Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍, କ୍ୟାବିନେଟ୍ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ
Browsing Category
Today’s Highlight
ଧରା ପଡିଲେ ଡ଼କାୟତ ଗ୍ୟାଙ୍ଗ, ୪୩୧ ଗ୍ରାମ ଗହଣା ଜବତ
ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅଧୀନସ୍ଥ ଅମ୍ଳଭଟ୍ଟା ଗ୍ରାମର ଏକ ସୁନା ଦୋକନରୁ ବଡ଼ ଧରଣର ଡ଼କାୟତି। ଉକ୍ତ ଚୋରି ଘଟଣାରେ ପୋଲିସ ଜଣେ ନାବାଳକ କୋର୍ଟରେ ହାଜର କରି ପରବର୍ତ୍ତୀ ସମୟରେ ବାଳ ସୁଧାର ଗୃହକୁ ପଠାଇଛି। ଏହି ଘଟଣାରେ ପୋଲିସ ୪୩୧ଗ୍ରାମ ସୁନା ଓ ଗୋଟିଏ ମୋଟରସାଇକେଲ!-->…
Read More...
Read More...
ଏଥର ରେଳ ବଜେଟରେ ଓଡ଼ିଶାକୁ ୧୦,୫୯୯ କୋଟି
ଭୁବନେଶ୍ବର: ରେଳ ବଜେଟ ୨୦୨୫-୨୬ରେ ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ। ରେଳବାଇ କ୍ଷେତ୍ରରେ ଚଳିତ ବଜେଟରେ ଓଡ଼ିଶାକୁ ମିଳିଛି ୧୦ ହଜାର ୫୯୯ କୋଟି ଟଙ୍କା। ପୂର୍ବ ବଜେଟ ଅପେକ୍ଷା ରହିଛି ସର୍ବାଧିକ ବଜେଟ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏନେଇ ସୂଚନା ଦେଇଛନ୍ତି।ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ!-->…
Read More...
Read More...
ଆଜି ସରୁଛି ଦିଲ୍ଲୀ ନିର୍ବାଚନର ପ୍ରଚାର
ଆସନ୍ତା ୫ରେ ଭୋଟ, ୮ରେ ଗଣତି
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର। ଆଜି ସନ୍ଧ୍ୟା ୫ଟାରେ ସରିଯିବ ନିର୍ବାଚନ ପ୍ରଚାର। ଶେଷ ଦିନ ହୋଇଥିବାରୁ ସବୁ ରାଜନୈତିକ ଦଳ ନିଜର ହଭିୱେଟ ନେତାଙ୍କୁ ମୈଦାନକୁ ଓହ୍ଲାଇ ଜୋରସୋରରେ ପ୍ରଚାର କରିବେ। ଆସନ୍ତା ୫ ତାରିଖରେ!-->!-->!-->…
Read More...
Read More...
କୋମ୍ବିଂ ଅପରେସନ ବେଳେ ୨୫ କିଲୋ ଓଜନର ଆଇଇଡି ଠାବ
ଛତିଶଗଡ: ନକ୍ସଲଙ୍କ ଯୋଜନା ପୁଣି ଥରେ ପଣ୍ଡ କଲେ ଯବାନ। ଓଡିଶା ସୀମାନ୍ତ ଛତିଶଗଡ ବିଜାପୁରରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍ କରି ରାସ୍ତାରେ ଲ୍ୟାଣ୍ଡମାଇନ ବିଛାଇଥିଲା ମାଓବାଦୀ ସଂଗଠନ। ଯାହାକୁ କାବୁ କରିବାରେ ସଫଳ ହୋଇଥିଲେ ଯବାନ।ଯବାନମାନେ ଏହି!-->…
Read More...
Read More...
କଣ୍ଟେନରକୁ ପିଟିଲା କଣ୍ଟେନର, ଚାପି ହୋଇଗଲେ ଡ୍ରାଇଭର
ଜଳେଶ୍ୱର: କଣ୍ଟେନରକୁ ପଛପଟୁ ଧକ୍କାଦେଲା କଣ୍ଟେନର ଚାପି ହୋଇଗଲେ ଡ୍ରାଇଭର। ମୃତ୍ୟୁ ମୁଖରୁ ଅଳ୍ପକେ ରକ୍ଷା ପାଇଗଲେ ଡ୍ରାଇଭର। ଅଗ୍ନିଶମ ବିଭାଗର ପ୍ରାୟ ଦୁଇ ଘଣ୍ଟାର ପରିଶ୍ରମ ପରେ କ୍ୟାବିନରେ ଚାପି ହୋଇ ରହିଥିବା ଡ୍ରାଇଭରଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇଛି।
ସୂଚନା ମୁତାବକ ଗତ!-->!-->!-->…
Read More...
Read More...
ମୋବାଇଲ ବ୍ୟାଟେରି ଫାଟି ୨ ଶିଶୁ ଗୁରୁତର
ପାଟଣାଗଡ଼: ବଳାଙ୍ଗୀର ଜିଲା ପାଟଣାଗଡ଼ ପାଢ଼େଲ ଗାଁରେ ରବିବାର ଏକ ଅଘଟଣ ଘଟିଛି। ବଲାଙ୍ଗୀରରେ ରବିବାର ଏକ ଅବ୍ୟବହୃତ ବ୍ୟାଟେରୀ ବିସ୍ଫୋରଣ ହେବାରୁ ଦୁଇ ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି। ବଲାଙ୍ଗୀରରେ ରବିବାର ଏକ ଅବ୍ୟବହୃତ ବ୍ୟାଟେରୀ ବିସ୍ଫୋରଣ ହେବାରୁ ଦୁଇ ଜଣ ଶିଶୁ ଗୁରୁତର ଆହତ!-->…
Read More...
Read More...
ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଅନୁକୂଳ ହେଲା ରଥକାଠ
ପୁରୀ: ପବିତ୍ର ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ଆଜି ରଥଯାତ୍ରା ପାଇଁ ରଥକାଠ ଅନୁକୂଳ ହୋଇଛି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ପ୍ରସ୍ତୁତିର ପ୍ରଥମ ପର୍ବ ଭାବେ ରଥନିର୍ମାଣ ପାଇଁ ଆସିଥିବା କାଠ ରଥଖଳାରେ ଅନୁକୂଳ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ନୟାଗଡ ଓ ଦଶପଲ୍ଲା!-->…
Read More...
Read More...
ମାଘ ସପ୍ତମୀରେ ଚନ୍ଦ୍ରଭାଗା ବୁଡ଼ ପାଇଁ ଟ୍ରାଫିକ କଟକଣା ଜାରି
ପୁରୀ: ପବିତ୍ର ମାଘ ସପ୍ତମୀରେ ବୁଡ଼ ପକାଇବା ପାଇଁ ଚନ୍ଦ୍ରଭାଗାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ମାଘ ସପ୍ତମୀରେ ଚନ୍ଦ୍ରଭାଗା ବୁଡ଼ ପାଇଁ ଅତ୍ୟଧିକ ଭିଡ ହେବା ସମ୍ଭାବନା ଥିବାରୁ ସୁରୁଖୁରୁରେ ଟ୍ରାଫିକ୍ ଚଳାଚଳ ପାଇଁ ଏବଂ ଜନସାଧାରଣଙ୍କ ସୁବିଧା ପାଇଁ ପୁରୀ ପୁଲିସ ଟ୍ରାଫିକ କଟକଣା ଜାରି!-->…
Read More...
Read More...
୮ରେ ମିଳିବ ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା
ଭୁବନେଶ୍ବର: ଫେବ୍ରୁଆରୀ ୮ରେ ମିଳିବ ପ୍ରଥମ କିସ୍ତି ୪ର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ଯାଜପୁରରେ ‘ସୁଭଦ୍ରା’ ଟଙ୍କା ବଣ୍ଟନ କାର୍ଯ୍ୟକ୍ରମ କରାଯିବ। ଏହାର ଏକ ମାସ ପରେ ଅର୍ଥାତ୍ ମାର୍ଚ୍ଚ ୮ରେ ମିଳିବ ସୁଭଦ୍ରାର ଦ୍ଵିତୀୟ କିସ୍ତି। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ!-->…
Read More...
Read More...
ମହୁ ମାଛି ଆକ୍ରମଣରେ ୨୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆହତ
ଭବାନୀପାଟଣା: ସରସ୍ୱତୀ ପୂଜାବେଳେ ସ୍କୁଲରେ ମହୁମାଝୀ ଆକ୍ରମଣରେ ୨୦ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଏଭଳି ଖବର ଆସିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ଉପକଣ୍ଠ ଦୁଆରଶୁଣି ଗ୍ରାମରୁ। ଏକ ଘରୋଇ ସ୍କୁଲରେ ହଠାତ୍ ଛାତ୍ର ଛାତ୍ରୀ ମାନଙ୍କୁ ମହୁ ମାଛି ଆକ୍ରମଣ କରି ଥିଲା।ଆଜି ବସନ୍ତ!-->…
Read More...
Read More...