Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category
ରାଜନୀତି
ଆଜି ସନ୍ଧ୍ୟାରେ ନୂଆ ମନ୍ତ୍ରିମଣ୍ଡଳ!
ଜୟପୁର: ରାଜସ୍ଥାନ ରାଜନୀତିରେ ହଲଚଲ। ଆଜି ସନ୍ଧ୍ୟାରେ ନୂଆ ମନ୍ତ୍ରିମଣ୍ଡଳ ତାଲିକା ଘୋଷଣା ହେବ। ତୁରନ୍ତ ଶପଥ ନେଇପାରନ୍ତି ନୂଆ ମନ୍ତ୍ରୀ।ସୂଚନା ଅନୁସାରେ, ନୂଆ ମନ୍ତ୍ରିମଣ୍ଡଳରେ ୧୧ କ୍ୟାବିନେଟ ଓ ୪ ରାଜ୍ୟ ଶପଥ ନେଇପାରନ୍ତି। ଆଜି ଅପରାହ୍ନରେ କଂଗ୍ରେସ କାର୍ଯ୍ୟାଳୟରେ ଦଳର!-->…
Read More...
Read More...
ସିଦ୍ଧୁଙ୍କ ପାକିସ୍ତାନ ପ୍ରେମ! ଘେରିଲା ବିଜେପି
ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ନବଜ୍ୟୋତ ସିଦ୍ଧୁଙ୍କ ପୁଣି ଥରେ ପାକିସ୍ତାନ ପ୍ରେମ ଦେଖିବାକୁ ମିଳିଛି । ସିଦ୍ଧୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍ଙ୍କୁ ବଡ଼ ଭାଇ ବୋଲି କହିଛନ୍ତି । ସେ କହିଛନ୍ତି ଇମରାନ ତାଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି । ଇମରାନ ମଧ୍ୟ ନିକଟରେ କରତାରପୁର କରିଡରକୁ!-->…
Read More...
Read More...
ହାରିସଙ୍କ ହାତରେ ରହିବ ଆମେରିକା ରାଷ୍ଟ୍ରପତି କ୍ଷମତା
ଆମେରିକା ଇତିହାସରେ ଏଭଳି ପ୍ରଥମ ଥର ପାଇଁ ଘଟିଛି । । ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଦିଆଯିବ ରାଷ୍ଟ୍ରପତି ଦାୟିତ୍ୱ । ପ୍ରଥମ ଥର ପାଇଁ ଜଣେ ମହିଳାଙ୍କ ହାତରେ ରହିବ ରାଷ୍ଟ୍ରପତି କ୍ଷମତା । ଏହା ଏଥିପାଇଁ କରାଯିବ କାରଣ, ବାଇଡେନ କଲୋନୋସ୍କୋପି ପାଇଁ ହସ୍ପିଟାଲରେ ଭର୍ତ୍ତି ହେବେ ।!-->…
Read More...
Read More...
କୃଷି ଆଇନ ପ୍ରତ୍ୟାହାର ନେଇ କଣ କହିଲେ ବିରୋଧୀ ?
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁରୁ ନାନକ ଜୟନ୍ତୀ ଅବସରରେ ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି । ୩ ନୂଆ କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା କରିଛନ୍ତି ମୋଦୀ । କୃଷି ଆଇନ ପ୍ରତ୍ୟାହାର ନେଇ ମୋଦୀଙ୍କ ଘୋଷଣା ପରେ ରାଜନୀତି ଜୋରଦାର । ବିଭିନ୍ନ ରାଜନୈତିକ ଦଳର ପ୍ରତିକ୍ରିୟା!-->…
Read More...
Read More...
ପ୍ରଧାନମନ୍ତ୍ରୀ ପଦରୁ ବିଦା ହେବେ କି ଇମ୍ରାନ!
ପାକିସ୍ତାନରେ ସେନା ଓ ସରକାର ମୁହାଁମୁହିଁ । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଓ ସେନା ମୁଖ୍ୟ କମର୍ ଜାଭେଦ ବାଜୱାଙ୍କ ମଧ୍ୟରେ ବିବାଦ ଦେଖାଦେଇଥିବା ବେଳେ ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ପଦରୁ ଇମ୍ରାନ ବିଦା ହୋଇପାରନ୍ତି । ଜାତୀୟ ଗଣମାଧ୍ୟରେ ଏନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି ।
ତେବେ!-->!-->!-->…
Read More...
Read More...
ବିଜେଡିରେ ଯୋଗଦେଲେ ସାମ୍ବାଦିକ ଗୌତମବୁଦ୍ଧ ଦାସ
ଭୁବନେଶ୍ଵର, ୧୧/୧୧: ବରିଷ୍ଠ ସାମ୍ବାଦିକ ତଥା ବାଲେଶ୍ଵର ଜିଲ୍ଲା ଭୋଗରାଇର ଜଣାଶୁଣା ସମାଜସେବୀ ଗୌତମବୁଦ୍ଧ ଦାସ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଆଜି ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳକୁ!-->…
Read More...
Read More...
ଉଠିଲା କୋଟିଆ ପ୍ରସଙ୍ଗ..ମିଶିକି କରିବେ ସମାଧାନ
ଲୋକସେବା ଭବନରେ ଓଡିଶା ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଜାରି କରାଯାଇଛି ମିଳିତ ବିବୃତ୍ତି । ନବୀନ ଓ ଜଗନଙ୍କ ବୈଠକରେ ଦୁଇ ରାଜ୍ୟ ମଧ୍ୟରେ ଥିବା ସୀମା ବିବାଦ, ଜଳ ବିବାଦ, ଶକ୍ତ ଓ ନକ୍ସଲ ପ୍ରସଙ୍ଗରେ ଆଲୋଚନା କରାଯାଇଛି । କିଭଳି ଦୁଇ ରାଜ୍ୟ ମଧ୍ୟରେ ଥିବା ବିବାଦର!-->…
Read More...
Read More...
ଆଜି ଏନସିବିରେ ହାଜର ହୋଇପାରନ୍ତି ଆର୍ୟ୍ୟନ
ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଶାହାରୁଖ ଖାନ୍ଙ୍କ ପୁଅ ଆର୍ୟ୍ୟନ ଖାନଙ୍କ ଆଜି ଏନସିବି ବୟାନ ରେକର୍ଡ କରିପାରେ। ଦେହ ଖରାପ ଥିବାରୁ ଆର୍ୟ୍ୟନ ରବିବାର ଏନସିବି କାର୍ଯ୍ୟାଳୟରେ ପହଞ୍ଚି ପାରିନଥିଲେ। ଏସଆଇଟି ଆର୍ୟ୍ୟନ ଖାନଙ୍କ ସମେତ ୬ଟି ମାମଲାର ଯାଞ୍ଚ କରୁଛି। ସେପଟେ ଏନସିବି!-->…
Read More...
Read More...
ଦିଲ୍ଲୀରେ ଆରମ୍ଭ ହେଲା ବିଜେପିର ରଣନୀତି କସରତ
ନୂଆଦିଲ୍ଲୀ: ଆସନ୍ତା ବର୍ଷ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ଦିଲ୍ଲୀରେ ବସୁଛି ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ। ଆଜି ଏନଡିଏମସି ସମ୍ମିଳନୀ କକ୍ଷରେ ବସିବାକୁ ଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ୧୨୪ ଜଣ ସଦସ୍ୟ ଉପସ୍ଥିତ!-->…
Read More...
Read More...
ଆଉଟସୋର୍ସିଂ କର୍ମଚାରୀଙ୍କ ପାରିଶ୍ରମିକ ୨୫% ବଢିଲା
ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଆଉଟସୋର୍ସିଂ ସଂସ୍ଥା ଜରିଆରେ ତଥା ଚୁକ୍ତିଭିତ୍ତିରେ ନିୟୋଜିତ ହୋଇଥିବା ବ୍ୟକ୍ତି ମାନଙ୍କର ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହାଦ୍ବାରା ଓଡିଶା ସରକାରଙ୍କ ବିଭିନ୍ନ ବିଭାଗରେ!-->…
Read More...
Read More...