Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଶୁଭେନ୍ଦୁ ଅଧିକାରୀଙ୍କ ପିଏ ହତ୍ୟାକାଣ୍ଡ: ଶାର୍ପ ସୁଟର ସହ ୩ ଗିରଫ
ମୁଖ୍ୟମନ୍ତ୍ରୀ ହେବା ପରେ ତ୍ରିଚି ଆସନ ଛାଡିଲେ ବିଜୟ
ମୁମ୍ବଇ-ପୁଣେ ଏକ୍ସପ୍ରେସୱେରେ ସୁପ୍ରିୟା ସୁଲେଙ୍କ କାର୍କୁ ଧକ୍କା, ଅଳ୍ପକେ ବର୍ତ୍ତିଲେ ସାଂସଦ
ଜୁଲାଇ ୧ରୁ ଲାଗୁ ହେବ ‘ଭିବି-ଜିରାମ-ଜି’ ଆଇନ
ମୋଦୀଙ୍କ ଦେଶବାସୀଙ୍କୁ ଆହ୍ୱାନ:‘ଗୋଟିଏ ବର୍ଷ ‘ସୁନା କିଣନ୍ତୁ ନାହିଁ,ୱାର୍କ ଫ୍ରମ୍ ହୋମ୍ କରନ୍ତୁ -ଇନ୍ଧନ ସଞ୍ଚୟ କରନ୍ତୁ’
Browsing Category
ବିଜ୍ଞାନ
ମୌସୁମୀ: ଏଥର ସ୍ବାଭାବିକ, ସାମାନ୍ୟ ବିଳମ୍ବରେ ଓଡ଼ିଶା ଆସିବ
ନୂଆଦିଲ୍ଲୀ: କରୋନା ବିପତ୍ତିକୁ ନେଇ ଚାଷୀକୁଳ ଚିନ୍ତାରେ ପଡିଥିବା ବେଳେ ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ର ଏବେ ସେମାନଙ୍କ ପାଇଁ ଏକ ଭଲ ଖବର ଆଣିଛି। ଚଳିତବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜନିତ ବର୍ଷା ସ୍ବାଭାବିକ (୯୬%-୧୦୪%) ରହିବ।
ତେବେ ଓଡ଼ିଶାକୁ ନିର୍ଧାରିତ ସମୟ ଠାରୁ!-->!-->!-->…
Read More...
Read More...
ପୁଣି ରାତିରେ ପରୀକ୍ଷା, ପୁଣି ସଫଳ
ଭୁବନେଶ୍ବର: ଚାନ୍ଦିପୁର ପ୍ରତିରକ୍ଷା ପରୀକ୍ଷଣ କେନ୍ଦ୍ରରୁ ପୃଥ୍ବୀ-୨ କ୍ଷେପଣାସ୍ତ୍ରର ବ୍ୟାବହାରିକ ପରୀକ୍ଷଣ ହୋଇଛି। ଭୂପୃଷ୍ଠରୁ ଭୂପୃଷ୍ଠକୁ ଉତ୍କ୍ଷେପଣ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ର ୩୫୦ କିମି ପର୍ଯ୍ୟନ୍ତ ଲକ୍ଷ୍ୟ ଭେଦ କରିପାରିବ। ଆଜି ସଂଧ୍ୟା ପ୍ରାୟ ୭ଟା ୫୦ରେ ସମ୍ପୂର୍ଣ୍ଣ!-->…
Read More...
Read More...
କେତେବେଳେ ସିଗାରେଟ୍ ବେଶୀ ବିପଜ୍ଜନକ, ଜାଣନ୍ତୁ
ନିଶାଦ୍ରବ୍ୟ ସେବନରୁ ସିନା ସାମୟିକ ଅାନନ୍ଦ ମିଳେ ଏହା ପରୋକ୍ଷରେ ଅନେକ ରୋଗକୁ ଅାମନ୍ତ୍ରଣ କରିଥାଏ । ଏପରି ଭୟାବହତା ସଂର୍ପକରେ ସଚେତନ ଥାଇବି ଅନେକ ନିଶା ସେବନରୁ ନିଜକୁ ବିରତ ରଖିବାରେ ସକ୍ଷମ ହୋଇନଥାନ୍ତି । ଅାଜିକାଲି ସିଗାରେଟ ଟାଣିବା ଅନେକଙ୍କର ଏକ ସଉକରେ ପରିଣତ ହୋଇଯାଇଛିକହିଲେ!-->…
Read More...
Read More...
ଅଧ୍ୟାବସାୟ ଆଗରେ ହାର ମାନିଲା ଦାରିଦ୍ର୍ୟ
ଭୁବନେଶ୍ବର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ରାଇଛନ୍ଦା ଗ୍ରାମର ଅର୍ଜୁନ ଚରଣ ଓଝା ଓ ସାବିତ୍ରୀ ଓଝାଙ୍କ ପଞ୍ଚମ ପୁତ୍ର ହେମନ୍ତ ଓଝା(୨୫)। ୨୦୦୯ ମସିହାରେ ପିସି ଘଡାଇ ହାଇସ୍କୁଲରୁ ମାଟ୍ରିକ୍ ପାସ୍ କରିଥିଲେ ମଧ୍ୟ ଅର୍ଥ ଅଭାବରୁ ସେହିବର୍ଷ ଯୁକ୍ତ୨ରେ ନାମ ଲେଖାଇ ପାରି ନଥିଲେ। କାରଣ!-->…
Read More...
Read More...
ରାତି ଅନିଦ୍ରା ଘାତକ କାହିଁକି
ନୂଆଦିଲ୍ଲୀ: ରାତି ଅନିଦ୍ରା ହୋଇ କାମ କରୁଛନ୍ତି କି । ଅତି ଗୁରୁତର ରୋଗରେ ପଡିପାରନ୍ତି । ଏପରିକି ଏହା କ୍ୟାନସର, ହୃଦଘାତକୁ ଆମନ୍ତ୍ରଣ କରିପାରେ । କେବଳ ସେତିକି ନୁହେଁ, ଏହା ଡିଏନଏ ବି ନଷ୍ଟ କରିଦେଇପାରେ । ଅନ୍ତର୍ଜାତିକସ୍ତରର ବିଶେଷଜ୍ଞମାନେ ଗଭୀର ଅନୁଶୀଳନ କରିବା ପରେ ଏମିତି କିିଛି…
Read More...
Read More...
ସ୍ମାର୍ଟ ସିଟି ଭୁବନେଶ୍ୱର ‘ୱାଇଫାଇ’
ହକି ବିଶ୍ୱକପ୍ର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ମାର୍ଟସିଟି ଭୁବନେଶ୍ୱରରେ ୱାଇଫାଇ ସେବା ‘ଭୁବନେଶ୍ୱର ମି ୱାଇଫାଇ’ର ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ, ଭୁବେନଶ୍ୱର ପାଇଁ ଆଜି ଏକ ଐତିହାସିକ ଦିନ। ଏହାଦ୍ୱାରା ଯୁବପିଢ଼ି ବିଶେଷ ଉପକୃତ ହେବେ।…
Read More...
Read More...
ଚୀନ୍ ଆକାଶରେ ଝଲସିବ କୁତ୍ରିମ ଚନ୍ଦ୍ର
ବେଜିଂ: ଆଶ୍ଚର୍ଯ୍ୟ ହେଉଛନ୍ତି କି । ୨୦୨୦ ସୁଦ୍ଧା ଚୀନ୍ ଆକାଶରେ ଝଲସିବ ଆଉ ଏକ ଚନ୍ଦ୍ର । ସ୍ଥାନୀୟ ଅଞ୍ଚଳର ଏକ ଘରୋଇ କଂପାନି ଏମିତି ଘୋଷଣା କରିଛି । ଏହାକୁ ନେଇ ସମଗ୍ର ବିଶ୍ୱରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି ।
ଖବର ଅନୁସାରେ, ଚୀନର ଚେଙ୍ଗଡୁ ସହରର ଏକ ଘରୋଇ କଂପାନି ୨୦୨୦ ସୁଦ୍ଧା…
Read More...
Read More...