Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍-ଲେନ୍ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍
Browsing Category
Today’s Highlight
କିଏ ହେବେ ମେୟର ?ପ୍ରଥମ ମହିଳା ମେୟର ପାଇବେ ଭୁବନେଶ୍ୱର ଓ ବ୍ରହ୍ମପୁରବାସୀ
ଆଜି ଆସିବ ପୌର ଫଳାଫଳ । ତିନି ମହାନଗର ନିଗମ ଭୁବନେଶ୍ୱର,କଟକ,ବ୍ରହ୍ମପୁରରେ କିଏ ପିନ୍ଧିବ ମେୟର ମୁକୁଟ ତା ଉପରେ ସମସ୍ତଙ୍କ ନଜର ରହିଛି । ପ୍ରଥମ ଥର ପାଇଁ ଭୁବନେଶ୍ୱର ଓ ବ୍ରହ୍ମପୁରବାସୀ ପାଇଁ ମହିଳା ମେୟର । ମୈଦାନରେ ଅଛନ୍ତି ୧୨ ମେୟର ପ୍ରାର୍ଥୀ ଓ ୨୯୧ କର୍ପୋରେଟର ପ୍ରାର୍ଥୀ ।!-->…
Read More...
Read More...
ପୁଣି ବଢିଲା ତୈଳ ଦର, ୫ ଦିନରେ ୩ଟଙ୍କା ୨୦ ପଇସା ବୃଦ୍ଧି
ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଆକାଶ ଛୁଆଁ ହେଉଛି । ଆଜି ପୁଣି ବଢିଛି ତୈଳ ଦର । ଗତ ୫ ଦିନ ଭିତରେ ୪ ଥର ତୈଳ ଦର ବୃଦ୍ଧି ପାଇଛି । ଆଜି ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ମହଙ୍ଗା ହେଉଛି । ଗତ ୫ ଦିନରେ ପେଟ୍ରୋଲ ଓ ଡିଜେଲ ଦର ୩ ଟଙ୍କା ୨୦ ପଇସା ବୃଦ୍ଧି ହୋଇଛି । ମଧ୍ୟପ୍ରଦେଶ!-->…
Read More...
Read More...
ଆଜି ପୌର ଫଇସଲା
ଆଜି ପୌର ଫଇସଲା । ସକାଳ ୮ରୁ ଚାଲିଛି ଭୋଟ ଗଣତି । ଫଳାଫଳ ଆସିବା ପରେ ଜଣାପଡିବ କାହାକୁ ନେତା ବାଛିଛନ୍ତି ସହରୀ ଭୋଟର । ପ ।ୟତ ନିର୍ବାଚନରେ ଗାଁ ଭୋଟର ଶାସକ ଦଳକୁ ଏକ ତରଫା ଭୋଟ ଦେଇଥିବା ବେଳେ ସହରୀ ଭୋଟର କାହାକୁ ବାଛିଛନ୍ତି , ତାହା ଆଜି ଜଣାପଡିବ । ସେହିପରି ଭୁବନେଶ୍ୱର ମହାନଗର ନିଗମ!-->…
Read More...
Read More...
ଗୁଳି ଫୁଟି ଥାନା ଅଧିକାରୀଙ୍କ ମୃତ୍ୟୁ
ଗୁଳି ଫୁଟି ଚାଲିଗଲା ଥାନା ବାବୁଙ୍କ ଜୀବନ । ଘରେ ରିଭଲଭର ସଫା କରୁଥିବା ସମୟରେ ଗୁଳିଫୁଟି ଭଞ୍ଜନଗର ଗାଙ୍ଗପୁର ଥାନା ଆଇଆଇସିଙ୍କ ମୃତ୍ୟୁ ହୋଇଛି । ଆଇଆଇସି ଦେବ କୁମାର ଗମାଙ୍ଗଙ୍କ ମୃତ୍ୟୁ ନେଇ ଗଞ୍ଜାମ ଏସପି ସୂଚନା ଦେଇଛନ୍ତି । ଦେବ କୁମାର ଗମାଙ୍ଗ ନିଜ ରିଭଲଭର ସଫା କରୁଥିଲେ । ଏହି!-->…
Read More...
Read More...
ଆଜି ୟୁକ୍ରେନ ସୀମାନ୍ତ ପୋଲାଣ୍ଡ ପହଞ୍ଚିବେ ବାଇଡେନ୍
ୟୁକ୍ରେନ-ଋଷ ଯୁଦ୍ଧ ଭିନ୍ନ ମୋଡ଼ ନେଇପାରେ । କାରଣ ଆଜି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୋଲାଣ୍ଡ ପହଞ୍ଚିବେ । ଏହି ଗସ୍ତର ଗୁରୁତ୍ୱ ଅନେକ ରହିଛି । କାରଣ ପୋଲାଣ୍ଡ ସୀମା ନେଇ ୟୁକ୍ରେନକୁ ସହାୟତା ପହଞ୍ଚୁ ଥିବାରୁ ଋଷ ଟାର୍ଗେଟରେ ପୋଲାଣ୍ଡ ରହିଛି । ପୋଲାଣ୍ଡର ପ୍ରଧାନମନ୍ତ୍ରୀଙ୍କ ସହ!-->…
Read More...
Read More...
ପୁଣି ବଢିଲା ତୈଳ ଦର, ୪ ଦିନରେ ତୃତୀୟ ଥର ପାଇଁ ବୃଦ୍ଧି
ପୁଣି ବଢିଲା ତୈଳ ଦର । ଗୋଟିଏ ଦିନର ଆଶ୍ୱସ୍ତି ପରେ ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ତୈଳ ଦର ଲଗାତର ବଢିବାରେ ଲାଗିଛି । ଗତ ୪ ଦିନରେ ତୃତୀୟ ଥର ପାଇଁ ତୈଳ ଦର ବୃଦ୍ଧି ହୋଇଛି। ପେଟୋଲ ଓ ଡିଜେଲ ଦର ଲିଟର ପିଛା ୮୦ ପଇସା ବଢିଛି। ଭୁବନେଶ୍ୱର!-->…
Read More...
Read More...
ଆଜି ଶପଥ ନେବେ ଯୋଗୀ ଆଦିତ୍ୟନାଥ
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଯୋଗୀ ଆଦିତ୍ୟନାଥ। ଲକ୍ଷ୍ନୌର ଏକନା ଷ୍ଟାଡିୟମରେ ଯୋଗୀଙ୍କ ଶପଥ ଗ୍ରହଣ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୪ଟା ବେଳେ ଏହି ଶପଥ ସମାରୋହ ଅନୁଷ୍ଠିତ ହେବ। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବଡ଼ ନେତା!-->…
Read More...
Read More...
ବିଧାୟକଙ୍କ ମିଡିଆ ପ୍ରଭାରୀଙ୍କୁ ମାଡ଼
ଟଙ୍କା ବାଣ୍ଟିବା ଅଭିଯୋଗରେ ବିଧାୟକଙ୍କ ମିଡିଆ ପ୍ରଭାରୀଙ୍କୁ ମାଡ଼ ଅଭିଯୋଗ । ପାଟଣାଗଡ଼ ବିଜେଡି ବିଧାୟକ ସରୋଜ ମେହେରଙ୍କ ମିଡିଆ ପ୍ରଭାରୀ ପ୍ରଦୀପ ମେହେରଙ୍କୁ ଭୋଟ କେନ୍ଦ୍ର ବାହାରେ ଟଙ୍କା ବାଣ୍ଟୁ ଥିବା ଅଭିଯୋଗରେ ସ୍ଥାନୀୟ ଲୋକ ମାଡ଼ ମାରିଛନ୍ତି । ପାଟଣାଗଡ଼ ଏନଏସି କୋଲପଡ଼ାରେ ଏହି ଘଟଣା!-->…
Read More...
Read More...
ମାନସ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚ ର ଛାନ୍ଭିନ୍
କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଆରମ୍ଭ କରିଛି ତଦନ୍ତ । ଏଯାଏଁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ପାଖରେ ପୁଲିସ ପହଞ୍ଚି ପାରିନଥିବା ବେଳେ ରାଜ୍ୟ ବାହାରକୁ ଯାଇଛି ଏକ କ୍ରାଇମବ୍ରାଞ୍ଚ ଟିମ୍ । ହତ୍ୟା ମାମଲା ଉପରୁ ପରଦା ହଟାଇବାକୁ ଆକ୍ସନ!-->…
Read More...
Read More...
ଭୋଟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମତଦାନ କେନ୍ଦ୍ରକୁ ଚାଲିଚାଲି ଯାଇ ମତାଧିକାର ସାବ୍ୟସ୍ତ କରିଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ ମଧ୍ୟ ଜଣେ ସାଧାରଣ ନାଗରିକ ଭାବେ ସବୁ ନିୟମ ପାଳନ କରି ଭୋଟ ଦେଇଛନ୍ତି ନବୀନ ପଟ୍ଟନାୟକ । ଭୋଟ ଦେବା ପରେ!-->…
Read More...
Read More...