ପ୍ରମୁଖ ଖବର

ମେସି ଇଭେଣ୍ଟ ଅବ୍ୟବସ୍ଥା: ୩୩ ହଜାର ଦର୍ଶକଙ୍କୁ ଟଙ୍କା ଫେରାଇବାକୁ ଘୋଷଣା
କଟକ କଂଗ୍ରେସରେ ଫାଟ ବଢ଼ିଲା, ଓଜେସିରୁ ଲଢ଼ିବେ ସୋଫିଆ: ମୋକିମ
ପାଲଲହଡ଼ାରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ, ୨ ଦିନରେ ୧୯ ପଜିଟିଭ୍‌, ଜଣେ ମୃତ
ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦି
ଚାଷୀଙ୍କୁ ଆଶ୍ୱସ୍ତି: ଧାନ ପଞ୍ଜୀକରଣ ଅବଧି ବଢ଼ିଲା ଆଉ ୭ ଦିନ
‘ମନ୍ କୀ ବାତ୍‌’ରେ ଓଡ଼ିଶାର ମୈଥିଲୀଙ୍କ କାହାଣୀ, ଇକୋ-ଟୁରିଜିମ୍‌ ବଦଳାଇଲା ଜୀବିକା
ନେପାଳକୁ ସହାୟତା , ୬୮.୫ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ
Browsing Category

ରାଜନୀତି

ମଣିପୁରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ୨୨ଟି ଆସନ ପାଇଁ ପଡୁଛି ଭୋଟ୍‌

ଆଜି ମଣିପୁରରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ସକାଳୁ ମତଦାନ ଆରମ୍ଭ ହୋଇସାରିଛି । ଆଜି ୨୨ଟି ଆସନ ପାଇଁ ୯୨ ପ୍ରାର୍ଥୀ ନିର୍ବାଚନ ମୈଦାନରେ ଅଛନ୍ତି । ଆଠଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ୧୨୪୭ଟି ପୁଲିଂ ବୁଥରେ ଭୋଟ ଗ୍ରହଣ ଚାଲିଛି । ନିର୍ବାଚନ ଆୟୋଗଙ୍କ
Read More...

ୟୁପିରେ ଆଜି ଷଷ୍ଠ ପର୍ଯ୍ୟାୟ ମତଦାନ, ଯୋଗୀଙ୍କ ଭାଗ୍ୟ ପରୀକ୍ଷା

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି ଷଷ୍ଠ ପର୍ଯ୍ୟାୟ ମତଦାନ। ସକାଳ ୭ରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ୧୦ଟି ଜିଲ୍ଲାର ୫୭ ବିଧାନସଭା ଆସନ ପାଇଁ ମତାଧିକାର ସାବ୍ୟସ୍ତ କରୁଛନ୍ତି ଭୋଟର। ୧୦ ଜିଲ୍ଲାର ୫୭ ଆସନରେ ପ୍ରତିଦ୍ୱନ୍ଦିତା କରୁଥିବା ୬୭୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ
Read More...

କଟକ ମେୟର ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୌର ନିର୍ବାଚନ ପାଖେଇ ଆସୁଥିବା ବେଳେ ଏନେଇ ସବୁ ଦଳ ଆରମ୍ଭ କରିଦେଲେଣି ରଣନୀତି । ଏହାରି ମଧ୍ୟରେ ଆଜି କଂଗ୍ରେସ କଟକ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଗିରିବାଳା ବେହେରାଙ୍କୁ କଟକ ମହାନଗର ନିଗମର ମେୟର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପୌର ନିର୍ବାଚନ
Read More...

ଆଜିଠୁ ପୌର ନାମାଙ୍କନ

ସରିଲା ଗାଁ ଭୋଟ, ଏବେ ସହର ପାଳି । ପୌର ନିର୍ବାଚନ ପାଇଁ ଆଜିଠୁ ନାମାଙ୍କନ ଦାଖଲ ପ୍ରକ୍ରିୟା । ଆସନ୍ତା ୭ ତାରିଖ ଯାଏଁ ଏହି ପ୍ରକ୍ରିୟା ଚାଲିବ । ରାଜ୍ୟର ୧୦୬ଟି ପୌର ସଂସ୍ଥା ଓ ୩ଟି ମହାନଗର ନିଗମରେ ନିର୍ବାଚନ ନେଇ ଆଜିଠୁ ନାମାଙ୍କନ । ଏଥର ପଞ୍ଚାୟତ ଭଳି ପୌର ନିର୍ବାଚନରେ ମଧ୍ୟ
Read More...

ପଞ୍ଚାୟତ ନିର୍ବାଚନରେ ହାରିଗଲେ ପୂର୍ବତନ ମନ୍ତ୍ରୀ

ପଞ୍ଚାୟତ ନିର୍ବାଚନରେ ହାରିଲେ ପୂର୍ବତନ ମନ୍ତ୍ରୀ । ଅଧିକାଂଶ ସ୍ଥାନରେ ଫଳାଫଳ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି । କେଉଁ ଆସନ କାହା ହାତକୁ ଗଲା ତାହା ସାମନାକୁ ଆସିବାରେ ଲାଗିଛି । ତେବେ ଗାଁ ରାଜନୀତିରେ ଚର୍ଚ୍ଚିତ ଚେହେରା ଥିବା ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ସମିତି ସଭ୍ୟ
Read More...

ବିଜେଡିର ବଡ଼ ବିଜୟ, ଯୁଆଡେ ଚାହିଁବ ସିଆଡେ ଶଙ୍ଖ

ଭାଙ୍ଗିଲା ସବୁ ରେକର୍ଡ।ପଞ୍ଚାୟତ ନିର୍ବାଚନରେ ବିଜେଡିର ବଡ଼ ବିଜୟ । ଗାଁ ଗାଁରେ ଦେଖବାକୁ ମିଳିଛି ନବୀନ କ୍ରେଜ୍ । ୮୫୧ ଜିଲ୍ଲା ପରିଷଦ ଆସନରୁ ବର୍ତମାନ ୮୨୯ର ଫଳାଫଳ ଆସିଛି । ସେଥିରୁ ୭୪୩ ଜୋନରେ ବାଜିମାତ କରିଛି ବିଜେଡି । ବିଜେପି ଖାତାକୁ ମାତ୍ର ୪୨ ଆସନ ଯାଇଥିବା ବେଳେ କଂଗ୍ରେସ ୩୭ଟି
Read More...

ତୃତୀୟ ଦିନର ଗଣତି, ଏବେ ସୁଦ୍ଧା କିଏ ଆଗରେ କିଏ ପଛରେ?

ଶନିବାରଠୁ ଆରମ୍ଭ ହୋଇଥିବା ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଆଜି ଶେଷ ଦିନ । ଉପକୂଳରୁ ପଶ୍ଚିମ , ଦକ୍ଷିଣରୁ ଉତ୍ତର ଓଡିଶା ପର୍ଯ୍ୟନ୍ତ ସବୁଠି ନବୀନଙ୍କ କ୍ରେଜ୍ ଦେଖିବାକୁ ମିଳିଛି। ବିଜେଡି ବଡ଼ ବିଜୟ ଆଡକୁ ଅଗ୍ରସର ହେଉଥିବା ବେଳେ ବହୁ ପଛରେ ପଡିଛନ୍ତି ବିଜେପି ଓ କଂଗ୍ରେସ । ଆଜି ଆସିବ
Read More...

ଭୋଟ ଗଣତିର ଶେଷ ଦିନ: ସ୍ପଷ୍ଟ ହେବ କାହାକୁ ମିଳିଲା କେତେ ଆସନ?

ପଞ୍ଜାୟତ ନିର୍ବାଚନର ଭୋଟ ଗଣତିର ଆଜି ତୃତୀୟ ଦିନ ।ଆଜି ଶେଷ ଦିନରେ ୨୩୦ଟି ଜିଲ୍ଲା ପରିଷଦ ଜୋନରେ ଭୋଟ ଗଣତି ଆରମ୍ଭ ହୋଇଛି । ଆଜି ସାରା ରାଜ୍ୟରେ ଫଳାଫଳ ଆସିବା ପରେ ସ୍ପଷ୍ଟ ହୋଇଯିବ କିଏ କେଉଁଠି ଅଧ୍ୟକ୍ଷ ପଦ ଦଖଲ କରିବ । ପ୍ରଥମ ଦୁଇ ଦିନର ଫଳାଫଳ ଅନୁସାରେ ରାଜ୍ୟରେ ବିଜେଡି ନିଜର ଦବଦବା
Read More...

ପଞ୍ଚାୟତ ଲଢେଇ: ପ୍ରଥମ ଦିନରେ ପୋଛିନେଲା ବିଜେଡି

ଯାହା ଅନୁମାନ କରାଯାଉଥିଲା ସେଇଆ ହିଁ ହେଲା। ଐତିହାସିକ ବିଜୟ ମୁହାଁ ବିଜୁ ଜନତା ଦଳ। ବହୁ ପଛରେ ରହିଯାଇଛନ୍ତି ବିଜେପି ଓ କଂଗ୍ରେସ।ପଞ୍ଚାୟତ ନିର୍ବାଚନର ଭୋଟ ଗଣତିର ପ୍ରଥମ ଦିନରେ ୮୫୧ ଜିଲ୍ଳା ପରିଷଦ ଆସନ ମଧ୍ୟରୁ ପ୍ରଥମ ଦିନରେ ୩୧୫ଟି ଜିଲ୍ଳା ପରିଷଦ ଆସନ ପାଇଁ ଭୋଟ ଗଣତି ଚାଲିଛି ।
Read More...