ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ
Browsing Category

ଖେଳ

ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳକୁ ବଡ଼ ଝଟକା । ଭରତୀୟ କ୍ରିକେଟ ଟିମରେ ପଶିଲା କରୋନା । ଟିମ ଇଣ୍ଡିଆର ୪ କ୍ରିକେଟର କରୋନା ଆକ୍ରାନ୍ତ ହୋଇଛନ୍ତି । ଓପନର ଶିଖର ଧାୱନ, ରିଜର୍ଭ ଓପନର ଋତୁରାଜ ଗାଏକୱାଡ, ମିଡିଲ ଅର୍ଡର ବ୍ୟାଟସମ୍ୟାନ ଶ୍ରେୟସ…
Read More...

ପଦ ଛାଡିଲେ ବିରାଟ, ଗାଙ୍ଗୁଲି ରଖିଲେ ମତ

ଭାରତୀୟ ଦଳର ଟେଷ୍ଟ ଅଧିନାୟକ ପଦ ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି । ଗାଙ୍ଗଲି ଟୁଇଟ କରି କହିଛନ୍ତି ଯେ, ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି । ବିରାଟଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ସବୁ ଫର୍ମାଟରେ ଭଲ ପ୍ରଦର୍ଶନ କରିଛି । ବିସିସିଆଇ ତାଙ୍କର ଏହି…
Read More...

ପୁଣି ପଡ଼ିଆକୁ ଓହ୍ଲାଇବେ ବୀରୁ, ଯୁବି ଓ ଭଜି

ସାମ୍ନାରେ ଲଢ଼ିବେ ଅଖତାର୍, ଆଫ୍ରିଦି ଓ ଜୟସୂରିୟାଭାରତ ସହ ଟକ୍କର ନେବ ଏସିଆ ଇଲେଭେନ୍ ଓ ରେଷ୍ଟ ଅପ୍ ୱର୍ଲଡ୍ ପୁଣିଥରେ କ୍ରିକେଟ୍ ପଡିଆରେ ଜଲୱା ଦେଖାଇବେ ବୀରେନ୍ଦ୍ର ସେହ୍ୱାଗ, ଯୁବରାଜ ସିଂହ ଓ ହରଭଜନ ସିଂହ। ଆଉ ଏମାନଙ୍କ ସାମ୍ନାରେ ରହିବେ ପାକିସ୍ତାନର ପୂର୍ବତନ ଖେଳାଳି ଶାହିଦ୍…
Read More...

ଖୋଲିବ ଏହି ଯୁବ ଖେଳାଳିଙ୍କ ଭାଗ୍ୟ

ଟିମ୍ ଇଣ୍ଡିଆରେ ସାମିଲ ହେବେ ୫ ଯୁବ କ୍ରିକେଟର !ସଙ୍କେତ ଦେଲେ ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମା ୫ ଖେଳାଳିଙ୍କୁ ନେଇ ଭବିଷ୍ୟବାଣୀ କରିଛନ୍ତି । ଏହି ୫ ଖେଳାଳି…
Read More...

ବିରାଟ ପରିବର୍ତ୍ତନ ନେଇ ଚାପରେ ଚୟନକର୍ତ୍ତା, ବିସିସିଆଇ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ବିରାଟ ‌କୋହଲିଙ୍କୁ ବଦଳାଇ ରୋହିତ ଶର୍ମାଙ୍କୁ ନିଯୁକ୍ତି ଦିଆଯିବା ଘଟଣା କୋହଲି ପ୍ରେମୀଙ୍କୁ ବ୍ୟଥିତ କରିଛି। ଏହାକୁ ନେଇ ପୂରା ଭାରତବର୍ଷରେ ମିଶ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। କେବଳ ସେତିକି ନୁହେଁ, ଭାରତର ବଚ୍ଛା ବଚ୍ଛା କ୍ରିକେଟର…
Read More...

ଦିନିକିଆ ମ୍ୟାଚ ର ଅଧିନାୟକ ହେଲେ ରୋହିତ ଶର୍ମା

ବିରାଟ କୋହଲି ଅଧିନାୟକ ଭାବରେ ପାଖା ପାଖି ୫ ବର୍ଷ ହେବ ଭାରତୀୟ ଦଳ ମଙ୍ଗ ଧରିଥିଲେ । ଚଳିତ ଟି ୨୦ ବିଶ୍ୱକପ୍ ଏବଂ ଆଇସିସି ର ଦିନିକିଆ ବିଶ୍ୱକପ୍ ସହ କୌଣସି ଆଇସିସି ଟ୍ରଫି ଜିତିବାର ର ସୁଯୋଗ ପାଇଲେନି ଏହି ଅଭିଜ୍ଞ ବ୍ୟାଟର । ଯେତେବେଳେ ଟି ୨୦ ବିଶ୍ଵକପ ସମୟ ରେ ଭାରତ ପାକିସ୍ତାନ ଓ…
Read More...

ବୟସ ସୀମା ବଢିବା ନେଇ ବୈଠକରେ ହେଲା ନିଷ୍ପତ୍ତି

ଶନିବାର ବିସିସିଆଇର ବାର୍ଷିକ ବୈଠକରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ସହ ଆଇପିଏଲରେ ମେଗା ନିଲାମୀ ନେଇ ଆଲୋଚନା କରାଯାଇ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ମେମ୍ବର ଭାବେ ଓଡିଆ ପୁଅ ପ୍ରଜ୍ଞାନ ଓଝାଙ୍କୁ ପୁନଃ ମନୋନୀତ କରାଯାଇଛ । ଏହା ସହ…
Read More...

ରଦ୍ଦ ହେବ କି ଭାରତ-ଦକ୍ଷିଣ ଆଫ୍ରିକା କ୍ରିକେଟ ସିରିଜ ?

କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ଚିହ୍ନଟ ପରେ ଭାରତର ଦକ୍ଷିଣ ଆଫ୍ରିକା ଗସ୍ତ ଏବେ ସନ୍ଦେହ ଘେରରେ । ଏହି ନୂଆ ଭ୍ୟାରିଆ ଏବେ ୨୯ଟି ଦେଶରେ ବ୍ୟାପିସାରିଲାଣି । ଏହାରି ଭିତରେ ଏଇ ମାସରେ ଭାରତୀୟ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତ ହେବାକୁ ଅଛି, ତେବେ ଏହି ଦ୍ୱିପାକ୍ଷିକ ସିରିଜ କେମିତି…
Read More...

ଅନୁଷ୍କାଙ୍କ ସହ ଫଟୋ ସେୟାର କରି ଲେଖିଲେ…

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ମୁମ୍ବାଇରେ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଖେଳିବେ ବିରାଟ କୋହଲି। କିନ୍ତୁ ଏହା ପୂର୍ବରୁ ଟିମ ଇଣ୍ଡିଆର ଏହି ଷ୍ଟାର ପତ୍ନୀ ଅନୁଷ୍କାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି। ବିରାଟ କୋହଲି ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ…
Read More...

ଗୋଲ୍ ବର୍ଷା କରି କାନାଡାକୁ ଧୋଇଦେଲା ଭାରତ

ଭୁବନେଶ୍ବର: ଦ୍ବିତୀୟ ମ୍ୟାଚରୁ ଆୟୋଜକ ଭାରତ କନିଷ୍ଠ ପୁୁରୁଷ ହକି ବିଶ୍ବକପରେ ବିଜୟ ଅଭିଯାନ ଆରମ୍ଭ କରିଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଗୁରୁବାର କାନାଡାକୁ ୧୩-୧ରେ ପରାସ୍ତ କରି ନିଜର ଦମଦାର ପ୍ରତ୍ୟାବର୍ତ୍ତନର ସଙ୍କେତ ଦେଇଛନ୍ତି ଖେଳାଳି। ଅନ୍ୟପକ୍ଷରେ କାନାଡା ଲଗାତାର ଦ୍ବିତୀୟ…
Read More...