Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍ ବଜାରକୁ ଆଣିବ ପ୍ୟାକେଟ୍ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ
Browsing Category
Today’s Highlight
ସମବାୟ ସମିତିଙ୍କୁ ଆରବିଆଇ ଝଟକା; ‘ବ୍ୟାଙ୍କ’ ଶବ୍ଦ ବ୍ୟବହାର ମନା
ମୁମ୍ବାଇ: ବ୍ୟାଙ୍କ ବା ବ୍ୟାଙ୍କିଙ୍ଗ ଭଳି ଶବ୍ଦକୁ କେହି ମନଇଚ୍ଛା ବ୍ୟବହାର କରିପାରିବେ ନାହିଁ। ବିଶେଷକରି ସମବାୟ ସମିତି ବ୍ୟାଙ୍କ ଶଦ୍ଦ ବ୍ୟବହାର କରି ଟଙ୍କା ଜମା ରଖିବା ଉପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଆରବିଆଇ ପାଦେ ଆଗକୁ ଯାଇ ସତର୍କ କରିଛନ୍ତି!-->…
Read More...
Read More...
ବାୟୁବୀର ଅଭିନନ୍ଦନଙ୍କୁ ‘ବୀରଚକ୍ର’ ସମ୍ମାନ
ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ‘ବୀରଚକ୍ର’ ସମ୍ମାନ । ରାଷ୍ଟ୍ରପତି ଭବନରେ ‘ବୀରଚକ୍ର’ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି । ପାକିସ୍ତାନର ଲଢୁଆ ଯୁଦ୍ଧ ବିମାଗ ଏଫ-୧୬ ମାରି ଖସାଇବା ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି । ଏହା ସହ ବିଭିନ୍ନ ପରିସ୍ଥିତିରେ ସାହାସିକତାର!-->…
Read More...
Read More...
ନରେନ୍ଦ୍ର ଗିରି ମୃତ୍ୟୁ: ସିବିଆଇ ଚାର୍ଜସିଟରେ ସତ!
ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ଆଚାର୍ଯ୍ୟ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ ସିବିଆଇ ଦାଖଲ କରିଥିବା ଚାର୍ଜିସିଟରେ ଏକ ବଡ଼ ଖୁଲାସା ହୋଇଛି । ନରେନ୍ଦ୍ର ଗିରିଙ୍କୁ ହତ୍ୟା କରାଯାଇନି, ବଂର ଆତ୍ମହତ୍ୟା ପାଇଁ ବାଧ୍ୟ କରାଯାଇଛି ବୋଲି ସିବିଆଇ ଚାର୍ଜସିଟରେ ଉଲ୍ଲେଖ ରହିଛ ।
!-->!-->!-->…
Read More...
Read More...
ପରେଡ ବେଳେ ମାଡିଗଲା କାର
ଖ୍ରୀଷ୍ଟମାସ ପରେଡ ଭିତରେ ମାଡିଗଲା କାର । ଆମେରିକା ୱିସକୋସିନରେ ଏଭଳି ଅଘଟଣ ଘଟିଛି । କାର ମାଡି ଯିବାରୁ ୨୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଅନେକ ଛୋଟଛୁଆ ମଧ୍ୟ ଅଛନ୍ତି । ତେବେ ଆଶ୍ୱସ୍ତିକର କଥା ହେଉଛି, କାହାର ମୃତାହତ ର ଖବର ଆସିନାହିଁ । ସମସ୍ତ ଆହତଙ୍କୁ!-->…
Read More...
Read More...
ବିଷ ବଳୟରୁ କେବେ ମୁକୁଳିବ ଦିଲ୍ଲୀ? ଆଜି ବୈଠକ
ନୂଆଦିଲ୍ଲୀ: ଗୋଟେ ପଟେ ଦିଲ୍ଲୀରେ ପାରଦ ଖସିବାରେ ଲାଗିଛି। ଅନ୍ୟ ପଟେ ପ୍ରଦୂଷଣ ପାଇଁ ବାୟୂର ଗୁଣବତ୍ତା ବହୁତ ଖରାପ ସ୍ତରରେ ରହିଛି। ଏଭଳି ସ୍ଥିତିରେ ପ୍ରଦୂଷଣର ମୁକାବିଲା କରିବାକୁ ଦିଲ୍ଲୀ ସରକାର ବହୁତ ପଦକ୍ଷେପ ନେଇଛନ୍ତି। କିନ୍ତୁ ଏଯାଏ ସ୍ଥିତିରେ କୌଣସି ସୁଧାର ଆସିନାହିଁ। ଦିଲ୍ଲୀରେ!-->…
Read More...
Read More...
ନୂଆବର୍ଷରେ ୪ ଫିଲ୍ମ ମଧ୍ୟରେ ହେବ ଟକ୍କର
ମୁମ୍ବାଇ: ନୂଆବର୍ଷରେ ୪ ବଡ ବଲିଉଡ ଫିଲ୍ମର ହେବ କଡା ଟକ୍କର। ବଲିଉଡର ମୋଷ୍ଟ ପରଫେକସିନିଷ୍ଟ ଅମୀର ଖାନ୍ଙ୍କ ଫିଲ୍ମ ‘ଲାଲ ସିଂହ ଚଢା’ର ରିଲିଜକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ହେଲେ ଦର୍ଶକଙ୍କୁ ଆଉ ଅଧିକ ସମୟ ଅପେକ୍ଷା କରିବାକୁ ପଡିବନି। କାରଣ ଫିଲ୍ମର ରିଲିଜ ତାରିଖ ଏବେ!-->…
Read More...
Read More...
ପଠାନ୍କୋଟରେ ଗ୍ରେନେଡ୍ ବିସ୍ଫୋରଣ
ନୂଆଦିଲ୍ଲୀ: ପଞ୍ଜାବର ପଠାନ୍କୋଟ୍ ଆର୍ମି କ୍ୟାମ୍ପ ନିକଟରେ ଗ୍ରେନେଡ୍ ବିସ୍ଫୋରଣ। ଆର୍ମି କ୍ୟାମ୍ପ ଗେଟ ଉପରେ ଗ୍ରେନେଡ୍ରେ ଆକ୍ରମଣ କରାଯାଇଛି। କ୍ୟାମ୍ପର ତ୍ରିବେଣୀ ଗେଟ ଉପରେ ଗ୍ରେନେଡ୍ ଫିଙ୍ଗିକି ବିସ୍ଫୋରଣ କରାଯାଇଛି। ତେବେ ବାଇକରେ ଆସି ଗ୍ରେନେଡ୍ ମାଡ଼ କରିଥିବା ସୂଚନା ରହିଛି।!-->…
Read More...
Read More...
ମନ୍ତ୍ରିମଣ୍ଡଳ ପୁର୍ନଗଠନ ହେଲା, ତଥାପି ସରିନି କନ୍ଦଳ!
ଜୟପୁର: ରାଜସ୍ଥାନରେ ମନ୍ତ୍ରିମଣ୍ଡଳ ପୁର୍ନଗଠନ ପରେ ଆଶା କରାଯାଉଥିଲା କନ୍ଦଳ ବି ପରିସମାପ୍ତି ଘଟିଲା। ଦଳର ଯୁବ ଚେହେରା ସଚିନ୍ ପାଇଲଟ୍ ବି ଅନୁରୂପ ମନ୍ତବ୍ୟ ଦେଇଥିଲେ। ହେଲେ ଏବେ ଜଣାପଡ଼ିଲାଣି ଯେ କଂଗ୍ରେସ ଦଳ ମଧ୍ୟରେ କନ୍ଦଳ ସମାପ୍ତ ହୋଇଥିବା ନଜର ଆସୁନାହିଁ। ଶପଥ ଗ୍ରହଣ ଉତ୍ସବର କିଛି!-->…
Read More...
Read More...
ନୂଆ ଭାରତ ତିଆରି କରିବା ବାଟରେ; ନା ଆଉ କିଛି
ଲକ୍ଷ୍ନୌ: ଆସନ୍ତାବର୍ଷ ପ୍ରାରମ୍ଭରେ ହେବାକୁ ଥିବା ଉତ୍ତରପ୍ରଦେଶ ନିର୍ବାଚନ ଏବେ ବିଜେପି ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କଲାଣି। ଏଥିଲାଗି ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଆଜି ଉଭୟଙ୍କର!-->…
Read More...
Read More...
‘ରାହୁଲ-ରୋହିତ୍’ ସଫଳ; ୩-୦ରେ ସିରିଜ୍ ଜିତିଲା ଭାରତ
କୋଲକାତା: ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ତୃତୀୟ ତଥା ଅନ୍ତିମ ଟି-ଟ୍ୱେଣ୍ଟି ଶେଷ ହୋଇଛି। ଏଥିରେ ନ୍ୟୁଜିଲ୍ୟାଣ୍ଡକୁ ୭୩ ରନରେ ପରାସ୍ତ କରି ଭାରତ କୋଲକାତାର ଇଡେନ ଗାର୍ଡେନ୍ସରେ ତିନି ମ୍ୟାଚ ବିଶିଷ୍ଟ ସିରିଜକୁ ୩-୦ରେ ଜିତିଛି।
ବ୍ୟାଟିଂ କରିବାକୁ ଚୟନ କରିବା ପରେ କ୍ୟାପଟେନ୍ ରୋହିତ!-->!-->!-->…
Read More...
Read More...