ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ
Browsing Category

Today’s Highlight

ଆଜିଠୁ ଆରମ୍ଭ ହେବ ‘ମେକ୍ ଇନ୍ ଓଡ଼ିଶା’ ସମ୍ମିଳନୀ

ଭୁବନେଶ୍ବର; ଓଡ଼ିଶା ଶିଳ୍ପ ଜଗତରେ ସୃଷ୍ଟି ହେବ ନୂଆ ଅଧ୍ୟାୟ ।ଆଜିଠୁ ଆରମ୍ଭ ହେବ ରାଜ୍ୟର ସବୁଠାରୁ ବଡ଼ ନିବେଶ ମେଳା ‘ମେକ୍ ଇନ୍ ଓଡ଼ିଶା’ ସମ୍ମିଳନୀର ତୃତୀୟ ସଂସ୍କରଣ । ରାଜଧାନୀର ଜନତା ମଇଦାନରେ ଜମିବ ଦେଶ ବିଦେଶର ୧୦୦ରୁ ଅଧିକ ଶିଳ୍ପପତି ସମାଗମ । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ
Read More...

ମିଶନ ଶକ୍ତି ମା’ମାନଙ୍କୁ ନବୀନଙ୍କ ଭେଟି

ଭୁବନେଶ୍ୱର: ରାଜ୍ୟର ମିଶନ ଶକ୍ତି ମା’ମାନଙ୍କ କାର୍ଯ୍ୟକ୍ରମରେ ଏକ ବିଶାଳ ପରିବର୍ତ୍ତନ ଆଣିବାର ଲକ୍ଷ୍ୟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସେମାନଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି । ୨୦୨୨ ଅପ୍ରେଲ ପହିଲାରୁ ଏହି ନୂତନ ଋଣ
Read More...

ଶତ୍ରୁ ଡ୍ରୋନକୁ ରୋକିବ ଭାରତୀୟ ସେନାର ‘ଇଗଲ ବାହିନୀ’

ଉତ୍ତରାଖଣ୍ଡ; ଏଣିକି ଚିଲ ଖସାଇବ ଶତ୍ରୁ ପକ୍ଷର ଡ୍ରୋନ୍ । ସୀମାରେ ପ୍ରବେଶ ମାତ୍ରେ ଶତ୍ରୁର ଡ୍ରୋନକୁ ଝାମ୍ପିନେବ ଭାରତୀୟ ସେନାର ‘ଇଗଲ ବାହିନୀ’ । ଇଣ୍ଡିଆନ୍ ଆର୍ମିରେ ଖୁବଶୀଘ୍ର ସାମିଲ ହେବାକୁ ଯାଉଛି ‘ଫାଲକନ୍ ଟ୍ରୁପ୍’ ବା ‘ଇଗଲ ବାହିନୀ’ । ଉତ୍ତରାଖଣ୍ଡର ଅଉଲିରେ ଇଣ୍ଡୋ-ୟୁଏସ୍
Read More...

ଡିସେମ୍ବର ପହିଲାରୁ ଲଞ୍ଚ ହେବ ଡିଜିଟାଲ ମୁଦ୍ରା

ନୂଆଦିଲ୍ଲୀ; ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବଡ ଘୋଷଣା । ଡିସେମ୍ବର ପହିଲାରୁ ଖୁଚୁରା ବଜାରରେ ଲଞ୍ଚ କରାଯିବ ଡିଜିଟାଲ ମୁଦ୍ରା ।ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ଡିଜିଟାଲ ମୁଦ୍ରାକୁ 'ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି' ବୋଲି ନାମକରଣ କରାଯାଇଛି । ଡିସେମ୍ବର ପହିଲାରୁ ଏହାର
Read More...

‘ଦ କଶ୍ମୀର ଫାଇଲ୍ସ’କୁ IFFI ଜୁରୀ ମୁଖ୍ୟଙ୍କ ନିନ୍ଦା

ଗୋଆ; ଚଳିତ ବର୍ଷ ଗୋଆରେ ଆୟୋଜିତ ୫୩ତମ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ସୁପରହିଟ୍ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନିନ୍ଦା କରିଛନ୍ତି IFFI ମୁଖ୍ୟ ଜୁରୀ । ଫିଲ୍ମଟି ଅଶ୍ଳୀଳ ଓ ପ୍ରୋପାଗଣ୍ଡା ଉପରେ ଆଧାରିତ ବୋଲି କୁହାଯାଇଛି । ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ୍ ଇଣ୍ଡିଆ-୨୦୨୨ର
Read More...

ତାଇଓ୍ବାନ ବିରୋଧରେ ଯୁଦ୍ଧମୁହାଁ ଚୀନ

ଚୀନ; ଆଗକୁ ହୋଇପାରେ ଚୀନ-ତାଇଓ୍ବାନ ଯୁଦ୍ଧ । କାରଣ ବଢିବାରେ ଲାଗିଛି ଚୀନ-ତାଇଓ୍ବାନ ବିବାଦ । ପୁଣି ତାଇଓ୍ବାନ ସୀମାରେ ପ୍ରବେଶ କରିଛି ଚୀନର ୯ଟି ଜେଟ । ଏଥିସହିତ ସୀମାରେ ୪ଟି ଯୁଦ୍ଧଜାହାଜ ସହ ପାଟ୍ରୋଲ ଏୟାରକ୍ରାଫ୍ଟ ଓ ଭୂପୃଷ୍ଠରୁ ନିକ୍ଷେପ ହୋଇପାରୁଥିବା ମିସାଇଲ ମୁତୟନ ହୋଇଛି । ଚୀନର
Read More...

୫ ଦିନ ହେବ ଜଳୁଛି ମାର୍କେଟ୍ କମ୍ପ୍ଲେକ୍ସ

ନୂଆଦିଲ୍ଲୀ; ୫ ଦିନ ହେବ ଜଳୁଛି ମାର୍କେଟ୍ କମ୍ପ୍ଲେକ୍ସ । ଦିଲ୍ଲୀ ଚାନ୍ଦନୀଚୌକ ଭାଗିରଥି ପ୍ୟାଲେସ ବଜାରରେ ଲାଗିଥିବା ନିଆଁ ଲିଭାଇବା ପାଇଁ ୧୫୦ଟି ଦମକଳ ଗାଡି ମୁତୟନ କରାଯାଇଥିଲେ ବି ଏଯାଏଁ ସମ୍ପୂର୍ଣ୍ଣ ଆୟତ ହୋଇପାରିନାହିଁ । ଯାହା ଅଗ୍ନିଶମ ବିଭାଗର ଚିନ୍ତାର କାରଣ ପାଲଟିଛି।
Read More...

ମିଳିମିଳାକୁ ନେଇ ‘ହୁ’ର ଚେତାବନୀ

ନୂଆଦିଲ୍ଲୀ; ଭାରତ ସମେତ ସାରା ବିଶ୍ୱରେ ଦ୍ରୁତ ଗତିରେ ବଢି ଚାଲିଛି ମିଳିମିଳା ସଂକ୍ରମଣ । ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ମିଳିମିଳା ଗମ୍ଭୀର ରୂପ ଧାରଣ କରିଛି। ଗତ କିଛି ଦିନ ଭିତରେ ମୁମ୍ବାଇରେ ମିଳିମିଳାର ସଂକ୍ରମଣ ଚିନ୍ତା ବଢାଇଛି । ଏଯାଏଁ ୨୩୩ ଜଣ ମିଳିମିଳାରେ ଆକ୍ରାନ୍ତ ହୋଇଥିବା
Read More...

ଦୁନିଆର ସବୁଠୁ ଦାମୀ ଔଷଧ ‘ହେମଜେନିକ୍ସ’

ଆମେରିକା; ଜାଣିଛନ୍ତି କି ଦୁନିଆର ସବୁଠୁ ଦାମୀ ଔଷଧ ବିଷୟରେ । ଏହି ଔଷଧର ଦାମ୍ ଶୁଣିଲେ ପ୍ରାୟ ସମସ୍ତଙ୍କ ହୋସ୍ ଉଡିଯିବ । ଆମେରିକାର ଫେଡେରାଲ ଡ୍ରଗ୍ ଆଡମିନିଷ୍ଟ୍ରେସନ ଏକ ଔଷଧକୁ ଦୁନିଆର ସବୁଠୁ ଦାମି ଔଷଧର ମାନ୍ୟତା ଦେଇଛନ୍ତି । ସେହି ଔଷଧର ନାଁ ହେଉଛି ‘ହେମଜେନିକ୍ସ’ । ଯାହାର ଗୋଟିଏ
Read More...

କିମ୍ବଦନ୍ତୀ ଅଭିନେତା ବିକ୍ରମ ଗୋଖଲେଙ୍କ ପରଲୋକ

ମୁମ୍ବାଇ; କିମ୍ବଦନ୍ତୀ ଅଭିନେତା ବିକ୍ରମ ଗୋଖଲେଙ୍କ ୮୨ ବର୍ଷ ବୟସରେ ଦେହାନ୍ତ ହୋଇଛି । ଅଭିନେତା ଆଜି ଅପରାହ୍ନରେ ପୁଣେର ଏକ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅଭିନେତା ଅସୁସ୍ଥ ଥିବାରୁ ଗତ ୫ ତାରିଖରୁ ତାଙ୍କୁ ପୁଣେର ଦିନାନାଥ ମଙ୍ଗେସକର ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ
Read More...