Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍ ଅପଡେଟ୍ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍ଏମ୍ଡିଆର୍ ବିଲ୍କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍ପ୍ରୁଫ୍ ଜାକେଟ୍
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା
Browsing Category
Today’s Highlight
ଲାଞ୍ଚ ନେଇ ଗିରଫ ହେଲେ ଗୋଲାମୁଣ୍ଡା ବିଡିଓ
ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବିଡିଓ ଅକ୍ଷମିତା କାର୍ତ୍ତିକଙ୍କୁ ଶୁକ୍ରବାର ଗିରଫ କରିଛି ଭିଜିଲାନ୍ସ। ଗତକାଲି ସନ୍ଧ୍ୟାରେ ରେ ସରକାରୀ ଗାଡ଼ିରେ ଭବାନୀପାଟଣାରୁ ଗୋଲାମୁଣ୍ଡା ଯାଉଥିବାବେଳେ ଜାରିଙ୍ଗଛକ ନିକଟରେ ଭିଜିଲାନ୍ସ ରେଡ କରିଥିଲା। ଯାଞ୍ଚ ବେଳେ ତାଙ୍କ ଗାଡ଼ିରୁ ନଗଦ!-->…
Read More...
Read More...
ବରିଷ୍ଠ ସାମ୍ବାଦିକ ପ୍ରଦୀପ ମହାପାତ୍ରଙ୍କ ପରଲୋକ
ଭୁବନେଶ୍ବର: ବରିଷ୍ଠ ସାମ୍ବାଦିକ ତଥା ପ୍ରଫେସର୍ ପ୍ରଦୀପ ମହାପାତ୍ରଙ୍କ ପରଲୋକ । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମ୍ବାଦିକ ବିଭାଗର ପୂର୍ବତନ ଏଚଓଡି ଥିଲେ ପ୍ରଦୀପ ମହାପାତ୍ର। ୬୯ ବର୍ଷରେ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ତାଙ୍କର ଦେହାନ୍ତ ହୋଇଛି। ଗତକାଲି ରାତ୍ର ୨.୧୦ ମିନିଟରେ!-->…
Read More...
Read More...
ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କୁ ମିଳିବ ତୁରନ୍ତ ଚିକିତ୍ସା
ନୂଆଦିଲ୍ଲୀ: ବଡ ଘୋଷଣା କଲେ କେନ୍ଦ୍ର ସଡ଼କ, ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ। ଖୁବ୍ଶୀଘ୍ର ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ନଗଦ ବିହୀନ ଚିକିତ୍ସା ମିଳିବ। ଏନେଇ ନ୍ୟାଶନାଲ ହେଲ୍ଥ୍ ଅଥରିଟି(ଏନ୍ଏଚ୍ଏ) ସହଯୋଗରେ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରିଥିବା ନେଇ!-->…
Read More...
Read More...
ଭାଜପାରେ ଯୋଗ ଦେଲେ ମମତା ମହାନ୍ତ
ନୂଆଦିଲ୍ଲୀ: ଭାଜପାରେ ଯୋଗ ଦେଲେ ମମତା ମହାନ୍ତ। ସେ ଗୁରୁବାର ଦିଲ୍ଲୀରେ ବିଧିବଦ୍ଧ ଭାବେ ପଦ୍ମ ଧରିଛନ୍ତି। ମମତା ବୁଧବାର ବିଜେଡିରୁ ଇସ୍ତଫା ଦେଇଥିଲେ। ବିଜେଡି ସହ ରାଜ୍ୟ ସଭା ଏମ୍ପି ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ।
ମମତା ୨୦୨୦ରେ ରାଜ୍ୟ ସଭାକୁ ବିଜେଡି ଟିକେଟରେ ନିର୍ବାଚିତ!-->!-->!-->…
Read More...
Read More...
ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ
କେନ୍ଦ୍ରାପଡା: ଦୀର୍ଘ ୩ ମାସ ବନ୍ଦ ରହିବା ପରେ ଆଜି ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। ଏଥର ପର୍ଯ୍ୟଟକଙ୍କ ପାଇଁ କିଛି ନୂଆ ବ୍ୟବସ୍ଥା ଗ୍ରହଣ କରିଛି ବନ ବିଭାଗ। ଏହା ମଧ୍ୟରେ ସର୍ବାଧିକ ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଛି ଦୀର୍ଘ ଅଧା କି.ମିରୁ ଅଧିକ!-->…
Read More...
Read More...
ପ୍ୟାରିସ ଅଲମ୍ପିକ୍ସରେ ଭାରତକୁ ୩ୟ ପଦକ ଦେଲେ ସ୍ଵପ୍ନିଲ କୁସାଲେ
ପ୍ୟାରିସ: ପ୍ୟାରିସ ଅଲମ୍ପିକ୍ସରେ ଭାରତକୁ ଆଉ ଏକ ବ୍ରୋଞ୍ଜ ପଦକ ମିଳିଛି। ଭାରତର ସୁଟର୍ ସ୍ଵପ୍ନିଲ କୁସାଲେ ପୁରୁଷ ୫୦ ମିଟର ରାଇଫଲ୍ସ ୩ ପୋସିସନରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଛନ୍ତି। ଥିସହିତ ଭାରତ ଅଲମ୍ପିକ୍ସରେ ତୃତୀୟ ପଦକ ମିଳିଛି, ଆଉ ଏହି ସମସ୍ତ ତିନି ପଦକ ସୁଟିଂରୁ ଆସିଛି।!-->…
Read More...
Read More...
ବାଦଲ ଫଟା ବର୍ଷାରେ ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ୧୩ ମୃତ
ଉତ୍ତରାଖଣ୍ଡ: କେରଳ ଓ୍ବାୟନାଡ ପରେ ଏବେ ଉତ୍ତର ଭାରତରେ ପ୍ରକୃତି ତାର ତାଣ୍ଡବ ରଚିଛି। ମଣିଷ ପାଇଁ ଦାଉ ସାଧୁଛି ପ୍ରାକୃତିକ ଦୁର୍ବିପାକ। ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ଦେଖିବାକୁ ମିଳିଛି ଜଳ ପ୍ରଳୟ। ଉଭୟ ସ୍ଥାନରେ ବାଦଲ ଫଟା ବର୍ଷା ଯୋଗୁ ଭୟାନକ ଜଳ ପ୍ରଳୟ ପରିସ୍ଥିତି ସୃଷ୍ଟି ହୋଇଛି।!-->…
Read More...
Read More...
ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୫ ମାଓବାଦୀ
ଛତିଶଗଡ଼: ଛତିଶଗଡ଼ ବିଜାପୁର ଜିଲା ପୋଲିସ ନିକଟରେ ୫ ମାଓବାଦୀ ଆଜି ଆତ୍ମସମର୍ପଣ କରିଛନ୍ତିି। ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ସାଧାରଣ ଜୀବନ ଯାପନ କରିବାକୁ ସେ ଆତ୍ମସମର୍ପଣ କରିଛନ୍ତି।
ଡିଏକେଏମ୍ଏସ୍ ଅଧ୍ୟକ୍ଷ ତଥା ୧ ଲକ୍ଷ ପୁରସ୍କାର ଘୋଷିତ ମାଓବାଦୀ ମାଙ୍ଗୁ ପୋଡାମ, ପାଇକୁ!-->!-->!-->…
Read More...
Read More...
୨ଟି ସମବାୟ ବୋର୍ଡ ଭାଙ୍ଗିଲେ ରାଜ୍ୟ ସରକାର
ଭୁବନେଶ୍ବର: ରାଜ୍ୟ ସରକାର ୨ଟି ସମବାୟ ବୋର୍ଡ ଭାଙ୍ଗିଛନ୍ତି। ଦୁର୍ନୀତି ଅଭିଯୋଗରେ ଏହାକୁ ଭାଙ୍ଗିଥିବା ଜଣାପଡ଼ିଛି। ରାଜ୍ୟ ସମବାୟ ବ୍ୟାଙ୍କ ଓ ସମବାୟ ଗୃହ ନିର୍ମାଣ ନିଗମ ଭାଙ୍ଗିଛନ୍ତି ସରକାର। ଏଣିକି ରାଜ୍ୟ ସରକାର ୨ଟି ବୋର୍ଡର ବ୍ୟାପାର ବୁଝାଶୁଝା କରିବେ। ଏନେଇ ସମବାୟ ସମିତି!-->…
Read More...
Read More...
ଇସ୍ତଫା ଦେଲେ ବିଜେଡି ରାଜ୍ୟସଭା ସାଂସଦ ମମତା ମହନ୍ତ
ଭୁବନେଶ୍ବର: ଇସ୍ତଫା ଦେଲେ ବିଜେଡି ରାଜ୍ୟସଭା ସାଂସଦ ମମତା ମହନ୍ତ। କାର୍ଯ୍ୟକାଳ ଶେଷ ପୂର୍ବରୁ ଇସ୍ତଫା ଦେଇଛନ୍ତି ମମତା। ସେ ତାଙ୍କ ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ମଧ୍ୟ ପଠାଇଛନ୍ତି।
ଏପ୍ରିଲ ୨୦୨୦ରେ ରାଜ୍ୟସଭା ଯାଇଥିଲେ ମମତା। କାର୍ଯ୍ୟକାଳ ଶେଷ ହେବା!-->!-->!-->…
Read More...
Read More...