ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
Browsing Category

ରାଜନୀତି

ବଡ଼ କଥାଟିଏ କହିଦେଲେ ସୋରେନ୍

ଓଡ଼ିଶା ବିଜେପି ଓ କଂଗ୍ରେସ ନେତା ଏଇଠୁ ଶିଖିବା କଥାଆନ୍ଧ୍ରରେ ରାଜଶେଖର ସମାନ ନୀତି ପ୍ରୟୋଗ କରିଥିଲେ୧୯୯୫ରେ ଜାନକୀବଲ୍ଲଭଙ୍କ ଗଣିତ ବି ସେୟା ଥିଲା ଭୁବନେଶ୍ବର: ୨୦୧୪ ନିର୍ବାଚନରେ ଝାଡଖଣ୍ଡରେ ବିଜେପି ୩୧.୨୬% ଭୋଟ ପାଇଥିଲା। ଏଥର ଏହା ବୃଦ୍ଧିପାଇ ୩୩.୩୭% %ରେ ପହଞ୍ଚିଛି। ଦଳର…
Read More...

ନବୀନଙ୍କ ବିରୋଧରେ ଲଢିବ କିଏ?

ମୁକାବିଲା ସ୍ଥିତିକୁ ଆସିବାକୁ ପ୍ରସ୍ତୁତ ନୁହେଁ ବିରୋଧୀଅନ୍ତଃକନ୍ଦଳରେ ମାତିଛନ୍ତି ବିଜେପି ଓ କଂଗ୍ରେସଲୋକଙ୍କର ବିଶ୍ବାସଭାଜନ ହୋଇପାରୁନାହାନ୍ତିବଢିବା ବଦଳରେ ଦିନକୁ ଦିନ ଦୁର୍ବଳ ହେଉଛନ୍ତି୨୦୨୦ରେ ପୌର ନିର୍ବାଚନ ସାମ୍ନା କରିବେ କେମିତି? ଭୁବନେଶ୍ବର: ଓଡ଼ିଶାର ମୁଖ୍ୟମନ୍ତ୍ରୀ…
Read More...

ନବୀନଙ୍କ ଟିମକୁ ମୁକାବିଲା କରିବେ?

ଭୁବନେଶ୍ବର: ବିଜେପି ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ପ୍ରକ୍ରିୟାରେ ପହଞ୍ଚିଛି। ଦଳ ଶୁକ୍ରବାର ଜିଲ୍ଲା ସଭାପତିମାନଙ୍କ ନାମ ଘୋଷଣା କରିଛି। ଖୁବ ଶୀଘ୍ର ରାଜ୍ୟ ସଭାପତି ନାମ ଘୋଷଣା କରାଯିବ। ବିଜେପି ଉପସଭାପତି ସମୀର ମହାନ୍ତି ସଭାପତି ହେବା ସମ୍ଭାବନା ଅଧିକ ବୋଲି ଦଳୀୟ ନେତାମାନେ…
Read More...

ବିଜେପି ଜିଲ୍ଲା ସଭାପତିଙ୍କ ନାମ ଘୋଷଣା

ଭୁବନେଶ୍ୱର, ତା.୨୦/୧୨ : ଓଡିଶା ପ୍ରଦେଶର ଜିଲ୍ଲା ସଭାପତି ନିର୍ବାଚନ ଡିସେମ୍ବର ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିଲା । ଏହା ପୂର୍ବରୁ ରାଜ୍ୟସ୍ତରୀୟ ନେତୃବୃନ୍ଦମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ଜିଲ୍ଲା ଓ ମଣ୍ଡଳ ସ୍ତରର ନେତୃମଣ୍ଡଳୀଙ୍କ ସହ ଆଲୋଚନା କରି ମତାମତ ସଂଗ୍ରହ…
Read More...

ସିଏଏ ହିଂସା, ଓଡ଼ିଶାରୁ ଗଲା ଭିନ୍ନ ବାର୍ତା

ଭୁବନେଶ୍ବର: ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ଭାଗରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ଜନ ଅସନ୍ତୋଷ ବଢିବାରେ ଲାଗିଛି। ଏହି ଘଟଣାରେ କେନ୍ଦ୍ର ସରକାର ଗିରଫ ଦାରି ଆରମ୍ଭ କରିଛନ୍ତି ଓ ଏକାଧିକ ଲୋକ ପ୍ରାଣ ହରାଇଛନ୍ତି। ଆଜି ଦିଲ୍ଲୀରେ ପୁଲିସ ଫ୍ଲାଗ୍ ମାର୍ଚ କରିଛି। ଉତ୍ତର ପୂର୍ବ…
Read More...

ଏନଆରସିକୁ ସମର୍ଥନ କରୁନୁ: ନବୀନ

କଂଗ୍ରେସ ଓ ବାମ ଦଳ ଆଭିମୁଖ୍ୟ ନେଇ କଡ଼ା ମନ୍ତବ୍ୟ ରଖିଲେ ଭର୍ତୃହରିସିଏଏ ସମର୍ଥନ ନେଇ ନବୀନଙ୍କୁ ଧନ୍ୟବାଦ ଜଣାଇଲେ ବିରୋଧୀ ଦଳ ନେତା ଭୁବନେଶ୍ବର: ନାଗରିକତା ସଂଶାଧନ ବିଲର ଭାରତୀୟଙ୍କ ସହ କିଛି ସମ୍ପର୍କ ନାହିଁ। କେବଳ ବିଦେଶୀଙ୍କ ସହ। ଆମ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ସଂସଦରେ…
Read More...

ନିଜ ଗୋଡରେ ଚୋଟ ମାରୁଛି ବିଜେପି!

ଭୁବନେଶ୍ବର: କାହା ଦୟାରେ ନୁହେଁ, ଲଢି ଲଢି ରାଜ୍ଯ ବିଜେପି ତିନି ନମ୍ବରରୁ ଦୁଇ ନମ୍ବର ସ୍ଥାନରେ ପହଞ୍ଚିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ରାଜ୍ୟ ବିଜେପି ଏହି ସଫଳତା ପାଇଛି, ଏଥିରେ କେହି ଦ୍ବିମତ ହେବେ ନାହିଁ। କିନ୍ତୁ ସାଧାରଣ ନିର୍ବାଚନ ପରେ ବିଜେପିର…
Read More...

ବିରୋଧୀ ଘାଣ୍ଟିଲେଣି, ବିଜେଡି ଚୁପ୍

ଭୁବନେଶ୍ବର: ଦଳୀୟ ଫୋରମରେ ମୁହଁ ଖୋଲିଲେ ବଜ୍ର ଭଳି କଥା ବାହାରୁଛି। ସଭାସମିତିରେ ଭାଷଣ ଦେବା ବେଳେ ଅନର୍ଗଳ ଗର୍ଜନ ତର୍ଜନ କରୁଛନ୍ତି। ହେଲେ ଗଣମାଧ୍ୟମରେ କି ବିରୋଧୀ ଶକ୍ତିକୁ ମୁକାବିଲା କରିବାରେ ପଛୁଆ କାହିଁକି? ବିଜେଡି ସୁପ୍ରିମୋଙ୍କ ନିଷ୍ପତ୍ତିରେ ଦଳୀୟ ନେତା ଖୁସି ନୁହଁନ୍ତି…
Read More...

ସହଯୋଗୀ ଏମିତି ଥିଲେ, ସଫଳତା ଆସିବ

ଡିସେମ୍ବର ୧୧ ତାରିଖ ପ୍ରଧାନମନ୍ତ୍ରୀଙ୍କ ପାଇଁ ମନେରଖିବାର ଦିନସଂସଦର ଅନୁମୋଦନ ଲାଭ କଲା ନାଗରିକତା ସଂଶୋଧନ ବିଲ୍ଗୁଜରାଟ ଦଙ୍ଗାରେ ନାନାବତୀ କମିସନ କ୍ଲିନ୍ ଚିଟ୍ ଦେଲେ ମୋଦୀଙ୍କୁରାଜ୍ୟସଭାରେ ସଂଖ୍ୟା ନଥାଇ ବି ତିନି ତଲାକ୍, ଧାରା ୩୭୦ରେ ମୋହରସଂପର୍କ ସୁଧାରିବା କ୍ଷେତ୍ରକରେ…
Read More...

କାହା ହାତକୁ ଯିବ ବିଜେଡି ମହିଳା ସଂଗଠନ?

ଦଳରେ ଏଯାଏ ଅବହେଳିତ ହୋଇ ରହିଛି ମହିଳା ସଂଗଠନସରକାରକୁ ସୁରକ୍ଷା ଦେଇପାରିନାହାନ୍ତି ମହିଳା ନେତ୍ରୀସଭାପତି ଦୌଡରେ ସରୋଜିନୀ, ଲତିକା, ସ୍ନେହାଙ୍ଗିନୀଉପଯୁକ୍ତ ନେତ୍ରୀଙ୍କୁ ଖୋଜିବା ନବୀନଙ୍କ ପାଇଁ ଚ୍ୟାଲେଞ୍ଜ ଭୁବନେଶ୍ବର: ବିଜେଡି ସାଂଗଠନିକ ନିର୍ବାଚନ ଲାଗି ପୂରା ଦମରେ ପ୍ରସ୍ତୁତି…
Read More...