ପ୍ରମୁଖ ଖବର

ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍‌ ରୁଲ୍‌, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ
Browsing Category

ରାଜନୀତି

ଉପନିର୍ବାଚନ ପରେ ବିହାରରେ ବଦଳିବ କି ସରକାର!

ବିହାରରେ ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଲାଲୁ ପ୍ରସାଦ ଯାଦବ ପାଟନାକୁ ଫେରିବା ପରେ ଉପନିର୍ବାଚନ ପାଇଁ ପ୍ରଚାର କରିବାକୁ ପ୍ରସ୍ତୁତି ହେଉଛନ୍ତି । ଦୀର୍ଘ ଦିନ ପରେ ଲାଲୁ ଯାଦବ ପ୍ରଚାର ମୈଦାନକୁ ଓହ୍ଲାଇବେ । ତେବେ ତେଜସ୍ୱୀ ଯାଦବ କହିଛନ୍ତି ଯେ, ଏହି ଆସନରେ ବାଜିମାତ କରିବା ପରେ ସେ…
Read More...

ତଥାପି ବିଜେଡି ବଢୁଛି…

ଭୁବନେଶ୍ବର: ବର୍ଷେ କି ଦୁଇବର୍ଷ ନୁହେଁ, ପୂରା ୨୧ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିସାରିଲେଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ରାଜନୀତି କ୍ୟାରିଅରକୁ ୨୫ବର୍ଷ ଛୁଇଁବ। ଗୋଟିଏ ପରେ ଗୋଟିଏ ବଡ ପ୍ରସଙ୍ଗ ଆଣି ବିରୋଧୀ ଇତିମଧ୍ୟରେ ରାଜ୍ୟ ସରକାରଙ୍କୁ ଅନେକ ପ୍ରସଙ୍ଗରେ ଘେରିଲେଣି।…
Read More...

ନବୀନଙ୍କ ଭାବମୂର୍ତ୍ତି ଏମାନେ ପୋଡ଼ି ଖାଇଦେବେ!

ଭୁବନେଶ୍ବର: ରାଜ୍ୟରେ କଂଗ୍ରେସ ନିଷ୍ପ୍ରଭ ହେବାରେ ଲାଗିଛି। ଦଳର ଭୋଟ ପ୍ରତିଶତ ଦ୍ରୁତ କମୁଥିବା କାରଣରୁ ଯେଉଁ ଗୋଟିଏ ସିଦ୍ଧାନ୍ତରେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ପହଞ୍ଚିଲେଣି; ତାହା ହେଲା ବିଶେଷ କୌଣସି ପରିସ୍ଥିତି ସୃଷ୍ଟି ନ ହେଲେ ଆସନ୍ତା ଦିନମାନଙ୍କରେ ଯେଉଁ ନିର୍ବାଚନ ହେବ,…
Read More...

ବଦଳିଲା ରଣନୀତି: ଉତ୍ତରପ୍ରଦେଶ ପ୍ରୟୋଗଶାଳା

ମହିଳା ଭୋଟବ୍ୟାଙ୍କ ଉପରେ ଏବେ କଂଗ୍ରେସ ଦଳର ଆଖି ବିଧାନସଭାରେ ୪୦ ପ୍ରତିଶତ ଆସନରେ ମହିଳା ପ୍ରାର୍ଥୀ ହେବେଉତ୍ତରପ୍ରଦେଶରେ ପ୍ରିୟଙ୍କା ଚଳାଇଲେ ଗୋଟି, ଆଗକୁ ଅନ୍ୟ ରାଜ୍ୟରେ ଲକ୍ଷ୍ନୌ: ସଂସଦରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ ପ୍ରସ୍ତାବରେ ମୋହର ମାରିବାରେ ବିଫଳ ହୋଇଥିବା କଂଗ୍ରେସ…
Read More...

ବିଜେପି ପାଇଁ ଅମରିନ୍ଦର ସଂଜୀବନୀ; କେମିତି ଜାଣନ୍ତୁ

ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ଗୋଟିଏ ନୂଆ ରାଜନୈତିକ ଦଳ ଗଠନ କରିବେ। ଖୁବ୍ ଶୀଘ୍ର ଏହି ଦଳ ଜନ୍ମ ନେବ। ଏକଥା କୌଣସି କଳ୍ପନା ପ୍ରସୂତ ନୁହେଁ। ବରଂ ଅମରିନ୍ଦରଙ୍କ ଗଣମାଧ୍ୟମ ପରାମର୍ଶଦାତା ରେଭେନ୍ ଥୁକ୍ରାଲ ଏଭଳି ଏକ ସଙ୍କେତ ଦେଇଛନ୍ତି। ଅସଲ କଥା…
Read More...

ଜିଅନ୍ତା ପୋତା ହେବାର ଡର, ଏଣୁ କବରରେ ବି…

ଆପଣ କେବେ କବରରେ ଝରକା ଥିବା ଦେଖିଛନ୍ତି କି? କିନ୍ତୁ ଇଂଲଣ୍ଡରେ ଦେଖିବାକୁ ମିଳିଛି ଏଭଳି ଏକ ଘଟଣା। ଆପଣ ଭାବୁଥିବେ କିଏ ଏଭଳି କାହିଁକି ବା କରିବ। ହେଲେ ଯେତେବେଳେ ଅଷ୍ଟଦଶ ଶତାଦ୍ଦୀର ଶେଷ ଭାଗରେ ଡାକ୍ତର ଟିମୋଥି କ୍ଲାର୍କ ସ୍ମିଥଙ୍କ ମୃତ୍ୟୁ ହୋଇଥିଲା,ତାଙ୍କର କବରରରେ ଏକ ଝରକା…
Read More...

ସେପ୍ଟେମ୍ବରରେ ନେତା ବାଛିବ କଂଗ୍ରେସ

କଂଗ୍ରେସ କାର୍ଯ୍ୟକାରୀ କମିଟିରେ ନିର୍ବାଚନ ପ୍ରକ୍ରିୟାରେ ସଭାପତି ଚୟନ ନେଇ ନିଷ୍ପତ୍ତିଜି-୨୩ ନେତାଙ୍କ ନାମ ନନେଇ ଗର୍ଜିଲେ ସୋନିଆ, କହିଲେ ମୁଁ ପୂର୍ଣ୍ଣକାଳୀନ ସଭାପତି ଅଛିପୁଣି ଥରେ ରାହୁଲଙ୍କ କାନ୍ଧରେ ଦଳର ନେତୃତ୍ବ ଭାର ଦେବା ଲାଗି ବରିଷ୍ଠଙ୍କ ଅଭିଯାନ ଆରମ୍ଭବ୍ଲକରୁ ପିସିସି ସବୁ…
Read More...

ଶାହାଙ୍କ ସର୍ଜିକାଲ ଷ୍ଟ୍ରାଇକ ବୟାନରେ ଚିହିଁକି ଉଠିଲା ପାକିସ୍ତାନ..

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସର୍ଜିକାଲ ଷ୍ଟ୍ରାଇକକୁ ନେଇ ଦେଇଥିବା ବୟାନ ଉପରେ ଚିହିଁକି ଉଠିଲା ପାକିସ୍ତାନ। ଗୋଆରେ ଜାତୀୟ ଫରେନସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ ଅବସରରେ ଅମିତ ଶାହା କହିଥିଲେ ଯେ, ଭାରତୀୟ ସୀମାରେ ବିଶୃଙ୍ଖଳା କଲେ ଆଉ ବରଦାସ୍ତ…
Read More...

ସିଦ୍ଧୁ ଫେରାଇନେଲେ ଇସ୍ତଫା ପତ୍ର

ଚଣ୍ଡୀଗଡ: ପଞ୍ଜାବ କଂଗ୍ରେସରେ ଦୀର୍ଘ ସମୟ ଧରି ଚାଲିଆସୁଥିବା ବିବାଦର ସମାଧାନ ହୋଇଛି। ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ନବଜ୍ୟୋତ ସିଂ ସିଦ୍ଧୁ ନିଜ ଇସ୍ତଫା ପତ୍ର ଫେରାଇ ନେଇଛନ୍ତି। ଶୁକ୍ରବାର ସିଦ୍ଧୁ ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ନିଜ ମନ…
Read More...

ଥମୁନି ତୈଳଦର..ପୁଣି ବଢିଲା

ଭୁବନେଶ୍ବର: ପୁଣି ତେଲରେ ନିଆଁ। ଆଜି ପୁଣି ବଢିଛି ପେଟ୍ରୋଲ ଓ ଡିଜେଲ ଦର। ଉଭୟ ତୈଳ ଦରରେ ୩୫ ପଇସା ଲେଖାଁଏ ବୃଦ୍ଧି କରିଛନ୍ତି ତୈଳ କମ୍ପାନି। କେବଳ ଅକ୍ଟୋବର ମାସରେ ହିଁ ପେଟ୍ରୋଲ ୩ ଟଙ୍କା ୫୦ ପଇସା ମହଙ୍ଗା ହେଲାଣି। ଡିଜେଲ ମଧ୍ୟ ୪ ଟଙ୍କା ବୃଦ୍ଧି ପାଇଛି। ଗତ ମଙ୍ଗଳବାର ଓ ବୁଧବାର ଦୁଇ…
Read More...