ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category

ରାଜନୀତି

ଅକଳରେ ପଡ଼ିଯାଇଛନ୍ତି ବିଧାୟକ ଓ ପରାଜିତ ପ୍ରାର୍ଥୀ

ରାଜନୀତି କୋର୍ଟକୁ ପୌର ନିର୍ବାଚନ ବଲ୍ ଫିଙ୍ଗିଦେଲେ ସରକାରସବୁଠି ଚାଲିଛି କଳ୍ପନାଜଳ୍ପନା, ବିଧାୟକ ଓ ବିଧାୟକ ପ୍ରାର୍ଥୀ ଅଡୁଆରେବହୁ ଯୁବ ନେତା ପୌରାଧ୍ୟକ୍ଷ ଓ ମେୟର ପଦବି ଲାଗି ଆଶାୟୀ ଅଛନ୍ତିବିଧାନସଭା ନିର୍ବାଚନ ଭଳି ଏଥର ସରଗରମ ହେବ ପୌର ନିର୍ବାଚନପରସ୍ପରକୁ ମାତ୍ ଦେବାକୁ ରାଜନୀତିରେ
Read More...

ଲାଲକିଲ୍ଲାରୁ ନୂଆ ନାରା ଦେଲେ ମୋଦୀ

ସବକା ସାଥ୍‌, ସବକା ବିକାଶ, ସବକା ବିଶ୍ୱାସ,ସବକା ପ୍ରୟାସ। ,ସମସ୍ତଙ୍କ ପ୍ରୟାସ ନୂଆଦିଲ୍ଲୀ: ଦେଶ ପାଳୁଛି ୭୫ ତମ ସ୍ୱାଧୀନତା ଦିବସ । କରୋନା କଟକଣା ମଧ୍ୟରେ ସବୁଠି ସ୍ୱାଧୀନତା ଦିବସ ପାଳନର ଉତ୍ସାହ। ଦିଲ୍ଲୀରୁ ପଲ୍ଲୀ ସବୁଠି ଫର ଫର ହୋଇ ଉଡିଛି ତ୍ରିରଙ୍ଗା। ସବୁଠୁ ଶୁଭୁଛି ଜାତୀୟ
Read More...

ନବୀନ ସରକାର ନେଲେ ୩.୫କୋଟି ଲୋକଙ୍କ ସ୍ବାସ୍ଥ୍ୟ ଦାୟିତ୍ବ

ଦେଶର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ନୂଆ ଇତିହାସଦେଶରେ ପ୍ରଥମ, ସ୍ବାଧୀନତା ଦିବସରେ ବଡ଼ ଘୋଷଣାନୂଆ ରୂପରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାସାଢେ ତିନି କୋଟି ଲୋକ ପାଇବେ ସ୍ମାର୍ଟ ହେଲ୍‌ଥ କାର୍ଡ ଭୁବନେଶ୍ବର: ଆଜି ଭୁବନେଶ୍ବର ପଦର୍ଶନୀ ପଡିଆରେ ରାଜ୍ୟସ୍ତରୀୟ ୭୫ତମ ସ୍ବାଧୀନତା ଦିବସ
Read More...

ନବୀନଙ୍କ ପାଖରେ ବିରୋଧୀଙ୍କ ଦରଖାସ୍ତ ବିଚାରାଧୀନ

ଯେ କୌଣସି ମୁହୂର୍ତରେ ପଞ୍ଚାୟତ ଓ ପୌର ନିର୍ବାଚନ ବିଗୁଲ୍ ବାଜିବଦଳବଦଳ ପାଇଁ ନେତାଙ୍କ ସଜବାଜ ଆରମ୍ଭ, ଶାସକ ଦଳରେ ବେଶୀ ଭିଡବିରୋଧୀ ଦଳ ନେତାଙ୍କ ହାବଭାବ ହିଁ କହୁଛି ବିଜେଡି ବଦନାମ୍ ହୋଇନିପାଞ୍ଚ ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ପରେ ବି ନବୀନଙ୍କ ପ୍ରତି ଆକର୍ଷଣ କମିନାହିଁଦୁର୍ଗା ପୂଜା ପରେ
Read More...

ପଛୁଆ କାର୍ଡରେ ବି ସମସ୍ତେ ପଛରେ ପଡିଲେ

ନିର୍ବାଚନରେ ୨୭% ଓବିସି ପ୍ରାର୍ଥୀ କରିବ ବୋଲି ଘୋଷଣା କରିଦେଲା ବିଜୁ ଜନତା ଦଳପଛୁଆ ବର୍ଗ କାର୍ଡ ଖେଳ ଆରମ୍ଭ କରିଥିଲା କେନ୍ଦ୍ର, ଅକଳରେ ପକାଇଲେ ନବୀନଅନ୍ୟାନ୍ୟ ପଛୁଆ ବର୍ଗଙ୍କୁ ନେଇ ରାଜ୍ୟ ରାଜନୀତିରେ ବିଜେଡିର ମାଷ୍ଟର ଷ୍ଟ୍ରୋକ୍୩୩ ପ୍ରତିଶତ ମହିଳା ପ୍ରାର୍ଥୀ କାର୍ଡ ଖେଳି ଗତ
Read More...

ନବୀନଙ୍କ କାର୍ଡ ବଦଳାଇବ କି ଭୋଟ ଗଣିତ?

୧୨୭ତମ ସମ୍ବିଧାନ ସଂଶୋଧନ ପରେ ନୂଆ କାର୍ଡ ଖେଳିଲେ ନବୀନତୁରନ୍ତ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀଯେ କୌଣସି ମୁହୂର୍ତରେ ବିଜେଡି ସାଂସଦ ଅମିତ ଶାହଙ୍କୁ ଭେଟିବେ୫୦ ପ୍ରତିଶତ ସଂରକ୍ଷଣ ସୀମା ହଟାଇବା ଲାଗି ଦାବି ଜୋରଦାର କରିବ ଓଡ଼ିଶା
Read More...

ଗୋଟି ଚଳାଇଲେ ନବୀନ: ବିଜେପିରେ କମ୍ପନ, କଂଗ୍ରେସରେ ବି

ଭୁବନେଶ୍ବର: ପୂର୍ବତନ କେନ୍ଦ୍ରମନ୍ତ୍ରୀ, ବରିଷ୍ଠ କଂଗ୍ରେସ ନେତା ତଥା ବିଶିଷ୍ଟ ଆଇନଜ୍ଞ କପିଲ ଶିବଲଙ୍କ ଜନ୍ମଦିନରେ ନୂଆଦିଲ୍ଲୀରେ ଅନୁ୍ଷ୍ଠିତ ରାତ୍ରିଭୋଜନ ରାଜନୀତି ଜାତୀୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି। କିଛି ଦିନ ତଳେ ଗାନ୍ଧୀ ପରିବାର ବିରୋଧରେ ସ୍ବର ଉତ୍ତୋଳନ କରୁଥିବା ଶ୍ରୀ
Read More...

କେନ୍ଦ୍ର ଅଣଦେଖା କଲା, ସୁନ୍ଦରଗଡବାସୀ ଅସନ୍ତୋଷ ଜଣାଇଲେ

ଦ୍ବିତୀୟ ଏମ୍‌ସ ପ୍ରତିଷ୍ଠା ଦାବିରେ ଆଜି ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ ଡାକରା ଭୁବନେଶ୍ବର: ଆଜି ସୁନ୍ଦରଗଡ ବନ୍ଦ। ରାଜ୍ୟର ଦ୍ୱିତୀୟ ଏମ୍ସ ସୁନ୍ଦରଗଡରେ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ଜିଲ୍ଲା କଂଗ୍ରେସ ପକ୍ଷରୁ ବନ୍ଦ ପାଳନ କରାଯାଉଛନ୍ତି। ସକାଳ ୬ଟାରୁ ବନ୍ଦ
Read More...

ସନ୍ଦେହରେ ଏବେ ମନ୍ତ୍ରୀଙ୍କ ଦପ୍ତର! ତଥାପି ସୁରକ୍ଷା!!

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ବରଖାସ୍ତ କରିବା ଲାଗି କୁନ୍ଥକୁନ୍ଥ କାହିଁକି?ଅଭୟ, ବିରଞ୍ଚି, ଦୀପ୍ତିଙ୍କ ଗଡ୍‌ଫାଦରମାନଙ୍କୁ କ'ଣ ସରକାରରେ ସୁରକ୍ଷା ମିଳିବ?ଜଣେ ଜଣେ ବାବୁ ଏତେ ବର୍ଷ ଧରି କେବଳ ମନ୍ତ୍ରୀଙ୍କ ପିଏସ୍ କେମିତି ରହୁଛନ୍ତି?ଷ୍ଟାଫ୍ ସିଲେକ୍ସନ କମିସନ ଅଧ୍ୟକ୍ଷ, ସଦସ୍ୟଙ୍କୁ
Read More...