Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ପଦ୍ମପୁରର ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କ ପରଲୋକ
ରକ୍ଷାବନ୍ଧନରେ ମହିଳାଙ୍କୁ ମାଗଣା ଆମ ବସ୍ ଯାତ୍ରା
ଏବେ ୩୫ ଟଙ୍କାରେ ମିଳିବ ପିଆଜ, ମହଙ୍ଗା ଦରକୁ ରୋକିବ କେନ୍ଦ୍ର
ନେପାଳରେ ହଠାତ୍ ବନ୍ୟା: ୭ ମୃତ, ୩୮୪ ନିଖୋଜ
Browsing Category
Today’s Highlight
ପଞ୍ଜାବରେ ବଡ଼ ଟ୍ରେନ୍ ଦୁର୍ଘଟଣା: ଦୁଇ ଲୋକୋ-ପାଇଲଟ ଗୁରୁତର
ଚଣ୍ଡିଗଡ଼: ଆଜି ଅର୍ଥାତ ରବିବାର ପଞ୍ଜାବରେ ପୁଣି ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଲୋକୋ-ପାଇଲଟ ଗୁରୁତର ହୋଇଛନ୍ତି। ପଞ୍ଜାବର ଫତେହଗଡ ସାହିବର ସରହିନ୍ଦର ମାଧୋପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଦୁଇ ମାଲବାହୀ ଟ୍ରେନ୍ ପରସ୍ପର ଧକ୍କା ହୋଇଛି ।
!-->!-->…
Read More...
Read More...
ପୋଷ୍ଟମର୍ଟମ କହିଲା ୬ଜଣ ମରିଛନ୍ତି
ରାଉରକେଲା: ପ୍ରାଣଘାତୀ ତାତି ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି। ରାଉରକେଲାରେ ୩୫ଜଣଙ୍କର ଇତିମଧ୍ୟରେ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ହେଲେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ଶବ ବ୍ୟବଚ୍ଛେଦ କରି ଭିନ୍ନ ରିପୋର୍ଟ ସହିତ ସାମ୍ନାକୁ ଆସିଛି। ଏଯାଏ ମୋଟ ୨୪ ଜଣଙ୍କର ଶବ!-->…
Read More...
Read More...
ପୁରୀ ବାଣ ବିସ୍ଫୋରଣ ଘଟଣା, ମୃତ୍ୟୁ ସଂଖ୍ୟା ୧୩ ଛୁଇଁଲା
ପୁୁରୀ: ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ଘଟଣାରେ ଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଜଣେ ନାବଳକ ମଧ୍ୟ ଅଛନ୍ତି। ବିଭିନ୍ନ ମେଡିକାଲରେ ଅନ୍ୟ ୧୭ ଜଣ ଆହତଙ୍କ ଚିକିତ୍ସା ଚାଲିଛି।
ଗତ ୨୯ ତାରିଖ ରାତିରେ ଭଉଁରୀ!-->!-->!-->…
Read More...
Read More...
ତାତି ଥମିବା ନାଁ ଧରୁନି, ଯନ୍ତ୍ରଣା ଆଉ ୭୨ ଘଣ୍ଟା
ଭୁବନେଶ୍ବର: ରାଜ୍ୟରେ ତାତି ଥମିବାର ନାଁ ଧରୁନି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ମନୋରମା ମହାନ୍ତି ଆଜି ପୁଣି ଥରେ ଗଣମାଧ୍ୟମକୁ ସୂଚନା ଦେଇ ତାତିର ଭୟାବହତା ସଂପର୍କରେ ସତର୍କ କରାଇଛନ୍ତି। ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ କହୁଛି, ଆଭ୍ୟନ୍ତରୀଣ ଓଡିଶାରେ!-->…
Read More...
Read More...
ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୋଦୀ
ନୂଆଦିଲ୍ଲୀ : ସୋସିଆଲ ମିଡ଼ିଆ ଏକ୍ସ ଜରିଆରେ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନ୍ଡିଏ ସରକାରକୁ ପୁଣି ନିର୍ବାଚିତ କରିବାକୁ ରେକର୍ଡ ସଂଖ୍ୟକ ଭୋଟ୍ କରିଛନ୍ତି ଜନତା। ଏହା ଆତ୍ମବିଶ୍ୱାସର ସହ କହିପାରେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ!-->…
Read More...
Read More...
ବାଏ ବାଏ କ୍ରିକେଟ୍; ସନ୍ୟାସ ନେଲେ ଦୀନେଶ କାର୍ତ୍ତିକ
ନ୍ୟୁଜ୍ ବ୍ୟୁରୋ: ଟିମ୍ ଇଣ୍ଡିଆର ଭେଟେରାନ୍ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଦୀନେଶ କାର୍ତ୍ତିକ ଅନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ଶନିବାର ଦିନ ଏହି ଅଭିଜ୍ଞ ଖେଳାଳି ସୋସିଆଲ ମିଡିଆ ମାଧ୍ୟମରେ ଏହା ଘୋଷଣା କରିଛନ୍ତି। ସେ ଏକ ଭାବପ୍ରବଣ ପୋଷ୍ଟ ମାଧ୍ୟମରେ ପ୍ରଶଂସକ ଏବଂ!-->…
Read More...
Read More...
୪୫ ଘଣ୍ଟିଆ ଧ୍ୟାନ ଶେଷ କଲେ ନରେନ୍ଦ୍ର ମୋଦି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୪୫ ଘଣ୍ଟିଆ ଧ୍ୟାନ ସମାପ୍ତ ହୋଇଛି। ପ୍ରଧାନମନ୍ତ୍ରୀ ମୋଦି ତାମିଲନାଡୁର କନ୍ୟାକୁମାରୀରେ ବିବେକାନନ୍ଦ ମେମୋରିଆଲରେ ଶିଳାରେ ତାଙ୍କର ଦୁଇ ଦିନିଆ ଧ୍ୟାନ ସମାପ୍ତ କରିଛନ୍ତି। ଗୁରୁବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଲୋକସଭା ନିର୍ବାଚନ ପ୍ରଚାର!-->…
Read More...
Read More...
ଏଜେଣ୍ଟଙ୍କୁ ପନିକି ଚୋଟ
ଭୁବନେଶ୍ବର: ଆଜି ଶେଷ ପର୍ଯ୍ୟାୟ ନିର୍ବାଚନ ବେଳେ ମଧ୍ୟ ଦେଖାଦେଇଛି ହିଂସା। କେନ୍ଦ୍ରାପଡ଼ା ଲୋକସଭା ଅନ୍ତର୍ଗତ ସାଲେପୁର ମାଳଶାସନ ୧୮୪ ଓ ୧୮୫ ନମ୍ବର ବୁଥରେ ଘଟିଛି ମାରଣାତ୍ମକ ଘଟଣା। ବିଜେପି ବିଧାୟକ ପ୍ରାର୍ଥୀ ଅରିନ୍ଦମ ରାୟଙ୍କ ଏଜେଣ୍ଟ ଓ ୩ଜଣ ସମର୍ଥକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି।!-->…
Read More...
Read More...
ଗରମ, ଗୁଳୁଗୁଳି ପ୍ରଭାବ ଆଉ ୪୮ ଘଣ୍ଟା
ଭୁବନେଶ୍ବର: ଆସନ୍ତା ୪୮ ଘଣ୍ଟା ଯାଏଁ ଓଡ଼ିଶାରେ ଜାରି ରହିବ ଗରମ ଗୁଳୁଗୁଳି ର ପ୍ରଭାବ। ଗତକାଲି ପରି ଆଜି ମଧ୍ୟ ପଶ୍ଚିମ ଓଡ଼ିଶାର ଅନେକ ଅଞ୍ଚଳରେ ପାରଦ ୪୫ ଡିଗ୍ରି ସେଣ୍ଟିଗ୍ରେଡ୍ ଉପରେ ରହିବ। ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରୁ କ୍ରମାଗତ ଉଷ୍ମ ବାୟୁ ଚଳନ ଯୋଗୁଁ ଦିନ ତାପମାତ୍ରା!-->…
Read More...
Read More...
ପୋଖରୀରେ ଫିଙ୍ଗିଲେ ଇଭିଏମ୍ ମେସିନ
କୋଲକାତା : ଆଜି ଲୋକସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ସମୟରେ ପଶ୍ଚିମବଙ୍ଗରେ ପୁଣି ଥରେ ହିଂସା ଦେଖିବାକୁ ମିଳୁଛି। ଏଠାରେ କିଛି ସ୍ଥାନରେ ବୋମା ମାଡ ହୋଇଥିବା ବେଳେ, ଦକ୍ଷିଣ ୨୪ପ୍ରଗଣାର କୁଲତଲିର ୪୦, ୪୧ବୁଥର ଇଭିଏମ୍ ଏବଂ ଭିଭିପାଟ ମେସିନକୁ ଟେକି ନେଇ ଲୋକେ ପୋଖରୀରେ ଫିଙ୍ଗି!-->…
Read More...
Read More...