ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category

ରାଜନୀତି

ବିଜେପିର ଅଡ଼ୁଆ ବଢ଼ାଇ ଦେଲେ ଅପରାଜିତା

ଯଦି ସାଂସଦ ଅପରାଜିତା ରିପୋର୍ଟ କାର୍ଡ ଦେଲେ, ଅନ୍ୟ ସାଂସଦ ଚୁପ୍ କାହିଁକି?ରାଜ୍ୟସଭାକୁ ମିଶାଇ ଅନ୍ୟ ସାତ ସାଂସଦ ଲୋକଙ୍କ ପାଇଁ କିଛି କରିନାହାନ୍ତି କି?କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବି କହିନାହାନ୍ତିକେନ୍ଦ୍ରରୁ ଓଡ଼ିଶା ପାଇଁ କଣ ଆଣିଛନ୍ତି? ଭୁବନେଶ୍ବର: ସାଂସଦ, ମନ୍ତ୍ରୀ
Read More...

ଟିକା ପ୍ରସଙ୍ଗ: ବିଜେଡି ବିରୋଧରେ ପୁଣି ଗର୍ଜିଲା ବିଜେପି

ଭୁବନେଶ୍ବର: ଟିକା କେନ୍ଦ୍ରରେ କାହାର ଫଟୋ ଲାଗିବ, ସେ ନେଇ ବିଜେଡି-ବିଜେପି ମୁହାଁମୁହିଁ ହୋଇଥିଲେ। ଏହି ବିବାଦର କିନ୍ତୁ ପରିସମାପ୍ତି ଘଟୁନାହିଁ। ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଟ୍ବିଟ୍‌ ନେଇ ଏବେ ନୂଆ ଲଢେଇ ଆରମ୍ଭ ହୋଇଛି। ନବ ନିଯୁକ୍ତ ବିଜେପି ରାଷ୍ଟ୍ରୀୟ ମହିଳା
Read More...

ଜମ୍ମୁ ଓ କଶ୍ମୀର ବୈଠକ ପଛରେ ବଡ଼ ରହସ୍ୟ!

ପ୍ରଧାନମନ୍ତ୍ରୀଙ୍କ ସହିତ ତିନି ଘଣ୍ଟା ଧରି ଆଲୋଚନା କଲେ ୧୪ ବରିଷ୍ଠ ନେତା୨୦୧୯ ପରେ ଏହି ବୈଠକ ବଡ ମହତ୍ତ୍ବ ରଖୁଛି, ଜାତୀୟ ରାଜନୀତିରେ ହଲଚଲ ନୂଆଦିଲ୍ଲୀ: ୨୦୧୯ରେ ଜମ୍ମୁ ଓ କଶ୍ମୀରକୁ ସ୍ବ‌ତନ୍ତ୍ର ମାନ୍ୟତା ପ୍ରଦାନ ପରେ ଆଜି ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
Read More...

ପଞ୍ଜାବ ରାଜନୀତିରେ ବଡ଼ ଧରଣର ହଟଚମଟ

ମୁଖ୍ୟମନ୍ତ୍ରୀ-ନବଜ୍ୟୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ବିବାଦ ସମାଧାନ ଲାଗି ରାହୁଲଙ୍କ ଘନ ଘନ ବୈଠକଦୋଷ ସୁଧାରିଲେ କେଜ୍ରିଓ୍ବାଲ, ଏଥର ଆଗୁଆ ଘୋଷଣା କଲେ ଯେ ଶିଖ୍ ସଂପ୍ରଦାୟର ନେତା ହେବେ ମୁଖ୍ୟମନ୍ତ୍ରୀସିଦ୍ଧୁଙ୍କ ଉପରେ ଆପ୍‌ର ଆଖି; ଚାଷୀ ପ୍ରସଙ୍ଗରେ ଅସନ୍ତୁଷ୍ଟ ବିଜେପି ନେତା ବି
Read More...

ନେତା ମାଳ ମାଳ, ହେଲେ ବିବାଦ ପ୍ରବଳ

ଭୁବନେଶ୍ବର: ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ସତୁରୀ ଦଶକରୁ ରାଜ୍ୟ ରାଜନୀତିରେ ଅଛନ୍ତି। ଏକାଧିକ ଧର ମନ୍ତ୍ରୀ ହୋଇଛନ୍ତି ଓ ପିପିସି ସଭାପତି ବି। ଆର୍ଥିକ ଦୃଷ୍ଟିରୁ ସେ ଆଦୌ ଦୁର୍ବଳ ନାହାନ୍ତି। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କର ରାଜନୈତିକ ଜୀବନ ବେଶ୍ ଲମ୍ବା।
Read More...

ଟିକା ରାଜନୀତି: ସେବେ ବିରୋଧୀ କହିଥିଲେ, ଏବେ ନଡ୍ଡା ଗର୍ଜିଲେ

ନୂଆଦିଲ୍ଲୀ: କୋଭିଡ୍ ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଜୀ ଆଜିଠାରୁ ସମସ୍ତଙ୍କ ପାଇଁ ମାଗଣା ଟିକାକରଣ ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଅନ୍ୟପଟରେ ବିଜେପି ରାଷ୍ଟ୍ରୀୟ ସଭାପତି ଏହି ପ୍ରସଙ୍ଗକୁ ନେଇ ବିରୋଧୀଙ୍କୁ କଠୋର ଭାଷାରେ ସମାଲୋଚନା କରିଛନ୍ତି। ଦିଲ୍ଲୀର ରାମ
Read More...

ଚିଲ୍ଲେଇଲା ବିଜେପି: ଟିକା ମୋଦୀ ଦେଇଛନ୍ତି, ନବୀନଙ୍କ ଫଟୋ କାହିଁକି ଲାଗିବ?

ବାଲେଶ୍ବର, ଜୟପୁର ଓ ରାୟଗଡା ଟିକାକରଣ କେନ୍ଦ୍ରରେ ପ୍ରତିବାଦ କଲା ବିଜେପିନବୀନ ପ୍ରଚାର, ପ୍ରସାରରେ ବିଶ୍ବାସ କରନ୍ତିନି, ଏହା ବିଜେପିର କାମ:ବିଜେଡି ଭୁବନେଶ୍ବର: ଟିକାଦାନ କେନ୍ଦ୍ରରେ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋକୁ ନେଇ ବିବାଦ ସୃଷ୍ଟି ହୋଇଛି। ଭଦ୍ରକ, ବାଲେଶ୍ବର
Read More...

ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟା ଆରମ୍ଭ କଲେ ନବୀନ

୮ ମନ୍ତ୍ରୀଙ୍କ ଉପରେ ସବୁଠାରୁ ଅଧିକ ବିପଦ, ୬ ମନ୍ତ୍ରୀଙ୍କର ବିଭାଗ ବଦଳିବା ନିଶ୍ଚିତବଦଳିପାରନ୍ତି ବାଚସ୍ପଚି, ଉପବାଚସ୍ପତି ଏବଂ ସରକାରୀ ଦଳର ମୁଖ୍ୟ ସଚେତକକିଛି ଟାଣୁଆ ମନ୍ତ୍ରୀ ସଂଗଠନ ଦାୟିତ୍ବ ନେବେ, ଅଧିକ ମହିଳାଙ୍କୁ ଗୁରୁତ୍ବ ମିଳିବବେଶୀ ଯୁବ ନେତାଙ୍କୁ ମିଳିବ ଗୁରୁତ୍ବ, ୨୦୨୪
Read More...

କର୍ଣ୍ଣାଟକ ବିଜେପିରେ ୟେଦୁରପ୍ପା ଝଡ଼ ଭୀଷଣ ରୂପ ନେଲାଣି

ବିଜେପି ଅନ୍ତଃକନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣିତିନିଭାଗରେ ବିଭକ୍ତ ହେଲାଣି ରାଜ୍ୟ ବିଜେପି ସଂଗଠନୟେଦୁରପ୍ପାଙ୍କ ଚୌକି ଦୋହଲୁଛି, କ୍ୟାମ୍ପ କରିଛନ୍ତି ଅରୁଣରାଷ୍ଟ୍ରପତି ଶାସନ ଦାବିରେ ରାଜ୍ୟପାଳଙ୍କୁ ଭେଟିଲେ ବିରୋଧୀ ନୂଆଦିଲ୍ଲୀ: କର୍ଣ୍ଣାଟକରେ ମୌସୁମୀ ଜନିତ ପାଣିପାଗକୁ
Read More...

ନିଷ୍ପତ୍ତି ନେବେ ମୋଦୀ, ଚାପରେ ରହିବେ ଧର୍ମେନ୍ଦ୍ର

କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା ନେଇ ଓଡ଼ିଶା ରାଜନୀତିରେ କମ୍ପନପ୍ରତାପଙ୍କ ପ୍ରତି ବିପଦ, ଚର୍ଚ୍ଚାରେ ଜୁଏଲ, ସଙ୍ଗୀତା, ବୈଜୟନ୍ତ ପଣ୍ଡାଙ୍କ ନାଁଅପରାଜିତା, ଅଶ୍ବିନୀ ,ସୁରେଶ ପୂଜାରୀଙ୍କୁ ନେଇ ବି କଳ୍ପନାଜଳ୍ପନା ଜାରି ଭୁବନେଶ୍ବର: ଖୁବ୍ ଶୀଘ୍ର କେନ୍ଦ୍ର ମନ୍ତ୍ରିମଣ୍ଡଳରେ
Read More...