ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category

ରାଜନୀତି

କଟକ ମେୟର ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୌର ନିର୍ବାଚନ ପାଖେଇ ଆସୁଥିବା ବେଳେ ଏନେଇ ସବୁ ଦଳ ଆରମ୍ଭ କରିଦେଲେଣି ରଣନୀତି । ଏହାରି ମଧ୍ୟରେ ଆଜି କଂଗ୍ରେସ କଟକ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଗିରିବାଳା ବେହେରାଙ୍କୁ କଟକ ମହାନଗର ନିଗମର ମେୟର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପୌର ନିର୍ବାଚନ
Read More...

ଆଜିଠୁ ପୌର ନାମାଙ୍କନ

ସରିଲା ଗାଁ ଭୋଟ, ଏବେ ସହର ପାଳି । ପୌର ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ଦାଖଲ ପ୍ରକ୍ରିୟା । ଆସନ୍ତା ୭ ତାରିଖ ଯାଏଁ ଏହି ପ୍ରକ୍ରିୟା ଚାଲିବ । ରାଜ୍ୟର ୧୦୬ଟି ପୌର ସଂସ୍ଥା ଓ ୩ଟି ମହାନଗର ନିଗମରେ ନିର୍ବାଚନ ନେଇ ଆଜିଠୁ ନାମାଙ୍କନ । ଏଥର ପଞ୍ଚାୟତ ଭଳି ପୌର ନିର୍ବାଚନରେ ମଧ୍ୟ
Read More...

ପଞ୍ଚାୟତ ନିର୍ବାଚନରେ ହାରିଗଲେ ପୂର୍ବତନ ମନ୍ତ୍ରୀ

ପଞ୍ଚାୟତ ନିର୍ବାଚନରେ ହାରିଲେ ପୂର୍ବତନ ମନ୍ତ୍ରୀ । ଅଧିକାଂଶ ସ୍ଥାନରେ ଫଳାଫଳ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି । କେଉଁ ଆସନ କାହା ହାତକୁ ଗଲା ତାହା ସାମନାକୁ ଆସିବାରେ ଲାଗିଛି । ତେବେ ଗାଁ ରାଜନୀତିରେ ଚର୍ଚ୍ଚିତ ଚେହେରା ଥିବା ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ସମିତି ସଭ୍ୟ
Read More...

ବିଜେଡିର ବଡ଼ ବିଜୟ, ଯୁଆଡେ ଚାହିଁବ ସିଆଡେ ଶଙ୍ଖ

ଭାଙ୍ଗିଲା ସବୁ ରେକର୍ଡ।ପଞ୍ଚାୟତ ନିର୍ବାଚନରେ ବିଜେଡିର ବଡ଼ ବିଜୟ । ଗାଁ ଗାଁରେ ଦେଖବାକୁ ମିଳିଛି ନବୀନ କ୍ରେଜ୍ । ୮୫୧ ଜିଲ୍ଲା ପରିଷଦ ଆସନରୁ ବର୍ତମାନ ୮୨୯ର ଫଳାଫଳ ଆସିଛି । ସେଥିରୁ ୭୪୩ ଜୋନରେ ବାଜିମାତ କରିଛି ବିଜେଡି । ବିଜେପି ଖାତାକୁ ମାତ୍ର ୪୨ ଆସନ ଯାଇଥିବା ବେଳେ କଂଗ୍ରେସ ୩୭ଟି
Read More...

ତୃତୀୟ ଦିନର ଗଣତି, ଏବେ ସୁଦ୍ଧା କିଏ ଆଗରେ କିଏ ପଛରେ?

ଶନିବାରଠୁ ଆରମ୍ଭ ହୋଇଥିବା ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଆଜି ଶେଷ ଦିନ । ଉପକୂଳରୁ ପଶ୍ଚିମ , ଦକ୍ଷିଣରୁ ଉତ୍ତର ଓଡିଶା ପର୍ଯ୍ୟନ୍ତ ସବୁଠି ନବୀନଙ୍କ କ୍ରେଜ୍ ଦେଖିବାକୁ ମିଳିଛି। ବିଜେଡି ବଡ଼ ବିଜୟ ଆଡକୁ ଅଗ୍ରସର ହେଉଥିବା ବେଳେ ବହୁ ପଛରେ ପଡିଛନ୍ତି ବିଜେପି ଓ କଂଗ୍ରେସ । ଆଜି ଆସିବ
Read More...

ଭୋଟ ଗଣତିର ଶେଷ ଦିନ: ସ୍ପଷ୍ଟ ହେବ କାହାକୁ ମିଳିଲା କେତେ ଆସନ?

ପଞ୍ଜାୟତ ନିର୍ବାଚନର ଭୋଟ ଗଣତିର ଆଜି ତୃତୀୟ ଦିନ ।ଆଜି ଶେଷ ଦିନରେ ୨୩୦ଟି ଜିଲ୍ଲା ପରିଷଦ ଜୋନରେ ଭୋଟ ଗଣତି ଆରମ୍ଭ ହୋଇଛି । ଆଜି ସାରା ରାଜ୍ୟରେ ଫଳାଫଳ ଆସିବା ପରେ ସ୍ପଷ୍ଟ ହୋଇଯିବ କିଏ କେଉଁଠି ଅଧ୍ୟକ୍ଷ ପଦ ଦଖଲ କରିବ । ପ୍ରଥମ ଦୁଇ ଦିନର ଫଳାଫଳ ଅନୁସାରେ ରାଜ୍ୟରେ ବିଜେଡି ନିଜର ଦବଦବା
Read More...

ପଞ୍ଚାୟତ ଲଢେଇ: ପ୍ରଥମ ଦିନରେ ପୋଛିନେଲା ବିଜେଡି

ଯାହା ଅନୁମାନ କରାଯାଉଥିଲା ସେଇଆ ହିଁ ହେଲା। ଐତିହାସିକ ବିଜୟ ମୁହାଁ ବିଜୁ ଜନତା ଦଳ। ବହୁ ପଛରେ ରହିଯାଇଛନ୍ତି ବିଜେପି ଓ କଂଗ୍ରେସ।ପଞ୍ଚାୟତ ନିର୍ବାଚନର ଭୋଟ ଗଣତିର ପ୍ରଥମ ଦିନରେ ୮୫୧ ଜିଲ୍ଳା ପରିଷଦ ଆସନ ମଧ୍ୟରୁ ପ୍ରଥମ ଦିନରେ ୩୧୫ଟି ଜିଲ୍ଳା ପରିଷଦ ଆସନ ପାଇଁ ଭୋଟ ଗଣତି ଚାଲିଛି ।
Read More...

ପଞ୍ଚାୟତ ଫଇସଲା: କେଉଁ ଜୋନରେ କିଏ ଆଗୁଆ?

ପଞ୍ଚାୟତ ଫଇସଲା । ଚାଲିଛି ଭୋଟ ଗଣତି । ଆସୁଛି ପ୍ରାରମ୍ଭିକ ଟ୍ରେଣ୍ଡ । ପ୍ରାରମ୍ଭିକ ଟ୍ରେଣ୍ଡରେ ବିଜେଡି ବହୁ ଆଗରେ ରହିଛି । ନଜର ପକାନ୍ତୁ କେଉଁ ଜୋନରେ କିଏ ଆଗୁଆ ନୟାଗଡ ବ୍ଲକ ୧ ନଂ ଜୋନରେ ବିଜେଡି ଆଗୁଆ ରହିଛି। ନୟାଗଡ ନୂଆ ଗାଁ ବ୍ଲକ ୧୬ ନଂ ଜୋନରେ ବିଜେଡି, ଖଣ୍ଡପଡାର ୧୨
Read More...

କାହା ସପକ୍ଷରେ ପଞ୍ଚାୟତ ଭୋଟ? ଭୋଟ ଗଣତି ଆରମ୍ଭ

କାହା ସପକ୍ଷରେ ଗାଁ ଲୋକେ । ଆରମ୍ଭ ହୋଇଛି ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗଣତି । ସମସ୍ତ ବିଜୟର ଆଶାରେ ବସିଥିବା ବେଳେ ଜନତା କାହାକୁ ଜିତାଉଛନ୍ତି, କାହାକୁ ହରାଉଛନ୍ତି ତାହା ଦେଖିବାକୁ ସାରା ଓଡିଶାବାସୀ ଚାହିଁ ବସିଛନ୍ତି । ୩ ଦିନ ଧରି ଭୋଟ ଗଣତି ଚାଲିବାକୁ ଥିବା ବେଳେ ଆଜିଠୁ
Read More...