ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ
Browsing Category

ସାମାଜିକ

ଜାତୀୟ ପତାକାକୁ ନେଇ ବିଶ୍ବ ରେକର୍ଡ କଲେ ଛାତ୍ରଛାତ୍ରୀ

ଚଣ୍ଡିଗଡ: ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଜି ତ୍ରିରଙ୍ଗାକୁ ନେଇ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ସ୍ବାଧୀନତାର ୭୫ବର୍ଷ ଏବଂ ଅଗଷ୍ଟ ୧୫ ପାଇଁ ଦେଶ ପ୍ରସ୍ତୁତ ହେଉଥିବା ବେଳେ ଛାତ୍ରଛାତ୍ରୀଙ୍କର ପତାକା ଉତ୍ତୋଳନର ଅଭିନବ କୌଶଳ ସମସ୍ତଙ୍କୁ ଚକିତ କରିଛି। ଚଣ୍ଡିଗଡ଼
Read More...

ଜଳବାୟୁ ସୁରକ୍ଷା ପାଇଁ ଅଣ୍ଟାଭିଡ଼ିଲେ ପିଆର୍‌ ସଂସ୍ଥା

ଭୁବନେଶ୍ୱର: ଅଗ୍ରଣୀ ଲୋକସମ୍ପର୍କ ସଂସ୍ଥା ସାଇ ପିଆର୍ ଦ୍ୱାରା ମନ୍ଦିରମାଳିନୀ ସହର ଭୁବନେଶ୍ୱରରେ ବୃକ୍ଷରୋପଣ ଅଭିଯାନ ଆରମ୍ଭ କରାଯାଇଛି । ଏହି ଅଭିଯାନର ପ୍ରଥମ ପର୍ଯ୍ୟାୟରେ ଭିଏସଏସ୍ ନଗର- ୱାର୍ଡ ନଂ ୧୧ ରେ ୬୦ଟି ଚାରା ରୋପଣ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ବିଧାୟକ
Read More...

ଅପରାଜିତାଙ୍କ ସହ ବାଲକୋନିରେ ଦେଖାଦେଲେ ବାବୁସାନ୍

ଭୁବନେଶ୍ବର: ବାବୁସାନ୍ ଆଜି ନିଜ ଘର ବାଲକୋନିକୁ ଆସି ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଦେଖା କରିଛନ୍ତି। ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି, ମୁଁ ପରିବାର ପାଖରେ ଅଛି। ସେଥିପାଇଁ ବହୁତ ଖୁସି ଅଛି। ଠିକ୍ ସମୟରେ ଠିକ୍ କଥା କହିବି। ଏଇ ଅଳ୍ପ କଥା କହି ବାବୁସାନ୍ ଘର ଭିତରକୁ
Read More...

ଏମିିତି ଜଣେ ମାଲିକ, ଯିଏ…

ଭୁବନେଶ୍ବର: ନିକଟରେ ରାଜ୍ୟରେ ଅନେକ ଘଟଣା ସାମ୍ନାକୁ ଆସିଛି, ଯେଉଁଠି ଘରେ ରଖାଯାଇଥିବା ପୋଷା କୁକୁର ମାଲିକ ପାଇଁ ଜୀବନ ଦେଇଛନ୍ତି। କେଉଁଠି ବିଷାକ୍ତ ସାପ କବଳରୁ ମାଲିକଙ୍କୁ ଉଦ୍ଧାର କରିଛନ୍ତି, ଆଉ କେଉଁଠି ପରିବାରର ଆଉ କାହାକୁ ସୁରକ୍ଷା ଦେବାକୁ ଯାଇ କୁକୁର ଜୀବନ ଦେଇଛି। ହେଲେ
Read More...

ଟୁଇଷ୍ଟ ଆଣିଲେ ଉତ୍ତମ-ଅପରାଜିତା

ଭାଇରାଲ୍‌ ହେଉଛି ବାବୁସାନ୍‌-ତୃପ୍ତି-ପ୍ରକୃତିଙ୍କ ଠେଲାପେଲାଭଲ ପାଇଁ ନୁହେଁ, ଭୁଲ ପାଇଁ ଓଲିଉଡ଼ ବାରମ୍ବାର ଚର୍ଚ୍ଚାରେଅନୁଭବ-ବର୍ଷାଙ୍କ ପାରିବାରିକ ବିବାଦ ଆଲୋଚନା ସରିନି ଭୁବନେଶ୍ବର: ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଓଡ଼ିଶାର ପ୍ରଦର୍ଶନ ନୈରାଶ୍ୟଜନକ। ନିକଟ ଅତୀତରେ କୌଣସି ଗୋଟିଏ ବି
Read More...

ରାସ୍ତାରେ କଳି କଲେ ଷ୍ଟାର ଦମ୍ପତ୍ତି

ଭୁବନେଶ୍ବର; ରାସ୍ତା ଉପରେ ବାବୁସାନଙ୍କ ସହ ଝଗଡ଼ା କଲେ ପତ୍ନୀ । ପ୍ରକୃତି ମିଶ୍ରଙ୍କ ସହ ବାବୁସାନ ଥିବା ବେଳେ ଧରିଲେ ପତ୍ନୀ । ରାସ୍ତା ଉପରେ କାରକୁ ଅଟକାଇ ଝଗଡ଼ା କରିବା ସହ ଅଭିନେତ୍ରୀଙ୍କୁ ମାଡ ମଧ୍ୟ ମାରିଲେ ବାବୁସାନଙ୍କ ପତ୍ନୀ । ଅଭିନେତ୍ରୀଙ୍କ ଯୋଗୁଁ ତାଙ୍କ ପରିବାର ଭାଙ୍ଗିଥିବା
Read More...

ନିଆଁ ଲାଗି ମା’ ସହ ଦୁଇ ଶିଶୁ ଜୀବନ୍ତ ଦଗ୍ଧ

ବାରିପଦା: ରାତିରେ ମା’ ପାଖରେ ଶୋଇଥିଲେ ୨ ନିରୀହ ଶିଶୁ। ହଠାତ୍‌ ରାତିରେ ଘରେ ନିଆଁ ଲାଗିଥିବା ବେଳେ ମା’ ସହ ଜୀବନ୍ତ ଦଗ୍ଧ ହୋଇଗଲେ ୨ କଅଁଳା ଶିଶୁ। ଏପରି ହୃଦୟ ବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଉଞ୍ଚଗାଁ ଗ୍ରାମର ଢ଼ିପାସାହିଠାରେ ଗତରାତିରେ ଘଟିଛି। ମୃତକ ୩ ଜଣ ହେଲେ
Read More...

ହଜିଗଲା ଇଣ୍ଡିଗୋ କର୍ମଚାରୀଙ୍କ ମାନବିକତା

ରାଞ୍ଚି: ଦିବ୍ୟାଙ୍ଗ ହୋଇଥିବାରୁ ଜଣେ ୧୩ ବର୍ଷୀୟ ନାବାଳକକୁ ବିମାନରେ ଯାତ୍ରା କରିବାକୁ ସୁଯୋଗ ଦେଲେନି ଇଣ୍ଡିଗୋ କର୍ମଚାରୀ। ଝାଡ଼ଖଣ୍ଡ ରାଞ୍ଚି ବିମାନ ବନ୍ଦରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଇଣ୍ଡିଗୋ ଏୟାରଲାଇନ୍ସ
Read More...

ଜୀବନ ପାଇଁ ଲଢ଼ୁଛନ୍ତି ଭାରତୀୟ ଟିମର ପୂର୍ବତନ ୱିକେଟ କିପର

ଭାରତୀୟ କ୍ରିକେଟ ଟିମର ପୂର୍ବତନ ୱିକେଟ କିପର ବିଜୟ ଯାଦବ ଏବେ ଜୀବନ ରକ୍ଷା ପାଇଁ ଲଢୁଛନ୍ତି । ବିଜୟ ଯାଦବଙ୍କ କିଡନୀ ସମ୍ପୂର୍ଣ୍ଣ ଭାବେ ଖରାପ ହୋଇ ସାରିଛି । ହେଲେ ଏହାର ଚିକିତ୍ସା ପାଇଁ ତାଙ୍କ ପାଖରେ ଟଙ୍କା ନାହିଁ । ବିଜୟ ଯାଦବ ଏବେ ମେଡିକାଲରେ କିଡନୀ ଡାଇଲୋସିସ୍ କରୁଛନ୍ତି । ବିଜୟ
Read More...

ସହୀଦ ପରିବାରଙ୍କୁ ଅନୁକମ୍ପା ମୂଳକ ସହାୟତା ରାଶି ଦଶ ଲକ୍ଷ ଟଙ୍କା କୁ ବୃଦ୍ଧି

ଭୁବନେଶ୍ୱର; ଯୁଦ୍ଧ ତଥା ଉଗ୍ରବାଦ ର ମୁକାବିଲା ସମୟରେ ବୀରଗତି ପ୍ରାପ୍ତ ହେଉଥିବା ସହୀଦ ଓଡ଼ିଆ ଯବାନ ମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ସହାୟତା ରାଶି ପରିମାଣ କୁ ପାଞ୍ଚ ଲକ୍ଷ ଟଙ୍କା ରୁ ଦଶ ଲକ୍ଷ ଟଙ୍କା କୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଶ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି।
Read More...