Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଡାକସେବାରେ ବଡ଼ ପରିବର୍ତ୍ତନ: ଅପ୍ଗ୍ରେଡ୍ ହେଲା ‘ଡାକ ମିତ୍ର’ ଓ ‘ଡାକ ସେବା’ ଆପ୍
ଶିକ୍ଷକ ଦିବସରେ ୨୧ ଉଚ୍ଚଶିକ୍ଷା ଶିକ୍ଷକଙ୍କୁ ଜାତୀୟ ପୁରସ୍କାର ଦେବେ ରାଷ୍ଟ୍ରପତି
ପ୍ରତି ପରିବାରକୁ ବର୍ଷକୁ ୩ ମାଗଣା ଏଲ୍ପିଜି ସିଲିଣ୍ଡର, ବିଜୟଙ୍କ ବଡ଼ ଘୋଷଣା
ଇମ୍ରାନଙ୍କ ଚିକିତ୍ସା ପାଇଁ ଏକାଠି ହେଲେ ୨୧ ଜଣ ପୂର୍ବତନ ଅନ୍ତର୍ଜାତୀୟ କ୍ୟାପ୍ଟେନ
ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପଦକ୍ଷେପ, ଆଜିଠୁ ଚାଲିବ ‘କାନ୍ଦା ଏକ୍ସପ୍ରେସ’
ଅମରାବତୀ ହସ୍ପିଟାଲ ଏନଆଇସିୟୁରେ ଅଗ୍ନିକାଣ୍ଡ, ୩ ନବଜାତଙ୍କ ମୃତ୍ୟୁ
ଡିଜିଟାଲ ହେବ ଡାକ୍ତରୀ ପ୍ରେସ୍କ୍ରିପସନ୍, ଲାଗୁ ହେବ ‘ୱାନ୍ ନେସନ, ୱାନ୍ ହେଲ୍ଥ’
Browsing Category
Today’s Highlight
ବଦଳିପାରେ ମେକ ଇନ ଓଡ଼ିଶା ନାଁ
ଭୁବନେଶ୍ବର: ବଦଳିପାରେ ମେକ ଇନ ଓଡ଼ିଶା ନାଁ। ଏନେଇ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଇସାରା ଦେଇଛନ୍ତି। ମେକ ଇନ ଓଡ଼ିଶା ଜାଗାରେ ଉତ୍କଳ ଇନଭେଷ୍ଟ ସମିଟ ହୋଇପାରେ ବୋଲି ଜଣାପଡିଛି। ଉତ୍କଳ ଇନଭେଷ୍ଟ ସମିଟ ଜରିଆରେ ପୁଞ୍ଜି ଆଣିବାକୁ ଲକ୍ଷ୍ୟ ରହିଛି ବୋଲି ମନ୍ତ୍ରୀ କହିଛନ୍ତି।
ମନ୍ତ୍ରୀ!-->!-->!-->…
Read More...
Read More...
ରଥଯାତ୍ରାରେ ଚାଲିବ ୩୧୫ଟି ସ୍ୱତନ୍ତ୍ର ଟ୍ରେନ
ନୂଆଦିଲ୍ଲୀ: ଚଳିତବର୍ଷ ଜୁଲାଇ ୭ରେ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ପ୍ରତିବର୍ଷ ରଥଯାତ୍ରା ପାଇଁ ପୁରୀରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ୩୧୫ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ କରିବ ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଶୁକ୍ରବାର!-->…
Read More...
Read More...
ମନୋଜ ଆହୁଜା ହେଲେ ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ
ଭୁବନେଶ୍ବର: ଆଇଏଏସ ଅଫିସର ମନୋଜ ଆହୁଜା ହେଲେ ଓଡ଼ିଶାର ନୂଆ ମୁଖ୍ୟ ଶାସନ ସଚିବ। ମୁଖ୍ୟ ଶାସନ ସଚିବ ରୂପେ ଆହୁଜାଙ୍କୁ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ମନୋଜ ଆହୁଜା ୧୯୯୦ ବ୍ୟାଚର ବରିଷ୍ଠ ଆଇଏସଏସ ଅଫିସର ଅଟନ୍ତି। ନିକଟରେ ସେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ। ସେ କେନ୍ଦ୍ର!-->…
Read More...
Read More...
ଜଳିଗଲା ମୋ ବସ୍
କଟକ: କଟକର ସିଡିଏ ସେକ୍ଟର-୯ରେ ମୋ’ ବସ୍ରେ ନିଆଁ ଲାଗିଯାଇଛି। ଫଳରେ ବସ୍ଟି ସମ୍ପୂର୍ଣ୍ଣ ଜଳିପୋଡ଼ି ଛାରଖାର ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ପ୍ରଥମେ ବସ୍ର ସମ୍ମୁଖ ଭାବରେ ନିଆଁ ଲାଗିଥିବା ଦେଖି ଚାଳକ ଜଣକ ବସ୍କୁ ଅଟକାଇଥିଲେ।!-->…
Read More...
Read More...
ଭୁଶୁଡିଲା ଦିଲ୍ଲୀ ବିମାନ ବନ୍ଦରର ଛାତ
ନୂଆଦିଲ୍ଲୀ: ଭୁଶୁଡିଲା ଦିଲ୍ଲୀ ବିମାନ ବନ୍ଦରର ଛାତ। ରାଜଧାନୀ ଦିଲ୍ଲୀରେ କିଛି ଦିନ ହେବ ଲଗାଣ ବର୍ଷା ଜାରି ରହିଥିବା ବେଳେ ଏହାମଧ୍ୟରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ବଡ ଧରଣର ଅଘଟଣ ଘଟିଛି। ବିମାନବନ୍ଦରର ଟର୍ମିନାଲ-୧ର ଛାତ ଭୁଶୁଡି ଜଣଙ୍କର ମୃତ୍ୟୁ ହୋଇଥିବା!-->…
Read More...
Read More...
ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ ସ୍ତନ କର୍କଟ
ମୁମ୍ବାଇ: ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ଟେଲିଭିଜନ ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ। ସେ ଏହି କର୍କଟ ରୋଗର ତୃତୀୟ ପର୍ଯ୍ୟାୟରେ ଅଛନ୍ତି । ସେ ନିଜେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସହ ଏହି ଖବର ସେୟାର କରିଛନ୍ତି। ତେବେ ଏହି ପୋଷ୍ଟ ସେୟାର ହେବା ପରେ ସେଲିବ୍ରିଟି ସମେତ ଫ୍ୟାନ୍ସକୁ ଝଟକା!-->…
Read More...
Read More...
ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କୁ ମିଳିଲା ଜାମିନ
ଝାଡ଼ଖଣ୍ଡ:ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନଙ୍କୁ ଆଶ୍ଵସ୍ତି ମିଳିଛି। ଜମି ଦୁର୍ନୀତି ମାମଲାରେ ତାଙ୍କୁ ମିଳିଲା ଜାମିନ। ଏହି ମାମଲାରେ ଆଜି ହାଇକୋର୍ଟ ସୋରେନଙ୍କୁ ଜାମିନ ପ୍ରଦାନ କରିଛନ୍ତି।
ସୂଚନାଯୋଗ୍ୟ, ଅର୍ଥ ହେରଫେର!-->!-->!-->…
Read More...
Read More...
ବୋଇଙ୍ଗ ଷ୍ଟାରଲିନର୍ ତ୍ରୁଟି ଯୋଗୁଁ ମହାକାଶରେ ଅଟକିଛନ୍ତି ସୁନୀତା ୱିଲିୟମ୍ସ
ନାସା: ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ବଚ୍ ୱିଲମୋର ବର୍ତ୍ତମାନ ମହାକାଶରେ ଅଟକି ରହିଛନ୍ତି। ଉଭୟ ମହାକାଶଚାରୀ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ଏକ ସପ୍ତାହ ବିତାଇବା ପରେ ପୃଥିବୀକୁ ଫେରୁଥିଲେ, ଯେଉଁ ସମୟରେ ସେମାନଙ୍କର ବିମାନ ବୋଇଙ୍ଗ ଷ୍ଟାରଲିନର୍ ତ୍ରୁଟି ଦେଖାଦେଲା,!-->…
Read More...
Read More...
ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରିବା ବଦଳରେ ମହାନଦୀ ସମସ୍ୟାର ସମାଧାନ କର : ବିଜେଡି
ଭୁବନେଶ୍ବର: ମହାନଦୀ ଜଳ ବିବାଦକୁ ନେଇ ଆଜି ବିଜେଡିର ବରିଷ୍ଠ ନେତା ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ମହାନଦୀ ଜଳ ବିବାଦକୁ ନେଇ ରାଜସ୍ୱ ମନ୍ତ୍ରୀଙ୍କ କଡ଼ା ସମାଲୋଚନା ପରେ ଆଜି ସ୍ପଷ୍ଟୀକରଣ ରଖିବା ସହ କାଉଣ୍ଟର କରିଛି ବିଜେଡି। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ରାଜସ୍ୱ ମନ୍ତ୍ରୀଙ୍କ!-->…
Read More...
Read More...
ହସ୍ପିଟାଲରୁ ଡିସ୍ଚାର୍ଜ ହେଲେ ଆଡଭାନୀ
ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ଲାଲ କୃଷ୍ଣ ଆଡଭାନୀ ଏମ୍ସ ହସ୍ପିଟାଲରୁ ଗୁରୁବାର ଡିସ୍ଚାର୍ଜ ହୋଇଛନ୍ତି। ବୁଧବାର ରାତିରେ ଆଡଭାନୀ ନୂଆଦିଲ୍ଲୀସ୍ଥିତ ଏମ୍ସରେ ଭର୍ତ୍ତି ହୋଇଥିଲେ। ଏମ୍ସର ଏକ ଡାକ୍ତରୀ ଦଳ ତାଙ୍କର ସମସ୍ତ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ବର୍ତ୍ତମାନ ତାଙ୍କ!-->…
Read More...
Read More...