Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍କ୍ରିପସନ୍, ଲାଗୁ ହେବ ‘ୱାନ୍ ନେସନ, ୱାନ୍ ହେଲ୍ଥ’
Browsing Category
ସାମାଜିକ
୧୭ କର୍ମଜୀବୀ ସାମ୍ବାଦିକଙ୍କ ପାଇଁ ଦିଆଗଲା ୨.୫୫ କୋଟି
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ କୋଭିଡ୍-୧୯ ମହାମାରୀ ଯୋଗୁଁ ମୃତ୍ୟୁବରଣ କରିଥିବା ୧୭ ଜଣ କର୍ମଜୀବୀ ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ମଂଜୁର କରିଛି। ଭୁବନେଶ୍ୱରର ୪ ଜଣ, ବଲାଙ୍ଗୀର ଜିଲ୍ଲାର ୩ ଜଣ,!-->…
Read More...
Read More...
ସୁବର୍ଣ୍ଣରେଖା ପାଣି ଚାଷୀକୁ ମିଳିଲା
ମୟୂରଭଂଜର ୫ଟି ବ୍ଲକରେ ୯୪ଟି ଗାଁର ୧୫୩୫୯ ହେକ୍ଟର ଜମିକୁ ଗଲା ପାଣି ଆଗାମୀ ଦୁଇ ତିନି ବର୍ଷ ମଧ୍ୟରେ ରାଜ୍ୟରେ ୧୫ ଟି ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବମୋ ପାଇଁ ମୟୂରଭଞ୍ଜ ଜିଲ୍ଲା ସ୍ଵତନ୍ତ୍ର ଗୁରୁତ୍ଵ ବହନ କରେ: ମୁଖ୍ୟମନ୍ତ୍ରୀସବୁ ଘରକୁ ପାଇପ ପାଣି ଯୋଗାଣରେ ଦେଶରେ ମୟୂରଭଞ୍ଜ ହେବ!-->…
Read More...
Read More...
ସାଇକେଲର ଶେଷ ଯାତ୍ରା!
ଭୁବନେଶ୍ବର: କୁଆଡେ ଗଲା ମୋ ସାଇକେଲ ? ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ମୋ ସାଇକେଲ ଯୋଜନାରେ ଏକ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ରାଜରାସ୍ତାକୁ ଓହ୍ଲାଇଛି ବିଜେପି। ଶିଶୁ ଭବନ ଛକରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବିଜେପି ଗର୍ଜିଛି ଯେ ମୋ ସାଇକେଲ ନାଁରେ ଏକ!-->…
Read More...
Read More...
୬ହଜାର ଶିଶୁଙ୍କ ମୁଣ୍ଡରେ ଚଡ଼କ
ସରକାରଙ୍କ 'ଆଶୀର୍ବାଦ' ଯୋଜନା କାର୍ଯ୍ୟାନ୍ବୟନ ଉପରେ ନିର୍ଭର କରୁଛି ଭବିଷ୍ୟତବ୍ୟସ୍ତ ପ୍ରଶାସନ ଏଭଳି ନିରାଶ୍ରୟ ଶିଶୁଙ୍କ ପାଇଁ କେତେ ସମୟ ଦେଇପାରିବ?ତଥାପି କେହି ଚେତୁନାହାନ୍ତି, ଖୋଲାଖୋଲି କୋଭିଡ୍ ନିୟମ ଉଲ୍ଲଂଘନ ଚାଲିଛି
ଭୁବନେଶ୍ବର: କରୋନା ପ୍ରଥମ ଓ ଦ୍ବିତୀୟ ଲହରରେ!-->!-->!-->…
Read More...
Read More...
କଟକଣା ଭିତରେ ବସ ଚାଲିଲା
ଭୁବନେଶ୍ବର: ଆଜିଠୁ ରାଜ୍ୟରେ ବସ ଚଳାଚଳ ସ୍ବାଭାବିକ ହୋଇଛି। ବସ ମାଲିକ ସଂଘର ଦାବି ପୂରଣ ପାଇଁ ସରକାରଙ୍କ ପ୍ରତିଶ୍ରୁତି ପରେ ସାରା ରାଜ୍ୟରେ ବସ ଚଳାଚଳ ଆରମ୍ଭ ହୋଇଛି। ପ୍ରାୟ ୩ ମାସ ପରେ ଜିଲ୍ଲା ସ୍ତରକୁ ବସ ଗଡିଛି। କରୋନା ସଂକ୍ରମଣ ସ୍ଥିତିକୁ ନଜରରେ ରଖି ଏପ୍ରିଲ ୧୦ ରାଜ୍ୟ ବାହାରକୁ!-->…
Read More...
Read More...
କଟକ ବିକାଶ ସମୀକ୍ଷା କଲେ ପାଣ୍ଡିଆନ୍
ତାଳଦଣ୍ଡା କେନାଲ, ନେତାଜୀ ବସ ଟର୍ମିନାଲ, ଏସ୍ସିବି ରୂପାନ୍ତରୀକରଣ କାର୍ଯ୍ୟ ଅନୁଧ୍ୟାନ କଲେ
ଭୁବନେଶ୍ବର: ଆଜି ସକାଳେ ସଚିବ (୫ଟି) ଭି କେ ପାଣ୍ଡିଆନ୍ କଟକସ୍ଥିତ ତାଳଦଣ୍ଡା କେନାଲ ଏବଂ ନେତାଜୀ ବସ୍ ଟର୍ମିନାଲର ପ୍ରକଳ୍ପ ସ୍ଥାନ ପରିଦର୍ଶନ କରି ଏହାର ଅଗ୍ରଗତି ସମୀକ୍ଷା କରିଛନ୍ତି।!-->!-->!-->…
Read More...
Read More...
ସୋମବାରରୁ ଗଡିବ ଘରୋଇ ବସ
ଭୁବନେଶ୍ବର: ସୋମବାରରୁ ରାଜ୍ୟରେ ଚାଲିବ ସମସ୍ତ ଘରୋଇ ବସ। ଆଜି ରାଜ୍ୟ ଘରୋଇ ବସ ମାଲିକ ସଂଘ ସହ ପରିବହନ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ଥିଲା। ପରେ ଘରୋଇ ବସ ମାଲିକ ସଂଘ ସାଧାରଣ ସଂପାଦକ କହିଛନ୍ତି ଯେ, ରାଜ୍ୟ ସରକାର ତାଙ୍କର ସମସ୍ତ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।ତେଣୁ!-->…
Read More...
Read More...
ଅଗଷ୍ଟ ୨୨ ଭିତରେ ମାଟ୍ରିକ ଫଳ
ଭୁବନେଶ୍ବର: ଅଫଲାଇନ ପରୀକ୍ଷା ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ପୂର୍ବରୁ ବଡ଼ ସୂଚନା ଦିଆଯାଇଛି । ଜୁଲାଇ ୩୦ରୁ ଅଗଷ୍ଟ ୫ ଯାଏ ଦଶମ ଅଫଲାଇନ ପରୀକ୍ଷା ହେବାକୁ ଥିବା ବେଳେ ପରୀକ୍ଷା ପାଇଁ ୧୫ ହଜାର ୧୧୫ ଜଣ ଫର୍ମ ପୂରଣ କରିଛନ୍ତି । ଗଂଜାମରୁ ସର୍ବାଧିକ ୧୩ ଶହ ୧୫ ଜଣ ଫର୍ମପୂରଣ କରିଛନ୍ତି ।!-->…
Read More...
Read More...
ଜୁଲାଇ ୨୬ରୁ ଖୋଲିବ ଦଶମ, ଦ୍ୱାଦଶ
ଭୁବନେଶ୍ବର: ଶିକ୍ଷାନୁଷ୍ଠାନ ଖୋଲିବା ନେଇ ସରକାରଙ୍କ ବଡ଼ ନିଷ୍ପତି ଆସିଲା। ଜୁଲାଇ ୨୬ରୁ ଖୋଲିବ ଦଶମ ଓ ଦ୍ୱାଦଶ ଶ୍ରେଣୀ ସ୍କୁଲ । ସକାଳ ୧୦ଟାରୁ ଅପରାହ୍ନ ଗୋଟାଏ ୩୦ ପର୍ଯ୍ୟନ୍ତ ସ୍କୁଲ ଖୋଲିବ। ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା!-->…
Read More...
Read More...