ପ୍ରମୁଖ ଖବର

କ୍ରସ୍‌ ଭୋଟିଂ ପରେ କଡ଼ା କାର୍ଯ୍ୟାନୁଷ୍ଠାନ: କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ
ହର୍ମୁଜ ଅତିକ୍ରମ କରି ଭାରତରେ ପହଞ୍ଚିଲା ‘ନନ୍ଦାଦେବୀ’ LPG ଜାହାଜ; ଓଡ଼ିଆ କ୍ୟାପଟେନଙ୍କ ସଫଳତା
୧୧ ଜିଲ୍ଲାରେ ୨୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
ପୁରୀ: ବୋମା ଭିଡୁଥିବା ବେଳେ ବିସ୍ଫୋରଣରେ ଛିଡିଗଲା ଯୁବକଙ୍କ ପାପୁଲି
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
ଭୁବନେଶ୍ୱର ଗସ୍ତରେ ରାଜନାଥ ସିଂହ
୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି
Browsing Category

ସାମାଜିକ

ଏକ୍ସପ୍ରେସ ୱେ’ରେ ଓହ୍ଲାଇବ ମୋଦୀଙ୍କ ବିମାନ

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଉଦଘାଟନ କରିବେ। ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏହି ରାଜପଥକୁ ସର୍ମପଣ କରିବେ ପ୍ରଧାନମନ୍ତ୍ରୀ। ୩୪୦ କିଲୋମିଟର ଲମ୍ବା ଏହି ଏକ୍ସପ୍ରେସ ୱେକୁ ବନାଇବାକୁ ଲାଗିଛି ୩୬ ମାସ। ଆଉ ଏଥିପାଇଁ ବ୍ୟୟ ହୋଇଛି ୨୨ ହଜାର ୫୦୦
Read More...

ବାୟୁପ୍ରଦୂଷଣ ପାଇଁ ହୋଇପାରେ ଲକଡାଉନ

ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀ ଏନସିଆରରେ ଏବେ ବି ପ୍ରଦୂଷଣ ଯୋଗୁଁ ସ୍ଥିତି ଖରାପ ହେବାରେ ଲାଗିଛି । ଏହାରି ଭିତରେ ସୁପ୍ରିମକୋର୍ଟରେ ଆଜି ପ୍ରଦୂଷଣ ପ୍ରସଙ୍ଗରେ ଶୁଣାଣି ହୋଇଛି । ପ୍ରଦୂଷଣର ବୃଦ୍ଧି ସ୍ତରକୁ ନେଇ ସର୍ବୋଚ୍ଚ ନ୍ୟାୟଳୟ
Read More...

ମୁଖ୍ୟମନ୍ତ୍ରୀ ଖାଇଲେ ମିଠା ଦହି..

ମିଠା ଦହି ଖାଇଲେ ମୁଖ୍ୟମନ୍ତ୍ରୀ । କଟକ ଅରିଲୋଠାରେ ଅତ୍ୟାଧୁନିକ ଓମଫେଡ ଡାଏରୀ ପ୍ଲାଣ୍ଟ ର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକାର୍ପଣ ପରେ ନବୀନ ବ୍ୟାଟେରୀ ଗାଡିରେ ପୁରା ପ୍ଲାଣ୍ଟ ବୁଲିକି ଦେଖିଥିଲେ । ଏହା ପରେ ନବୀନ ବ୍ୟାଟେରୀ ଗାଡିରେ ବସିଥିବା ସମୟରେ ପ୍ଲାଣ୍ଟ
Read More...

ଗୋଟେ ମିନିଟ୍‌ରେ କରନ୍ତୁ ଆଧାର କାର୍ଡ ସମସ୍ୟାର ସମାଧାନ…

ଯଦି ଆପଣଙ୍କର ଆଧାର କାର୍ଡରେ କୌଣସି ସମସ୍ୟା ଅଛି କିମ୍ବା ଆପଣଙ୍କୁ ଆଧାର କାର୍ଡ ଅପଡେଟ କରିବାକୁ ପଡୁଛି ତେବେ ଚିନ୍ତା କରନ୍ତୁ ନାହିଁ । ଆପଣ କେବେଳ ଗୋଟିଏ ନମ୍ବର ଡାଏଲ କରି ସମସ୍ତ ସମସ୍ୟାର ସମାଧାନ କରିପାରିବେ । ୟୁଆଇଡିଏଆଇ ତରଫରୁ ଏକ ନମ୍ବର ଜାରି କରାଯାଇଛି । ୟୁଆଇଡିଏଆଇ ଟୁଇଟ କରି
Read More...

ବିଷାକ୍ତ ହେଲା ଦିଲ୍ଲୀର ବାୟୁ

ନୂଆଦିଲ୍ଲୀ: ଦୀପାବଳି ପରେ ଦିଲ୍ଲୀରେ ସ୍ଥିତି ସଙ୍ଗୀନ ହୋଇପଡିଛି। ପ୍ରଦୂଷଣ ସ୍ତର ଅତି ଖରାପ ଶ୍ରେଣୀକୁ ଚାଲିଯାଇଛି। ଲୋକଙ୍କୁ ନିଶ୍ୱାସ ନେବା ମଧ୍ୟ କଷ୍ଟକର ହୋଇପଡିଛି। ଏହି ସମୟରେ ବଲିଉଡ଼ ଅଭିନେତା ସହିଦ କପୁରଙ୍କ ପତ୍ନୀ ମୀରା ରାଜପୁତ ନିଜର ଦୁଃଖ ପ୍ରକାଶ କରିଛନ୍ତି। ପ୍ରଦୂଷଣରେ
Read More...

ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଡୁଆ ବଢ଼ିଲା!

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ଅଡୁଆ ବଢିଛି। ମାହାଙ୍ଗା ହତ୍ୟାକାଣ୍ଡ ଘଟଣାରେ ଆଜି ପୁଲିସ ୫ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଛି। ପୁଲିସ ଚାର୍ଜସିଟରୁ ତାଙ୍କ ନାମ ବାଦ ପଡିଥିବା ନେଇ କୋର୍ଟରେ ଆପତ୍ତି ହୋଇଥିଲା। ପରେ ଜେଏମ୍ଏଫସି କୋର୍ଟ ଏ
Read More...

ଲୋକସେବା ଭବନରୁ ଗଲା ବାଣ ବିକ୍ରି ନିର୍ଦ୍ଦେଶ

ଭୁବନେଶ୍ବର: ସବୁଜ ବାଣ ବିକ୍ରି ସଂପର୍କରେ ସୁପ୍ରିମକୋର୍ଟ,ଓଡ଼ିଶା ହାଇକୋର୍ଟ ଏବଂ ଏସଆରସିଙ୍କ ନିର୍ଦ୍ଦେଶ କଡାକଡି ପାଳନ ଲାଗି ରାଜ୍ୟ ସରକାର ଆଜି ନିର୍ଦ୍ଦେଶ ଦେଇଛନ୍ତି। ଏ ସଂକ୍ରାନ୍ତରେ ଆଜି ଲୋକସେବ ଭବନରେ ଏକ ବୈଠକ ବସିଥିଲା। ଏଥିରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର
Read More...

୧୦ ଗ୍ରାମକୁ ୮୦ ହଜାର ଟପିପାରେ ସୁନା!

ଯଦି ଆପଣ ଧନତରାସ ଅବସରରେ ସୁନା କିଣିବାକୁ ଚିନ୍ତା କରୁଛନ୍ତି,ତେବେ ପୁଞ୍ଜି ବିନିଯୋଗ ଦୃଷ୍ଟିରୁ ଏହା ଆପଣଙ୍କ ପାଇଁ ବଡ଼ କ୍ରୟ ବୋଲି ପ୍ରମାଣିତ ହୋଇପାରେ । ଯଦି ଆପଣଙ୍କ ପାଖେ ସୁନା ଅଛି ତେବେ ଖୁସି ହୋଇଯାଆନ୍ତୁ,କାରଣ ସୁନା ମୂଲ୍ୟରେ ବଡ଼ ବୃଦ୍ଧି ହେବାର ପୂର୍ବାନୁମାନ କରାଯାଉଛି । ଅଶୋଧିତ
Read More...

ସରିଲା ଅପରେସନ..ଫେରିବେ ଅମ୍ରିତ

ହସ୍ପିଟାଲ ବେଡ଼ରୁ ଉଠି ସୁସ୍ଥ ହୋଇ ଫେରିବେ ଅମ୍ରିତ । ପୁଣି ପୂର୍ବ ପରି ଆରମ୍ଭ କରିବେ ଜୀବନ । ଅପରସେନ ପରେ ଅମ୍ରିତ ପ୍ରଧାନଙ୍କ ଜୀବନ ଜୀଇଁବାର ଆଶା ଉଇଁଛି । ଚେନ୍ନାଇରେ ଏକମୋ ଚିକିତ୍ସାରେ ଚିକିତ୍ସିତ ହେଉଥିବା ଅମ୍ରିତଙ୍କ କରାଯାଇଛି ଫୁସପୁସ ପ୍ରତିରୋପଣ । ଦୀର୍ଘ ୧୯ ଘଣ୍ଟା ଧରି ସଫଳ
Read More...

ବାଦଲଫଟା ବର୍ଷା ରଚିଲା ପ୍ରଳୟ

ନୂଆଦିଲ୍ଲୀ: ବାଦଲଫଟା ବର୍ଷା ଦେବଭୂମି ଉତ୍ତରାଖଣ୍ଡରେ ପ୍ରଳୟ ସୃଷ୍ଟି କରିଛି। ଦୀର୍ଘ ତିନି ଧରି ଲାଗି ରହିଥିବା ବର୍ଷା ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି କରିବା କାରଣରୁ ମଙ୍ଗଳବାର ରାତି ସୁଦ୍ଧା ୩୪ ଜଣଙ୍କର ପ୍ରାଣ ନେଲାଣି। ସରକାରୀ ଭାବେ କୁହାଯାଇଛି ପାଞ୍ଚ ଜଣ ନିଖୋଜ ଅଛନ୍ତି। ଘର,
Read More...