ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
Browsing Category

ରାଜନୀତି

ଗାଁରେ ବିଜେଡିକୁ ଛକିବ ବିଜେପିି

ନିର୍ବାଚନମଣ୍ଡଳୀକୁ ୟୁନିଟ୍ କରି ବିଜେପି ନେତା ଘେରିବେପ୍ରତି ପଞ୍ଚାୟତରେ ଖୁବ୍ ଶୀଘ୍ର ଖୋଲିପାରେ ଆରଟିଆଇ ସେଲ୍ସରକାରଙ୍କ ବିରୋଧରେ ତଥ୍ୟ ଏକାଠି କରିବା ଲାଗି ଏଭଳି ଅସ୍ତ୍ର ଭୁବନେଶ୍ବର: ବିଜେଡି-ବିଜେପି ମଧୁର ସଂପର୍କକୁ ନେଇ ରାଜ୍ୟ ରାଜନୀତିରେ ହୁରି ପଡୁଛି। ପରସ୍ପର ପରସ୍ପରକୁ…
Read More...

ନିଯୁକ୍ତି ପରେ ଅଧିକାଂଶ ସରକାରଙ୍କୁ ବୋଝ

ହାତଗଣତି ଚାରି ପାଞ୍ଚ ରାଜନେତାଙ୍କ ଯୋଗଦାନ ସରକାରରେ ରହିଛିଅନ୍ୟମାନେ ରାଜ୍ୟର ତିରୋଟ ସମୟରେ ସମ୍ପୂର୍ଣ୍ଣ ନିରବ ରହିଛନ୍ତିଅର୍ଥନୀତି ଦୋହଲୁଥିବା ବେଳେ ଏଭଳି ଅକାମୀ ପଦବି ରଦ୍ଦ ହେବା ଦରକାର ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷମତାକୁ ଆସିବା ପରେ ଗୋଟିଏ ଦଫାରେ…
Read More...

କଂଗ୍ରେସର ଭାଲୁ, ବିଜେପିର ବୁଲୁ; କେବଳ ଏତିକି

ସବୁ ଦଳର ତୁଙ୍ଗ ନେତା ନିରବ, ପ୍ରଶଂସା ଦିଆନିଆରେ ବ୍ୟସ୍ତ ରାଜ୍ୟ-କେନ୍ଦ୍ର ସରକାରବିରୋଧୀ କାହା ପାଖରେ ଉତ୍ତରଦାୟୀ, ରାଜ୍ୟ ସରକାର ନା ଲୋକଙ୍କପାଖରେକେନ୍ଦ୍ର ସରକାର ସହଯୋଗ କରିବେ ବୋଲି ରାଜ୍ୟ ସବୁକଥାରେ ନିରବ ରହିବେ କାହିଁକି?କଂଗ୍ରେସ ହାରୁଛି ବୋଲି ଲୋକଙ୍କ ସୁଖ ଦୁଃଖରେ ନ ରହେ,…
Read More...

ଗାଁକୁ ଯିବ ଅଧିକ ଟଙ୍କା, କୃଷି ପାଇଁ ଆସିବ ୩ ଅଧ୍ୟାଦେଶ

କୋଭିଡ଼ ସ୍ବେଚ୍ଛାସେବୀଙ୍କ ପାଇଁ ସଂକ୍ଷିପ୍ତ ସାର୍ଟିଫିକେଟ୍ କୋର୍ସ ଖୋଲାଯିବ୬ଟି ଜିଲ୍ଲାରେ କୋଭିଡ଼ ହସ୍ପିଟାଲ ଶଯ୍ୟା ସଂଖ୍ୟା ବଢାଇବେ ସରକାରଗ୍ରାମ୍ୟ ଅର୍ଥନୀତିରେ ସୁଧାର ପାଇଁ ସରକାର ଅଣ୍ଟା ଭିଡ଼ିଲେମନରେଗା ଓ ମିସନ ଶକ୍ତିକୁ ଅଧିକ ଗୁରୁତ୍ବ ଦେବାକୁ ନିର୍ଦେଶ ଗଲା ଭୁବନେଶ୍ବର:…
Read More...

ଟିକେ ଟାଣ କରି କହିଲା କଂଗ୍ରେସ

ଭୁବନେଶ୍ବର: କରୋନା ମୁକାବିଲା ପ୍ରସଙ୍ଗକୁ ଧରି କଂଗ୍ରେସ ରାଜ୍ୟ ସରକାରଙ୍କୁ ଘେରିବା ଆରମ୍ଭ କରିଛି। ଆଜି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ପ୍ରେସବାର୍ତ୍ତା ଜରିଆରେ କହିଛନ୍ତି ଯେ ଓଡିଶାରେ କରୋନା ପରିସ୍ଥିତି ଜଟିଳ ହେବାରେ ଲାଗିଛି। ବିଶେଷକରି ଗଞ୍ଜାମ…
Read More...

ଏବେ ବିଜେଡି ବିଧାୟକମାନେ ସକ୍ରିୟ ହେବେ

ଭୁବନେଶ୍ବର: କରୋନା ମୁକାବିଲା କ୍ଷେତ୍ରରେ ସରକାରୀସ୍ତରରେ ତତ୍ପରତା ଦେଖାଯାଇଥିଲା। ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିଲେ ହେଁ, ଏହା ସଙ୍ଗରୋଧ କେନ୍ଦ୍ର ଭିତରେ ସୀମିତ ରହିଛି। ଅନ୍ୟପଟେ ଜୀବିକାକୁ ନେଇ ରାଜ୍ୟରେ ଏକ ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହେଲାଣି। ଲୋକେ ଜୀବନ ଜୀବିକାର…
Read More...

ବଡ଼ ଗୋଟି ଚଳାଇଲା ବିଜେପି

ସମୟର ଆହ୍ୱାନକୁ ସ୍ୱୀକାର କରି ଓଡିଶା ପ୍ରତ୍ୟାବର୍ତନ କରୁଥିବା ଭାଇଭଉଣୀମାନଙ୍କୁ ନିଜ ପରିବାରର ସଦସ୍ୟ ଭାବେ ଗ୍ରହଣ କରି ଯତ୍ନ ନିଅ ଭାରତୀୟ ଜନତା ପାର୍ଟିର ସମସ୍ତ ନିର୍ବାଚିତ ୱାର୍ଡ ମେମ୍ବରରୁ ଆରମ୍ଭ କରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ସଠିକ୍ ଭାବେ ଦାୟୀତ୍ୱ…
Read More...

ବିଜେଡି-ବିଜେପି ଛାୟା ଯୁଦ୍ଧ ଆରମ୍ଭ

ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବି କଲେ ଶାରଦା ପ୍ରଧାନ ଭୁବନେଶ୍ବର: ବିଜେଡି ସରକାର ଯେତେବେଳେ ଯାହା କହୁଥିଲେ, ତାହାକୁ ସମର୍ଥନ କରୁଥିଲା ବିଜେପି। ଫନି ଠାରୁ କରୋନା ଯାଏ, ସବୁକଥାରେ ରାଜ୍ୟ ସରକାରଙ୍କୁ ଆଖିବୁଜା ସମର୍ଥନ ମିଳିଛି। ୨୪ ଘଣ୍ଟା ମଧ୍ୟରେ ଦୁଇ ଦୁଇଟି ନିଷ୍ପତ୍ତି…
Read More...

ଜୋର ଧରୁଛି ଲୁଲୁ-ବୁଲୁ ଲଢେଇ

କଟକ ଜିଲ୍ଲା ମାହାଙ୍ଗାରେ ମୁହାଁମୁହିଁ ସ୍ଥିତିରେ ବିଜେଡି-ବିଜେପିସାହିତ୍ୟ ମାଟିରେ ରାଜନୀତିର କମ୍ପନ,ବଳ କଷାକଷି ଚାଲିଛିପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଟକ୍କର ଦେଉଛନ୍ତି ବିଜେପି ପ୍ରାର୍ଥୀପୂର୍ବରୁ ବିଭିନ୍ନ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର ଭୁବନେଶ୍ବର: ନିର୍ବାଚନ…
Read More...

ଲୋକେ ପ୍ରଶ୍ନ କଲେ, ଧର୍ମେନ୍ଦ୍ର ଉତ୍ତର ଦେଲେ

ଫେସବୁକ ଲାଇଭରେ ଦେଶବାସୀଙ୍କ ସହ ଭାବ ବିନିମୟ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନତୈଳ ସଂରକ୍ଷଣ କ୍ଷେତ୍ରରେ ଏକ ବଡ଼ ଉତ୍ତର ରଖିଲେ କେନ୍ଦ୍ରମନ୍ତ୍ରୀ, ଆଶ୍ବସ୍ତ ହେଲେ ପ୍ରଶ୍ନକର୍ତାଲକଡାଉନରେ ଗରିବଙ୍କୁ ସହାୟକ ହୋଇଛି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାଗ୍ୟାସ ବିତରଣକୁ…
Read More...