୁ
ଭୁବନେଶ୍ୱର: କଟକର ପୁରୀଘାଟ ଥାନା ଆଇଆଇସି ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆଣି ଏବେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଅଡୁଆରେ ପଡିଛନ୍ତି । ଏହି ମାମଲାଟି ଏବେ ନୂଆ ମୋଡ଼ ନେଇଛି । କେବଳ ସେତିକି ନୁହେଁ, ପ୍ରସଙ୍ଗଟି ପରୋକ୍ଷରେ ଆଭ୍ୟନ୍ତରୀଣ ବିଜେଡି କନ୍ଦଳ ଆଡକୁ ମୁହାଁଇଲାଣି । ଯେଉଁ!-->…
Read More...
Read More...
ବିଜେପୁର : ବିଜେଡି-ବିଜେପି ପ୍ରାର୍ଥୀ ଚୂଡାନ୍ତ, କଂଗ୍ରେସରୁ କିଏ?
ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ଆପାତତଃ ଚୂଡାନ୍ତ ହୋଇଛି । ଆସନ୍ତା ୨୬ ତାରିଖ ପୂର୍ବାହ୍ନରେ ସମ୍ଭବତଃ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମ ଘୋଷଣା କରିପାରନ୍ତି ବୋଲି ଦଳର ଶୀର୍ଷ ନେତୃତ୍ୱ ସୂଚନା ଦେଇଛନ୍ତି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ,!-->…
Read More...
Read More...
ସବୁ ଶ୍ରେୟ ନିଜେ ନେଉଥିଲେ, ଏବେ ବଦଳିଲେ ନବୀନ
ଟିମ୍ଵାର୍କକୁ ଗୁରୁତ୍ୱ ଦେଲେ ମୁଖ୍ୟମନ୍ତ୍ରୀ, ଖୋଲା ସଭାରେ ମନ କଥା ଖୋଲି କହିଲେସରକାରର ସଫଳତା ପଛରେ ମନ୍ତ୍ରୀ, ବିଧାୟକ ଓ ବାବୁଙ୍କ ମିଳିତ ଉଦ୍ୟମ ରହିଛି
ଭୁବନେଶ୍ୱର: ଗତ ୨୦ବର୍ଷର ସରକାରୀ ଆଭିମୁଖ୍ୟରେ ବଡ଼ ପରିବର୍ତନ ଘଟିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ!-->!-->!-->!-->!-->…
Read More...
Read More...
ବନ୍ଧୁତ୍ୱପୂର୍ଣ୍ଣ ନା ମେଣ୍ଟରେ ଲଢିବେ!
୨୧ରେ ବିଜେପୁର ଉପନିର୍ବାଚନ, ୨୪ରେ ଗଣତିସୁବାସଙ୍କୁ ଥଇଥାନ କରିଛି ବିଜେଡି, ଚର୍ଚ୍ଚାରେ ରୀତାବିଜେପି ପ୍ରାର୍ଥୀ ଭାବେ ପ୍ରଦୀପ ପୁରୋହିତ ଆଗରେ୨ ବର୍ଷରେ ସାମ୍ନା କଲେଣି ୩ଟି ବିଧାନସଭା ନିର୍ବାଚନ
ଭୁବନେଶ୍ୱର: ବିଜେଡି-ବିଜେପି ମେଣ୍ଟରେ ଲଢିବେ ନା ପ୍ରତିଦ୍ୱନ୍ଦ୍ୱିତାମୂଳକ ନିର୍ବାଚନ!-->!-->!-->…
Read More...
Read More...
ବଳ ବଢାଇବେ କଂଗ୍ରେସ କର୍ମୀ
ନୂଆ ସଦସ୍ୟ ତାଲିକାରେ ବିଜେପି ଆଡକୁ କିଛି ଢଳିଛନ୍ତିଗାଁ ଗଣ୍ଡାରେ କଂଗ୍ରେସ କର୍ମୀଙ୍କୁ ନ ଆଣିଲେ ବିଜେଡିକୁ ବିପଦସୁଧୁରୁନି ହାତ ଦଳ, ନିର୍ବାଚନ ପରେ ନେତାଙ୍କ ମନ ଘରିନି
ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ଅନେକ ଛାମୁଆ ଓ ପ୍ରଭାବଶାଳୀ ନେତା ଦଳ ଡିଆଁ କରିଥିଲେ । କିଏ ବିଜେଡିକୁ ଗଲା,!-->!-->!-->…
Read More...
Read More...