Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଅପରାଧୀଙ୍କୁ ମିଳିବ କଡ଼ା ଜବାବ, ସହିଦ ହେବାକୁ ବି ପ୍ରସ୍ତୁତ: ଡିଜିପି
ଏସ୍ବିଆଇର ତଥ୍ୟ ଲିକ୍: ଡାର୍କ ୱେବ୍ରେ ୩.୭୫ ଲକ୍ଷ ରେକର୍ଡ, ତଦନ୍ତ ଆରମ୍ଭ
ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼ ମାମଲା: ଆଉ ୪ ଗିରଫ
୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ ଲକ୍ଷ୍ୟ: ଅମିତ ଶାହ
Browsing Category
Today’s Highlight
ମିଳିବ ସୁଭଦ୍ରା ଟଙ୍କା,ମାତିଲେଣି ସାଇବର ଠକ, ସତର୍କ କଲେ ଉପମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଆସନ୍ତାକାଲି ଶୁଭାରମ୍ଭ ହେବ ବହୁ ପ୍ରତିକ୍ଷିତ ତଥା ଚର୍ଚ୍ଚିତ ସୁଭଦ୍ରା ଯୋଜନା। ଏଯାବତ ପାଖାପାଖି ୬୦ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ପଞ୍ଜିକରଣ କରିସାରିଲେଣି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦି ଓଡିଶା ଆସି ମହିଳା ହିତାଧିକାରୀଙ୍କୁ ୫ହଜାର ଲେଖାଏଁ ପ୍ରଥମ କିସ୍ତି!-->…
Read More...
Read More...
ନକଲି ନଡ଼ିଆ ତେଲ କାରଖାନାରେ ଚଢ଼ାଉ, ୨ ଗିରଫ
ବ୍ରହ୍ମପୁର: ନକଲି ନଡ଼ିଆ ତେଲ କାରଖାନା ସିଜ୍। ଗତ କିଛି ଦିନ ତଳେ ନକଲି ଚା ପତି କାରଖାନା ଓ ନକଲି ସସ କାରଖାନା ଧରାପଡିଥିବା ବେଳେ ଏବେ ଧରାପଡିଛି ନକଲି ନଡ଼ିଆ ତେଲ। ଶାଲିମାର ନଡ଼ିଆ ତେଲର ଭ୍ରମ ସୃଷ୍ଟି କରି ଗ୍ରାହକଙ୍କୁ ଦିଆଯାଉଥିଲା ପୋଡା ତେଲ। ଏପରି ଅପମିଶ୍ରିତ ତେଲ ସୃଷ୍ଟି କରୁଥିବା!-->…
Read More...
Read More...
ଜିପ୍କୁ ଧକ୍କା ଦେଲା ଟ୍ରକ, ୯ ମୃତ ୧୫ରୁ ଅଧିକ ଗୁରୁତର
ଶିରୋହି: ଟ୍ରକ୍ ସହ ଏକ ଜିପ୍ ମୁହାଁମୁହିଁ ଧକ୍କା ହୋଇ ରାଜସ୍ଥାନର ଶିରୋହି ଜିଲ୍ଲା ଅନ୍ତର୍ଗତ ପିନ୍ଦୱାରା ଥାନା ଅଞ୍ଚଳରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଟ୍ରକ୍ ସହ ଏକ ଜିପ୍ ମୁହାଁମୁହିଁ ଧକ୍କା ହେବା ପରେ ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ ରୁ ଅଧିକ ଜଣ ଗୁରୁତର ଆହତ!-->…
Read More...
Read More...
ଆଳୁ, ପିଆଜ ପରେ ମହଙ୍ଗା ହେଲା ଖାଇବା ତେଲ
ଭୁବନେଶ୍ବର: ରାଜ୍ୟରେ ଆଳୁ, ପିଆଜ ଓ ପନିପରିବା ପରେ ଏବେ ମହଙ୍ଗା ହୋଇଛି ଖାଇବା ତେଲ। ଲିଟର ପିଛା ୨୦ଟଙ୍କା ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ପାମୋଲିନ୍, ସୂର୍ଯ୍ୟମୁଖୀ ଓ ସୋୟାବିନ୍ ତେଲ ଉପରେ ଆମଦାନୀ ଶୁକ୍ଳ ବଢାଇଛନ୍ତି ସରକାର। ଏହାର ସିଧାସଳଖ ପ୍ରଭାବ ସାଧାରଣ ଖାଉଟିଙ୍କ ପକେଟ!-->…
Read More...
Read More...
ସରକାରୀ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରୁ ନକଲି ମଦ ଜବତ
ଭୁବନେଶ୍ବର: ରାଜଧାନୀରେ ଚାଲୁଥିଲା ଅସଲି ବୋତଲରେ ନକଲି ମଦ କାରବାର। ତାହା ପୁଣି ସରକାରଙ୍କ ଠାରୁ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରେ। ଅସଲି ବ୍ରାଣ୍ଡ ମଦ ବୋତଲ ଭିତରେ ନକଲ ମଦ ପୂରାଇ ଚାଲିଥିଲା କାରବାର।
ବରମୁଣ୍ଡା ସ୍ଥିତ ଏକ ମଦ ଦୋକାନରୁ ବିପୁଳ ପରିମାଣର ନକଲି ମଦ ଜବତ କରିଛି!-->!-->!-->…
Read More...
Read More...
ଉଦଘାଟନ ପୂର୍ବରୁ ବଦଳିଲା ବନ୍ଦେ ମେଟ୍ରୋ ଟ୍ରେନର ନାମ
ନୂଆଦିଲ୍ଲୀ: ଉଦଘାଟନ ପୂର୍ବରୁ ବଦଳିଲା ବନ୍ଦେ ମେଟ୍ରୋ ଟ୍ରେନର ନାମ। ପ୍ରଥମେ ଏହାର ନାମ ବନ୍ଦେ ଭାରତ ମେଟ୍ରୋ ରଖାଯାଇଥିଲା। ପରେ ଏହାର ନାମ ପରିବର୍ତ୍ତନ କରାଯାଇ ‘ନମୋ ଭାରତ ରାପିଡ ରେଳ’ ରଖାଯାଇଛି। ରେଲଓ୍ବେ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ବନ୍ଦେ ଭାରତ ମେଟ୍ରୋ ଟ୍ରେନର ନାମ!-->!-->!-->…
Read More...
Read More...
ଶ୍ରୀନଅରରେ ସୁନିଆଁ ଉତ୍ସବ ପାଳିତ
ପୁରୀ: ଭାଦ୍ରବ ଶୁକ୍ଳ ଦ୍ୱାଦଶୀ ତିଥିରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଶାସନରେ ନୂଆ ଅଙ୍କ ପ୍ରଚଳନ ହୋଇଛି। ଆଜିଠାରୁ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଆରମ୍ଭ ହୋଇଛି ୧୪୩୨ ସାଲ ୬୮ ଅଙ୍କର ପ୍ରବେଶ। ଏହି ଅବସରରେ ଗଜପତିଙ୍କ ଶ୍ରୀନହରରେ ଆଜି ସନ୍ଧ୍ୟାରେ ପାଳିତ ହୋଇଛି ସୁନିଆଁ!-->…
Read More...
Read More...
ଗୁଣି ଗାରେଡ଼ି ସନ୍ଦେହରେ ପରିବାରର ୫ ଜଣଙ୍କୁ ହତ୍ୟା କଲେ ଗ୍ରାମବାସୀ
ଛତିଶଗଡ଼: ଗୁଣି ଗାରେଡ଼ି ସନ୍ଦେହରେ ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କୁ ହତ୍ୟା କରିଛନ୍ତି ଗ୍ରାମବାସୀ। ଛତିଶଗଡ଼ର ସୁକମା ଜିଲ୍ଲାର କୋଣ୍ଟା ଥାନା ଅନ୍ତର୍ଗତ ଇଟାଲ ଗାଁରେ ଘଟିଛି ଏହି ଘଟଣା ।
ଛତିଶଗଡର ସୁକ୍ମା ଜିଲାରେ ଗୁଣିଗାରେଡି ସନ୍ଦେହରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କୁ!-->!-->!-->…
Read More...
Read More...
ଛତିଶଗଡ଼ରେ ଶିକ୍ଷାଦୂତଙ୍କୁ ପିଟିପିଟି ହତ୍ୟା କଲେ ମାଓବାଦୀ
ଛତିଶଗଡ଼: ଓଡ଼ିଶା ସୀମାନ୍ତ ଛତିଶଗଡ଼ରେ ମାଓବାଦୀମାନେ ଏକ ବର୍ବରକାଣ୍ଡ ଘଟାଇଛନ୍ତି। ଛତିଶଗଡ଼ରେ ସୁକ୍ମାରରେ ଶନିବାର ଜଣେ ଶିକ୍ଷାଦୂତଙ୍କୁ ମାଓବାଦୀମାନେ ପିଟିପିଟି ହତ୍ୟା କରିଥିବା ଜଣାପଡିଛି। ଏନେଇ ଅଞ୍ଚଳରେ ପୁଣି ଭୟର ବାତାବରଣ ସୃଷ୍ଟି ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି!-->…
Read More...
Read More...
ଭାରତୀୟ ବୈଜ୍ଞାନିକ ତିଆରି କଲେ ସୋଲାର ପ୍ଲେନ୍
ଥରେ ଚାର୍ଜ କଲେ ୯୦ଦିନ ଆକାଶରେ ଉଡିବବେଙ୍ଗାଲୁରୁ: ଭାରତୀୟ ବୈଜ୍ଞାନିକମାନେ ତିଆରି କରିଛନ୍ତି ସୌର ବିମାନ। ଯୁଦ୍ଧ ସମୟରେ ଶତ୍ରୁ ଉପରେ ନଜର ରଖିବା ଏବଂ ପର୍ଯ୍ୟବେକ୍ଷଣ ପାଇଁ ତିଆରି ହୋଇଛି ଏହି ସୌର ବିମାନ। ଏହି ବିମାନ ଥରେ ଚାର୍ଜ ହେଲେ ଲଗାତର ୯୦ ଦିନ ପର୍ଯ୍ୟନ୍ତ ଆକାଶରେ ଉଡ଼ିପାରିବ।!-->…
Read More...
Read More...