ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ
Browsing Category

Today’s Highlight

ଦିଲ୍ଲୀରେ ସ୍କୁଲ, କଲେଜ ବନ୍ଦ

ଦିଲ୍ଲୀରେ ସୀମା ଟପିଲାଣି ପ୍ରଦୂଷଣ । ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବେ ବଡ଼ ଚ୍ୟାଲେଞ୍ଜ ହୋଇଥିବା ବେଳେ ସମସ୍ତ ସ୍କୁଲ,କଲେଜ ବନ୍ଦ ନେଇ ଘୋଷଣା କରାଯାଇଛି । ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍କୁଲ, କଲେଜ ବନ୍ଦ ରହିବ । ଛାତ୍ରଛାତ୍ରୀଙ୍କ ପୁଣି ଥରେ ଅନଲାଇନ କ୍ଲାସ ଆରମ୍ଭ ହେବ । କରୋନା
Read More...

ବିଜୟର ମନ୍ତ୍ର ଦେବେ ‘ଦ୍ରୋଣାଚାର୍ଯ୍ୟ’ ଦ୍ରାବିଡ୍‌

ଆସନ୍ତାକାଲିଠୁ ଆରମ୍ଭ ହେବ ନ୍ୟୁଜିଲାଣ୍ଡ ବିପକ୍ଷ ଲଢେଇ । ଜୟପୁର ସୱାଇ ମାନସିଂହ ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ । ଏଥର ଟିମ ଇଣ୍ଡିଆ ନୂଆ କ୍ୟାପଟେନ ଓ ନୂଆ କୋଚ୍ ସହ ମୈଦାନକୁ ଓହ୍ଲାଇବ । କୋଚ ହେବା ପରେ ରାହୁଲ ଦ୍ରାବିଡ୍ ଆଜି ପ୍ରେସ କନଫରେନ୍ସ କରିଛନ୍ତି । ତାଙ୍କ
Read More...

ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ ଫର୍ମୁଲା

ରାଜଧାନୀ ଦିଲ୍ଲୀ ସମେତ ଏନସିଆରରେ ପ୍ରଦୂଷଣ ପାଇଁ ପରିସ୍ଥିତି ସାଂଘାତିକ ହେବାରେ ଲାଗିଛି । ପ୍ରଦୂଷଣ ବୃଦ୍ଧି ଯୋଗୁଁ ପୁଣି ଥରେ ଦିଲ୍ଲୀ-ଏନସିଆରକୁ ଲକଡାଉନ ଆଡକୁ ଠେଲି ଦେଇଛି । ରାଜଧାନୀରେ ଦିଲ୍ଲୀରେ ତ ଅନେକ କଟକଣା ଲାଗୁ କରାଯାଇଛି , ଏବେ ଏନସିଆରରେ ମଧ୍ୟ ଅନେକ କଟକଣା ଲାଗୁ
Read More...

ମୋତେ ବଞ୍ଚାଇଦିଅ: ଅନ୍ବେଷା

ତିନି ମାସ ତଳେ କୁଆଁ କୁଆଁ ହୋଇ ଜନ୍ମ ହୋଇଥିଲା । ହସ ଖୁସିରେ ଫାଟିପଡିଥିଲା ଘର । ହେଲେ ୩ ମାସ ପରେ କୁନି ଝିଅ ପାଇଁ କାନ୍ଦୁଛି ପୁରା ପରିବାର । ହସ୍ପିଟାଲ ବେଡରେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛି କୁନି ଝିଅ । କଅଁଳ ଶିଶୁକୁ ବଂଚାଇବାକୁ ହାତ ଯୋଡି ନେହୁରା ହେଉଛନ୍ତି ବାପା , ମଆ । ଆମ
Read More...

ଆସିବନି କରୋନାର ତୃତୀୟ ଲହର!

ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । କରୋନାର ଦ୍ୱିତୀୟ ଲହର ପରେ ତୃତୀୟ ଲହର ଆସିବା ନେଇ ଅନେକ ବିଶେଷଜ୍ଞ ଆକଳନ କରିଛନ୍ତି । ଅକ୍ଟୋବରରୁ ନଭେମ୍ବର ଭିତରେ ତୃତୀୟ ଲହର ଆସିବାର ସମ୍ଭାବନା ଥିବା ମଧ୍ୟ ବିଶେଷଜ୍ଞ କହିଥିଲେ । କିନ୍ତୁ ଦେଶରେ ଏବେ କରୋନା
Read More...

ପତ୍ରଲେଖା କିଏ ? ଯିଏ ରାଜକୁମାର ରାଓଙ୍କୁ କଲେ ବିବାହ..

ବଲିଉଡର ଭର୍ସାଟାଇଲ ଆକ୍ଟର ରାଜକୁମାର ରାଓ ନିଜର ବାନ୍ଧବୀ ପତ୍ରଲେଖାଙ୍କୁ ବିବାହ କରିଛନ୍ତି । ନିକଟରେ ଦୁଇ ଜଣ ସୋସିଆଲ ମିଡିଆରେ ବିବାହର ସୁନ୍ଦର ଫଟୋ ସେୟାର କରିଛନ୍ତି । ଫଟୋ ସେୟାର ପରେ ଏବେ ସବୁଆଡେ ରାଜକୁମାର ଓ ପତ୍ରଲେଖାଙ୍କ ବିବାହକୁ ନେଇ ଚର୍ଚ୍ଚା । ରାଜକୁମାରଙ୍କୁ ତ ସମସ୍ତେ
Read More...

ବାଇଡେନ-ଜିନପିଙ୍ଗ ମଧ୍ୟରେ ବୈଠକ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଆରମ୍ଭ ହୋଇଛି ବୈଠକ। ଭର୍ଚୁଆଲ ମାଧ୍ୟମରେ ଆରମ୍ଭ ହୋଇଥିବା ଏହି ବୈଠକରେ ହ୍ୱାଇଟ ହାଉସରୁ ବାଇଡେନ ସାମିଲ ହୋଇଛନ୍ତି। ପ୍ରାରମ୍ଭିକ ଭାଷଣରେ ବାଇଡେନ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ପ୍ରତିଯୋଗିତା
Read More...

ପାଣ୍ଡ୍ୟାଙ୍କ ୫କୋଟିର ଘଣ୍ଟା ଜବତ

ନୂଆଦିଲ୍ଲୀ: ଘଣ୍ଟାର ମୂଲ୍ୟ କୋଟି କୋଟି ଟଙ୍କା। ସବୁବେଳେ ନିଜ ଫ୍ୟାସନ ଓ ଷ୍ଟାଇଲ ପାଇଁ ଚର୍ଚ୍ଚାରେ ରହୁଥିବା ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠୁ ମିଳିଛି ୫ କୋଟିର ଘଣ୍ଟା। ବିମାନବନ୍ଦରରେ ଯାଞ୍ଚ ପରେ ତାଙ୍କ ନିକଟରୁ ଏତେ ଟଙ୍କାର ଘଣ୍ଟା ମିଳିବା ପରେ ଏବେ ଏହକୁ
Read More...

ଏକ୍ସପ୍ରେସ ୱେ’ରେ ଓହ୍ଲାଇବ ମୋଦୀଙ୍କ ବିମାନ

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବାଞ୍ଚଳ ଏକ୍ସପ୍ରେସ ୱେର ଉଦଘାଟନ କରିବେ। ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏହି ରାଜପଥକୁ ସର୍ମପଣ କରିବେ ପ୍ରଧାନମନ୍ତ୍ରୀ। ୩୪୦ କିଲୋମିଟର ଲମ୍ବା ଏହି ଏକ୍ସପ୍ରେସ ୱେକୁ ବନାଇବାକୁ ଲାଗିଛି ୩୬ ମାସ। ଆଉ ଏଥିପାଇଁ ବ୍ୟୟ ହୋଇଛି ୨୨ ହଜାର ୫୦୦
Read More...

ପ୍ରଧାନମନ୍ତ୍ରୀ ପଦରୁ ବିଦା ହେବେ କି ଇମ୍ରାନ!

ପାକିସ୍ତାନରେ ସେନା ଓ ସରକାର ମୁହାଁମୁହିଁ । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଓ ସେନା ମୁଖ୍ୟ କମର୍ ଜାଭେଦ ବାଜୱାଙ୍କ ମଧ୍ୟରେ ବିବାଦ ଦେଖାଦେଇଥିବା ବେଳେ ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ପଦରୁ ଇମ୍ରାନ ବିଦା ହୋଇପାରନ୍ତି । ଜାତୀୟ ଗଣମାଧ୍ୟରେ ଏନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି । ତେବେ
Read More...