ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
Browsing Category

ରାଜନୀତି

ବିଜୁ, ଜାନକୀ, ନବୀନ ଏବଂ ଧର୍ମେନ୍ଦ୍ର

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ଇସ୍ପାତ ଓ ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ବୈଠକ ହେବ। କେନ୍ଦ୍ରମନ୍ତ୍ରୀ ଜାପାନ ରାଷ୍ଟ୍ରଦୂତଙ୍କ ସମେତ ଏକ ପ୍ରତିନିଧି ଦଳ ଧରି ଓଡ଼ିଶା ଆସୁଛନ୍ତି। ସନ୍ଧ୍ୟା ୬ଟାରେ ଲୋକସେବା ଭବନରେ ଏହି ବୈଠକ…
Read More...

ଗୀତଗୋବିନ୍ଦ ପାଟ, ମହାପ୍ରସାଦ ଓ ଜୟ ଜଗନ୍ନାଥରୁ ନୂଆ ଯାତ୍ରା ଆରମ୍ଭ

ଭୁବନେଶ୍ବର: ବିଜେଡି ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆଜି ଶେଷ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଅର୍ଥାତ୍ ଅଷ୍ଟମ ଥର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଏଥିସହିତ ୮୦ ଜଣିଆ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାମ ଘୋଷଣା ହୋଇଛି। ନବୀନ ଏହି କୋର୍ ଟିମକୁ ନେଇ କାମ…
Read More...

ଏକା ନବୀନ ଜିତିଲେ, ଅନ୍ୟ ସମସ୍ତେ ଫେଲ୍

ଭୁବନେଶ୍ବର: ଓଡ଼ିଶା ରାଜନୀତିରେ ଆଞ୍ଚଳିକ ଦଳର ପ୍ରଭାବ ୧୯୯୦ ମସିହା ବେଳକୁ ଅନୁଭବ ହେଉଥିଲା। ସାରା ଦେଶରେ ନବେ ଦଶକରେ ତିଆରି ହୋଇଥିବା ସବୁ ଆଞ୍ଚଳିକ ଦଳ ସେମାନଙ୍କ ରାଜ୍ୟରେ ପ୍ରଭାବଶାଳୀ ହୋଇଛନ୍ତି। ପଶ୍ଚିମବଙ୍ଗ ଠାରୁ ଆରମ୍ଭ କରି ମହାରାଷ୍ଟ୍ର ପର୍ଯ୍ୟନ୍ତ ସବୁଠାରେ ଏହି ଦଳମାନେ…
Read More...

୪ ରାଜ୍ୟସଭା ଆସନ ପାଇଁ ଭୋଟ ୨୬ରେ

ଭୁବନେଶ୍ବର: ଓଡ଼ିଶାର ୪ଟି ଆସନ ସମେତ ଆଗକୁ ଖାଲି ପଡୁଥିବା ପ୍ରାୟ ୫୫ଟି ରାଜ୍ୟସଭା ପଦବି ଲାଗି ଆଜି ଭାରତର ନିର୍ବାଚନ କମିସନ ବିଜ୍ଞପ୍ତି ଜାରି କରିଛନ୍ତି। ବିଜ୍ଞପ୍ତି ଅନୁସାରେ, ମାର୍ଚ୍ଚ ୬ ତାରିଖରେ ବିଜ୍ଞପ୍ତି ଜାରି ହେବ। ସେହିଦିନ ଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ…
Read More...

ନବୀନଙ୍କ ନିର୍ବାଚନ ମନ୍ତ୍ର ବୁଝିପାରୁନାହାନ୍ତି

ଭୁବନେଶ୍ବର: ୨୦୧୪ ନିର୍ବାଚନରେ ୩୫ ବିଧାୟକଙ୍କ ଟିକେଟ୍ କାଟିଥିଲେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ। ୬ ଜଣ ସାଂସଦଙ୍କର ବି ଟିକେଟ୍ କଟିଥିଲା। ୨୦୧୯ରେ ଦଳର ଅନେକ ତୁଙ୍ଗ ନେତାଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ଦୂରେଇ ଦେବା ପରେ ୪୧ ନୂଆ ବିଧାୟକଙ୍କୁ ଗୃହକୁ ଜିତାଇ ଆଣିବାରେ ସକ୍ଷମ…
Read More...

ନବୀନଙ୍କ ସାମ୍ନାରେ ବିରୋଧୀ ନିଷ୍ପ୍ରଭ କାହିଁକି?

ଭୁବନେଶ୍ବର: ଆସନ୍ତା ୨୬ ତାରିଖ ଦିନ ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କର ଦଳରେ ରାଜାଭିଷେକ ହେବ। ବିଜେଡି ଫୁଲଦମରେ ଏଥିପାଇଁ ପ୍ରସ୍ତୁତି ଚଳାଇଛି। ଅନ୍ୟ ଜାତୀୟ ଓ ଆଞ୍ଚଳିକ ଦଳ ଭିତରେ ନେତୃତ୍ବ ବିରୋଧରେ କିଛି ଶକ୍ତି ମୁଣ୍ଡ ଟେକିବା ଆଦୌ ନୂଆ କଥା ନୁହେଁ। ହେଲେ ନବୀନ ପଟ୍ଟନାୟକଙ୍କ…
Read More...

ସବୁ ରେକର୍ଡକୁ ଅତିକ୍ରମ କରିଗଲେ

ଭୁବନେଶ୍ବର: ବିଜୁ ଜନତା ଦଳର ମୁଖିଆ ନବୀନ ପଟ୍ଟନାୟକ ଆଜି ଦଳୀୟ ନିର୍ବାଚନ ପ୍ରକ୍ରିୟାରେ ଭାଗ ନେଇ ଲଗାତାର ଅଷ୍ଟମ ଥର ଲାଗି ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆସନ୍ତା ୨୬ ତାରିଖରେ ବିଜେଡିର ରାଜ୍ୟ ପରିଷଦ ଓ କାର୍ଯ୍ୟକାରିଣୀ ବୈଠକରେ ନବୀନଙ୍କୁ ବିଧିବଦ୍ଧ ଭାବେ…
Read More...

ଗୋଳମାଳିଆ ଧରୁଛି ବିଜେପି ରଣନୀତି

ଓଡ଼ିଶାର ଭୋଟର ବାର୍ତା ଦେଲେ, ବିଜେପି ଶୀର୍ଷ ନେତୃତ୍ବ ଶିଖିଲେନିପ୍ରତି ରାଜ୍ୟରେ ବିଜେପିକୁ ଲୋଡା ହେଲାଣି ମିନି ମୋଦୀ ଭୁବନେଶ୍ବର: ନୂଆଦିଲ୍ଲୀ ନିର୍ବାଚନରେ ବିଜେପିର ଶକ୍ତ ପରାଜୟ ପରେ ଭାରତ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି। ବିଜେପି ପରାଜୟର କାରଣ ଖୋଜିବା ଲାଗି…
Read More...

ବିଲେଇ ବେକରେ ଘଣ୍ଟି ବାନ୍ଧିବ କିଏ?

ଭୁବନେଶ୍ବର: ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ପୁରୀ ଗସ୍ତ ବେଳେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲା। ରକ୍ତ ପଡିଲା ପୁରୀ କଂଗ୍ରେସ କାର୍ଯ୍ୟାଳୟରେ। ୨ଟା ଦିନ ବିତିନି, ଭଦ୍ରକ କଂଗ୍ରେସ କାର୍ଯ୍ୟାଳୟରେ ମୁହାଁମୁହିଁ ହେଲେ ଦୁଇ ଗୋଷ୍ଠୀ। କ୍ରମାଗତ ଭାବେ ଗୋଟିଏ ପରେ ଗୋଟିଏ…
Read More...

ଗାନ୍ଧୀ ପରିବାରକୁ ଛାଡିବା ବେଳ ଆସିଗଲା?

ଦିଲ୍ଲୀକୁ ଛାଡି ନିଜେ ବାଛିବାକୁ ପଡିବ ନେତାଦିଲ୍ଲୀ ଭଳି ହୋଇପାରେ ପୌର, ପଞ୍ଚାୟତ ଫଳ ଭୁବନେଶ୍ବର: ନୂଆଦିଲ୍ଲୀ ନିର୍ବାଚନ ଫଳାଫଳ ଏବେ ଜାତୀୟ ରାଜନୀତିରେ କମ୍ପନ ସୃଷ୍ଟି କଲାଣି। ଯାହା ଆଶା କରାଯାଉଥିଲା, ତାହା ଘଟିଲା। ସାଧାରଣ ନିର୍ବାଚନରେ ଯେଉଁ ଭୋଟର ପ୍ରଧାନମନ୍ତ୍ରୀ…
Read More...