ପ୍ରମୁଖ ଖବର

ସମ୍ବଲପୁର: ଗଣେଶ ପୂଜା ମଣ୍ଡପରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ପେଣ୍ଡାଲ
ଗୁଜରାଟ ସଚିବାଳୟ ଉଡ଼ାଇବା ଧମକ: ବିହାର, ଝାଡ଼ଖଣ୍ଡରୁ ୨ ଗିରଫ
ଓମଫେଡ୍‌ ବଜାରକୁ ଆଣିବ ପ୍ୟାକେଟ୍‌ ପାଣି ଓ ନୂଆ ଆଇସକ୍ରିମ୍
ଦିଶା ସାଲିଆନ ମୃତ୍ୟୁ ମାମଲା : ସିବିଆଇ ଏଫ୍‌ଆଇଆରରେ ଆଦିତ୍ୟ ଠାକରେ, ଡିନୋ ମୋରିଆଙ୍କ ନାଁ
ଦୁଷ୍କର୍ମ ମାମଲା: ଆତ୍ମସମର୍ପଣ କଲେ ତରୁଣ ତେଜପାଲ
ନନ୍ଦିଗ୍ରାମ ଉପନିର୍ବାଚନ ଲଢ଼ିବେନି ମମତା, ଟିଏମସି ଘୋଷଣା କଲା ପ୍ରାର୍ଥୀ
Browsing Category

Today’s Highlight

ମମତା ଜିତିବେ ନା ହାରିବେ?

ଦିଦିଙ୍କ ଶୁଣାଣି ପ୍ରକ୍ରିୟା ଆରମ୍ଭ,ଭବାନୀପୁର ଉପରେ ଦେଶର ନଜର କୋଲକାତା: ଆଜି ଆସିବ ପଶ୍ଚିମବଙ୍ଗ ଭବାନୀପୁର ଉପନିର୍ବାଚନ ଫଳାଫଳ । ସକାଳ ୮ରୁ ଭୋଟ ଗଣତି ଆରମ୍ଭ ହୋଇଛି। ୨୧ଟି ରାଉଣ୍ଡରେ ଭୋଟ ଗଣତି ହେବ। ଭବାନୀପୁରରୁ ଭାଗ୍ୟ ପରୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
Read More...

ଚୀନ୍ ଓ ପାକିସ୍ତାନକୁ ଚେତାବନୀ

ଲେହ ଲଦାଖ ଗସ୍ତରେ ସ୍ଥଳସେନା ମୁଖ୍ୟ ଏମ.ଏମ. ନରବଣେ । ସେଠାରେ ସୁରକ୍ଷା ସ୍ଥିତିର ଅନୁଧ୍ୟାନ କରିଛନ୍ତି ନରବଣେ । ସୁରକ୍ଷା ସ୍ଥିତିର ସମୀକ୍ଷା ପରେ ନରବଣେ କହିଛନ୍ତି ଯେ, ଚୀନ ସୀମାରେ ସ୍ଥିତି ନିୟନ୍ତ୍ରଣରେ ଅଛି । ଗତ ୬ ମାସ ଭିତରେ ଲଦାଖରେ ସ୍ଥିତି ସ୍ୱାଭାବିକ ଅଛି । ଚୀନ ସେନା ନିଜ
Read More...

ମୁମ୍ବାଇକୁ ଟପିଲା ମାଲକାନଗିରି

ଭୁବନେଶ୍ବର: ତେଲ ଦରରେ ଲାଗୁନି ବ୍ରେକ। ମହଙ୍ଗା ନିଆଁରେ ଘିଅ ଢାଳିଛି ସେଞ୍ଚୁରି ଡିଆଁ ପେଟ୍ରୋଲ। କ୍ରମାଗତ ତୃତୀୟ ଦିନରେ ଲଗାତର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ପ୍ରତିଦିନ ଲିଟର ପ୍ରତି କିଛି ଶୁଳ୍କ ବୃଦ୍ଧି କରୁଛନ୍ତି ତୈଳ କମ୍ପାନି। ଯାହାକୁ ନେଇ ଚିନ୍ତାରେ ଅଛନ୍ତି
Read More...

ପୂଜା ପାଇଁ ସେଲ୍‌; ଅଧା ଦାମରେ ଅନଲାଇନ୍ ସପିଂ!

ଭୁବନେଶ୍ବର: ସେଲ ସେଲ ସେଲ। ଅନଲାଇନ୍‌ରେ ମନୋଲଭା ଅଫର ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ମହାମାରୀ କରୋନା ପାଇଁ ଲାଗିଥିବା କଟକଣା ଯୋଗୁଁ ଲୋକେ ବାହାରେ ଏକାଠି ହୋଇପାରିବେନି କି ପୂଜାର ମଜା ନେଇପାରିବେନି। କିନ୍ତୁ ନୂଆ ଡ୍ରେସ ପିନ୍ଧି ପରିବାର ସହ ପୂଜା ମନାଇବାକୁ ଲୋକେ ଭୁଲିବେନି। ବିଶେଷ
Read More...

ଭାଷା ଓ ନଦୀ ସୁରକ୍ଷା ପାଇଁ ଏକାଠି ହେଲେ

ଭାଷା ଆନ୍ଦୋଳନ ଓଡ଼ିଶା ପକ୍ଷରୁ ପ୍ରଦୀପ ପ୍ରଜ୍ବଳନ କରି ପ୍ରତିବାଦ ଭୁବନେଶ୍ୱର: ଓଡ଼ିଆରେ ଓଡ଼ିଶାର ଶାସନ ପାଇଁ ଭାଷା ଆନ୍ଦୋଳନ ଓଡ଼ିଶା ଦୀର୍ଘ ୮୭୮ ଦିନର ଆନ୍ଦୋଳନ ଫଳରେ ସରକାର ଓଡ଼ିଆରେ ଓଡିଶା ଶାସନ ପାଇଁ ପଥ ପରିଷ୍କାର କରିଛନ୍ତି। ହେଲେ ସରକାରୀ ଅଫିସର ଏବେ ଏଥିରେ ବାଧକ
Read More...

ଜେସପିଏଲ ଫାଉଣ୍ଡେସନ୍ ମହାତ୍ମା ସମ୍ମାନ ପୁରସ୍କାରରେ ସମ୍ମାନିତ

ନୂଆଦିଲ୍ଲୀ / ଭୁବନେଶ୍ୱର, ଅକ୍ଟୋବର ୦୧, ୨୦୨୧:କୋଭିଡ ମହାମାରୀ ମୁକାବିଲା ପାଇଁ ବହୁମୁଖୀ ସାମାଜିକ କାର୍ଯ୍ଯକ୍ରମ ନିମନ୍ତେ ଜେଏସପିଏଲ ଫାଉଣ୍ଡେସନକୁ ସମ୍ମାନଜନକ ମହାତ୍ମା ପୁରସ୍କାରରେ ସମ୍ମାନିତ କରାଯାଇଛି | ପୁଡୁଚେରୀର ପୂର୍ବତନ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଡ କିରଣ ବେଦୀ, ଆଇପିଏସ୍, ଆଜି
Read More...

ମହଙ୍ଗା ହେବ ସାର, ବିଜୁଳି ଦର

ନୂଆଦିଲ୍ଲୀ, ୧/୧୦: ମାସ ଆରମ୍ଭରୁ କେନ୍ଦ୍ର ସରକାର ଖାଉଟିଙ୍କ ଉପରେ ମହଙ୍ଗା ବୋଝ ଲଦି ଦେଇଛନ୍ତି। ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ାଇବା ସହିତ ଘରୋଇ ବଜାରରେ ପ୍ରାକୃତିକ ଗ୍ୟାସ୍ ଦର ଆଜି ୬୨ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି। ଏହାକୁ ତୁରନ୍ତ ଲାଗୁ କରାଯାଇଛି। ଓଏନଜିସି ଏବଂ ଅଏଲ୍
Read More...

ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଉଚ୍ଚ କ୍ଷମତା ସମ୍ପନ୍ନ ପେଟ-ସିଟି ସ୍କାନ ସେବାକୁ ଏକ ବର୍ଷ ପୂରିଲା

ଭୁବନେଶ୍ୱର, ଅକ୍ଟୋବର ୧ : ସମ୍ ଅଲ୍ଟିମେଟ୍ ମେଡିକେୟାରର ନ୍ୟୁକ୍ଲିୟର୍ ମେଡିସିନ୍ ବିଭାଗ ଓ ଏହାର ଉଚ୍ଚ କ୍ଷମତା ସମ୍ପନ୍ନ ପେଟ୍‌-ସିଟି ସ୍କାନ୍ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା କ୍ଷେତ୍ରରେ ଏକ ବର୍ଷ ପୂରଣ କରିଛି । ଗୋଟିଏ ବର୍ଷ ଭିତରେ ସହରରେ ସବୁଠାରୁ ଅଧିକ ସଂଖ୍ୟକ ପେଟ-ସିଟି
Read More...

ତାଲିବାନ ଉପରେ କାହିଁକି ରାଗିଲା କତାର?

କାବୁଲ: ତାଲିବାନକୁ ଖୋଲାଖୋଲି ସମର୍ଥନ କରୁଥିବା କତାର ଏବେ ଏହି ସଂଗଠନ ଉପରେ ବର୍ଷିଛି । କତାରର ଜଣେ ବରିଷ୍ଠ କୁଟନୀତିଜ୍ଞ କହିଛନ୍ତି ଯେ, ମହିଳାଙ୍କ ପ୍ରତି ତାଲିବାନଙ୍କ ମନୋଭାବ ଅତ୍ୟନ୍ତ ନିରାଶାଜନକ। ଏହି ପଦକ୍ଷେପ ଆଫଗାନିସ୍ତାନକୁ ଆହୁରି ପଛକୁ ଠେଲି ଦେବ। କେବଳ ସେତିକି ନୁହେଁ,
Read More...

ଆଜିଠୁ ବଦଳିଯିବ ଏସବୁ ନିୟମ..

ଭୁବନେଶ୍ବର: ଆଜି ଅକ୍ଟୋବର ୧ ତାରିଖ।ନୂଆ ମାସ ନୂଆ ନିୟମ। ଆଜିଠୁ ସାରାଦେଶରେ ଅନେକ ନିୟମ ବଦଳିଯିବ। ଯାହା ସାଧାରଣ ଜନତାଙ୍କ ଉପରେ ସିଧା ପ୍ରଭାବ ପକାଇପାରେ। ଏହି ପରିବର୍ତ୍ତନ ଗୁଡିକ ବ୍ୟାଙ୍କିଙ୍ଗ୍, ପେମେଣ୍ଟ ବ୍ୟବସ୍ଥା ଓ ସେୟାର ମାର୍କେଟ ସହିତ ଜଡ଼ିତ। ଆସନ୍ତୁ ଜାଣିବା ଆଜିଠୁ କେଉଁ
Read More...