Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍ ସ୍ମିତ୍ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ
Browsing Category
Today’s Highlight
ସୋଆ ପକ୍ଷରୁ ବିଶାଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ୍)ର ଏନ୍ଏସ୍ଏସ୍ ଶାଖା ଓ ରୋଟାରୀ କ୍ଲବ, ଭୁବନେଶ୍ୱର ପକ୍ଷରୁ ଶନିବାର ଏକ ବିଶାଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଭୁବନେଶ୍ୱର ଉପକଣ୍ଠ ଛତାବର ସ୍ଥିତ ସୋଆର!-->…
Read More...
Read More...
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ନୂଆଦିଲ୍ଲୀ: ରୋଗୀମାନଙ୍କୁ ଶସ୍ତାରେ ଔଷଧ ଉପଲବ୍ଧ କରାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ଡ୍ରଗ୍ସ ପ୍ରାଇସ୍ କଣ୍ଟ୍ରୋଲ୍ ଅର୍ଡର, ୨୦୧୩ରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରିଛନ୍ତି। ନୂଆ ନିୟମ ଅନୁଯାୟୀ, ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ସର୍ବାଧିକ ଖୁଚୁରା ମୂଲ୍ୟ ଠାରୁ ଟଙ୍କାଟିଏ ବି ଅଧିକ ଆଦାୟ!-->…
Read More...
Read More...
ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ଦେଇଥିଲେ ବିବାଦୀୟ ମନ୍ତବ୍ୟ
ତାମିଲନାଡୁ: ତାମିଲନାଡୁରେ ରାଜନୈତିକ ବିବାଦ ତୀବ୍ର ହୋଇଛି। ଟିଭିକେ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେବା ଅଭିଯୋଗରେ ଡିଏମକେ ବିଧାୟକ ଅନିତା ଆର୍. ରାଧାକୃଷ୍ଣନଙ୍କୁ ଶୁକ୍ରବାର!-->!-->!-->…
Read More...
Read More...
୩୦ ଦିନ ଜେଲରେ ରହିଲେ ହରାଇପାରନ୍ତି ପଦବୀ
ନୂଆଦିଲ୍ଲୀ: ସଙ୍ଗୀନ ଅପରାଧରେ ଗିରଫ ହୋଇ କ୍ରମାଗତ ୩୦ ଦିନ ହାଜତ କିମ୍ବା ଜେଲରେ ରହୁଥିବା ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ସ୍ୱତଃ ପଦଚ୍ୟୁତ କରିବା ପ୍ରସ୍ତାବ ଥିବା ବହୁଚର୍ଚ୍ଚିତ ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍କୁ ନେଇ ଚର୍ଚ୍ଚା ଜୋର!-->…
Read More...
Read More...
ଜୁଲାଇରୁ ବଦଳିଲା ୧୦ ବଡ଼ ଆର୍ଥିକ ନିୟମ
ଆଇଟିଆର୍, ପିଏଫ୍, କ୍ରେଡିଟ୍ କାର୍ଡ ଓ ପାସପୋର୍ଟ ଫି’ରେ ପ୍ରଭାବ
ନୂଆଦିଲ୍ଲୀ: ଜୁଲାଇ ମାସ ଆରମ୍ଭ ସହିତ ଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପରିବର୍ତ୍ତନ ଲାଗୁ ହୋଇଛି। ଆଇଟିଆର୍ ଦାଖଲ ସମୟସୀମାଠାରୁ ଆରମ୍ଭ କରି ୟୁପିଆଇ ମାଧ୍ୟମରେ ପିଏଫ୍ ଟଙ୍କା ଉଠାଣ, କ୍ରେଡିଟ୍ କାର୍ଡ ସୁବିଧାରେ!-->!-->!-->…
Read More...
Read More...
ରଥଯାତ୍ରା ପାଇଁ ଗୋନ୍ଦିଆ-ପୁରୀ ମଧ୍ୟରେ ଚାଲିବ ସ୍ପେଶାଲ ଟ୍ରେନ୍
ନୂଆଦିଲ୍ଲୀ: ରଥଯାତ୍ରା ଅବସରରେ ଭକ୍ତମାନଙ୍କ ଯାତାୟାତକୁ ସୁଗମ କରିବା ପାଇଁ ଭାରତୀୟ ରେଳପଥ ପକ୍ଷରୁ ମହାରାଷ୍ଟ୍ରର ଗୋନ୍ଦିଆ ଜଙ୍କସନ ଏବଂ ପୁରୀ ମଧ୍ୟରେ ଏକଯୋଡ଼ା ରଥଯାତ୍ରା ସ୍ପେଶାଲ ଟ୍ରେନ୍ ଚଳାଚଳ କରାଯିବ। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଗୋନ୍ଦିଆ ଜଙ୍କସନ-ପୁରୀ!-->…
Read More...
Read More...
ଖୁବଶୀଘ୍ର ଛାତ୍ରଛାତ୍ରୀଙ୍କୁ ଦିଆଯିବ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ
ଭୁବନେଶ୍ୱର: ରାଜ୍ୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଏନ୍. ଥିରୁମାଲା ନାୟକ ସ୍ପଷ୍ଟ କରିଛନ୍ତି। ପାଠ୍ୟପୁସ୍ତକରେ ଚିହ୍ନଟ!-->…
Read More...
Read More...
ଭାରତ-ପାକ ସମ୍ପର୍କ ସୁଧାର ପାଇଁ ମୋଦି ଓ ଶାହବାଜଙ୍କୁ ୧୧୭ ବିଶିଷ୍ଟ ବ୍ୟକ୍ତିଙ୍କ ମିଳିତ ଚିଠି
ନ୍ୟୁଜ୍ ବ୍ୟୁରୋ: ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କରେ ସୁଧାର ଆଣିବା ଏବଂ ଦକ୍ଷିଣ ଏସିଆରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ ଉଭୟ ଦେଶର ୧୧୭ ଜଣ ବିଶିଷ୍ଟ ବ୍ୟକ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ଏକ ମିଳିତ!-->…
Read More...
Read More...
ଶ୍ରୀମତୀ ଶାଲୁ ଜିନ୍ଦଲଙ୍କୁ ‘ସିଏସଆର ଭିଜିଅନାରି ଲିଡର ଅଫ୍ ଦି ଇୟର’ ସମ୍ମାନ
ନୂଆଦିଲ୍ଲୀ: ସାମାଜିକ ପ୍ରଗତିରେ ଅଗ୍ରଣୀ ନେତୃତ୍ୱ ଓ ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଫାଉଣ୍ଡେସନର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲଙ୍କୁ ସମ୍ମାନଜନକ ‘ସିଏସଆର ଭିଜିଓନାରି ଲିଡର ଅଫ ଦି ଇୟର- ୨୦୨୬’ ଆଓ୍ୱାର୍ଡ ମିଳିଛି।
ଦି ବ୍ରେନାଲିଟିକ୍ସ ପକ୍ଷରୁ ନୂଆଦିଲ୍ଲୀ ପ୍ରାଇଡ ପ୍ଲାଜା!-->!-->!-->…
Read More...
Read More...
ଆଇଟିଇଆରରେ ୫ଦିନିଆ ମ୍ୟାଥ୍ମାଟିକ୍ସ ଇନ୍ ମେସିନ୍ ଲର୍ଣ୍ଣିଂ (ଡବ୍ଲ୍ୟୁଏମ୍ଏମ୍ଏଲ୍-୨୦୨୬) କର୍ମଶାଳା ଉଦ୍ଘାଟିତ
ଭୁବନେଶ୍ୱର, ଜୁନ୍ ୩୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଗଣିତ ବିଭାଗ ପକ୍ଷରୁ ମଙ୍ଗଳବାର “ମ୍ୟାଥ୍ମାଟିକ୍ସ ଇନ୍ ମେସିନ୍ ଲର୍ଣ୍ଣିଂ” (ଡବ୍ଲ୍ୟୁଏମ୍ଏମ୍ଏଲ୍-୨୦୨୬) ସମ୍ପର୍କିତ ଏକ ୫ ଦିବସୀୟ କର୍ମଶାଳା!-->…
Read More...
Read More...