ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ
Browsing Category

ରାଜନୀତି

ଦିଲ୍ଲୀରେ ଆରମ୍ଭ ହେଲା ବିଜେପିର ରଣନୀତି କସରତ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଆଜି ଦିଲ୍ଲୀରେ ବସୁଛି ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ। ଆଜି ଏନଡିଏମସି ସମ୍ମିଳନୀ କକ୍ଷରେ ବସିବାକୁ ଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ୧୨୪ ଜଣ ସଦସ୍ୟ ଉପସ୍ଥିତ
Read More...

ଆଉଟସୋର୍ସିଂ କର୍ମଚାରୀଙ୍କ ପାରିଶ୍ରମିକ ୨୫% ବଢିଲା

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଆଉଟସୋର୍ସିଂ ସଂସ୍ଥା ଜରିଆରେ ତଥା ଚୁକ୍ତିଭିତ୍ତିରେ ନିୟୋଜିତ ହୋଇଥିବା ବ୍ୟକ୍ତି ମାନଙ୍କର ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି ବିଷୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହାଦ୍ବାରା ଓଡିଶା ସରକାରଙ୍କ ବିଭିନ୍ନ ବିଭାଗରେ
Read More...

ସମବାୟ ନିର୍ବାଚନ ପାଇଁ ବାଟ ଖୋଲିଲା

ଭୁବନେଶ୍ବର: ପଞ୍ଚାୟତ ଓ ପୌର ନିର୍ବାଚନ ପରେ ଏବେ ସମବାୟ ନିର୍ବାଚନ ପାଇଁ ରାସ୍ତା ଖୋଲିଛି। ଆଜି ହାଇକୋର୍ଟ ସମବାୟ ସମିତି ନିର୍ବାଚନ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି ଏ ପ୍ରସଙ୍ଗରେ ତୁରନ୍ତ ପଦକ୍ଷେପ ନେବାକୁ ଜଷ୍ଟିସ ବିଶ୍ବଜିତ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦେଶ
Read More...

ବିଜେପିକୁ ଟିକେ ଅଧିକ ଝଟକା, କଂଗ୍ରେସ ଖୁସି

ପଶ୍ଚିମବଙ୍ଗରେ ଅମାନତ ହରାଇଲେ ତିନି ବିଜେପି ପ୍ରାର୍ଥୀହିମାଚଳ ପ୍ରଦେଶରେ କଂଗ୍ରେସର ପ୍ରଦର୍ଶନ ଉଲ୍ଲେଖନୀୟ୨୯ ବିଧାନସଭା ଓ ୩ ଲୋକସଭା ଆସନ ପାଇଁ ହେଉଥିଲା ଉପନିର୍ବାଚନ ନୂଆଦିଲ୍ଲୀ: ୨୯ ବିଧାନସଭା ଓ ୩ ଲୋକସଭା ଆସନ ଫଳାଫଳ ଭାରତ ରାଜନୀତିକୁ ଦୋହଲାଇ ଦେବାଭଳି ହୋଇଛି। ଉତ୍ତର
Read More...

ଟିଏମସିରେ ସାମିଲ ହେଲେ ଲିଆଣ୍ଡର ପେସ୍

ଭାରତର ଟେନିସ ଖେଳାଳି ଲିଆଣ୍ଡର ପେସ୍ ନିଜର ରାଜନୈିତିକ ଇନିଂସ ଆରମ୍ଭ କରିଛନ୍ତି । ଟିଏମସିରେ ସାମିଲ ହୋଇଛନ୍ତି ଲିଆଣ୍ଡର ପେସ୍ । ଆଜି ଲିଆଣ୍ଡର ପେସ୍ ବିଧିବଦ୍ଧ ଭାବେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ଅବସରରେ କହିଛନ୍ତି , ସେ ମୋର
Read More...

ଜେଲରୁ ଫେରିବ ପୁଅ

ଜେଲରୁ ଫେରିବ ପୁଅ । ବଲିଉଡ ଷ୍ଟାର ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନଙ୍କୁ ୨୫ ଦିନ ପରେ ଜାମିନ ମିଳିବା ପରେ ସେ ଏବେ ମନ୍ନତ ଫେରିବେ । ଆଜି କିମ୍ବା ଆସନ୍ତାକାଲି ସେ ଜେଲରୁ ମୁକୁଳିପାରନ୍ତି । ତେବେ ଆର୍ୟନ ଖାନଙ୍କ ଜାମିନ ମିଳିବା ଶୁଣିବା ପରେ ଖୁସିର କାନ୍ଦି ପକାଇଥିଲେ ଶାହାରୁଖ ଖାନ୍
Read More...

କ୍ୟାପଟେନ ଗଢିବେ ନୂଆ ଦଳ

ପଞ୍ଜାବ ପୂର୍ବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଆଜି ସାମ୍ବାଦିକ ସମ୍ମିଳନୀ କରି ବଡ଼ ଘୋଷଣା କରିଛନ୍ତି । ଅମରିନ୍ଦର କହିଛନ୍ତି ଯେ, ସେ ଏକ ନୂଆ ରାଜନୈତିକ ଦଳ ଗଠନ କରିବାକୁ ଯାଉଛନ୍ତି । ଯାହାର ନାମ ଖୁବ ଶୀଘ୍ର ଘୋଷଣା କରିବେ । ଦଳର ଚିହ୍ନ ମଧ୍ୟ ଖୁବ ଶୀଘ୍ର ସ୍ଥିର ହେବ । ନୂଆ
Read More...

ଉପନିର୍ବାଚନ ପରେ ବିହାରରେ ବଦଳିବ କି ସରକାର!

ବିହାରରେ ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଲାଲୁ ପ୍ରସାଦ ଯାଦବ ପାଟନାକୁ ଫେରିବା ପରେ ଉପନିର୍ବାଚନ ପାଇଁ ପ୍ରଚାର କରିବାକୁ ପ୍ରସ୍ତୁତି ହେଉଛନ୍ତି । ଦୀର୍ଘ ଦିନ ପରେ ଲାଲୁ ଯାଦବ ପ୍ରଚାର ମୈଦାନକୁ ଓହ୍ଲାଇବେ । ତେବେ ତେଜସ୍ୱୀ ଯାଦବ କହିଛନ୍ତି ଯେ, ଏହି ଆସନରେ ବାଜିମାତ କରିବା ପରେ ସେ
Read More...

ତଥାପି ବିଜେଡି ବଢୁଛି…

ଭୁବନେଶ୍ବର: ବର୍ଷେ କି ଦୁଇବର୍ଷ ନୁହେଁ, ପୂରା ୨୧ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିସାରିଲେଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କ ରାଜନୀତି କ୍ୟାରିଅରକୁ ୨୫ବର୍ଷ ଛୁଇଁବ। ଗୋଟିଏ ପରେ ଗୋଟିଏ ବଡ ପ୍ରସଙ୍ଗ ଆଣି ବିରୋଧୀ ଇତିମଧ୍ୟରେ ରାଜ୍ୟ ସରକାରଙ୍କୁ ଅନେକ ପ୍ରସଙ୍ଗରେ ଘେରିଲେଣି।
Read More...

ନବୀନଙ୍କ ଭାବମୂର୍ତ୍ତି ଏମାନେ ପୋଡ଼ି ଖାଇଦେବେ!

ଭୁବନେଶ୍ବର: ରାଜ୍ୟରେ କଂଗ୍ରେସ ନିଷ୍ପ୍ରଭ ହେବାରେ ଲାଗିଛି। ଦଳର ଭୋଟ ପ୍ରତିଶତ ଦ୍ରୁତ କମୁଥିବା କାରଣରୁ ଯେଉଁ ଗୋଟିଏ ସିଦ୍ଧାନ୍ତରେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ପହଞ୍ଚିଲେଣି; ତାହା ହେଲା ବିଶେଷ କୌଣସି ପରିସ୍ଥିତି ସୃଷ୍ଟି ନ ହେଲେ ଆସନ୍ତା ଦିନମାନଙ୍କରେ ଯେଉଁ ନିର୍ବାଚନ ହେବ,
Read More...