Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍ ବଜାରକୁ ଆଣିବ ପ୍ୟାକେଟ୍ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ
Browsing Category
Today’s Highlight
ଆଜି ମୁଖ୍ୟମନ୍ତ୍ରୀମାନଙ୍କ ସହିତ ନିର୍ମଳାଙ୍କ ଆଲୋଚନା
ନୂଆଦିଲ୍ଲୀ: କରୋନା ମାମଲା ଦେଶରେ ହ୍ରାସ ପାଇବା ପରେ ଅର୍ଥନୈତିକ କାର୍ଯ୍ୟକଳାପରେ ଦ୍ରୁତ ଗତିରେ ସୁଧାର ଆସୁଛି। ଏହାରି ମଧ୍ୟରେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅଛି। ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କ ସହିତ ବୈଠକ କରିବେ!-->…
Read More...
Read More...
କାହିଁକି ଏସବିଆଇ ଗ୍ରାହକ ଡିସେମ୍ବର ୧ରୁ ଦେବେ ଅଧିକ ଟଙ୍କା
ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଗ୍ରାହକଙ୍କ ପାଇଁ ଜରୁରୀ ଖବର। ଯଦି ଆପଣ ଏସବିଆଇ କ୍ରେଡିଟ୍ କାର୍ଡ ବ୍ୟବହାର କରୁଛନ୍ତି, ତେବେ ଏବେ ଆପଣଙ୍କୁ କ୍ରୟ ଉପରେ ପୂର୍ବ ତୁଳନାରେ ଅଧିକ ଖର୍ଚ୍ଚ କରିବାକୁ ପଡିବ। ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ, ଡିସେମ୍ବର ୧, ୨୦୨୧ ପରେ ଯେଉଁ ବି!-->…
Read More...
Read More...
ଆଜି ସୁପ୍ରିମକୋର୍ଟରେ ଦିଲ୍ଲୀ ସଂପର୍କରେ ହେବ ଶୁଣାଣି
ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣ ବୃଦ୍ଧି ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ଆଜି ହେବାକୁ ଥିବା ଶୁଣାଣିରେ ସୁପ୍ରିମକୋର୍ଟ ପ୍ରଦୂଷଣର ମୁକାବିଲା କରିବା ପାଇଁ ଦିଲ୍ଲୀ ସରକାରଙ୍କୁ ଅନେକ ପରାମର୍ଶ ଦେଇପାରନ୍ତି। ସେହିପରି ରାଜଧାନୀରେ ତାଲାବନ୍ଦ କରିବାକୁ ଆମ ଆଦମୀ ପାର୍ଟି ସରକାର!-->…
Read More...
Read More...
ଆସନ୍ତା ୭ ଦିନ ବନ୍ଦ ରହିବ ରେଳବାଇ ପିଆରଏସ
ନୂଆଦିଲ୍ଲୀ: ରେଳବାଇ ନିଜର ସିଷ୍ଟମକୁ ଅପଡେଟ କରିବାକୁ ଯାଉଛି> ଏଥିପାଇଁ ରେଳବାଇ ଏହାର ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା(ପିଆରଏସ)କୁ ସାତ ଦିନ ପାଇଁ ରାତିରେ ବନ୍ଦ ରଖିବ। ସଟଡାଉନର ଏହି ପ୍ରକ୍ରିୟା ୬ ଘଣ୍ଟା ପାଇଁ କରାଯିବ। ରାତି ସାଢେ ୧୧ରୁ ସକାଳ ସାଢେ ୫ଟା ପର୍ଯ୍ୟନ୍ତ ଯାତ୍ରୀ ସଂରକ୍ଷଣ!-->…
Read More...
Read More...
କାହିଁକି ଦିଲ୍ଲୀରେ ବନ୍ଦ ହେଲା ସ୍କୁଲ
ନୂଆଦିଲ୍ଲୀ: ଦିଲ୍ଲୀରେ ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଗୋଟିଏ ସପ୍ତାହ ପାଇଁ ସ୍କୁଲ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି। ଏକ ଜରୁରୀ ବୈଠକରେ ନିଷ୍ପତି ନିଆଯାଇଛି ଯେ, ପ୍ରଦୂଷଣ ପାଇଁ ସୋମବାରରୁ ୨୧ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ। ବୈଠକରେ ନିଆଯାଇଥିବା ଚାରୋଟି ବଡ ନିଷ୍ପତିରୁ!-->…
Read More...
Read More...
କ୍ୟାଟ୍ରିନାଙ୍କ ବିବାହକୁ ଆସିବେନି ସଲମାନ!
ମୁମ୍ବାଇ: ବଲିଉଡ଼ର ଲଭ ବାର୍ଡ କ୍ୟାଟ୍ରିନା କୈଫ ଓ ଭିକ୍କି କୌଶଲ ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ଡିସେମ୍ବର ୭ରୁ ୯ ତାରିଖ ଭିତରେ ଉଭୟ ବିବାହ କରିବା ନେଇ ଖବର ଆସୁଛି। ରାଜସ୍ଥାନର ଜୟପୁର ସ୍ଥିତ ସିକ୍ସ ସେନସନ୍ସ ଆଭିଜାତ୍ୟ ସମ୍ପନ୍ନ ହୋଟେଲରେ ଏହି ଚର୍ଚ୍ଚିତ ବିବାହ ଅନୁଷ୍ଠିତ ହେବ!-->…
Read More...
Read More...
ମଣିପୁର ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ଏହି ସଂଗଠନ
ମଣିପୁରରେ ଆତଙ୍କବାଦୀ ଆକ୍ରମଣରେ ୭ ଜଣ ଆଖିବୁଜିଛନ୍ତି । ଜଣେ କର୍ଣ୍ଣେଲଙ୍କ ସମେତ ୪ ଯବାନ ସହିଦ ହୋଇଛନ୍ତି। ଏବଂ କର୍ଣ୍ଣେଲଙ୍କ ପରିବାରର ୨ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଆକ୍ରମଣକୁ ନେଇ ସାରା ଦେଶ କ୍ରୋଧିତ। ଆତଙ୍କବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଚର୍ଚ୍ଚା!-->…
Read More...
Read More...
ଭୟଙ୍କର ଆତଙ୍କୀ ହମ୍ଲା
ମଣିପୁରରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ । ଆତଙ୍କୀଙ୍କ ଆକ୍ରମଣରେ ଆସାମ ରାଇଫଲ୍ସର କମାଣ୍ଡିଙ୍ଗ ଅଫିସରଙ୍କ ସମେତ ୬ ଜଣ ସହିହ ହୋଇଛନ୍ତି । ଆକ୍ରମଣରେ କମାଣ୍ଡିଙ୍ଗ ଅଫିସରଙ୍କ ସ୍ତ୍ରୀ ଓ ପୁଅର ମଧ୍ୟ ମୃତ୍ୟୁ ହୋଇଛି ।
ସୂଚନା ଅନୁସାରେ , ମଣିପୁର ଚୁରାଚନ୍ଦ୍ରପୁର ସିଘାଂଟାେ ରେ ଏହି ଆକ୍ରମଣ!-->!-->!-->…
Read More...
Read More...
ବାୟୁପ୍ରଦୂଷଣ ପାଇଁ ହୋଇପାରେ ଲକଡାଉନ
ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀ ଏନସିଆରରେ ଏବେ ବି ପ୍ରଦୂଷଣ ଯୋଗୁଁ ସ୍ଥିତି ଖରାପ ହେବାରେ ଲାଗିଛି । ଏହାରି ଭିତରେ ସୁପ୍ରିମକୋର୍ଟରେ ଆଜି ପ୍ରଦୂଷଣ ପ୍ରସଙ୍ଗରେ ଶୁଣାଣି ହୋଇଛି । ପ୍ରଦୂଷଣର ବୃଦ୍ଧି ସ୍ତରକୁ ନେଇ ସର୍ବୋଚ୍ଚ ନ୍ୟାୟଳୟ!-->…
Read More...
Read More...
ୟୁରୋପରେ କରୋନା କରୁଛି ତାଣ୍ଡବ
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରୁ ମିଳିଥିବା ସୂଚନା ଅନୁସାରେ, ୟୁରୋପରେ ଗତ ଏକ ସପ୍ତାହରେ କରୋନା ସଂକ୍ରମଣର ୨୦ ଲକ୍ଷ ମାମଲା ସାମନାକୁ ଆସିଛି । ଗୋଟେ ସପ୍ତାହ ମଧ୍ୟରେ କରୋନା ମହାମାରୀ ଆରମ୍ଭ ହେବା ପରେ ଏହା ସର୍ବାଧିକ ମାମଲା । ସେହିପରି ୨୭ ହଜାରରୁ ଅଧିକ ଲୋକଙ୍କ କରୋନାରେ ଜୀବନ ଯାଇଛି । ଏହା!-->…
Read More...
Read More...