Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା
Browsing Category
ଖେଳ
ଆଇପିଏଲ ନିଲାମ ମଝିରେ ଟଳିପଡିଲେ ଅକ୍ସନର
ଆଇପିଏଲ ନିଲାମ ବେଳେ ଅଘଟଣ । ନିଲାମ ଚାଲିଥିବା ବେଳେ ହଠାତ ଟଳିପଡିଲେ ଅକ୍ସନର । ନିଲାମ କରୁଥିବା ଅକ୍ସନର ହଗ୍ ଏଡମୀଡସ୍ ହଠାତ ବେହୋସ ହୋଇପଡିଥିଲେ । ଯେଉଁ କାରଣରୁ ନିଲାମକୁ ସ୍ଥଗିତ ରଖାଯାଇଛି । ଶ୍ରୀଲଙ୍କାର ସ୍ପିନ ଅଲରାଉଣ୍ଡର ୱାନିନ୍ଦୁ ହସରଙ୍ଗାଙ୍କୁ ନିଲାମ ପାଇଁ ଡାକ ଚାଲିଥିଲା ।!-->…
Read More...
Read More...
କେଉଁ ଖେଳାଳି କେତେ ଟଙ୍କାରେ ବିକ୍ରି ହେଲେ?
ଆରମ୍ଭ ହୋଇଛି ଆଇପିଏଲ ମହାନିଲାମୀ । ପ୍ରଥମ ଦିନରେ ମୋଟା ଅଙ୍କରେ ଖେଳାଳିଙ୍କୁ କିଣିଛନ୍ତି ଫ୍ରା ।ଇଜି । ମୋଟ ୬୦୦ ଜଣ ଖେଳାଳି ନିଲାମ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ନିଲାମୀରେ ପ୍ରଥମ ଦିନରେ ୧୬୧ ଖେଳାଳିଙ୍କର ନିଲାମ ହେବ । ତେବେ ଆସନ୍ତୁ ଜାଣିବା!-->…
Read More...
Read More...
ଆଜିଠୁ ଆଇପିଏଲ ନିଲାମ
ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ବେଙ୍ଗାଲୁରୁରେ ଆରମ୍ଭ ହେବ ଆଇପିଏଲ ମହାନିଲାମି । ଆଜି ଦିନ ୧୧ଟାରୁ ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ଏଥର ଆଇପିଏଲରେ ଯୋଡି ହୋଇଛନ୍ତି ଦୁଇଟି ନୂଆ ଦଳ । ଗୁଜୁରାଟ ଟାଇଟନ୍ସ ଓ ଲଖନର ସୁପରିଜିଆ ଓ ଏଥର ନୂଆ ଦଳ ଭାବେ ଆଇପିଏଲରେ ଯୋଗ ଦେବେ। ବଡ଼ ବଡ଼!-->…
Read More...
Read More...
ଭାରତ ଜିତିଲା ବିଶ୍ୱକପ
ଅଣ୍ଡର-୧୯ ବିଶ୍ୱକପରେ ପୁଣି ଥରେ କମାଲ ଦେଖାଇଛି ଟିମ ଇଣ୍ଡିଆ । ବିଶ୍ୱକପ ଜିତିଛି ଭାରତ । ଶନିବାର ଅଷ୍ଟମ ଥର ଫାଇନାଲ ଖେଳି ସର୍ବାଧିକ ପଞ୍ଚମ ଥର ବିଶ୍ୱକପ ଜିତିବାର ବିରଳ କୀର୍ତ୍ତିମାନ ସ୍ଥାପନ କରିଛି ଭାରତ । ୨୪ ବର୍ଷ ପରେ ଫାଇନାଲକୁ ଯାଇଥିବା ଇଂଲଣ୍ଡକୁ ୪ ୱିକେଟରେ ପରାସ୍ତ କରି ଭାରତ!-->…
Read More...
Read More...
ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳକୁ ବଡ଼ ଝଟକା । ଭରତୀୟ କ୍ରିକେଟ ଟିମରେ ପଶିଲା କରୋନା । ଟିମ ଇଣ୍ଡିଆର ୪ କ୍ରିକେଟର କରୋନା ଆକ୍ରାନ୍ତ ହୋଇଛନ୍ତି । ଓପନର ଶିଖର ଧାୱନ, ରିଜର୍ଭ ଓପନର ଋତୁରାଜ ଗାଏକୱାଡ, ମିଡିଲ ଅର୍ଡର ବ୍ୟାଟସମ୍ୟାନ ଶ୍ରେୟସ!-->…
Read More...
Read More...
ପଦ ଛାଡିଲେ ବିରାଟ, ଗାଙ୍ଗୁଲି ରଖିଲେ ମତ
ଭାରତୀୟ ଦଳର ଟେଷ୍ଟ ଅଧିନାୟକ ପଦ ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଗାଙ୍ଗଲି ଟୁଇଟ କରି କହିଛନ୍ତି ଯେ, ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି । ବିରାଟଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ସବୁ ଫର୍ମାଟରେ ଭଲ ପ୍ରଦର୍ଶନ କରିଛି । ବିସିସିଆଇ ତାଙ୍କର ଏହି!-->…
Read More...
Read More...
ପୁଣି ପଡ଼ିଆକୁ ଓହ୍ଲାଇବେ ବୀରୁ, ଯୁବି ଓ ଭଜି
ସାମ୍ନାରେ ଲଢ଼ିବେ ଅଖତାର୍, ଆଫ୍ରିଦି ଓ ଜୟସୂରିୟାଭାରତ ସହ ଟକ୍କର ନେବ ଏସିଆ ଇଲେଭେନ୍ ଓ ରେଷ୍ଟ ଅପ୍ ୱର୍ଲଡ୍
ପୁଣିଥରେ କ୍ରିକେଟ୍ ପଡିଆରେ ଜଲୱା ଦେଖାଇବେ ବୀରେନ୍ଦ୍ର ସେହ୍ୱାଗ, ଯୁବରାଜ ସିଂହ ଓ ହରଭଜନ ସିଂହ। ଆଉ ଏମାନଙ୍କ ସାମ୍ନାରେ ରହିବେ ପାକିସ୍ତାନର ପୂର୍ବତନ ଖେଳାଳି ଶାହିଦ୍!-->!-->!-->…
Read More...
Read More...
ଖୋଲିବ ଏହି ଯୁବ ଖେଳାଳିଙ୍କ ଭାଗ୍ୟ
ଟିମ୍ ଇଣ୍ଡିଆରେ ସାମିଲ ହେବେ ୫ ଯୁବ କ୍ରିକେଟର !ସଙ୍କେତ ଦେଲେ ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ୫ ଖେଳାଳିଙ୍କୁ ନେଇ ଭବିଷ୍ୟବାଣୀ କରିଛନ୍ତି । ଏହି ୫ ଖେଳାଳି!-->!-->!-->…
Read More...
Read More...
ବିରାଟ ପରିବର୍ତ୍ତନ ନେଇ ଚାପରେ ଚୟନକର୍ତ୍ତା, ବିସିସିଆଇ
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ବିରାଟ କୋହଲିଙ୍କୁ ବଦଳାଇ ରୋହିତ ଶର୍ମାଙ୍କୁ ନିଯୁକ୍ତି ଦିଆଯିବା ଘଟଣା କୋହଲି ପ୍ରେମୀଙ୍କୁ ବ୍ୟଥିତ କରିଛି। ଏହାକୁ ନେଇ ପୂରା ଭାରତବର୍ଷରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ, ଭାରତର ବଚ୍ଛା ବଚ୍ଛା କ୍ରିକେଟର!-->…
Read More...
Read More...
ଦିନିକିଆ ମ୍ୟାଚ ର ଅଧିନାୟକ ହେଲେ ରୋହିତ ଶର୍ମା
ବିରାଟ କୋହଲି ଅଧିନାୟକ ଭାବରେ ପାଖା ପାଖି ୫ ବର୍ଷ ହେବ ଭାରତୀୟ ଦଳ ମଙ୍ଗ ଧରିଥିଲେ । ଚଳିତ ଟି ୨୦ ବିଶ୍ୱକପ୍ ଏବଂ ଆଇସିସି ର ଦିନିକିଆ ବିଶ୍ୱକପ୍ ସହ କୌଣସି ଆଇସିସି ଟ୍ରଫି ଜିତିବାର ର ସୁଯୋଗ ପାଇଲେନି ଏହି ଅଭିଜ୍ଞ ବ୍ୟାଟର । ଯେତେବେଳେ ଟି ୨୦ ବିଶ୍ଵକପ ସମୟ ରେ ଭାରତ ପାକିସ୍ତାନ ଓ!-->…
Read More...
Read More...