Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category
ରାଜନୀତି
ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ମନ୍ତ୍ରୀ ଓ ସାଂସଦ ହାତାହାତି
ମଞ୍ଚ ଉପରେ କଂଗ୍ରେସ ଓ ବିଜେପି ନେତା ଭିଡ଼ାଭିଡ଼ିଇଣ୍ଟରନେଟରେ ଭାଇରାଲ୍ ହେଉଛି କର୍ଣ୍ଣାଟକର ଏହି ଦୃଶ୍ୟ
ବେଙ୍ଗାଲୁର: ମୁଖ୍ୟମନ୍ତ୍ରୀଙ୍କ ସାମନାରେ ହାତ ଉଠାଉଠି ହେଲେ ମନ୍ତ୍ରୀ ଓ ସାଂସଦ। ମଞ୍ଚ ଉପରେ ପରସ୍ପର ଦୁଇ ବିରୋଧୀ ରାଜନୀତିକ ଦଳର ଜନ ପ୍ରତିନିଧି ପରସ୍ପରକୁ ପିଟିବା ପାଇଁ!-->!-->!-->…
Read More...
Read More...
ମନ୍ଦିର-ପାର୍କ-ଭୋଜିକୁ ନା, ନେତାଙ୍କୁ ଫୁଲତୋଡା ପାଇଁ ହଁ
ନୂଆବର୍ଷ କଟକଣାକୁ ଫୁ କରି ଉଡ଼ାଇ ଦିଆଗଲାସମସ୍ତେ ସବୁ ଦେଖିଲେ, କିଛି କାର୍ଯ୍ୟାନୁଷ୍ଠାନ ନାହିଁକେହି କାହାକୁ ବାରଣ କିମ୍ବା ତାଗିଦ୍ କଲେନାହିଁକରୋନା ସଂକ୍ରମଣ ବଢ଼ିଲେ କିଏ ଦାୟୀ ହେବ?ଥୋକାଏ ଲୋକ କଟକଣା ମାନିବେନି, ତା ପରେ..
ଭୁବନେଶ୍ବର: ଦେଶର ଦିଲ୍ଲୀ, ମୁମ୍ବାଇ ଭଳି ସହରରେ!-->!-->!-->…
Read More...
Read More...
ପ୍ରଥମ ପରୀକ୍ଷାରେ ଡିଜି ବଂଶଲ ପାସ୍
ଭୁବନେଶ୍ବର: ନୂଆବର୍ଷ ଅବ୍ୟବହିତ ପୂର୍ବରୁ ଅର୍ଥାତ୍ ଡିସେମ୍ବର ୩୧ ତାରିଖରେ ପୁଲିସ ମହାନିର୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ ୧୯୮୭ ବ୍ୟାଚ୍ ଆଇପିଏସ୍ ସୁନୀଲ ବଂଶଲ। କେନ୍ଦ୍ର ସରକାର ସମ୍ମତି ପ୍ରକାଶ କରିଥିବା ତିନିଟି ନାମ ମଧ୍ୟରେ ଶ୍ରୀବଂଶଲ ଅନ୍ୟତମ ଥିଲେ। ଅନ୍ୟ ଦୁଇଜଣ ଥିଲେ!-->…
Read More...
Read More...
ବସ୍ତିବାସିନ୍ଦାଙ୍କୁ କେନ୍ଦ୍ର ଚାହିଁଲାନି; ନବୀନ ସାମ୍ନାକୁ ଆସିଲେ
୫ମହାନଗର ନିଗମର ୯୩୯ବସ୍ତିରେ ଜାଗା ମିସନରେ ଦିଆଯିବ ଜମିକେନ୍ଦ୍ର ସରକାର ଘର ପ୍ରଦାନ ନେଇ ଟାଳଟୁଳ ନୀତି ଅବଲମ୍ବନ କରୁଥିଲେ୧.୯୦ଲକ୍ଷ ପରିବାର ଉପକୃତ ହେବେ, ୬ମାସ ଟାର୍ଗେଟ ଦିଆଗଲାଜମି ବଣ୍ଟନ ପରେ ଘର ଦେବାକୁ ବି ସରକାର ଦେଇଛନ୍ତି ପ୍ରତିଶ୍ରୁତିନିର୍ବାଚନ ପୂର୍ବରୁ ବଡ ନିଷ୍ପତ୍ତି ନେଇଗଲେ!-->…
Read More...
Read More...
ଓଡ଼ିଶାରେ ବଂଶଲ, ଆଜି ନୂଆ ମୁଖିଆ ପାଇବ ପୁଲିସ ବିଭାଗ
ଅବସର ପରେ ଅଭୟଙ୍କୁ ମିଳିପାରେ ପ୍ରାଇଜ ପୋଷ୍ଟମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପରାମର୍ଶଦାତା ହୋଇପାରନ୍ତି
କଟକ: କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ଗୁଇନ୍ଦା ସ୍ବତନ୍ତ୍ର ନିର୍ଦେଶକ ଦାୟିତ୍ବ ଛାଡି ଗୁରୁବାର ରାତିରେ ଓଡ଼ିଶାରେ ପହଞ୍ଚିଛନ୍ତି ବରିଷ୍ଠ ଆଇପିଏସ୍ ଅଫିସର ସୁନୀଲ କୁମାର!-->!-->!-->…
Read More...
Read More...
ଶୋକସଭାରେ ବସିଥିଲେ, କିଛି କ୍ଷଣ ପରେ ତାଙ୍କ ପାଇଁ ଶୋକରେ ରାଜ୍ୟ
ହୃଦଘାତରେ ବିଧାୟକ କିଶୋର ମହାନ୍ତିଙ୍କ ପରଲୋକଶୁକ୍ରବାର ଅନ୍ତ୍ୟେଷ୍ଟି, ବିଜୁ ଜନତା ଦଳକୁ ଶକ୍ତ ଧକକାଅଢେଇ ବର୍ଷ ଭିତରେ ଚାରି ବିଧାୟକ ପ୍ରାଣ ହରାଇଲେଣିଜଣେ ବିଜେପିର, ଅନ୍ୟ ତିନି ଜଣ ବିଜେଡି ବିଧାୟକ
ଭୁବନେଶ୍ବର: ଦିନ ସାରା ବ୍ରଜରାଜନଗରରେ ରାଜନୈତିକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।!-->!-->!-->…
Read More...
Read More...
କୋଭିଡ୍ ପାଇଁ ତନାଘନା କଲେ ନବୀନ
ଅଧିକାରୀମାନଙ୍କୁ ୮ ସୂତ୍ରୀ ଫର୍ମୁଲା ଧରାଇଲେପିଲାମାନେ ବେଶୀ ହସ୍ପିଟାଲ ଯାଉଥିବାରୁ ଚିନ୍ତାବିଏସକେଓ୍ବାଇ ଯୋଜନା ତଦାରଖ କରିବେ ଏସପି, ଜିଲ୍ଲାପାଳତୁରନ୍ତ ବକେୟା କାର୍ଡ ପ୍ରଦାନ ଉପରେ ଗୁରୁତ୍ବାରୋପ
ଭୁବନେଶ୍ବର: ଟୀକାକରଣକୁ ତ୍ବରାନ୍ବିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଦ୍ବାରା!-->!-->!-->…
Read More...
Read More...
ପଛୁଆ ବର୍ଗଙ୍କ ପାଇଁ ବଡ଼ କାର୍ଡ ଖେଳିଲେ ନବୀନ
ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରେ ଐତିହାସିକ ନିଷ୍ପତ୍ତିପଞ୍ଚାୟତ ଓ ପୌର ନିର୍ବାଚନରେ ୪୦ ପ୍ରତିଶତ ପଛୁଆ ବର୍ଗରୁ ହେବେ ପ୍ରାର୍ଥୀ
ଭୁବନେଶ୍ୱର: ପଛୁଆ ବର୍ଗଙ୍କୁ ନ୍ୟାୟ ପ୍ରଦାନ ସହିତ ସେମାନଙ୍କୁ ରାଜନୈତିକ ଅଧିକାର ପ୍ରଦାନ ପାଇଁ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଆଜି ଐତିହାସିକ!-->!-->!-->…
Read More...
Read More...
ବିଜେଡି ବହୁଆଗରେ; ଦ୍ବିତୀୟ ପାଇଁ ବିଜେପି-କଂଗ୍ରେସ ଲଢେଇ!
ପ୍ରାକ୍ ପଞ୍ଚାୟତ ନିର୍ବାଚନ ଦୃଶ୍ୟପଟ୍ଟକୁ ନେଇ ତର୍ଜମା କରୁଛନ୍ତି ରାଜନୈତିକ ପର୍ଯ୍ୟବେକ୍ଷକପୂରା ଓଡ଼ିଶା ବୁଲି ଆସିଲେଣି ନବୀନ, ଏବେ ସଂଗଠନକୁ ନେଇ ଚାଲିଛି ହିସାବନିକାସକିଛି ନେତା ଅସନ୍ତୁଷ୍ଟ ଅଛନ୍ତି; ସେମାନଙ୍କୁ ଆଶ୍ବାସନା ମିଳିଗଲେ ଏକତରଫା ଫଳାଫଳ ହେବକେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର!-->…
Read More...
Read More...