Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category
ରାଜନୀତି
କିଏ ପାଇବେ ଟିକେଟ୍, କିଏ ପଡିବ ବାଦ୍
ତିନି ଥର ହାରିଥିଲେ ମିଳିବନି ଟିକେଟ୍ଗୋଟିଏ ପରିବାରକୁ ଜଣକୁ ମିଳିବକଂଗ୍ରେସ ଶିବିରରେ କମ୍ପନ, ବରିଷ୍ଠ ବିଚଳିତଭୁବନେଶ୍ୱର: ଗୋଟିଏ ପରିବାରକୁ ଗୋଟିଏ ଟିକେଟ୍ । ତିନି ଥର ହାରିଥିଲେ ଟିକେଟ୍ ମନା । ଟିକେଟ୍ ବଣ୍ଟନ ପ୍ରକ୍ରିୟାରେ ଏମିତି ନିଷ୍ପତ୍ତି ନେଇଛି କଂଗ୍ରେସ । କଂଗ୍ରେସ!-->…
Read More...
Read More...
ନୂଆ ଖେଳ ଆରମ୍ଭ କଲେ ବୈଜୟନ୍ତ
ଭୁବନେଶ୍ୱର: ପୁଣି ଚର୍ଚ୍ଚାକୁ ଆସିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ବାହମାସ୍ ଟିକସ ଠକେଇ ଭଳି ଘଟଣାରେ ବିଜେଡି ଏବେ ତାଙ୍କୁ ଘେରିଛି । କେବଳ ସେତିକି ନୁହେଁ, କେନ୍ଦ୍ର ସରକାର କାହିଁକି ଏହି ଘଟଣାରେ ତଦନ୍ତ କରୁନାହାନ୍ତି ବୋଲି ପ୍ରଶ୍ନ ଉଠାଇବା ସହିତ ଦଳ କେନ୍ଦ୍ରମନ୍ତ୍ରୀ!-->…
Read More...
Read More...
ନବୀନଙ୍କ ନିଷ୍ପତ୍ତିକୁ ଅପେକ୍ଷା
ଭୁବନେଶ୍ୱର: ବଦନାମ ନେତାଙ୍କ ଟିକେଟ୍ କାଟିଦେଲେ ବିଜେଡି ରାଜ୍ୟ ମୁଖିଆ ନବୀନ ପଟ୍ଟନାୟକ । ଅନେକ ଆକଳନ କରୁଥିଲେ, ଚିତ୍ପଟାଙ୍ଗ ମାରିବ ବିଜେଡି । ମୋଦୀ ହାଵାରେ ଅସନ୍ତୁଷ୍ଟଙ୍କ ଭୋଟ ମିଶିଲେ, ବରବାଦ ଆଡକୁ ଯିବ ଶଙ୍ଖ । ପୁଣି ବିଜେଡିର ଚାଣକ୍ୟ କୁହାଯାଉଥିବା ପ୍ୟାରୀମୋହନ ମହାପାତ୍ରଙ୍କ!-->…
Read More...
Read More...
ବେଗୁନିଆରେ ବୁଲିଲେ ପୃଥ୍ୱୀ, କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ୱର: ୨୦୧୯ ନିର୍ବାଚନ ଗଣିତ ଦିନକୁ ଦିନ ଅଧିକ ରହସ୍ୟମୟ ହେବାରେ ଲାଗିଲାଣି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଅବର୍ତମାନରେ ତାଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ରାଜନୀତିକୁ ଓହ୍ଲାଇଛନ୍ତି । ଜାନକୀଙ୍କ ପୁରୁଣା ନିର୍ବାଚନମଣ୍ଡଳୀ ବେଗୁନିଆକୁ ସେ ତାଙ୍କର!-->…
Read More...
Read More...
ବେଳ ଦେଖି ବୈଜୟନ୍ତଙ୍କୁ ବାଣ ମାରିଲା ବିଜେଡି
ଭୁବନେଶ୍ୱର: ବିଜେଡିରୁ ବିଦା ହେବା ବେଳେ ବୈଜୟନ୍ତଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଅଣାଯାଇଥିଲା । ସେତେବେଳେ ଦଳ ପକ୍ଷରୁ କୁହାଯାଇଥିଲା ଯେ ସେ ଅର୍ଥ ସଂକ୍ରାନ୍ତ ସ୍ଥାୟୀ କମିଟି ଅଧ୍ୟକ୍ଷ ହେବାକୁ ଚାହୁଁଥିଲେ । ନ କରାଯିବା କାରଣରୁ ବିରୋଧୀ ହୋଇଛନ୍ତି । ବିଜେଡିର ଏହି ଅଭିଯୋଗ ବେଶ!-->…
Read More...
Read More...
ଫଟୋରେ ରହିଗଲା ସ୍ମରଣୀୟ ମୁହୂର୍ତ
କିଏ ଯିଏ, ଆଉ କିଏ ଫେରିବେଅଧିବେଶନ ଶେଷ, ନୂଆ ସରକାରକୁ ଅପେକ୍ଷାମାନ ଅଭିମାନ ଛାଡି ହାତ ମିଳାଇଲେ ନେତାକାହାକୁ କେମିତି ମନେ ରଖିବ ବିଧାନସଭା
ଭୁବନେଶ୍ବର: ଯେତେଥର ଗୃହରେ ବସିଛନ୍ତି, ରାଜନୈତିକ ଆକ୍ଷେପ, ପ୍ରତି ଆକ୍ଷେପ ହୋଇଛି । ଲଢେଇ ଅନେକ ସମୟରେ ବ୍ୟକ୍ତିଗତ ସ୍ତର ପର୍ଯ୍ୟନ୍ତ!-->!-->!-->…
Read More...
Read More...
କ୍ଷମତାକୁ ଆସିଲେ ‘ତିନି ତଲାକ୍’ ଆଇନ ରଦ୍ଦ
କଂଗ୍ରେସ ମହିଳା ଶାଖା ମୁଖ୍ୟଙ୍କ ପ୍ରତିଶ୍ରୁତି ସଂଖ୍ୟାଲଘୁଙ୍କୁ ତୁଷ୍ଟୀକରଣ ଉଦ୍ୟମ ନୂ୍ଆଦିଲ୍ଲୀ : କଂଗ୍ରେସ ଯଦି ୨୦୧୯ରେ କ୍ଷମତାକୁ ଆସିବ ତେବେ ଏହା ବିବାଦୀୟ ‘ତିନି ତଲାକ୍’ ଆଇନକୁ ରଦ୍ଦ କରିଦେବ। ଆଜି ଏଭଳି ପ୍ରତିଶ୍ରୁତି ଦେଇଛନ୍ତି କଂଗ୍ରେସ ମହିଳା ଶାଖା ମୁଖ୍ୟ ସୁଶ୍ମିତା ଦେବ୍।!-->…
Read More...
Read More...
ଇଞ୍ଜିନିୟରିଂ କଲେଜ୍ରେ ସରସ୍ବତୀ ପୂଜାକୁ ନା’
ଥିରୁବନନ୍ତପୁରମ୍: କେରଳର ଆଲାପୁଝା ସ୍ଥିତ କୋଚିନ୍ ୟୁନିଭର୍ସିଟିର ଅଫ୍ ଇଞ୍ଜିନିୟରିଂ କଲେଜ୍ର କୁଳପତି ଛାତ୍ରଛାତ୍ରୀଙ୍କୁ ସରସ୍ବତୀ ପୂଜା ପାଇଁ ଅନୁମତି ଦେଇନାହାନ୍ତି। ଉତ୍ତର ଭାରତୀୟ ଛାତ୍ରମାନେ ବିଶ୍ବବିଦ୍ୟାଳୟରେ ସରସ୍ବତୀ ପୂଜା କରିବାପାଇଁ କୁଳପତିଙ୍କ ଅନୁମତି ମାଗିଥିଲେ।!-->…
Read More...
Read More...
ରବର୍ଟ ଭଦ୍ରା ଓ କୀର୍ତିଙ୍କୁ ଘାଣ୍ଟିଲା ଇଡି
ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ପୁଣି ସୋନିଆ ଗାନ୍ଧୀଙ୍କ ଜ୍ବାଇଁ ରବର୍ଟ ଭଦ୍ରାଙ୍କୁ ମାରାଥନ୍ ଜେରା କରିଛି। ତାଙ୍କ ସହିତ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମଙ୍କ ପୁଅ କାର୍ତ୍ତି ଚିଦମ୍ବରମ୍ ମଧ୍ୟ ଇଡିକୁ ସାମ୍ନା କରିଛନ୍ତି। ଆଇଏନଏକ୍ସ ମିଡିଆ ମାମଲାରେ!-->…
Read More...
Read More...
ଶାହଙ୍କ ଆହ୍ୱାନ, ଚ୍ୟାଲେଞ୍ଜ ଦେଲେ ନବୀନ
ପୋଡା ଟ୍ରାନସଫର୍ମର, କାଢି ଫିଙ୍ଗିଦିଅ:ଶାହଅପେକ୍ଷା କର, କିଏ ରହୁଛି, କିଏ ଯାଉଛି: ନବୀନ ଭୁବନେଶ୍ୱର: ପୁରୀରେ ଜନଜାତି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଯୋଗଦେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସରକାରଙ୍କୁ ଉପାଡି ଫିଙ୍ଗିଦେବା ଆହ୍ୱାନ ଦେଇଥିଲେ । ଏହାର କେଇ ମୁହୂର୍ତ ପରେ ମୁଖ୍ୟମନ୍ତ୍ରୀ!-->…
Read More...
Read More...