ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ
Browsing Category

Today’s Highlight

ଥମୁନି ତୈଳଦର..ପୁଣି ବଢିଲା

ଭୁବନେଶ୍ବର: ପୁଣି ତେଲରେ ନିଆଁ। ଆଜି ପୁଣି ବଢିଛି ପେଟ୍ରୋଲ ଓ ଡିଜେଲ ଦର। ଉଭୟ ତୈଳ ଦରରେ ୩୫ ପଇସା ଲେଖାଁଏ ବୃଦ୍ଧି କରିଛନ୍ତି ତୈଳ କମ୍ପାନି। କେବଳ ଅକ୍ଟୋବର ମାସରେ ହିଁ ପେଟ୍ରୋଲ ୩ ଟଙ୍କା ୫୦ ପଇସା ମହଙ୍ଗା ହେଲାଣି। ଡିଜେଲ ମଧ୍ୟ ୪ ଟଙ୍କା ବୃଦ୍ଧି ପାଇଛି। ଗତ ମଙ୍ଗଳବାର ଓ ବୁଧବାର ଦୁଇ
Read More...

କେବେ ଫେରିବି ‘ମନ୍ନତ’?

ମୁମ୍ବାଇ: ବଲିଉଡ଼ ବାଦଶାହା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ସମସ୍ୟା ବଢିବାରେ ଲାଗିଛି। ‘ମନ୍ନତ’ର ଅଏସ ଆରାମରେ ବଡ଼ ହୋଇଥିବା ଆର୍ୟନଙ୍କୁ ଏବେ ଜେଲରେ ଦିନ କାଟିବାକୁ ପଡୁଛି। ଆର୍ୟନ ଦିନ ଗଣୁଛନ୍ତି, ତାଙ୍କୁ କେବେ ଜାମିନ ମିଳିବ ଓ ସେ ମନ୍ନତ ଯିବେ। ଗୁରୁବାର ମୁମ୍ବାଇ ସେସନ୍ସ
Read More...

ପୁଞ୍ଝରେ ଆତଙ୍କୀ-ସୁରକ୍ଷାକର୍ମୀ ମୁହାଁମୁହିଁ

ଜମ୍ମୁ କାଶ୍ମୀର: ପୁଞ୍ଝରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ। ବିମ୍ବର ଗଳିରେ ଚାଲିଥିବା ଏନକାଉଣ୍ଟରରେ ଜଣେ ଜେସିଓ ସହିଦ ହୋଇଥିବା ବେଳେ ଦୁଇ ଜଣ ଯବାନ ଆହତ ହୋଇଛନ୍ତି। ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଗୁରୁବାର ସନ୍ଧ୍ୟାରୁ ଜାରି ରହିଛି। ଏହା
Read More...

ଏଠାରେ ମାଆଙ୍କ ପୂଜା ଟିକେ ନିଆରା…

ଭୁବନେଶ୍ୱର: ପାଶ୍ଚାତ୍ୟ ସଂସ୍କୃତି ଓ ସଙ୍କେତ ତୃଣମୂଳ ଯାଏ ଭେଦି ଗଲାଣି। ବ୍ୟବସ୍ଥା କେତେ ଆଗକୁ ଗଲାଣି। ଶିକ୍ଷା ଶତ ପ୍ରତିଶତ ଲୋକଙ୍କୁ ଛୁଇଁ ନାହିଁ ସତ। କିନ୍ତୁ ସାମାଜିକ ବିଧି ବ୍ୟବସ୍ଥା ଓ ସରକାରୀ ସଚେତନତା କିଛି କମ୍‍ ନାହିଁ। ହେଲେ ଆଜି ବି ଓଡ଼ିଶାର ଏମିତି ଅନେକ ମନ୍ଦିର ରହିଛି,
Read More...

ପାକିସ୍ତାନରେ ଚା’ କପ୍‌ର ଦାମ ଏତେ!

ପାକିସ୍ତାନରେ ମହଙ୍ଗା ମାଡ଼ ସାଧାରଣ ଲୋକଙ୍କ ବଞ୍ଚିବା କଷ୍ଟକର କରିଦେଇଛି । ଗତ ଏକ ବର୍ଷ ଧରି ପାକିସ୍ତାନରେ ଖାଦ୍ୟସାମ୍ରଗୀର ଦରଦାମ ଏତେ ବଢିଛି ଯେ ଲୋକଙ୍କୁ ଘର ଚଳାଇବାକୁ ମୁସକିଲ ହେଉଛି । କେବେଳ ସହରରେ ନୁହେଁ ପାକିସ୍ତାନ ଗାଁ ମାନଙ୍କରେ ମଧ୍ୟ ଦୈନଦିନ ବ୍ୟବହାର୍ଯ୍ୟ ଜିନିଷ ଦର ଅହେତୁକ
Read More...

ଗର୍ଭପାତ ନିୟମରେ ଆସିଲା ବଡ ପରିବର୍ତ୍ତନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏକ ଗୁରୁତ୍ବପୂର୍ଣ୍ଣ ଘଟଣା କ୍ରମରେ ଗର୍ଭଧାରଣ କ୍ଷେତ୍ରରେ ନିୟମ ସଂଶୋଧନ କରିଛନ୍ତି। ମେଡିକାଲ ଟର୍ମିନେସନ୍ (ସଂଶୋଧନ) ନିୟମ, ୨୦୨୧ ଅନୁଯାୟୀ ଏଣିକି ଗର୍ଭଧାରଣର ୨୪ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ ଆଇନସମ୍ମତ ହେବ। ତେବେ ଏହି ନିୟମ କିଛି ବର୍ଗଙ୍କ ପାଇଁ କେବଳ
Read More...

ମର୍ଣ୍ଣିଂ ୱାକ୍ ସମୟରେ ମାଡିଆସିଲା ମୃତ୍ୟୁ

ଭୁବନେଶ୍ବର: କଥାରେ ଅଛି ନିଶ୍ବାସକୁ ବିଶ୍ବାସ ନାହିଁ। କେତେବେଳେ ଏହା ଦୂରେଇ ଯିବ, କିଏ ଜାଣେ। ସମସ୍ତେ ଜାଣିଛନ୍ତି, ଏହା ଦିନେ ସେମାନଙ୍କୁ ସ୍ପର୍ଶ କରିବ। ହେଲେ କାହାକୁ ଓ କେଉଁ ସମୟରେ ଛୁଇଁବ ତାହା କହିହେବନାହିଁ। ଏଇ ଦେଖୁନାହାନ୍ତି, ଆଜି ଭଳି ପବିତ୍ର ମହାନବମୀ ଦିନରେ ଯେତେବେଳେ
Read More...

ନିଜ ରେକର୍ଡ ନିଜେ ଭାଙ୍ଗୁଛନ୍ତି, ପୂରା ଲଗାମଛଡା

ଭୁବନେଶ୍ବର: ଦେଶରେ ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଯାଉଛି ପେଟ୍ରୋଲ ଓ ଡିଜେଲ ଦର। ଦୁଇ ଦିନ ପରେ ଆଜି ପୁଣି ବଢିଛି ତୈଳ ଦର। ଲଗାତର ୭ ଦିନ ଦର ବଢିବା ପରେ ଦୁଇ ଦିନ ମଙ୍ଗଳବାର ଓ ବୁଧବାର ତୈଳ ଦର ସ୍ଥିର ରହିଥିଲା। ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୩୬ ପଇସା ଓ ୩୯
Read More...

ଆଜି ଆର୍ୟନଙ୍କୁ ବେଲ?

ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁହ ଖାନଙ୍କ ପୁଅ ଆର୍ୟନଙ୍କ ଜାମିନ ଆବଦେନ ଉପରେ ଆଜି ଆସିବ ରାୟ। ବୁଧବାର ମୁମ୍ବାଇ ସେସନ୍ସ କୋର୍ଟ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ତେବେ ଆଜି ଆର୍ୟନଙ୍କୁ କୋର୍ଟ ଜାମିନ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି।
Read More...

ନବରାତ୍ରି କରିଛନ୍ତି କି? ଜାଣିରଖନ୍ତୁ କେତୋଟି କଥା…

ଭୁବନେଶ୍ବର: ଅନ୍ୟାୟ ଉପରେ ନ୍ୟାୟର, ମନ୍ଦ ଉପରେ ଭଲର ବିଜୟର ଏକ ସାଙ୍କେତିକ ପର୍ବ ହେଉଛି ଶାରଦୀୟ ନବରାତ୍ରି।ନବରାତ୍ରି ବା ନଅଟି ରାତି ବିଶିଷ୍ଟ ଏହି ଦେବୀ ପୂଜା ମାଆ ଦୁର୍ଗାଙ୍କୁ ସମର୍ପିତ, ଯିଏ କି ଶକ୍ତିର ପ୍ରତୀକ, ଯାହାର ଅର୍ଥ ହେଉଛି ଚରମ ଶକ୍ତି। ରାକ୍ଷସକୁ ପରାହତ କରି ସଂସାରରେ
Read More...