Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଏସ୍ଆଇ ପରୀକ୍ଷା ଘୋଟାଲା: ୧୧୯ ଜଣଙ୍କ ଜାମିନ୍ ଆବେଦନ ଖାରଜ
ଆଇପିଏସ୍ ଅଧିକାରୀ ଆତ୍ମହତ୍ୟା ମାମଲା, ଘରୁ ମିଳିଲା ୮ ପୃଷ୍ଠାର ସୁଇସାଇଡ୍ ନୋଟ
ରସାୟନ ବିଜ୍ଞାନରେ ନୋବେଲ ପାଇଁ ୩ ବୈଜ୍ଞାନିକଙ୍କ ନାମ ଘୋଷଣା
ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ, ୩ ଶ୍ରମିକ ମୃତ
ଭିଜିଲାନ୍ସ ଜାଲରେ ଓଏଏସ୍ ଅଧିକାରୀ
Browsing Category
ବିଜ୍ଞାନ
୫ଦିନ ପାଇଁ ବର୍ଷା ଆଣି ଆସୁଛି ଲଘୁଚାପ
୪୮ ଘଣ୍ଟାରେ ବଙ୍ଗୋପସାଗରରେ ଅବପାତ, ଉପକୂଳରେ ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ବର: କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି କ୍ଷେତ୍ର ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଆନ୍ଧ୍ରପ୍ରଦେଶ!-->!-->!-->…
Read More...
Read More...
ଏବେ ବାତ୍ୟା ଆସିବ କି?
ଭୁବନେଶ୍ବର (ସାର୍ଥକ ମିଶ୍ର) : ପ୍ରତିବର୍ଷ ଅକ୍ଟୋବର ୧ରୁ ବାତ୍ୟା ଋତୁ ଆରମ୍ଭ ହୋଇଥାଏ। ଅକ୍ଟୋବର, ନଭେମ୍ବର, ଡିସେମ୍ବର ମାସରେ ଉଭୟ ବଙ୍ଗୋପସାଗର ଓ ଆରବସାଗରରେ ବାତ୍ୟା ପାଇଁ ଅନୁକୂଳ ପରିବେଶ ରହିଥାଏ। ବଙ୍ଗୋପସାଗର ଓ ଆରବ ସାଗରରେ ୨ଟି ଋତୁରେ ବାତ୍ୟା ଆସେ। ଗୋଟିଏ ପ୍ରି ମୌସୁମୀ!-->!-->!-->…
Read More...
Read More...
ସମରେ ହେବ କୋଭିଡ୍ ଟିକା ପରୀକ୍ଷଣ
ଭୁବନେଶ୍ୱର : ଭାରତରେ ପ୍ରଥମ କୋଭିଡ଼-୧୯ ଭ୍ୟାକସିନର ମଣିଷ ଉପରେ ପ୍ରୟୋଗ ନିମନ୍ତେ ଓଡ଼ିଶାର ଏକମାତ୍ର ପରୀକ୍ଷଣ କେନ୍ଦ୍ର ଭାବେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲ୍କୁ ଇଣ୍ଡିଆନ କାଉନସିଲ ଫର ମେଡିକାଲ!-->…
Read More...
Read More...
ଆକାଶରେ ଇନ୍ଦ୍ର ଯେବେ ଦେଖାନ୍ତି କରିସ୍ମା
ସବୁଠାରୁ ଲମ୍ବା ବିଜୁଳି ୭୦୯ କିଲୋମିଟର, ୧୬.୭୩ ଝଲସିଲା ଆକାଶରେ
ଆପଣ ନିଶ୍ଚୟ ଆକାଶରୁ ବିଜୁଳି ମାରୁଥିବା ଦେଖିଥିବେ। ଏହା କିଛି ସେକେଣ୍ଡରେ ଶେଷ ହୁଏ। କିନ୍ତୁ ବର୍ତ୍ତମାନ ବିଶ୍ୱର ସର୍ବବୃହତ ବଜ୍ରପାତ ଏବଂ ଦୀର୍ଘତମ ବିଜୁଳିର ରେକର୍ଡ ରେକର୍ଡ କରାଯାଇଛି। ବୃହତ୍ତମ ଏହି ସ୍ୱର୍ଗୀୟ!-->!-->!-->…
Read More...
Read More...
ବାତ୍ୟା ବିଷୟରେ ଜାଣନ୍ତୁ ଏମିତି କିଛି ଗହନ କଥା
ଆଠଟି ଦେଶ ଆରବ ସାଗର ଏବଂ ବଙ୍ଗୋପସାଗରରେ ବାତ୍ୟାର ନାମକରଣ କରିଛନ୍ତି ୧୯୫୩ରେ ଆଟଲାଣ୍ଟିକ୍ ସାଗରର ଦେଶମାନେ ବାତ୍ୟାର ନାମକରଣ ଆରମ୍ଭ କରିଥିଲେ ୨୦୦୪ରେ ଆରବ ଓ ବଙ୍ଗୋପସାଗରରେ ନାମକରଣ, ଅନୀଲ ନାମ ଦେଇଥିଲା ବାଂଲାଦେଶ ଅମ୍ଫାନ୍ ଥିଲା ପୁରୁଣା ତାଲିକାର ଶେଷ ନାମ, ନୂଆ ତାଲିକାର ପ୍ରଥମ!-->…
Read More...
Read More...
ଓଡ଼ିଶା ଆଡ଼େ ବାତ୍ୟା ଆସିବ କି?
ଭୁବନେଶ୍ବର: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।ଏହି ଲଘୁଚାପ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଶକ୍ତିଶାଳୀ ହୋଇ ଅବପାତ ର ରୂପ ନେବ ଓ ଏହାର ପରବର୍ତ୍ତୀ ସମୟ ରେ ଅଧିକ ଘନୀଭୂତ ହେବାର ସମ୍ଭବାନା ରହିଛି। ଏହି କ୍ଷେତ୍ର ଉତ୍ତର- ଉତ୍ତର ପଶ୍ଚିମ!-->…
Read More...
Read More...
ମୌସୁମୀ: ଏଥର ସ୍ବାଭାବିକ, ସାମାନ୍ୟ ବିଳମ୍ବରେ ଓଡ଼ିଶା ଆସିବ
ନୂଆଦିଲ୍ଲୀ: କରୋନା ବିପତ୍ତିକୁ ନେଇ ଚାଷୀକୁଳ ଚିନ୍ତାରେ ପଡିଥିବା ବେଳେ ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ର ଏବେ ସେମାନଙ୍କ ପାଇଁ ଏକ ଭଲ ଖବର ଆଣିଛି। ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜନିତ ବର୍ଷା ସ୍ବାଭାବିକ (୯୬%-୧୦୪%) ରହିବ।
ତେବେ ଓଡ଼ିଶାକୁ ନିର୍ଧାରିତ ସମୟ ଠାରୁ!-->!-->!-->…
Read More...
Read More...
ପୁଣି ରାତିରେ ପରୀକ୍ଷା, ପୁଣି ସଫଳ
ଭୁବନେଶ୍ବର: ଚାନ୍ଦିପୁର ପ୍ରତିରକ୍ଷା ପରୀକ୍ଷଣ କେନ୍ଦ୍ରରୁ ପୃଥ୍ବୀ-୨ କ୍ଷେପଣାସ୍ତ୍ରର ବ୍ୟାବହାରିକ ପରୀକ୍ଷଣ ହୋଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ଉତ୍କ୍ଷେପଣ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ର ୩୫୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରିବ। ଆଜି ସଂଧ୍ୟା ପ୍ରାୟ ୭ଟା ୫୦ରେ ସମ୍ପୂର୍ଣ୍ଣ!-->…
Read More...
Read More...
କେତେବେଳେ ସିଗାରେଟ୍ ବେଶୀ ବିପଜ୍ଜନକ, ଜାଣନ୍ତୁ
ନିଶାଦ୍ରବ୍ୟ ସେବନରୁ ସିନା ସାମୟିକ ଅାନନ୍ଦ ମିଳେ ଏହା ପରୋକ୍ଷରେ ଅନେକ ରୋଗକୁ ଅାମନ୍ତ୍ରଣ କରିଥାଏ । ଏପରି ଭୟାବହତା ସଂର୍ପକରେ ସଚେତନ ଥାଇବି ଅନେକ ନିଶା ସେବନରୁ ନିଜକୁ ବିରତ ରଖିବାରେ ସକ୍ଷମ ହୋଇନଥାନ୍ତି । ଅାଜିକାଲି ସିଗାରେଟ ଟାଣିବା ଅନେକଙ୍କର ଏକ ସଉକରେ ପରିଣତ ହୋଇଯାଇଛିକହିଲେ!-->…
Read More...
Read More...
ଅଧ୍ୟାବସାୟ ଆଗରେ ହାର ମାନିଲା ଦାରିଦ୍ର୍ୟ
ଭୁବନେଶ୍ବର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ରାଇଛନ୍ଦା ଗ୍ରାମର ଅର୍ଜୁନ ଚରଣ ଓଝା ଓ ସାବିତ୍ରୀ ଓଝାଙ୍କ ପଞ୍ଚମ ପୁତ୍ର ହେମନ୍ତ ଓଝା(୨୫)। ୨୦୦୯ ମସିହାରେ ପିସି ଘଡାଇ ହାଇସ୍କୁଲରୁ ମାଟ୍ରିକ୍ ପାସ୍ କରିଥିଲେ ମଧ୍ୟ ଅର୍ଥ ଅଭାବରୁ ସେହିବର୍ଷ ଯୁକ୍ତ୨ରେ ନାମ ଲେଖାଇ ପାରି ନଥିଲେ। କାରଣ!-->…
Read More...
Read More...