Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍ ଶଫିନ୍ ଅହମ୍ମଦ
ଚଳନ୍ତା ସ୍ଲିପର୍ ବସ୍ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ
Browsing Category
ରାଜନୀତି
ବିରୋଧୀଙ୍କୁ ଅଡୁଆରେ ପକାଇଲେ ନବୀନ
ବିଜେଡିର ଓବିସି ଖେଳରେ ବିରୋଧୀ ତାଜୁବ୍୪୦ ପ୍ରତିଶତ କହିଲେ; ୪୮ ପ୍ରତିଶତ ପ୍ରାର୍ଥୀ ଦେଲେବିଜେପି ଓ କଂଗ୍ରେସ ତାଲିକା ଜଣାପଡିନାହିଁ
ଭୁବନେଶ୍ବର: ରାଜ୍ୟ ନିର୍ବାଚନ ଆୟୋଗ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରିବା ପରେ ବିଜୁ ଜନତା ଦଳ ପୁଣି ଥରେ ଓବିସି କାର୍ଡ ପ୍ରସଙ୍ଗକୁ!-->!-->!-->…
Read More...
Read More...
କାନ୍ଦି ପକାଇଲେ ପ୍ରସାଦ…କହିଲେ, ୨୦୨୪ ନିର୍ବାଚନ ଲଢିବିନି
ଚଳିତ ପଞ୍ଚାୟତ ନିର୍ବାଚନରେ ସତ୍ୟବାଦୀରେ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ଦେଇନଥିବା ବେଳେ ଆଜି ଏନେଇ ସାମ୍ବାଦିକ ସମ୍ମିଳନୀ କରି ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ସତ୍ୟବାଦୀ କଂଗ୍ରେସ ଶୂନ ହେବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ସେ ନେଇ ମୁହଁ!-->…
Read More...
Read More...
ମୋଦୀ ପଠାଉଥିବା ଟଙ୍କାର ଜଗୁଆଳି ହେବ ବିଜେପି
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଇସ୍ତାହାର ଓ ଅଭିଯୋଗ ପତ୍ର ଜାରି କରିଛି ବିଜେପି । ବିଜେପି ସଭାପତି ସମୀର ମହାନ୍ତି ଇସ୍ତାହାର ପତ୍ର ଜାରି କରିଛନ୍ତି । ବରିଷ୍ଠ ନେତୃବୃନ୍ଦଙ୍କ ଉପସ୍ଥିତିରେ ଇସ୍ତାହାର ପତ୍ର ଉନ୍ମୋଚିତ ହୋଇଛି । ବିକାଶ ନାଁରେ ଠିକାଦାର ସାଜି ବିଜେଡି ଦ୍ୱାରା!-->…
Read More...
Read More...
ଏଥର ଲଢେଇ ମୈଦାନରେ
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଏଥର ଅସଲ ଲଢେଇ ପାଇଁ ପ୍ରସ୍ତୁତ ହୋଇଛନ୍ତି ପ୍ରାର୍ଥୀ । ପ୍ରଚାର କଟକଣା ମାନି କିଭଳି ପ୍ରଚାର କରିହେବ ସେନେଇ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ରଣନୀତି । ଆଜିଠୁ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଇବେ ତୁଙ୍ଗ!-->…
Read More...
Read More...
କୋଟିଆ: ସିଲେକ୍ସନ ନୁହେଁ ଇଲେକ୍ସନ ହେବ
ଫେଲ୍ ମାରିଲା ସର୍ବଦଳୀୟ କମିଟିର ରଣନୀତି । କୋଟିଆରେ ସିଲେକ୍ସନ ନୁହେଁ ଇଲେକ୍ସନ ହେବ । ଜିଲ୍ଲା ପରିଷଦ ପାଇଁ ଲଢେଇ କରିବେ ଦୁଇ ପ୍ରାର୍ଥୀ । ସ୍ୱାଧୀନ ପ୍ରାର୍ଥୀ ଭାବେ ଟିକା ଗେମେଲ ଓ ସବିନା ଗୁଡିଆ ନାମାଙ୍କନ ଦାଖଲ କରିଥିଲେ । ଆଉ ସର୍ବଦଳୀୟ ନେତାଙ୍କ ସମ୍ମତିରେ ମମତା ଜାନି!-->…
Read More...
Read More...
ଆଜି ଆସିବ ଚୂଡାନ୍ତ ପ୍ରାର୍ଥୀ ତାଲିକା
ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଆଜି ଶେଷ ଦିନ । ଆଜି ଆସିବ ଚୂଡାନ୍ତ ପ୍ରାର୍ଥୀ ତାଲିକା । ସନ୍ଧ୍ୟା ସୁଦ୍ଧା ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଏହା ସହ ପ୍ରାର୍ଥୀଙ୍କୁ ଚିହ୍ନ ମଧ ମିଳିବ । ଏହା ପରେ ଆସନ୍ତାକାଲିଶଠୁ ଜୋରଦାର ହେବ ନିର୍ବାଚନ ପ୍ରଚାର ।!-->…
Read More...
Read More...
ମୁମ୍ବାଇରେ ଖୋଲିଲା; ରାଜ୍ୟରେ କେବେ ଖୋଲିବ ସ୍କୁଲ?
କରୋନା ସଂକ୍ରମଣ ଭୟ ଭିତରେ ମହାରାଷ୍ଟ୍ରରେ ଆଜିଠୁ ଖୋଲିଛି ସ୍କୁଲ । ପ୍ରଥମରୁ ଦ୍ୱାଦଶ ଯାଏଁ ସ୍କୁଲ ଆଜିଠୁ ଖୋଲିଛି । ଶ୍ରେଣୀଗୃହରେ ପାଠପଢା ଆରମ୍ଭ ହୋଇଛି । କୋଭିଡ ନିୟମ ଅନୁସାରେ ସ୍କୁଲରେ ପାଠପଢା ଆରମ୍ଭ ହୋଇଥିବା ବେଳେ ଉଭୟ ଅଫଲାଇନ ଓ ଅନଲାଇନର କ୍ଲାସ କରାଯିବ । ତେବେ ସରକାରଙ୍କ ଏହି!-->…
Read More...
Read More...
ସତରେ! ରାଜନୀତିରେ ସବୁ ସମ୍ଭବ
ଭୁବନେଶ୍ବର: ଗତ ନିର୍ବାଚନରେ ପରସ୍ପର ବିରୋଧରେ ପ୍ରାର୍ଥୀ ହୋଇ ଲଢ଼ିଥିଲେ ପୂର୍ବତନ ମନ୍ତ୍ରୀ ରମେଶ ମାଝୀ ଏବଂ କଂଗ୍ରେସର ପ୍ରଦୀପ ମାଝୀ। ମାସ ତିରିଶଟାରେ ସବୁକିଛି ବଦଳିଯାଇଛି। ଶତ୍ରୁ ଏବେ ମିତ୍ର। ପରସ୍ପର ବିରୋଧରେ ବିଷୋଦଗାର ନାହିଁ। ବରଂ ମିଳିତ ଭାବେ ଉଭୟ ମୁଖ୍ୟମନ୍ତ୍ରୀ ନବୀନ!-->…
Read More...
Read More...
ସରକାରଙ୍କ ଭଲ କଥା କହ, ମିଛୁଆଙ୍କୁ ଜବାବ ଦିଅ
ପଞ୍ଚାୟତକୁ ପ୍ରଚାର ପାଇଁ ଓହ୍ଲାଇବା ପୂର୍ବରୁ ଦଳୀୟ ନେତାଙ୍କୁ ନବୀନଙ୍କ ନିର୍ଦେଶକରୋନା କଟକଣା ମାନିବାକୁ ପରାମର୍ଶ, କହିଲେ, ତୁମର ଜୀବନ ମୋ ପାଇଁ ମୂଲ୍ୟବାନବବିଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ଭର୍ଚୁଆଲରେ ରହିଲେ ଦଳୀୟ ନେତା
ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ!-->!-->!-->…
Read More...
Read More...
ପ୍ରଧାନଙ୍କ ବିନା ପଞ୍ଚାୟତରେ ପଦ୍ମ ଫୁଟିବ ତ?ପରାଜୟର ବୋଝ ମୁଣ୍ଡାଇବେନି ବୋଲି ମୁକୁ ଛାଡିଦେଲେ କି ଓଡ଼ିଶା ମୈଦାନ?ମୁକୁଙ୍କ ଅବର୍ତ୍ତମାନରେ ପରାକ୍ରମୀ ଗୋଷ୍ଠୀ ଦଳକୁ ସଫଳତା ଦେଇପାରିବେ ତ?
ଭୁବନେଶ୍ବର: ଶୀତ ଋତୁର ଶୀତଳତାକୁ ଏକପ୍ରକାର ହଜାଇଦେଲାଣି ରାଜ୍ୟ ରାଜନୀତିର ପାଣିପାଗ।!-->!-->!-->…
Read More...
Read More...