Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
Browsing Category
ରାଜନୀତି
ବଦଳିିଯିବ ନିର୍ବାଚନ ପ୍ରଚାର ତରିକା
ନୂଆଦିଲ୍ଲୀ: ବିଶ୍ବର ଅନ୍ୟ ସବୁ ପ୍ରମୁଖ ଦେଶ ଅପେକ୍ଷା ଭାରତବର୍ଷର ନିର୍ବାଚନ ପ୍ରଚାର ତରିକା ନିଆରା। ଏହା ଯେତିକି ବ୍ୟୟବହୁଳ, ସେତିକି ଅବ୍ୟବସ୍ଥିତ। ପ୍ରଚାର ବେଳେ ଯେତିକି ହିଂସା ଘଟେ, ପ୍ରାୟ ତା ଠାରୁ କେଇ ଗୁଣ ଅଧିକ ଲୋକଙ୍କ ଭାବଗତ ସଂପର୍କକୁ ଏହା ଅଳ୍ପ ବହୁତେ ପ୍ରଭାବିତ!-->!-->!-->…
Read More...
Read More...
ସର୍ଭେ ମାପିଲା ଓଡ଼ିଶାରେ ମୋଦୀଙ୍କ ପ୍ରଭାବ
ରାଜ୍ୟ ସରକାରଙ୍କ ବିରୋଧରେ ବଡ଼ ଅସନ୍ତୋଷ ଝଲକ ନାହିଁକେନ୍ଦ୍ର ଅବଦାନ ସଂପର୍କରେ ତଥ୍ୟ ବାଣ୍ଟିଲେଣି ନେତା, ବିଜେଡି ଜାଣିନିପ୍ରତି ଗରିବ ପରିବାରକୁ ମୋଦୀଙ୍କ ଅବଦାନ ୧୦ ହଜାର ୨୩୦ ଟଙ୍କାଓଡ଼ିଶାକୁ କେନ୍ଦ୍ରର ଅବଦାନ ୧୦ହଜାର ୩୩୭ କୋଟି ଟଙ୍କାଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ବଡ଼!-->…
Read More...
Read More...
ଏପଟେ ଲକଡାଉନ୍, ସେପଟେ ଡିଆଁଡେଇଁ ପାଇଁ ରଣନୀତି!
ଭୁବନେଶ୍ବର: ୨୦୧୪ ନିର୍ବାଚନରେ କିଛି ନେତା ବିଜେଡି ଟିକେଟକୁ ଆଖେଇଥିଲେ। ସେମାନଙ୍କୁ ଟିକେଟ୍ ମିଳିଲାନି। ସ୍ବାଧୀନ ଭାବେ ଛିଡା ହୋଇ ଆଖିଦୃଶିଆ ଭୋଟ ପାଇଥିଲେ। ଏମାନେ ଥିଲେ ବିଜେଡିର ଦ୍ବିତୀୟ ଧାଡିର ନେତା। ଏଭଳି କିଛି ନେତା ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ପାଇଁ ଭିତିରିଆ!-->!-->!-->…
Read More...
Read More...
କରୋନା ବେଳେ କଣ କରୁଛନ୍ତି ମୋଦୀ ଜାଣନ୍ତୁ
ଦୈନିକ ୨୦୦ ଲୋକଙ୍କ ସହିତ କରୁଛନ୍ତି ଆଲୋଚନା ବିଭିନ୍ନ ଅଂଶୀଦାରଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ଜାରି ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀଙ୍କ ସହିତ ମିଳିମିଶି କାମ କରୁଛି କେନ୍ଦ୍ର ଲକ଼୍ଡାଉନ୍ ଅବଧି ବୃଦ୍ଧି ସଂପର୍କରେ ପ୍ରଧାନମନ୍ତ୍ରୀ ଆଜି ଶୁଣାଇବା ସମ୍ଭାବନା
ନୂଆଦିଲ୍ଲୀ:!-->!-->!-->…
Read More...
Read More...
ମୋଦୀଙ୍କ ସାମ୍ନାକୁ ଆସିଲା ଏମିତି ଚିତ୍ର
ମଙ୍ଗଳବାରରୁ ସବୁ ମନ୍ତ୍ରୀ ଅଫିସ କରିବେସବୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଲିପିବଦ୍ଧ କଲା କେନ୍ଦ୍ରଜୀବନ ଜୀବିକା କଥା ଉଠାଇଲେ ରାଜ୍ୟଅଧିକାଂଶ ରାଜ୍ୟ ପାଇଁ ମନରେଗା ହିଁ ସଞ୍ଜୀବନୀକିଏ ପ୍ୟାକେଜ୍ ମାଗିଲେ, କିଏ ଋଣ ଛାଡ କହିଲେଋଣ ଉଠାଣ ସୀମା ବୃଦ୍ଧି ଲାଗି ବି ଉଠିଲା ଦାବି
!-->!-->!-->!-->!-->…
Read More...
Read More...
ସାବଧାନ! ଏବେ ସବୁ ଅସନ୍ତୁଷ୍ଟିଆ ଏକାଠି ହେବେ
ଭୁବନେଶ୍ବର: ବିଜେଡି-ବିଜେପି ମଧ୍ୟରେ ଦୂରତା କମିବାରେ ଲାଗିଛି। କେନ୍ଦ୍ର ସରକାର ଆଖିବୁଜା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସରକାରକୁ ପ୍ରଶଂସା କରିବାରେ କାର୍ପଣ୍ୟ ଦେଖାଉନାହାନ୍ତି। କେନ୍ଦ୍ର ସହିତ ଉତ୍ତମ ସାମଞ୍ଜସ୍ୟ ରଖି ଶାସନରେ ଗୋଟିଚାଳନା କରୁଛନ୍ତି ରାଜ୍ୟ ସରକାର।!-->!-->!-->…
Read More...
Read More...
ସବୁଠି ଚର୍ଚ୍ଚା, କରୋନା ମୁକାବିଲାରେ ନବୀନ ଆଗରେ
ସବୁଠି ପ୍ରଶଂସା, ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାତାମିଲନାଡୁ ପତ୍ରିକାର ଉପରେ ନବୀନଙ୍କ ଛବି
ଭୁବନେଶ୍ବର: କରୋନା ମୁକାବିଲା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପ ଏବେ ସମଗ୍ର ଦେଶରେ ଚର୍ଚ୍ଚା ଆଲୋଚନା ଲାଗି ଖୋରାକ ଯୋଗାଇଛି। ଦେଶ ଲକ୍ ଡାଉନ ବଢାଇବ କି ନାହିଁ,!-->!-->!-->…
Read More...
Read More...
୧୧ ତାରିଖ ଉପରେ ଦେଶର ନଜର
ରାଜନୈତିକ ଦଳ ନେତୃବର୍ଗଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟଲକଡାଉନ ଅବଧି ବଢାଇବା ଲାଗି ଦାବି ଉଠାଇଲେ ରାଜନୈତିକ ଦଳ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ନିଷ୍ପତ୍ତି ନେବେ ମୋଦୀ
ନୂଆଦିଲ୍ଲୀ: ମାର୍ଚ୍ଚ ୨୫ ତାରିଖରୁ ଦେଶରେ ୨୧ ଦିନିଆ ଲକଡାଉନ ଆରମ୍ଭ ହୋଇଥିଲା। ଏହା!-->!-->!-->…
Read More...
Read More...
ଧର୍ମେନ୍ଦ୍ରଙ୍କ ଗୋଟିଏ ଟ୍ବିଟ୍ …
ଭୁବନେଶ୍ବର: ମଙ୍ଗଳବାର ରାତିରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଟ୍ବିଟ୍ କରିଛନ୍ତି। ସେଥିରେ ତାଙ୍କର ପତ୍ନୀ ମୃଦଳା ପ୍ରଧାନ ଓ ଝିଅ ନୈମିଷା ମାସ୍କ ପ୍ରସ୍ତୁତ କରୁଥିବା ଦେଖାଯାଇଛି। ଏହା ପୂର୍ବରୁ ମନ୍ତ୍ରୀ ତାଙ୍କର ଟ୍ବିଟ୍ ଯୋଗେ ଭଦ୍ରକର ଜଣେ ମହିଳାଙ୍କ!-->!-->!-->…
Read More...
Read More...
ବିଜେଡିକୁ ଦାୟିତ୍ବ ଦେଲେ ନବୀନ
ଭୁବନେଶ୍ବର: କଂଗ୍ରେସ କରୋନା ମୁକାବିଲା ପାଇଁ ସହଯୋଗର ହାତ ବଢାଇଛି।ବିଜେପି ରାଜ୍ୟ ସଭାପତି ମଧ୍ୟ ଆହ୍ବାନ ଦେଇସାରିଥିଲେ। ଶେଷରେ ବିଜେଡି ଏବେ ସାମ୍ନାକୁ ଆସିଛି। ବିଜୁ ଜନତା ଦଳ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡ଼ିଶାର ସାଢ଼େ ୪କୋଟି ଜନସାଧାରଣଙ୍କୁ!-->!-->!-->…
Read More...
Read More...