ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌
Browsing Category

Today’s Highlight

ହଟିଲା କଟକଣା, ଆଜିଠୁ ଅନ୍ତର୍ଜାତୀୟ ବିମାନ ଉଡାଣ ଆରମ୍ଭ

ହଟିଲା କଟକଣା । ଭାରତରେ ଆଜିଠୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଆରମ୍ଭ । କରୋନା ସ୍ରଂକମଣ କମିବା ପରେ ସମସ୍ତ ପ୍ରତିବନ୍ଧକ ହଟାଇ କେନ୍ଦ୍ର ସରକାର ଆଜିଠୁ ଅନ୍ତର୍ଜାତୀୟ ବିମାନ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଛନ୍ତିା ୨୦୨୦ ମାର୍ଚ୍ଚ ୨୩ରୁ କମର୍ସିଆଲ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ
Read More...

ତେଲ ଦରରେ ନିଆଁ, ୬ ଦିନରେ ବଢିଲାଣି ୫ ଥର

ରାତି ପାହିଲେ ବଦଳୁଛି ତେଳ ଦର । ୬ ଦିନରେ ୫ ଥର ବଢିଲାଣି ପେଟ୍ରୋଲ ଓଡିଜେଲ । ଆଜି ପେଟ୍ରୋଲ ଲିଟର ପିଛା ୫୦ ପଇସା ଓ ଡିଜେଲ ଲିଟର ପିଛା ୫୫ପଇସା ବୃଦ୍ଧି ପାଇଛି । ଯାହା ଖାଉଟିଙ୍କୁ ବାଧୁଛି। ୟୁପି ସମେତ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ସରିବା ପରେ ଉପରମୁହାଁ ହୋଇଛି ତେଲ ଦର। ୨୨
Read More...

ପୌର ଫଇସଲା: କିଏ ଜିତିଲା କେଉଁଠି?

ଆସିଛି ପୌର ଫଳାଫଳ । ଗାଁରେ ପରେ ସହରରେ ବି ହୋଇଛି ଶଙ୍ଖନାଦ । ସହରର କୋଣ ଅନୁକୋଣରେ ଶଙ୍ଖ ବାଜିଛି । ପୌର ନିର୍ବାଚନରେ ମଧ୍ୟ ଶାସକ ବିଜେଡିର ଦବଦବା ଦେଖିବାକୁ ମିଳିଛି । ୧୦୬ ପୌରାଧ୍ୟକ୍ଷ ଆସନରୁ ବିଜେଡି ୭୬ଟି ଆସନରେ ବିଜୟୀ ହୋଇଥିବା ବେଳେ ୧୬ଟି ଆସନରେ ବିଜେପି ବିଜୟୀ ହୋଇଛି । ସେହିପରି
Read More...

ବ୍ରହ୍ମପୁର ମେୟର ପଦ ହାତେଇଲା ବିଜେଡି, ସଂଘମିତ୍ରା ଦଳେଇ ବିଜୟୀ

ବ୍ରହ୍ମପୁର ମେୟର ପଦ ଅକ୍ତିଆର କଲା ବିଜେଡି । ବିଜେଡି ମେୟର ପ୍ରାର୍ଥୀ ସଂଘମିତ୍ରା ଦଳେଇ ବିଜୟୀ ହୋଇଛନ୍ତି । ବହୁ ଭୋଟ ବ୍ୟବଧାନରେ ସେ ବାଜିମାତ୍ କରିଛନ୍ତି । ୨୦ ହଜାର ୨୩୬ ଭୋଟ ବ୍ୟବଧାନରେ ସେ ଜିତିଛନ୍ତି। ବିଜେପିର ସବିତା ସୁଆର ଓ କଂଗ୍ରେସର ମଞ୍ଜୁ ରଥଙ୍କୁ ବହୁ ପଛରେ ପକାଇ ସଂଘମିତ୍ରା
Read More...

ଏପ୍ରିଲରୁ ବଢିବ ଔଷଧର ଦାମ

ଏପ୍ରିଲରୁ ବଢିବ ଔଷଧର ଦାମ । ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ପରେ ଔଷଧର ଦାମ ବଢିବ । ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୮୦୦ରୁ ଅଧିକ ଔଷଧ ମହଙ୍ଗା ହେବ । ଭାରତୀୟ ଜାତୀୟ ଫାର୍ମାସ୍ୟୁଟିକାଲ ମୂଲ୍ୟ ପ୍ରାଧିକରଣ ଶୁକ୍ରବାର ଦିନ ୨୦୨୦ରେ ଅନୁରୂପ ଅବଧିରେ ବର୍ଷ ୨୦୨୧
Read More...

ବିଜୟୀ: କିଏ ଓ କେଉଁଠି?

ଆସୁଛି ପୌର ଫଇସଲା । ଭୋଟ ଗଣତି ଚାଲିଥିବା ବେଳେ ଅଧିକାଂଶ ସ୍ଥାନରେ ଚିତ୍ର ସ୍ପଷ୍ଟ ହୋଇଛି । ବିଜେଡି ବହୁ ସ୍ଥାନରେ ବାଜିମାତ କରିଥିବା ବେଳେ ବହୁ ପଛରେ ପଡିଯାଇଛନ୍ତି ବିଜେପି ଓ କଂଗ୍ରେସ । ଆସନ୍ତୁ ନଜର ପକାଇବା କିଏ କେଉଁଠି ବିଜୟୀ ହୋଇଛନ୍ତି ।ଦେବଗଡ଼ ପୌରାଧ୍ୟକ୍ଷ: ବିଜେଡ଼ିର
Read More...

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଳିବେ ଆର୍ଥ ଆୱାର

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଳିବେ ଆର୍ଥ ଆୱାର । ରାତି ସାଢେ ୮ଟାରୁ ଏକ ଘଣ୍ଟା ଧରି ନବୀନ ନିବାସର ସମସ୍ତ ବିଦ୍ୟୁତ ଚାଳିତ ସରଞ୍ଜାମ ବନ୍ଦ ରହିବ। ଅର୍ଥାତ ରାତି ସାଢେ ୮ରୁ ସାଢେ ୯ ପର୍ଯ୍ୟନ୍ତ ଆର୍ଥ ଆୱାର ପାଳନ କରାଯିବ। ୨୦୦୭ ମସିହାରେ ଅଷ୍ଟ୍ରେଲିଆର ସିଡନୀ ସହରରେ ଲୋକମାନେ
Read More...

ଆସିଲା ମେୟର ଭୋଟ ଗଣତିର ପ୍ରାରମ୍ଭିକ ଟ୍ରେଣ୍ଡ, କଟକରେ କଡ଼ା ଟକ୍କର

ସକାଳୁ ପୌର ଭୋଟ ଗଣତି ଚାଲିଥିବା ବେଳେ ବିଜେଡି ଆଗୁଆ ରହିଛି । ରାଉଣ୍ଡ ପରେ ରାଉଣ୍ଡ ଗଣା ଚାଲିଛି । ତେବେ ୩ ମହାନଗର ନିଗମରେ ମିଏ ହେବେ ମେୟର ତା ଉପରେ ସମସ୍ତଙ୍କ ନଜର ରହିଛି । କଟକ ମହାନଗର ନିଗମରେ କଡା ଟକ୍କର ଦେଖିବାକୁ ମିଳିଛି । ଘଡିକେ ଘୋଡା ଛୁଟୁଛି । କଟକରେ କଂଗ୍ରେସ ଓ ବିଜେଡି
Read More...

ପୌର ଫଇସଲା: ଏବେ ସୁଦ୍ଧା କିଏ ଆଗରେ କିଏ ପଛରେ?

ଚାଲିଛି ପୌର ନିର୍ବାଚନ ଭୋଟ ଗଣତି। ସକାଳୁ ଗଣତି ଆରମ୍ଭ ହୋଇଥିବା ବେଳେ ଆସିଛି ଟ୍ରେଣ୍ଡ ପରେ ଟ୍ରେଣ୍ଡ । ରାଜ୍ୟର ଅଧିକାଂଶ ଏନଏସି,ପୌରାଞ୍ଚଳରେ ବିଜେଡି ଆଗରେ ରହିଛି । ବିରୋଧୀ ବହୁ ପଛରେ ପଡିଯାଇଛନ୍ତି । ଦିନ ୧୦ଟା ସୁଦ୍ଧା ଟ୍ରେଣ୍ଡ ଅନୁସାରେ ୭୧ଟି ଆସନରେ ବିଜେଡି ଆଗୁଆ ରହିଛି ।
Read More...

୩୧ ଦିନରେ ଧ୍ୱଂସବିଧ୍ୱସ୍ତ ହୋଇଗଲା ଖାରକିଭ୍‌, ଖାଦ୍ୟ,ପାଣି ପାଇଁ ଡହଳବିକଳ ଲୋକ

ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଗତ ୩୧ ଦିନରୁ ଜାରି ରହିଛି । ଋଷ ପକ୍ଷରୁ ୟୁକ୍ରେନ ଉପରେ ପ୍ରଚଣ୍ଡ ଆକ୍ରମଣ କରାଯାଇଛି । ୟୁକ୍ରେନର ବହୁ ସହର ଧ୍ୱଂସବିଧ୍ୱସ୍ତ ହୋଇଯାଇଛି। ୟୁକ୍ରେନର ଅଧିକାରୀଙ୍କ ତରଫର ଦାବି କରାଯାଇଛି ଯେ, ଋଷ ସେନା ନିକଟରେ ମାରିୟୁପୋଲ ଥିଏଟର ଉପରେ ଏୟାର ଷ୍ଟ୍ରାଇକ
Read More...