ପ୍ରମୁଖ ଖବର

ମଣ୍ଡିରୁ ଧାନ ଉଠାଇବାରେ ଅବହେଳା: ୧୧ ମିଲରଙ୍କୁ ନୋଟିସ ଜାରି
ରଞ୍ଜନା ଚୋପ୍ରା ଓ ହେମନ୍ତ ଶର୍ମାଙ୍କ ପଦୋନ୍ନତି କଲେ ରାଜ୍ୟ ସରକାର
କମେଡି କିଙ୍ଗ୍ କପିଲ୍ ଶର୍ମା, କମେଡିଆନ ରାଜପାଲ ଯାଦବ, ରେମୋ ଡିସୁଜା, କମେଡିଆନ ସୁଗନ୍ଧା ମିଶ୍ରଙ୍କୁ ମିଳିଛି ହତ୍ୟା ଧମକ
ଟ୍ରେନ ଦୁର୍ଘଟଣା ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ଦେବେନ୍ଦ୍ର ଫଡ୍‌ନାବୀସ
ରାଜଧାନୀରୁ ୪୨ କିଲୋ ଗଞ୍ଜେଇ ଜବତ, ୫ ଗିରଫ
Browsing Category

ଧର୍ମ

ମହାପ୍ରଭୁଙ୍କୁ ଦର୍ଶନ କଲେ ପ୍ରଧାନ ବିଚାରପତି; କଣ କହିଲେ?

ପୁରୀ: କଡା ସୁରକ୍ଷା ମଧ୍ୟରେ ରତ୍ନସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ନୂଥାଲପତି ଭେଙ୍କଟ ରମଣ। ନିଜ ପରିବାର ସହିତ ସକାଳ ୭ଟା ୫୦ମିନିଟରେ ପ୍ରଧାନ ବିଚାରପତି ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ସେବାୟତଙ୍କ ଗହଣରେ ପାରମ୍ପରିକ ପୋଷାକ ପରିଧାନ
Read More...

ଶ୍ରୀମନ୍ଦିରରେ ଯୋଗାଣିଆ ସେବକଙ୍କ କାମ କଣ?

ଭୁବନେଶ୍ବର: ମଣିଷ ଦୈନନ୍ଦିନ ଜୀବନରେ ଯେଉଁସବୁ କଥା, ଶଦ୍ଦ ଓ ବ୍ୟବସ୍ଥା ସହିତ ଯୋଡି ହୋଇଥାଏ, ମହାପ୍ରଭୁଙ୍କ ଶ୍ରୀମନ୍ଦିରର ସବୁକିଛି ତା ଠାରୁ ବେଶୀ ଭିନ୍ନ ନୁହେଁ। ଏଇ ଯେମିତି ଆମ ଘରେ ମାଆ ବା ଅନ୍ୟମାନେ ରୋଷେଇ କରିବା ବେଳେ କେହି ଜଣେ ସହଯୋଗର ହାତ ବଢାଇ ଦେଇଥାଏ, ଘର ବାହାରେ ବି ଭଲ
Read More...

ଜାଣନ୍ତୁ, ଶ୍ରୀମନ୍ଦିରର ଆଉ ଏକ ସେବା ସଂପର୍କରେ …

ଭୁବନେଶ୍ବର: ମହାପ୍ରଭୁ ଯେଭଳି ରହସ୍ୟମୟ, ତାଙ୍କର ସେବା, ନୀତି ଆଦି ସବୁ ଯେକୌଣସି ବ୍ୟକ୍ତିଙ୍କୁ ଆମୋଦିତ କରିବ। ଏଇ ଯେମିତି ଶ୍ରୀମନ୍ଦିରରେ ଥିବା ଲୁଗାଧୁଆ ଓ ପାଣିକୁଣ୍ଡ ସେବା। ଏହା ସେବା କିଏ କରନ୍ତି, ସେବାରେ କି କି କଥା କରାଯାଇଥାଏ, ଏକଥା ବି ବେଶ୍ ରୋଚକ। ଗବେଷକଙ୍କ ତଥ୍ୟ
Read More...

ଘରୁ ହଜିଗଲାଣି, କିନ୍ତୁ କାହିଁକି ଶ୍ରୀମନ୍ଦିରରେ ରହିଛି ଢ଼ିଙ୍କି?

ଗାଁରେ ଆଉ ଢ଼ିଙ୍କି ଦେଖିବାକୁ ମିଳୁନି। ଢ଼ିଙ୍କିରେ କୁଟିବା ବାଲା କମିକମି ଗଲେଣି। ପୁରୀ ମଠ ଗୁଡିକରୁ ଦିନେ ଢ଼ିଙ୍କି ପାହାର ଶୁଭୁଥିଲା। ଖମାରରୁ ଧାନ ଆସିଲେ ବଗଡା ଚାଉଳ ହେଉଥିଲା ମଠରେ। ମହାପ୍ରଭୁଙ୍କୁ ବଗଡା ଚାଉଳର ଅନ୍ନ ଭୋଗ ଲାଗି ହୁଏ। ହାତ ଗଣତି କେତୋଟି ମଠରେ ଢ଼ିଙ୍କି ଅଛି,ବ୍ୟବହାର
Read More...

ଶ୍ରୀମନ୍ଦିରରେ ରାତିରେ କିଏ ପହରା ଦିଅନ୍ତି, ଜାଣନ୍ତୁ

ଭୁବନେଶ୍ୱର: ମହାପ୍ରଭୁଙ୍କ ଶ୍ରୀମନ୍ଦିର ରାତିରେ ପହୁଡ ପଡିବା ପରେ କିଏ ଜଗନ୍ତି? ଏଭଳି ଏକ ପ୍ରଶ୍ନ ନିଶ୍ଚିତ ଭାବେ ସମସ୍ତଙ୍କୁ ଆନ୍ଦୋଳିତ କରୁଥିବ। ରାଜ୍ୟ ସରକାର ଏଥିଲାଗି ପୁଲିସ ବ୍ୟବସ୍ଥା କରିଛନ୍ତି। କିନ୍ତୁ ଅସଲ କଥା ହେଲା, ଏ ଦାୟିତ୍ବ ମହାପ୍ରଭୁ ଆଉ କାହା ହାତରେ ସମର୍ପିଛନ୍ତି।
Read More...

ସରକାର କହିଲେ କେମିତି ପାଳିବେ ଗଣେଷ ପୂଜା?

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ କମୁଥିବା ବେଳେ କଟକଣାକୁ ମଧ୍ୟ ସଂପୂର୍ଣ୍ଣ କୋହାଳ କରାଯାଇଛି। ହେଲେ ପାର୍ବଣରେ ଅଧିକ ଭିଡ଼କୁ ଦୃଷ୍ଟିରେ ରଖି ଗଣେଶ ପୂଜା ପାଇଁ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛି ବିଏମସି। କୋଭିଡ ଗାଇଡଲାଇନରେ ଗଣେଶ ପୂଜା କରିବାକୁ ପରାମର୍ଶ ଦିଆଯାଇଛି। କଟକଣାରେ
Read More...

ଖୋଲିଲା ଶ୍ରୀମନ୍ଦିର, ଦର୍ଶନ ଦେଉଛନ୍ତି ମହାପ୍ରଭୁ

ପୁରୀ: ଖୋଲିଲା ଶ୍ରୀମନ୍ଦିର। ସାଆନ୍ତେଙ୍କୁ ଦର୍ଶନ କଲେ ସେବାୟତ ପରିବାର ଶେଷରେ ଅପେକ୍ଷାରେ ଅନ୍ତ ହୋଇଛି। ୪ ମାସ ପରେ ଆଜିଠୁ ଖୋଲିଛି ଜଗା ଦୁଆର। କାଳିଆ ସାଆନ୍ତେଙ୍କ ଦର୍ଶନ ମିଳିଛି। କୋଭିଡ ପ୍ରଥମ ଲହରରେ କଟକଣାରେ ଦର୍ଶନ ପାଇଁ ଯେଉଁ ସବୁ ବ୍ୟବସ୍ଥା କରାଯାଇଥିଲା ତାର ପୁନରାବୃତ୍ତି
Read More...

ଖୋଲିଲା ମା’ ତାରିଣୀ ମନ୍ଦିର

ଖୋଲିଛି କେନ୍ଦୁଝରର ମା’ ତାରିଣୀ ମନ୍ଦିର । ଆଜିଠୁ ମା’ଙ୍କୁ ଦର୍ଶନ କରିପାରିବେ ଭକ୍ତ । କଟକଣା ଅନୁଯାୟୀ ଭକ୍ତ ମାନେ ବ୍ୟାରିକେଡ ମଧ୍ୟରେ ମା’ଙ୍କୁ ଦର୍ଶନ କରିପାରିବେ । ଭୋଗ ଓ ଦୀପ ମନ୍ଦିର ଭିତରକୁ ନେଇପାରିବେନି । ସେହିପରି ମନ୍ଦିର ଭିତରକୁ ଏକାଥରକେ ୫ ଜଣରୁ ଅଧିକ ଭକ୍ତ ପ୍ରବେଶ
Read More...

ପୂଜାକୁ ହଁ..ଶ୍ରଦ୍ଧାଳୁଙ୍କୁ ନା

ମୂର୍ତ୍ତିମହାମାରୀ କରୋନା ପାଇଁ ଚଳିତ ବର୍ଷ ବିନା ଭକ୍ତରେ ହେବ ପାର୍ବଣ । ପୂଜାକୁ ଅନୁମତି ମିଳିଛି, କିନ୍ତୁ ଶ୍ରଦ୍ଧାଳି ଆସିପାରିବେନି । ପାର୍ବଣ ପାଇଁ ଆଜି ଏସଆରସିଙ୍କ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ ଜାର କରାଯାଇଛି । ଗଣେଶ ପୂଜା, ଦୁର୍ଗା ପୂଜା, କାଳୀ ପୂଜା , ଲକ୍ଷ୍ମୀ ପୂଜା ପାଇଁ
Read More...