ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ
Browsing Category

Today’s Highlight

ଆଜିଠୁ ଫ୍ଲିପକାର୍ଟର ଦିୱାଲି ସେଲ..ଜାଣନ୍ତୁ କ’ଣ ରହିଛି ଅଫର?

ଭୁବନେଶ୍ବର: ଫ୍ଲିପକାର୍ଟର ବିଗ ବିଲିୟନ ସେଲ ଏବେ ସରିଥିବା ବେଳେ ଆଜିଠୁ ଅର୍ଥାତ ୧୭ ଅକ୍ଟୋବରରୁ କମ୍ପାନି ଆରମ୍ଭ କରିବାକୁ ଯାଉଛି ବିଗ ଦିୱାଲି ସେଲ। ଫ୍ଲିପକାର୍ଟ ପ୍ଲସ ସଦସ୍ୟଙ୍କ ପାଇଁ ସେଲ ଏବେଠୁ ଆରମ୍ଭ ହୋଇଯାଇଛି। କିନ୍ତୁ ଅନ୍ୟ ଗ୍ରାହକଙ୍କ ପାଇଁ ଏହି ସେଲ ଅକ୍ଟୋବର ଆଜି ରାତି ୧୨ଟାରୁ
Read More...

କେରଳରେ ଜଳପ୍ରଳୟ

କେରଳରେ ପ୍ରବଳ ବର୍ଷା ଯୋଗୁଁ ସ୍ଥିତି ସଙ୍ଗୀନ ହୋଇପଡିଛି। ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ୬ ଜିଲ୍ଲାରେ ରେଡ ଆଲର୍ଟ ଜାରି କରିଛି।ସାତ ଜିଲ୍ଲାରେ ଅରେଞ୍ଜ ଏବଂ ଦୁଇ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି। ଲଗାଣ ବର୍ଷା ଯୋଗୁଁ ଭୂସ୍ଖଳନ ସହ ବନ୍ୟା ସ୍ଥିତି ଉପୁଜିଛି। କୋଟାୟମ ଓ ଉଡୁକି
Read More...

ସେପ୍ଟେମ୍ବରରେ ନେତା ବାଛିବ କଂଗ୍ରେସ

କଂଗ୍ରେସ କାର୍ଯ୍ୟକାରୀ କମିଟିରେ ନିର୍ବାଚନ ପ୍ରକ୍ରିୟାରେ ସଭାପତି ଚୟନ ନେଇ ନିଷ୍ପତ୍ତିଜି-୨୩ ନେତାଙ୍କ ନାମ ନନେଇ ଗର୍ଜିଲେ ସୋନିଆ, କହିଲେ ମୁଁ ପୂର୍ଣ୍ଣକାଳୀନ ସଭାପତି ଅଛିପୁଣି ଥରେ ରାହୁଲଙ୍କ କାନ୍ଧରେ ଦଳର ନେତୃତ୍ବ ଭାର ଦେବା ଲାଗି ବରିଷ୍ଠଙ୍କ ଅଭିଯାନ ଆରମ୍ଭବ୍ଲକରୁ ପିସିସି ସବୁ
Read More...

ଦ୍ରାବିଡ୍ ବନିବେ ଟିମ ଇଣ୍ଡିଆ କୋଚ୍‌!

ରାହୁଲ ଦ୍ରାବିଡ ହୋଇପାରନ୍ତି ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ । ଟି -ଟ୍ୱେଣ୍ଟି ବିଶ୍ୱକପରେ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ସରୁଛି । ତେଣୁ ଶାସ୍ତ୍ରୀଙ୍କ ଯାଗାରେ ଦ୍ରାବିଙ୍କୁ ପରବର୍ତ୍ତି କୋଚ କରାଯିବା ନେଇ ସହମତି ପ୍ରକାଶ ପାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।
Read More...

ନଭେମ୍ବର ୨ରୁ ରାଜସ୍ଥାନ ଜୟପୁରକୁ ସିଧା ବିମାନ ଉଡ଼ିବ

ଧର୍ମେନ୍ଦ୍ର ପ୍ରଧାନଙ୍କ କଥା ରଖିଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସିନ୍ଧିଆସେପ୍ଟେମ୍ବର ୧୭ରେ ପତ୍ର ଲେଖିଥିଲେ କେନ୍ଦ୍ରମନ୍ତ୍ରୀ, ଇଣ୍ଡିଗୋ ଦେବ ବିମାନ ସେବାସପ୍ତାହରେ ୩ ଥର ବିମାନ ଚଳାଚଳ କରିବ ବୋଲି ସହମତି ହୋଇଛି ନୂଆଦିଲ୍ଲୀ/ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨
Read More...

ଶାହାଙ୍କ ସର୍ଜିକାଲ ଷ୍ଟ୍ରାଇକ ବୟାନରେ ଚିହିଁକି ଉଠିଲା ପାକିସ୍ତାନ..

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସର୍ଜିକାଲ ଷ୍ଟ୍ରାଇକକୁ ନେଇ ଦେଇଥିବା ବୟାନ ଉପରେ ଚିହିଁକି ଉଠିଲା ପାକିସ୍ତାନ। ଗୋଆରେ ଜାତୀୟ ଫରେନସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ ଅବସରରେ ଅମିତ ଶାହା କହିଥିଲେ ଯେ, ଭାରତୀୟ ସୀମାରେ ବିଶୃଙ୍ଖଳା କଲେ ଆଉ ବରଦାସ୍ତ
Read More...

ସିଦ୍ଧୁ ଫେରାଇନେଲେ ଇସ୍ତଫା ପତ୍ର

ଚଣ୍ଡୀଗଡ: ପଞ୍ଜାବ କଂଗ୍ରେସରେ ଦୀର୍ଘ ସମୟ ଧରି ଚାଲିଆସୁଥିବା ବିବାଦର ସମାଧାନ ହୋଇଛି। ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ନବଜ୍ୟୋତ ସିଂ ସିଦ୍ଧୁ ନିଜ ଇସ୍ତଫା ପତ୍ର ଫେରାଇ ନେଇଛନ୍ତି। ଶୁକ୍ରବାର ସିଦ୍ଧୁ ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ନିଜ ମନ
Read More...

ଟପ୍ ଆତଙ୍କୀକୁ ଘେରିଲେ ସୁରକ୍ଷାକର୍ମୀ

ଜମ୍ମୁ କାଶ୍ମୀର: ପୁଲୱାମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ। ପୁଲୱାମା ପମ୍ପୋରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ସୂଚନା ରହିଛି ଯେ, ସୁରକ୍ଷା କର୍ମୀ ମାନେ ଲସ୍କର କମାଣ୍ଡର ଉମର ମୁସ୍ତାକ ଖାଣ୍ଡେକୁ ଘେରାବନ୍ଦୀ କରିଦେଇଛନ୍ତି। ଉମର
Read More...

ଏ ବର୍ଷ ଜନ୍ମ ଦିନ ପାଳିବେନି ମୁଖ୍ୟମନ୍ତ୍ରୀ

କୋଭିଡ଼ ସଂକ୍ରମଣ କୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା କାଲି ତାଙ୍କ ଜନ୍ମ ଦିନ ପାଳନ କରିବେ ନାହିଁ। । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡିଶା ବାସୀ ଙ୍କ ଭଲ ପାଇବା ,ଶୁଭେଚ୍ଛା ଓ ଆଶୀର୍ବାଦ ନିମନ୍ତେ ସେ ସବୁବେଳେ ଋଣୀ । କୋଭିଡ଼ ଯୋଗୁଁ ଗତ ଦେଢ ବର୍ଷ ହେଲା ଆମେ
Read More...

ପାକିସ୍ତାନ ଷଡଯନ୍ତ୍ର ରଚୁଛି; ଭାରତ ଉପରେ କରିବ ଆକ୍ରମଣ!

ନୂଆଦିଲ୍ଲୀ: ଭାରତ ବିରୋଧରେ ପାକରେ ଚାଲିଛି ଷଡଯନ୍ତ୍ର। ନିକଟରେ ପାକିସ୍ତାନ ଗୁଇନ୍ଦା ଏଜେନ୍ସି ଓ ଅନ୍ୟ ଆତଙ୍କୀ ସଂଗଠନ ମଧ୍ୟରେ ଏକ ବୈଠକ ବସିଛି।କୁହାଯାଉଛି ଯେ, ଏହି ବୈଠକ ପିଓକେର ମୁଜାଫରବାଦରେ ବସିଥିଲା। ତେବେ ବୈଠକରେ ଭାରତ ଓ ଜମ୍ମୁ କାଶ୍ମୀରରେ କିଭଳି ଅସ୍ଥିରତା ସୃଷ୍ଟି କରାଯିବ ସେ
Read More...